Home

୮ ମାସରେ ୮ ଜଣ ଭାରତୀୟ କ୍ରିକେଟର୍‌ ନେଲେଣି ଅବସର: କାରଣ ଜାଣିଲେ ଚମକି ପଡ଼ିବେ

ନୂଆଦିଲ୍ଲୀ,୨୭।୮: ଭାରତୀୟ ଦଳ ବର୍ତ୍ତମାନ ପରିବର୍ତ୍ତନର ଏକ ପର୍ଯ୍ୟାୟରେ ଅଛି, ବର୍ଷ ବର୍ଷ ଧରି ବରିଷ୍ଠ ଖେଳାଳିମାନେ ଯେଉଁ ଦାୟିତ୍ୱ ତୁଲାଇ ଆସୁଥିଲେ ତାହା ଏବେ ଯୁବ ଖେଳାଳିଙ୍କ ହାତରେ ନ୍ୟସ୍ତ କରାଯାଉଛି। ଟେଷ୍ଟ କ୍ରିକେଟ ହେଉ କି ଟି-୨୦, ବର୍ତ୍ତମାନ…

ମନ୍ତ୍ରୀଙ୍କୁ ଭେଟିଲେ, ପଞ୍ଜୀକରଣ ଅବଧି ବୃଦ୍ଧି ଦାବି

ବରଗଡ଼, ୨୭।୮(ପ୍ରେମାନନ୍ଦ ଖମାରୀ):ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ସୋମବାର ସରିଯାଇଛି। ଏଭଳି ସ୍ଥିତିରେ ରାଜ୍ୟରେ ସର୍ବାଧିକ ଧାନ ଉତ୍ପାଦନ କରୁଥିବା ବରଗଡ଼ ଜିଲାର ଅନେକ ଚାଷୀ ବିଭିନ୍ନ କାରଣରୁ ପଞ୍ଜୀକରଣରୁ ବାଦ ପଡ଼ି ଯାଇଛନ୍ତି। ଫଳରେ…

ନୂଆଖାଇ ଆଗରୁ ବଢୁଛି ଅବାଧ ନିଶା କାରବାର

ବରଗଡ଼,୨୭।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଚାଲିଥିବା ନିଶା କାରବାର ଚର୍ଚ୍ଚାର ବିଷୟ ହୋଇଛି। ଗାଁଠୁ ସହର ସବୁଠି ଏହି କାରବାର ବଢ଼ି ଚାଲିଛି। ତେବେ ଦିନକ ପରେ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଥିବାବେଳେ ଏହା ପୂର୍ବରୁ ଜିଲାର ଗାଁଠୁ ସହର…

ପେନ୍‌ସିଲ ମୁନରେ ୦.୫ ସେମିର ଗଣେଶ

ଖୋର୍ଦ୍ଧା,୨୭ା୮(ପ୍ରଭାତ ପାଣିଗ୍ରାହୀ):ଜଟଣୀ ହାଟବଜାର ଗୋପିନାଥପୁରର ସୂକ୍ଷ୍ମ କଳାକାର ଏଲ. ଈଶ୍ୱର ରାଓ ଚଳିତ ବର୍ଷ ପେନ୍‌ସିଲ ମୂନରେ ୦.୫ ସେମିର ଗଣେଶ ପ୍ରସ୍ତୁତ କରି ଶୁଭେଚ୍ଛା ଜଣାଇଛନ୍ତି। ଏଥିଲାଗି ତାଙ୍କୁ ଆଠ ଘଣ୍ଟା ସମୟ ଲାଗିଥିବା ସେ କହିଛନ୍ତି। ଇକୋ ଫ୍ରେଣ୍ଡ୍‌ଲି…

ପୁନର୍ବାର ଚିଲିକା

ଦକ୍ଷିଣ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଅବସ୍ଥିତ ଦି ନ୍ୟୁ କାଲିଡୋନିଆନ୍‌ ବାରିଅର ରିଫ୍‌ ପରେ ଚିଲିକା ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍‌ ଉପକୂଳ ହ୍ରଦ। କ୍ଷାରୀୟ ଜଳର ଏହି ହ୍ରଦ ଜୈବ ବିିବିଧତା ବଜାୟ ରଖିବାରେ ପ୍ରମୁଖ ଭୂମିକା ନିର୍ବାହ କରିଆସିଛି।…

ଓଏଏସ୍‌ ଅଧିକାରୀସ୍ତରରେ ବ୍ୟାପକ ଅଦଳବଦଳ: ଜାଣନ୍ତୁ କିଏ କେଉଁଠାକୁ ଗଲେ

ଭୁବନେଶ୍ୱର,୨୭ା୮ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି। ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ନଗର ଉନ୍ନୟନ ବିଭାଗର ସହରାଞ୍ଚଳ ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବ…

ନାବାଳିକାଙ୍କୁ ଗଣବଳାତ୍କାର କଲେ ବୟଫ୍ରେଣ୍ଡ: ମୋବାଇଲରେ ଶୁଟିଂ କରୁଥିଲେ ସାଙ୍ଗ, ଆଉ ତା’ପରେ…

ବାଲେଶ୍ୱର, ୨୭।୮(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ବସ୍ତା ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ବିଶ୍ୱାସରେ ବିଷ ଦେଇ ପୁରୁଷବନ୍ଧୁ ତାଙ୍କ ୩ଜଣ ସହଯୋଗୀଙ୍କ ସହ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ଗଣବଳାତ୍କାରର ଭିଡିଓ ଭାଇରାଲ ହେବା…

ଗଣେଶ ମନ୍ଦିର ପାଖରେ ଭୁଶୁଡ଼ିଲା ୪ ମହଲା କୋଠା: ୨୦ ଜଣ ଫସି ରହିଥିବା ଆଶଙ୍କା

ପୁଣେ,୨୭।୮: ମହାରାଷ୍ଟ୍ରର ଭାସାଇ-ଭିରାରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବିଜୟ ନଗର ଭିରାର ପୂର୍ବରେ ଗଣପତି ମନ୍ଦିର ନିକଟରେ ଏକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିଛି। ବିଳମ୍ବିତ ରାତି ପ୍ରାୟ ୧.୦୦ ଟା ସମୟରେ ଭୁଶୁଡ଼ି ପଡ଼ିଥିବା ଏହି କୋଠା…

କାଲି ପ୍ରବଳ ବର୍ଷା: ରାଜ୍ୟର ଏହି ୨ ଜିଲାକୁ ରେଡ୍‌ ଓ୍ବାର୍ନିଂଜାରି…

ଭୁବନେଶ୍ୱର,୨୬।୮(ଅନୁରାଧା ମହାରଣା)-ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ବୁଧବାର ସାରା ରାଜ୍ୟରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅତିରୁ ଅତି ପ୍ରବଳ ବର୍ଷା ହେବାନେଇ କୋରାପୁଟ ଓ ମାଲକାନଗିରି ଜିଲାକୁ ରେଡ୍‌…

ଷ୍ଟେଶନ ପ୍ଲାଟଫର୍ମରେ ପହଞ୍ଚିବା ପୂର୍ବରୁ ମିଳିଯିବ ଟିକେଟ, ଏହି ଟ୍ରିକ୍‌ ବନ୍ଧୁଙ୍କୁ ବି କୁହନ୍ତୁ ନାହିଁ…

ନୂଆଦିଲ୍ଲୀ,୨୬।୮: ଯଦି ଆପଣ କାହାକୁ ଷ୍ଟେଶନରେ ଛାଡ଼ିବାକୁ ଯାଉଛନ୍ତି, ତେବେ ପ୍ଲାଟଫର୍ମ ଟିକେଟ କିଣିବା ବାଧ୍ୟତାମୂଳକ। କିନ୍ତୁ ଏବେ ପ୍ଲାଟଫର୍ମ ଟିକେଟ କିଣିବା ପାଇଁ ଲମ୍ବା ଲାଇନରେ ଛିଡ଼ା ହେବାର ଆବଶ୍ୟକତା ନାହିଁ, କାରଣ ଆପଣ ନିଜ ସ୍ମାର୍ଟଫୋନ୍‌ ମାଧ୍ୟମରେ ଏହା…

ହାର୍ଡକୋର୍‌ ମାଓବାଦୀ ବିଶୁ ସିଂ ଗିରଫ

ରାଉଲକେଲା,୨୬।୮(ସଂଗୀତା ଜେନା): ଜୁନ ୧୪ ତାରିଖ ୨୦୨୫ ରେ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲର ସିଲକୁଟା ଫରେଷ୍ଟ ରେଞ୍ଜରେ ମାଓବାଦୀମାନେ ବିସ୍ପୋରଣ କରିଥିଲେ। କୁମ୍ବିଂ ଅପରେସନ କରୁଥିବା ବେଳେ ଜଣେ ସିଆର୍‌ପିଏଫ୍‌ ଯବାନ ଏହି ବିସ୍ପୋରଣରେ ଗୁରୁତର ଆହତ ହୋଇଥିଲେ।…

RSS ସଂଘ ମୁଖ୍ୟ ମୋହନ ଭାଗବତ ଦେଲେ ବଡ଼ ବୟାନ, କହିଲେ ସରକାର ଦାୟୀ…

ନୂଆଦିଲ୍ଲୀ,୨୬।୮: ଦିଲ୍ଲୀରେ ଆୟୋଜିତ ‘ସଂଘ ଯାତ୍ରାର ୧୦୦ ବର୍ଷ: ନୟେ କ୍ଷିତିଜ’ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଆମେ ହିନ୍ଦୁ ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?