ହଠାତ୍ ରାଗିଗଲେ ହିଟ୍ମ୍ୟାନ୍: ଇସାରାରେ କହିଦେଲେ ଏମିତି କଥା
କଟକ,୧୦।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍କୁ ଭାରତ ୪ ଉଇକେଟ୍ରେ ଜିତିଥିଲା। ତେବେ ଏହି ମ୍ୟାଚ୍ ଚାଲିଥିବା ସମୟରେ ଭାରତୀୟ ଅଧିନାୟକ ରୋହିତ…
ଏହି ଝିଅଙ୍କ କଥା ଶୁଣି ମୋଦି ହୋଇଗଲେ ଆଶ୍ଚର୍ଯ୍ୟ: ପଚାରିଦେଲେ ଏହି ପ୍ରଶ୍ନ
ନୂଆଦିଲ୍ଲୀ,୧୦।୨: ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ର ୨୦୨୫ର ଅଷ୍ଟମ ସଂସ୍କରଣ ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରୀଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ମଧ୍ୟ ଦେଇଥିଲେ। ଏହି ସମୟରେ, ପ୍ରଧାନମନ୍ତ୍ରୀ ମୋଦି କେରଳର ଜଣେ ଝିଅର…
ଡେବ୍ୟୁ ମ୍ୟାଚ୍ରେ ଇତିହାସ ରଚିଲେ ଏହି କ୍ରିକେଟର୍: ଭାଙ୍ଗିଲା ୪୭ ବର୍ଷର ରେକର୍ଡ
ନୂଆଦିଲ୍ଲୀ,୧୦।୨: ପାଖେଇ ଆସୁଛି ଚାମ୍ପିଅନ୍ସ ଟ୍ରଫି ୨୦୨୫। ଦଳଗୁଡ଼ିକର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ଏଥର ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବ, କିନ୍ତୁ ଟିମ ଇଣ୍ଡିଆ ଏହାର ମ୍ୟାଚ ଦୁବାଇରେ ଖେଳିବ। ବର୍ତ୍ତମାନ ପାକିସ୍ତାନରେ ତିନୋଟି ଦଳ ମଧ୍ୟରେ ଏକ…
ବିଶ୍ୱ କୃମି ନାଶକ ଦିବସ: ୩୩ ହଜାରରୁ ଅଧିକ ଲୋକ ସେବନ କରିବେ ଔଷଧ
ପାଟଣା,୧୦ା୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସୋମବାର ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଶ୍ୱ କୃମି ନାଶକ ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର…
ଦିଲ୍ଲୀ ପରେ ଏବେ ଏହି ୨ ରାଜ୍ୟ ହାତେଇବା ଭାଜପା ଲକ୍ଷ୍ୟ: ଜାଣନ୍ତୁ ମୋଦି-ଶାହାଙ୍କ ସିକ୍ରେଟ୍ ପ୍ଲାନ୍
ନୂଆଦିଲ୍ଲୀ.୧୦।୨: ୨୭ ବର୍ଷ ପରେ ଦିଲ୍ଲୀରେ ଭାଜପା କ୍ଷମତାକୁ ଫେରିବା ପରେ, ଏବେ ପ୍ରଶ୍ନ ଉଠୁଛି ଯେ ଭାଜପାର ପରବର୍ତ୍ତୀ ଟାର୍ଗେଟ ୨ଟି ରାଜ୍ୟ ଉପରେ ରହିଛି। ଏହି ୨ ରାଜ୍ୟ ହେଉଛି କେରଳ ଏବଂ ପଶ୍ଚିମବଙ୍ଗ। ଦିଲ୍ଲୀରେ ବିପୁଳ ସଫଳତା…
ଧରାପଡ଼ିଲେ ଆନ୍ତଃରାଜ୍ୟ ସାଇବର ଠକ, ନଗଦ ୨ ଲକ୍ଷ ଟଙ୍କା ଜବତ
କୋରାପୁଟ,୧୦ା୨(ଅମିତାଭ ବେହେରା): କୋରାପୁଟ ସାଇବର ପୋଲିସ ଦ୍ୱାରା ସୋମବାର ଜଣେ ଆନ୍ତଃରାଜ୍ୟ ସାଇବର ଠକକୁ ଗିରଫ କରାଯିବା ସହ ତାଙ୍କ ଠାରୁ ନଗଦ ୨ ଲକ୍ଷ ଟଙ୍କା୧୦ ଟି ଚେକ୍ ବୁକ୍ ଓ ଗୋଟିଏ ମୋବାଇଲ ଜବତ କରିଥିବା ସୋମବାର ସ୍ଥାନୀୟ…
ବିବାହ ପରେ ଜାଣିବାକୁ ପାଇଲେ ସ୍ବାମୀ କିନ୍ନର, ଏବେ ଶାଶୁଘର ଆଗରେ ଧାରଣାରେ ବସିଲେ ବୋହୂ
ତିହିଡ଼ି,୧୦ା୨(ସଞ୍ଜିତ ବଳ): ଶାଶୁଘର ସାମ୍ନାରେ ଧାରଣା ଦେଇଛନ୍ତି ବୋହୂ। ବିବାହ ଆଳରେ ତାଙ୍କୁ ଠକିଦେଇଥିବା ଅଭିଯୋଗ କରି ବୋହୂ ପୁଷ୍ପାଞ୍ଜଳି ବେହେରା ସୋମବାର ପୂର୍ବାହ୍ନ ୧୧ଟାଠାରୁ ଏହି ଧାରଣା ଦେବା ସହ ଶାଶୁଘର ବିରୋଧରେ ଦଣ୍ଡ ବିଧାନ ସ୍ବରୂପ ୧କୋଟି ଟଙ୍କା…
ମୋଦିଙ୍କ ଗସ୍ତ ପୂର୍ବରୁ ଟେନ୍ସନ୍ ବଢାଇଲେ ଟ୍ରମ୍ପ:ଭାରତକୁ ହେବ ବଡ଼ କ୍ଷତି
ନୂଆଦିଲ୍ଲୀ,୧୦।୨: ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶୁଳ୍କ ସମ୍ପର୍କରେ ଏକ ନୂତନ ଘୋଷଣା କରିଛନ୍ତି। ଏହା ଭାରତ ସମେତ ଅନେକ ଦେଶକୁ ପ୍ରଭାବିତ କରିପାରେ। ଟ୍ରମ୍ପ କହିଛନ୍ତି, ସେ ଆମେରିକାର ସମସ୍ତ ଇସ୍ପାତ ଏବଂ ଆଲୁମିନିୟମ ଉପରେ…
୧୬ରେ ବିଧାନସଭା ଘେରିବେ ପ୍ରାଥମିକ ଶିକ୍ଷକ
ଭୁବନେଶ୍ୱର,୧୦ା୨(ସୁଚିସ୍ମିତା ସାହୁ): ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ ନିଯୁକ୍ତି ଉଚ୍ଛେଦ ଓ ନିଯୁକ୍ତ ପାଇଥିବା ଷ୍ଟିମାଟିକ ଶିକ୍ଷକଙ୍କୁ ତୁରନ୍ତ ନିୟମିତ ଶିକ୍ଷକ କରିବା ଆଦି ତିନି ଦଫା ଦାବି ନେଇ ଆସନ୍ତା ୧୬ ତାରିଖରେ ବିଧାନସଭା ଘେରାଉ କରିବେ ପ୍ରାଥମିକ ଶିକ୍ଷକ। ପ୍ରାଥମିକ…
ଆଖିରେ ଲୁହ…ଶତକ ପରେ ବେଶ୍ ଭାବବିହ୍ବଳ ହୋଇଗଲେ ରୋହିତ ଶର୍ମା, ଦୁଃଖିତ କରୁଛି ଶବ୍ଦ
ନୂଆଦିଲ୍ଲୀ,୧୦।୨: କଟକ ଦିନିକିଆରେ ଅଧିନାୟକ ରୋହିତ ଶର୍ମା ଚମତ୍କାର ଶତକ ହାସଲ କରି ଟିମ ଇଣ୍ଡିଆକୁ ବିଜୟ ଭେଟି ଦେଇଥିଲେ। ସେ ଦୀର୍ଘଦିନ ଧରି ଖରାପ ଫର୍ମରେ ଥିବାରୁ ସମାଲୋଚିତ ହୋଇ ଆସୁଥିଲେ। ହେଲେ ସେ ଜବରଦସ୍ତ ଇନିଂସ ଖେଳି ଆଲୋଚକଙ୍କ…
୨୦୨୫ ଫେବୃୟାରୀ ୧୫ ମଧ୍ୟରେ କରିନିଅନ୍ତୁ PF ସହ ଜଡ଼ିତ ଏହି କାମ, ନଚେତ ହୋଇପାରେ ବଡ଼ କ୍ଷତି…
ନୂଆଦିଲ୍ଲୀ,୧୦।୨: କର୍ମଚାରୀ ଭବିଷ୍ୟନିଧୀ ସଂଗଠନ (EPFO) ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (UAN) ସକ୍ରିୟ କରିବା ଏବଂ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଆଧାର ସହିତ ଲିଙ୍କ କରିବାର ଶେଷ ତାରିଖ ୨୦୨୫ ଫେବୃଆରୀ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏହାଦ୍ୱାରା କର୍ମଚାରୀମାନଙ୍କୁ EPFOର ନିଯୁକ୍ତି…
ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ବଡ଼ ନିଷ୍ପତ୍ତି ଯୋଗୁ ଭାରତର ଚିନ୍ତା ବଢ଼ିଲା, ଏବେ ଆମେରିକା…
ନୂଆଦିଲ୍ଲୀ,୧୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଆର୍ଥିକ ନୀତିକୁ ପରିବର୍ତ୍ତନ କରିବାକୁ ସ୍ଥିର କରିଛନ୍ତି। ଯେଉଁଠାରେ ଦେଶର ହିତ ରହିଛି ସେଠାରେ ହିଁ ବ୍ୟବସାୟ କରିବେ ବୋଲି ସ୍ପଷ୍ଟ କରି ସାରିଛନ୍ତି। ଏହି କ୍ରମରେ ଏବେ ଟ୍ରମ୍ପ ଷ୍ଟିଲ୍ ଏବଂ ଆଲୁମିନିୟମର…
Archives


