ଭୁଲ ଲଟେରୀ ଟିକେଟ କିଣି ନିରାଶ ହୋଇଥିଲେ ଯୁବତୀ, ଖୋଲିଗଲା ଭାଗ୍ୟ
ଭର୍ଜିନିଆ: ଏହି ଦୁନିଆରେ କେବେ, କିପରି ଏବଂ କେତେବେଳେ କାହାର ଭାଗ୍ୟ ବଦଳିବ ତାହା କେହି ଜାଣନ୍ତି ନାହିଁ। କେତେବେଳେ ଜଣେ ଅକ୍ଳାନ୍ତ ଚେଷ୍ଟା କରିବା ପରେ ମଧ୍ୟ ଜିତିପାରେ ନାହିଁ, ଆଉ କେତେବେଳେ ଗୋଟିଏ ଭୁଲ ଯୋଗୁଁ ଜଣେ ଜ୍ୟାକପଟ…
ବୁଲା କୁକୁର ପରେ ଏବେ ବିଲେଇଙ୍କ ହେବ ବନ୍ଧ୍ୟାକରଣ: ଆସିଲା ସ୍ବତନ୍ତ୍ର ବଜେଟ୍
ନାସିକ,୨୧।୨: ବୁଲା କୁକୁର ପରେ, ଏବେ ମହାରାଷ୍ଟ୍ରର ନାସିକ ସହରରେ ବିଲେଇଙ୍କ ବନ୍ଧ୍ୟାକରଣ ପାଇଁ ଏକ ଅଭିଯାନ ଆରମ୍ଭ ହେଉଛି। ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶକ୍ରମେ ନଗର ନିଗମର ପଶୁପାଳନ ବିଭାଗ ଏହି ପଦକ୍ଷେପ ନେଇଛି। ଏହି ଅଭିଯାନର ଲକ୍ଷ୍ୟ ହେଉଛି…
Urvashi Rautela Fees: ଗୋଟିଏ ମିନିଟ୍ର ଡ୍ୟାନ୍ସ ପାଇଁ ଏତିକି ଟଙ୍କା ଚାର୍ଜ କଲେ ଉର୍ବଶୀ ରାଉତେଲା: ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଅଭିନେତ୍ରୀ ଉର୍ବଶୀ ରାଉତେଲା ଆଜିକାଲି ସାଉଥ୍ ସିନେମାର ବରିଷ୍ଠ ଅଭିନେତା ନନ୍ଦମୁରୀ ବାଳକ୍ରିଷ୍ଣଙ୍କ ଫିଲ୍ମ ‘ଡାକୁ ମହାରାଜ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଗୀତ ‘ଦାବିଡି ଡିବିଡି’ରେ ଉର୍ବଶୀଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି। ଏହି ଫିଲ୍ମରେ ତାଙ୍କର ୩ ମିନିଟର…
ସରକାରଙ୍କ ବଡ଼ ଘୋଷଣା, ଏଣିକି ପୁରୁଷଙ୍କୁ ବି ବସ୍ରେ ମିଳିବ Special Seat
ବେଙ୍ଗାଲୁରୁ,୨୧ା୨: ପୂର୍ବରୁ ବସ୍ରେ ମହିଳା ଯାତ୍ରୀଙ୍କ ପାଇଁ ସଂରକ୍ଷଣ ସିଟ୍ ଛଡ଼ା ଯାଉଥିଲା। ବସ୍ କି ଟ୍ରେନ୍ରେ ଯାତ୍ରା କରିବା ସମୟରେ ଆପଣ ସିଟ୍ ଉପରେ ଏପରି ବାର୍ତ୍ତା ଲେଖାଯାଇଥିବା ନିଶ୍ଚୟ ଦେଖିଥିବେ। ଯଦି ଆପଣ ମହିଳାଙ୍କ ପାଇଁ ସଂରକ୍ଷିତ ସିଟ୍ରେ…
୫ ବର୍ଷ ପରେ ‘କୋଠରି’ରୁ ବାହାରିଲେ ଆଲିବାବାର ପ୍ରତିଷ୍ଠାତା: ଚାଇନାରେ ହେବ ପରିବର୍ତ୍ତନ
ବେଜିଂ,୨୧।୨: ଚାଇନାର ସବୁଠାରୁ ପ୍ରସିଦ୍ଧ ତଥା ପ୍ରଭାବଶାଳୀ ଉଦ୍ୟୋଗୀ ଜ୍ୟାକ ମା ପାଞ୍ଚ ବର୍ଷ ପରେ ଶେଷରେ ସାଧାରଣ ଲୋକଙ୍କ ସାମ୍ନାକୁ ଆସିଛନ୍ତି। ଏକଦା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ବିବେଚିତ ହେଉଥିବା ଆଲିବାବାର ପ୍ରତିଷ୍ଠାତା ଜ୍ୟାକ ମା ୨୦୨୦…
ପାକିସ୍ତାନର ଭାଷା କହୁଥିଲେ ତୁର୍କୀର ଖଲିଫା ଏର୍ଦୋଗନ, ଏମିତି ଜବାବ ଦେଲା ଭାରତ ଏକାଥରେ ଚୁପ୍
ନୂଆଦିଲ୍ଲୀ,୨୧।୨: କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରି ତୁର୍କୀ ରଖଲିଫା ରାଷ୍ଟ୍ରପତି ରେଚେପ ତାୟିପ ଏର୍ଦୋଗାନ ଦେଇଥିବା ବୟାନ ଉପରେ ଭାରତ ଆପତ୍ତି ପ୍ରକାଶ କରିଛି। ଭାରତ ତୁର୍କୀକୁ କହିଛି ଯେ ଖଲିଫା ଏର୍ଦୋଗାନ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଭାଷା କହୁଛନ୍ତି,…
କପି କରିବାକୁ ନେଇ ପରୀକ୍ଷାର୍ଥୀଙ୍କୁ ଗୁଳିକରି ହତ୍ୟା
ପାଟନା,୨୧।୨: ବିହାରର ରୋହତାସ ଜିଲାର ସାସାରାମରୁ ଏକ ବଡ଼ ଖବର ଆସିଛି, ଯେଉଁଠାରେ ଜଣେ ପରୀକ୍ଷାର୍ଥୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କପି ବା ଚିଟିଙ୍ଗ ବିବାଦକୁ ନେଇ ସାସାରାମରେ ଜଣେ ପରୀକ୍ଷାର୍ଥୀଙ୍କୁ ଗୁଳି କରିବାରୁ ଅଞ୍ଚଳରେ…
Chanakya Niti: ଏହି ୫ କଥାକୁ କେବେ ବି କାହା ଆଗରେ ପ୍ରକାଶ କରନ୍ତିନି ପୁରୁଷ
ଆଚାର୍ଯ୍ୟ ଚାଣକ୍ୟ ବ୍ୟକ୍ତିଙ୍କୁ ସୁଖମୟ ଏବଂ ଧୈର୍ଯ୍ୟପୂର୍ଣ୍ଣ ଜୀବନ ବିତାଇବା ପାଇଁ କିଛି କଥା କହିଛନ୍ତି। ଚାଣକ୍ୟଙ୍କ ନିଜର ଗ୍ରନ୍ଥ ଚାଣକ୍ୟ ନୀତିରେ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଚାଣକ୍ୟଙ୍କ ନୀତିରେ ଜୀବନର ସଫଳତା, ଉଚିତ-ଅନୁଚିତ, ନୈତିକ-ଅନୈତିକ, ଧର୍ମ-ଅଧର୍ମ ସମ୍ପର୍କରେ ସ୍ପଷ୍ଟ…
ବଡ଼ ଦୁର୍ଘଟଣା, ବରଫ ହ୍ରଦରେ କ୍ରାସ ହେଲା ହେଲିକପ୍ଟର
ଓ୍ବାଶିଂଟନ,୨୧।୨: ବିମାନ ଦୁର୍ଘଟଣା ପରେ ଏବେ ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣା ଘଟିଛି। ଆମେରିକାର ଇଡାହୋରେ ଏକ ବରଫ ହ୍ରଦରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି। ବୋନେଭିଲ…
ମାୟାବତୀଙ୍କ ବଡ଼ ଅଭିଯୋଗ, କହିଲେ ଭାଜପାର ବି-ଟିମ ହେଉଛି କଂଗ୍ରେସ
ଲକ୍ଷ୍ନୌ,୨୧।୨: ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ କଂଗ୍ରେସକୁ ଭାଜପାର ବି ଟିମ ବୋଲି କହିଛନ୍ତି। ଏହି ପୋଷ୍ଟରେ, ବିଏସପି ସୁପ୍ରିମୋ ଏମପି ରାହୁଲ ଗାନ୍ଧୀଙ୍କୁ ନିଜ ଭିତରେ ଦେଖିବା ପାଇଁ ପରାମର୍ଶ ମଧ୍ୟ ଦେଇଛନ୍ତି। ସେ ସୋସିଆଲ ମିଡିଆ…
Company Rules: ଟଏଲେଟ୍ରେ ୨ ମିନିଟ୍ରୁ ଅଧିକ ରହିଲେ ପଡ଼ିବ ୧୨୦୦ ଟଙ୍କା ଜରିମାନା, ଜାଣନ୍ତୁ କାରଣ…
ବେଜିଂ,୨୧ା୨: ପଡ଼ୋଶୀ ଦେଶ ଚାଇନାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଯାହା ଲୋକଙ୍କୁ ସ୍ତବ୍ଧ କରିଦେଇଛି। ଏଠାକାର ଏକ କମ୍ପାନୀ ତା’ର କର୍ମଚାରୀଙ୍କ ପାଇଁ ୨ ମିନିଟ୍ର ଏକ ଅଜବ ଟଏଲେଟ୍ ନିୟମ ଲାଗୁ କରିଛି, ଯାହା ସୋସିଆଲ ମିଡିଆରେ ବହୁ…
୧୯୯୯ରେ ବିକ୍ରି ହେଉଛି ମହାକୁମ୍ଭରେ କପଡ଼ା ବଦଳାଉଥିବା ଯୁବତୀଙ୍କ ଫଟୋ, ଟେଲିଗ୍ରାମରେ ବିକ୍ରି ହେଉଛି ଗାଧୋଇବା ବେଳର ଫଟୋ!
ପ୍ରୟାଗରାଜ,୨୧।୨: ମହାକୁମ୍ଭ ପରିସରରେ ମହିଳାଙ୍କ ଗୋପନୀୟତା ଉଲ୍ଲଂଘନ କରାଯାଉଛି। ସୋସିଆଲ ମିଡିଆରେ ମହିଳାଙ୍କ ପୋଷାକ ବଦଳାଇବା ଏବଂ ଗାଧୋଇବାର ଫଟୋ ବିକ୍ରି ହେଉଛି। ଏହି ମାମଲାକୁ ଗମ୍ଭୀରତାର ସହ ନେଇ ପୋଲିସ ମହାକୁମ୍ଭ ଅଞ୍ଚଳର କୁମ୍ଭ କୋତୱାଲି ଥାନାରେ ୧୧ଟି ସୋସିଆଲ…
Archives


