Home

୨ ଯାଆଁଳା ଭାଇ ମାଲକାନଗିରି ଜିଲା ଟପ୍ପର

ମାଲକାନଗିରି/ଏମ୍‌ଭି ୭୯, ୩ା୫(ଦୁର୍ଯ୍ୟୋଧନ ପାତ୍ର/ଭିକି ବାରିକ): ମାଟ୍ରିକ୍‌ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଦୁଇ ଯାଆଁଳା ଭାଇ ସମାନ ନମ୍ବର ରଖି ମାଲକାନଗିରି ଜିଲା ଟପ୍ପର ହୋଇଛନ୍ତି। କାଲିମେଳା ବ୍ଲକ୍‌ ଏମ୍‌.ଭି. ୭୯ସ୍ଥିତ ସାବେରୀ ଉଚ୍ଚ ବିଦ୍ୟାଳୟରେ ମୋହନ ଲେଙ୍କାଙ୍କ ଦୁଇ…

ଭାରତର ବଡ଼ ଆକ୍ସନ: ପାକିସ୍ତାନ ସୂଚନା ମନ୍ତ୍ରୀଙ୍କ ‘ଏକ୍ସ’ ଆକାଉଣ୍ଟ ବ୍ୟାନ୍‌

ଶ୍ରୀନଗର/ଇସଲାମାବାଦ୍‌,୩।୫: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି। ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଆତାଉଲ୍ଲାହ ତରାରଙ୍କ ଏକ୍ସ ଆକାଉଣ୍ଟ ଭାରତରେ ବ୍ୟାନ୍‌ କରାଯାଇଛି। ଏକ୍ସ ପ୍ରୋଫାଇଲଲ୍‌ରୁ ତରାରଙ୍କ ଫଟୋ…

ମନ୍ଦିରରେ ଦଳାଚକଟା: ଚାଲିଗଲା ୭ ଭକ୍ତଙ୍କ ଜୀବନ, ୩୦ ଆହତ

ନୂଆଦିଲ୍ଲୀ,୨।୫: ଗୋଆର ଶିରଗାଓଁରେ ଆୟୋଜିତ ଶ୍ରୀ ଲୈରାଇ ‘ଯାତ୍ରା’ ସମୟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଥିଲା। ଏଠାକାର ଲୈରାଇ ମନ୍ଦିରରେ ଦଳାଚକଟା ହେବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ଗଣତନ୍ତ୍ରକୁ ମଜଭୁତ କରିଥାଏ

ସତ୍ୟ ଖବର ପରିବେଷଣର ସ୍ବାଧୀନତା ମିଳୁ ବର୍ତ୍ତମାନ ସମୟରେ ସ୍ବାଧୀନତା ଶବ୍ଦର ପରିଭାଷା ବଦଳି ଯାଇଛି। କିଛି କ୍ଷେତ୍ରରେ ଆମେ ମତାମତକୁ ବଦଳାଇ ପାରିବା, ମାତ୍ର ସତ୍ୟକୁ କେବେବି ବଦଳାଇ ପାରିବା ନାହିଁ। କେତେକ ସମୟରେ ପରିବେଷଣ ହେଉଥିବା ଖବରରେ ସତ୍ୟାସତ୍ୟ…

ଗଣମାଧ୍ୟମ ସ୍ବାଧୀନତା ସଙ୍କୁଚିତ ନ ହେଉ

ସାରା ବିଶ୍ବରେ ପ୍ରତିବର୍ଷ ମେ’ ୩ ତାରିଖରେ ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପାଳନ ହୋଇଥାଏ। ପ୍ରେସ୍‌ ସ୍ବାଧୀନତାର ଗୁରୁତ୍ୱ ପ୍ରତି ଜନସଚେତନତା ସୃଷ୍ଟି ତଥା ସାମ୍ବାଦିକମାନଙ୍କୁ ସେମାନଙ୍କ ସାହସିକ ଉଦ୍ୟମ ନିମନ୍ତେ ସମ୍ମାନ ଜଣାଇବା ଏହି ଦିବସର ପ୍ରମୁଖ ଉଦ୍ଦେଶ୍ୟ।…

ଅବନୀତଙ୍କ ଫଟୋ ଲାଇକ୍ କରି ଚର୍ଚ୍ଚାରେ ବିରାଟ କୋହଲି: ପରେ ଦେଲେ ସଫେଇ

ନୂଆଦିଲ୍ଲୀ,୩/୫:ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଏକ ଲାଇକ ଯୋଗୁ ହଙ୍ଗାମା ସୃଷ୍ଟି ହୋଇଛି। ବିରାଟଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଜଣେ ଅଭିନେତ୍ରୀଙ୍କ ଫଟୋରେ ଲାଇକ ହୋଇଯାଇଥିଲା। ଏହାପରେ ସୋସିଆଲ ମିଡିଆରେ ଚହଳ ପଡ଼ିଥିଲା। ପରେ କୋହଲି ତାଙ୍କ ଇନଷ୍ଟାଗ୍ରାମ…

ବୋମା ପଡ଼ିଲେ ଶବ୍ଦ ହୁଏ, ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦିଅ: ଚନ୍ନିଙ୍କ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି

ଶ୍ରୀନଗର,୩/୫:ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସମସ୍ତଙ୍କ ନଜର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ରହିଛି। ଏହି ପରିପ୍ରେକ୍ଷୀରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ସାଂସଦ ଚରଣଜିତ ସିଂ ଚନ୍ନି କେନ୍ଦ୍ର ସରକାରଙ୍କଠାରୁ ୨୦୧୬ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଛନ୍ତି।…

World Press Freedom Day 2025: କାହିଁକି ପାଳନ କରାଯାଏ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ 

ପ୍ରତିବର୍ଷ ମେ ୩ ତାରିଖରେ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ (World Press Freedom Day 2025)ପାଳନ କରାଯାଏ। ଏହି ଦିବସ ଆମକୁ ମନେ ପକାଇ ଦିଏ ଯେ ସମାଜରେ ସଠିକ ସୂଚନା ପ୍ରଦାନ କରିବା କେତେ ଗୁରୁତ୍ୱପୂର୍ଣ୍ଣ। ସାମ୍ବାଦିକ ଏବଂ…

ଅସଲ ରଙ୍ଗ ଦେଖାଇଲା ବାଂଲାଦେଶ; ୟୁନୁସଙ୍କ ସହଯୋଗୀ କହିଲେ- ଯଦି ପାକିସ୍ତାନ ଉପରେ ଆକ୍ରମଣ ହୁଏ ତେବେ ଢ଼ାକା…

ଢାକା,୨।୫: ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୁଦ୍ଧରେ ଅନେକ କଠୋର କଟକଣା ଲଗାଉଛି ଏବଂ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି ସମୟରେ ଜଣେ ପୂର୍ବତନ ବାଂଲାଦେଶ ସାମରିକ ଅଧିକାରୀ ଏକ ବିବାଦୀୟ ବୟାନ…

Shahbaz Sharif: ପାକିସ୍ତାନରେ ସାମରିକ ବିଦ୍ରୋହ: ଇସ୍ତଫା ଦେବେ ଶେହବାଜ!

ଇସଲାମବାଦ,୨।୫: ପହଲଗାମ ଆତଙ୍କବାଦ ଆକ୍ରମଣକୁ ନେଇ ସାରା ଦେଶରେ ଉତ୍ତେଜନା ଲାଗି ରହିଥିବାବେଳେ ପାକିସ୍ତାନରୁ ବଡ଼ ଖବର ଆସିଛି। ଏହାରି ଭିତରେ ପାକିସ୍ତାନରେ ଏକ ବଡ଼ ରାଜନୈତିକ ଉତ୍ଥାନପତନ ଦେଖିବାକୁ ମିଳିଛି। ସୂତ୍ରରୁ ଜଣାପଡ଼ିଛି ଯେ ଦେଶର ସେନା ଓ ଗୁଇନ୍ଦା…

ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଗାଁ ଉତ୍ସବ ମୁଖର

ଦିଗପହଣ୍ଡି,୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଗୁରୁବାରଠାରୁ ମହାଯଜ୍ଞ ଶୁଭାରମ୍ଭ ହୋଇଛି। ରବିବାର ମହାଯଜ୍ଞର ପୂର୍ଣ୍ଣାହୁତି କରାଯିବ। ଏହି ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ସମଗ୍ର ଗାଁ ଉତ୍ସବ…

ଭିଜିଲାନ୍ସ ଜାଲରେ ଦଶମନ୍ତପୁର ସିଡିପିଓ

କୋରାପୁଟ,୨।୫(ଅମିତାଭ ବେହେରା): ଭିଜିଲାନ୍ସ ଜାଲରେ ସିଡିପିଓ। ଲାଞ୍ଚ ନେବା ବେଳେ କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକର ସିଡିପିଓ ଶକୁନ୍ତଳା ଦାସ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତେବେ ସେ ଜଣେ ଅଙ୍ଗନଓ୍ବାଡ଼ି ସହାୟକାଙ୍କଠାରୁ ବକେୟା ଦରମା କରାଇଦେବା ପାଇଁ ୧୦ହଜାର ଟଙ୍କା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri