ଛାତ୍ରୀଙ୍କ ଆତ୍ମହତ୍ୟା ପରେ KIIT ଛାଡ଼ିଲେ ନେପାଳୀ ଛାତ୍ରୀଛାତ୍ର
ଭୁବନେଶ୍ୱର,୧୭ା୨: କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ନେପାଳୀ ଛାତ୍ରୀଛାତ୍ରଙ୍କୁ ଘରକୁ ପଠାଯାଇଛି। କୁହାଯାଉଛି, ଏହି ଛାତ୍ରୀଛାତ୍ରଙ୍କୁ ଜୋର୍ ଜବରଦସ୍ତ କଟକ ରେଲଓ୍ବେ ଷ୍ଟେଶନରେ ଛଡ଼ାଯାଇଛି। ସୁରକ୍ଷାକର୍ମୀମାନେ ନେପାଳୀ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ଆତ୍ମହତ୍ୟା ପରେ କ୍ୟାମ୍ପସ୍ରେ ଉତ୍ତେଜନା…
ଚାଇନା ଆମର ଶତ୍ରୁ ନୁହେଁ! ପୁଣି ବିବାଦୀୟ ବୟାନ ଦେଲେ କଂଗ୍ରେସ ନେତା
ନୂଆଦିଲ୍ଲୀ,୧୭।୨: କଂଗ୍ରେସ ବିଦେଶୀ ୟୁନିଟ ମୁଖ୍ୟ ସାମ ପିଟ୍ରୋଡା ଏକ ଦାବି କରି ନୂତନ ବିବାଦ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ଚାଇନାଠାରୁ ଆସୁଥିବା ବିପଦ ପ୍ରାୟତଃ ଅତିରଞ୍ଜିତ କରି କୁହାଯାଇଥାଏ। ସେ ପରାମର୍ଶ ଦେଇଥିଲେ ଯେ ଭାରତ ଚାଇନାକୁ…
KIIT University: କିଟ୍ରେ ଛାତ୍ରୀ ଆତ୍ମହତ୍ୟା ଘଟଣା: ପ୍ରେମିକଙ୍କୁ ବାନ୍ଧିଲା ପୋଲିସ
ଭୁବନେଶ୍ୱର,୧୭ା୨: ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT) ବିଶ୍ୱବିଦ୍ୟାଳୟର ହଷ୍ଟେଲ କ୍ୟାମ୍ପସରେ ଜଣେ ବି.ଟେକ୍ ତୃତୀୟ ବର୍ଷର ଛାତ୍ରୀଙ୍କ ମୃତଦେହ ମିଳିବାର କିଛି ଘଣ୍ଟା ପରେ ପୋଲିସ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ମୃତ ଯୁବତୀଙ୍କ ବନ୍ଧୁ ଏବଂ…
ପାକିସ୍ତାନର ହିନମନ୍ୟତା! ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ହଟାଇଲା ଭାରତର ପତାକା, ସୋସିଆଲ ମଡିଆରେ…
ଇସଲାମାବାଦ,୧୭।୨: ଚାମ୍ପିୟନ୍ସ ଟ୍ରଫି ୧୯ ଫେବୃଆରୀରୁ ଆରମ୍ଭ ହେଉଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ କରାଚୀରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ୧୯୯୬ ବିଶ୍ୱକପ ପରେ ଏହା ପ୍ରଥମ ଥର ପାଇଁ ପାକିସ୍ତାନ ଏକ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି।…
ପୁଣି ମାତିଲେ ମାଓବାଦୀ: କଲେ IED ବିସ୍ଫୋରଣ, ଜଣେ ଯବାନ ଗୁରୁତର
ମାଲକାନଗିରି,୧୭ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଉସୁର ଜଙ୍ଗଲରେ ମାଓବାଦୀମାନେ IED ବିସ୍ଫୋରଣ କରିଛନ୍ତି। ଏଥିରେ ଜଣେ CRPFର କୋବ୍ରା ଯବାନ ଗୁରୁତର। ଗୁରୁତର ଯବାନଙ୍କୁ ରାୟପୁର ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି। ମାଓବାଦୀ ଦମନ…
Krushna Chandra Patra: ମନ୍ତ୍ରୀଙ୍କ ବଡ଼ ଘୋଷଣା: ଏଣିକି ପ୍ରତି ବ୍ଲକ୍ରେ ହେବ…
ଭୁବନେଶ୍ୱର,୧୭ା୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଚାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଏଣିକି ପ୍ରତି ବ୍ଲକରେ ଗୋଟିଏ ଲେଖାଏ ଶୀତଳଭଣ୍ଡାର ଖୋଲାଯିବ। ଫଳରେ ଚାଷୀଙ୍କ କଷ୍ଟ ଉପାର୍ଜିତ ଖାଦ୍ୟଶସ୍ୟ ନଷ୍ଟ ହେବ ନାହିଁ।…
୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା: ୧୭୭ ପ୍ରଧାନ ଶିକ୍ଷକଙ୍କ ସ୍ଥାନରେ ଅଛନ୍ତି ୬୫
ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): ମାଟ୍ରିକ ପରୀକ୍ଷାର ଚିନ୍ତା ଏବେ ଛାତ୍ରୀ ଛାତ୍ରଙ୍କୁ ବ୍ୟତିବ୍ୟସ୍ତ କରୁଥିବା ଲକ୍ଷ୍ୟ କରାଯାଇଛି। ଆସନ୍ତା ଫେବୃଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏପରି ସ୍ଥଳେ କଳାହାଣ୍ଡି ଜିଲାରେ ଅଧାରୁ ଅଧିକ ହାଇସ୍କୁଲର ପ୍ରଧାନ ଶିକ୍ଷକ ପଦବୀ…
ସିରିଆ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍, ଅଲ କାଏଦା ସହ ଜଡିତ ସିନିୟର କମାଣ୍ଡର ନିହତ
ଓ୍ବାଶିଂଟନ,୧୭।୨: ସିରିଆରେ ବିମାନ ଆକ୍ରମଣରେ ଆମେରିକୀୟ ସେନା ଅଲକାଏଦା ସହିତ ଜଡିତ ଏକ ଆତଙ୍କବାଦୀ ଗୋଷ୍ଠୀର ଜଣେ ବରିଷ୍ଠ କମାଣ୍ଡରଙ୍କୁ ହତ୍ୟା କରିଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ ଏହି ସୂଚନା ଦେଇଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ରବିବାର (୧୬ ଫେବୃଆରୀ, ୨୦୨୫)…
ମା’ ବସ୍ ଦୁର୍ଘଟଣା: ଝିଅ ପରେ ଆଖି ବୁଜିଲେ ମା’
ଭୁବନେଶ୍ୱର,୧୭ା୨: ମୋ’ ବସ୍ ଦୁର୍ଘଟଣାରେ ଗୁରୁତର ଥାଇ ଚିକିତ୍ସିତ ହେଉଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ଏମ୍ସରେ ଚିକିତ୍ସାଧୀନ ଥିଲେ। ଗତ ଶୁକ୍ରବାର ପାତ୍ରପଡ଼ାରେ ମା’-ଝିଅ ଏକ ସ୍କୁଟିରେ ଯାଉଥିବାବେଳେ ସ୍କୁଟି ସହ ୧୦୦ ମିଟର ଘୋଷାଡ଼ି ନେଇଯାଇଥିଲା ମୋ’…
ଆମେରିକାରୁ ନିର୍ବାସିତ ପ୍ରବାସୀ ମହିଳା-ଶିଶୁଙ୍କୁ ନେଇ ଟ୍ରମ୍ପ ସରକାରଙ୍କ ବଡ ନିଷ୍ପତ୍ତି, ଜାଣନ୍ତୁ ଏହା କ’ଣ
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୭।୨: ପଞ୍ଜାବର ଅମୃତସରରେ ଦ୍ୱିତୀୟ ଆମେରିକୀୟ ସାମରିକ ବିମାନରୁ ଓହ୍ଲାଇଥିବା ନିର୍ବାସିତଙ୍କ ମଧ୍ୟରେ ଥିବା ମହିଳା ଏବଂ ପିଲାମାନଙ୍କୁ ‘ଉଡ଼ାଣ ସମୟରେ ଶିକୁଳିରେ ବାନ୍ଧି ଦିଆ ଯାଇନଥିଲା’। ରବିବାର ବିଭିନ୍ନ ସୂତ୍ରରୁ ଏହି ସୂଚନା ମିଳିଛି। ମହିଳା ଏବଂ ଶିଶୁ ସମେତ…
Bear: ମହୁ ଖାଇବାକୁ ଆସି ଗଛରେ ଚଢ଼ିଗଲା ଭାଲୁ, ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ…
ନୀଳଗିରି,୧୭ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ମିତ୍ରପୁର ଅଯୋଧ୍ୟା ରାସ୍ତା ସିନ୍ଦୁରଗଉରା ପାଖରେ ମହୁ ଖାଇବା ଆଶାରେ ଯାଇ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ଭାଲୁର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ରବିବାର ରାତିରେ ସ୍ବର୍ଣ୍ଣଚୂଡ଼…
ବଦଳିବେ ମାୟାବତୀଙ୍କ ଉତ୍ତରାଧିକାରୀ! ଆକାଶ ଆନନ୍ଦଙ୍କୁ ଦେଲେ ବଡ଼ ଚେତାବନୀ
ଲକ୍ଷ୍ନୌ,୧୭।୨: ବିଏସପି ମୁଖ୍ୟ ମାୟାବତୀ ତାଙ୍କ ସମ୍ପର୍କୀୟ ଡକ୍ଟର ଅଶୋକ ସିଦ୍ଧାର୍ଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରେ, ଏବେ ତାଙ୍କ ଭଣଜା ଏବଂ ଦଳର ଜାତୀୟ ସଂଯୋଜକ ଆକାଶ ଆନନ୍ଦଙ୍କୁ ଟାର୍ଗେଟ କରୁଥିବା ଦେଖାଯାଉଛି। ବିଏସପି ମୁଖ୍ୟ ଗତବର୍ଷ ଆକାଶଙ୍କୁ ତାଙ୍କର…
Archives


