ସେମିଫାଇନାଲରେ ଭାରତ ହାରିଲେ କ’ଣ ହେବ ଦର୍ଶକଙ୍କ ପ୍ରତିକ୍ରିୟା, ଜବାବ ଦେଲେ କୋହଲି
ମାଞ୍ଚେଷ୍ଟର୍, ୯।୭: ମାଞ୍ଚେଷ୍ଟରରେ ଖେଳାଯିବ ୨୦୧୯ ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲ ମ୍ୟାଚ। ଏହି ମହାମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ। ଲିଗ ପର୍ଯ୍ୟାୟରେ ବର୍ଷା ପାଇଁ ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ ହୋଇପାରି ନ ଥିଲା। ହେଲେ…
ବିବାହ ପରେ ବି ପ୍ରେମରେ ପଡିଥିଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ
ବଲିଉଡ୍ ପ୍ରେମ କାହାଣୀ ଯେତିକି ରୋଚକପୂର୍ଣ୍ଣ ଭାରତୀୟ ରାଜନେତାଙ୍କ ପ୍ରେମ କାହାଣୀ ମଧ୍ୟ ସେତିକି ରୋମାଞ୍ଚକର। ଏଠି ଅଧିକାଂଶ ନେତା ପ୍ରେମରେ ପଡି ଆସିଛନ୍ତି ଚର୍ଚ୍ଚାକୁ। ସେମିତି ଜଣେ ରାଜନେତା ହେଉଛନ୍ତି ବର୍ତ୍ତମାନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବା କ୍ୟାପଟେନ୍ ଅମରିନ୍ଦର ସିଂ।…
‘ଓପନ’ ହ୍ବାଟସ୍ଆପ୍ ଗ୍ରୁପ୍ରେ ଯୋଗ ନ ଦେବାକୁ ସେନା ଜାରି କଲା ସତର୍କ ସୂଚନା
ନୂଆଦିଲ୍ଲୀ,୯।୭: ଭାରତୀୟ ସେନା ପକ୍ଷରୁ ଏହାର ଯବାନ ଏବଂ ଅଫିସରଙ୍କ ପାଇଁ ଏକ ସତର୍କ ସୂଚନା ଜାରି ହୋଇଛି। ‘ଓପନ’ ହ୍ବାଟସ୍ଆପ୍ ଗ୍ରୁପ୍ରେ ଯୋଗ ନ ଦେବାକୁ ଏଥିରେ ପରାମର୍ଶ ଦିଆଯାଇଛି। ଏଭଳି ଗ୍ରୁପ୍ର ସଦସ୍ୟ ସଂଖ୍ୟା ଅଧିକ ରହୁଥିବାବେଳେ ସମ୍ପୃକ୍ତ…
ଫେବୃୟାରୀରେ ବାୟୁସେନାକୁ ମିଳିବ ୪ ଚିନୁକ୍ ହେଲିକପ୍ଟର
ନୂଆଦିଲ୍ଲୀ,୯।୭: ଫେବୃୟାରୀରେ ଭାରତୀୟ ବାୟୁସେନାକୁ ୪ ଶକ୍ତିଶାଳୀ ସିଏଚ୍-୪୭ ଚିନୁକ୍ ହେଲିକପ୍ଟର ମିଳିବ। ଏନେଇ ଆମେରିକା ପକ୍ଷରୁ ସୂଚନା ଦିଆଯାଇଛି। ଏହା ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିବ। ୨୦୧୫ରେ ଭାରତ ୧୫ ଚିନୁକ୍ ସହିତ ୨୨ଟି ଆପାଚେ ହେଲିକପ୍ଟର ପାଇଁ ଆମେରିକା…
‘ଆର୍ଟିକିଲ୍ ୧୫’: ଆବେଦନ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୯ା୭: ବଲିଉଡ୍ ଫିଲ୍ମ ‘ଆର୍ଟିକିଲ୍ ୧୫’ର ପ୍ରମାଣପତ୍ର ବାତିଲ ଲାଗି ହୋଇଥିବା ଆବେଦନକୁ ସୁପ୍ରିମ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଜଷ୍ଟିସ ଏସ୍.ଏ. ବୋବ୍ଡେ ଏବଂ ବି.ଆର. ଗାଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ପକ୍ଷରୁ କୁହାଯାଇଛି, ଫିଲ୍ମର ଟାଇଟଲ୍ ପରିବର୍ତ୍ତନ ଏବଂ ଏହାର…
ପ୍ରଧାନମନ୍ତ୍ରୀଙ୍କ ପାଇଁ ଗୀତ ଗାଇଲେ ଗୀତା ରାବାରୀ
ନୂଆଦିଲ୍ଲୀ,୯ା୭: ଗୁଜରାଟୀ ଲୋକଗାୟିକା ଗୀତା ରାବାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାର୍ଲାମେଣ୍ଟରେ ସାକ୍ଷାତ୍ କରି ଏକ ଲୋକସଂଗୀତ ଗାଇଛନ୍ତି। ଗୀତା ମାଲଧାରୀ ସମ୍ପ୍ରଦାୟର। ସେ କହନ୍ତି, ତାଙ୍କ ପିତା ଏକ ପୋଷ୍ଟକାର୍ଡ ପାଇଥିଲେ, ଯେଉଁଥିରେ ଲେଖାଥିଲା ‘ବେଟି ବଚାଓ, ବେଟି ପଢ଼ାଓ’।…
‘ପତି ପତ୍ନୀ ଔର ଓ୍ବ’ରେ ଭୂମି ପେଡ଼ନେକର
ଲକ୍ଷ୍ନୌ: ଅଭିନେତ୍ରୀ ଭୂମି ପେଡନେକର ତାଙ୍କର ପରବର୍ତ୍ତୀ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ର ଶୁଟିଂ ଆରମ୍ଭ କରିଛନ୍ତି। ରବିବାର ଲକ୍ଷ୍ନୌ ବିମାନବନ୍ଦରରୁ ତାଙ୍କର ଏକ ଫଟୋଗ୍ରାଫ୍ ଶେୟାର ହୋଇଛି। ପୂର୍ବରୁ ସେ ‘ଦମ୍ ଲଗା କୀ ହୈଶା’ରେ ଅଭିନୟ କରି…
୨୫ ଗୋଚାଲାଣକାରୀଙ୍କୁ ଆକ୍ରମଣ
ଖଣ୍ଡଓ୍ବା,୯ା୭ (ପି.ଟି.): ମଧ୍ୟପ୍ରଦେଶର ଖଣ୍ଡଓ୍ବା ଜିଲାରେ ୨୫ ଜଣ ଗୋଚାଲାଣକାରୀଙ୍କୁ ସ୍ଥାନୀୟ ଲୋକେ ବାନ୍ଧି ମାଡ଼ମାରିବା ସହ ସେମାନଙ୍କୁ ଜୋରଜବରଦସ୍ତ ‘ଗୋ ମାତା କି ଜୟ’ କହିବାକୁ ବାଧ୍ୟ କରିଥିବା ଜଣାପଡ଼ିଛି। ଏନେଇ ଭିଡିଓ ଭାଇରାଲ ହେବା ପରେ ପ୍ରଶାସନର ଚେତା…
କଶ୍ମୀର ସ୍ଥିତି ସୁଧାରିବାରେ ଭାରତ-ପାକ୍ ବିଫଳ
ଜେନିଭା,୯ା୭ (ପି.ଟି.): ଭାରତ ଓ ପାକିସ୍ତାନ କଶ୍ମୀର ସ୍ଥିତି ସୁଧାରିବାରେ ବିଫଳ ହୋଇଛନ୍ତି। ପୂର୍ବ ରିପୋର୍ଟ ମୁତାବକ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯାଇ ନାହିଁ କି ଏଥିରେ ସୁଧାର ଅଣାଯିବା ଲାଗି ସେଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ…
ସବୁ ଜିଲାରେ ମାନବାଧିକାର କୋର୍ଟ ପ୍ରତିଷ୍ଠା ଆବେଦନ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୯ା୭(ପି.ଟି.): ପ୍ରତି ଜିଲାରେ ମାନବାଧିକାର ଅଦାଲତ ସ୍ଥାପନ ପାଇଁ କରାଯାଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିବା ସହ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଦୀପକ ଗୁପ୍ତା ଓ ଅନିରୁଦ୍ଧ…
ପାର୍ଲାମେଣ୍ଟରେ କର୍ନାଟକ ତାତି:କେନ୍ଦ୍ରକୁ ଦାୟୀ କଲା କଂଗ୍ରେସ
ନୂଆଦିଲ୍ଲୀ,୯ା୭(ପି.ଟି.): କର୍ନାଟକରେ ରାଜନୈତିକ ସଙ୍କଟ ଲାଗି ରହିଥିବାବେଳେ ଏହାକୁ ନେଇ ସୋମବାର ଲୋକ ସଭାରେ ଝଡ଼ ସୃଷ୍ଟି ହୋଇଥିଲା। କର୍ନାଟକ ସ୍ଥିତି ସହ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କର କୌଣସି ସମ୍ପର୍କ ନାହିଁ, ଦଳବଦଳ ପାଇଁ କୌଣସି ବିଧାୟକ କିମ୍ବା ଏମ୍ପିଙ୍କ…
ଜିଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି
ବୋଲଗଡ଼,୯ା୭(ଡି.ଏନ.ଏ.)-ବୋଲଗଡ଼ ବ୍ଲକ କାର୍ଯ୍ୟାଳୟସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଗୃହର ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲାପାଳ ସୀତାଂଶୁୁ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଏସ୍ପି ଅମୂଲ୍ୟ କୁମାର ଦାଶ, ଗ୍ରାମ୍ୟ…

