Home

ପାକିସ୍ତାନରେ ରହୁଥିବା ସବୁଠାରୁ ଧନୀ ହିନ୍ଦୁ କିଏ? କେତେ ରହିଛି ତାଙ୍କର ସମ୍ପତ୍ତି, କ’ଣ କରନ୍ତି, ଜାଣନ୍ତୁ…

ଇସଲାମାବାଦ,୬।୧୦: ପାକିସ୍ତାନ ନାମ ଶୁଣିଲେ ପ୍ରଥମେ ଯାହା ମନେ ପଡ଼େ ତାହା ହେଉଛି ଦାରିଦ୍ର୍ୟ, କ୍ଷୁଧା, ଆତଙ୍କବାଦ ଏବଂ ସଂଖ୍ୟାଲଘୁ, ବିଶେଷକରି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର। ପାକିସ୍ତାନ ବ୍ୟୁରୋ ଅଫ ଷ୍ଟାଟିଷ୍ଟିକ୍ସ ସମ୍ପ୍ରତି ୨୦୨୩ ପାଇଁ ତଥ୍ୟ ପ୍ରକାଶ କରିଛି, ଯାହା…

‘ଯଦି ରାହୁଲ ମୁସଲମାନ ହୋଇଥାଆନ୍ତେ…’, ଜେଲରୁ ଫେରିବା ପରେ କାହିଁକି ଏମିତି କହିଲେ ଆଜମ? ଜାଣନ୍ତୁ…

ନୂଆଦିଲ୍ଲୀ,୬।୧୦: ଉତ୍ତର ପ୍ରଦେଶ ରାଜନୀତିର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଆଜମ ଖାନ ପ୍ରାୟ ୨୩ ମାସ ପରେ ସୀତାପୁର ଜେଲରୁ ମୁକ୍ତ ହୋଇଛନ୍ତି। ଆଜମ ଖାନ ରାମପୁରରୁ ୧୦ ଥର ବିଧାୟକ ଏବଂ ଉତ୍ତର ପ୍ରଦେଶର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଭାବରେ…

ଜୁଆ ଖେଳରୁ ଗଣ୍ଡଗୋଳ: ଗଡ଼ିଲା ଜଣଙ୍କ ମୁଣ୍ଡ

ଧରାକୋଟ,୧୦।୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ଥାନା ଅନ୍ତର୍ଗତ ରେଡ୍ଡୀ ଦାମୋଦର ପଲ୍ଲୀ ଗ୍ରାମରେ ଋଷିକୁଲ୍ୟା ନଦୀ ପଠାରେ ଦୀର୍ଘ ଦିନ ଧରି ଏକ ଜୁଆ ଆଡ୍ଡା ଚାଲିଥିଲା। ଗ୍ରାମର କିଛି ଯୁବକ ଏହାକୁ ନିୟନ୍ତ୍ରଣ କରି ଚଳାଇଥିବା ବେଳେ ଗତ ରାତିରେ…

ଓୟୋ ହୋଟେଲ୍‌ରେ ସାଙ୍ଗଙ୍କୁ ପ୍ରେମିକଙ୍କ ସହ ଦେଖିଦେଲେ ପ୍ରେମିକା: ପାଖରେ ଗୋଟିଏ ରୁମ୍‌ ନେଇ କଲେ…

ବେଙ୍ଗାଲୁରୁ,୬।୧୦: କର୍ନାଟକର ବେଙ୍ଗାଲୁରୁରେ ଜଣେ ମହିଳା ପ୍ରେମ ସମ୍ପର୍କରେ ବିଶ୍ୱାସଘାତକତା ପାଇବା ପରେ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ଜଣେ ପୁରୁଷ ସହିତ ଅବୈଧ ସମ୍ପର୍କ ଥିଲା। ସେ ତାଙ୍କ ବନ୍ଧୁଙ୍କୁ ତାଙ୍କ ପ୍ରେମିକଙ୍କ ସହ ପରିଚୟ କରାଇ ଦେଇଥିଲେ ଏବଂ ସେମାନଙ୍କ…

କେମିତି ନିୟନ୍ତ୍ରଣ ରଖିବେ ଓଜନ: ଜାଣନ୍ତୁ ସିକ୍ରେଟ୍‌ ଫର୍ମୁଲା

ଓଜନ ବୃଦ୍ଧି ପାଇବା ଏବେ ପ୍ରାୟ ଏକ ସାଧାରଣ କଥା ପାଲଟି ଗଲାଣି। ତେବେ ଏଥିପାଇଁ ଆମକୁ ଖାଦ୍ୟପେୟ, ବ୍ୟାୟାମ ଆଦି ଉପରେ ଗୁରୁତ୍ୱ ଦେବାକୁ ପଡିଥାଏ। ତେବେ ଏଭଳି ଏକ ଖାଦ୍ୟ ଅଛି ଯାହାକୁ ନିୟମିତ ଖାଇଲେ ଓଜନ କେତେକାଂଶରେ…

ସିସିଟିଭିରୁ ଚିହ୍ନଟ ହେଲା କଟକ ବିଶୃଙ୍ଖଳାର ମାଷ୍ଟରମାଇଣ୍ଡ: ଆକ୍ସନ ମୋଡ୍‌ରେ ପୋଲିସ

କଟକ,୫।୧୦: ଦଶହରା ଭସାଣି ସମୟରେ ଶୁକ୍ରବାର ରାତିରେ ଘଟିଥିବା ଗଣ୍ଡଗୋଳରୁ କଟକ ସହର ଅଶାନ୍ତ ହୋଇପଡ଼ିଛି। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବାର ନଁା ଧରୁନାହିଁ। ଏପଟେ କଟକ ସହରର ବିଶୃଙ୍ଖଳାକାରୀ ସିସିଟିଭିରୁ ଚିହ୍ନଟ ହୋଇଛି।…

ପାକିସ୍ତାନ ପରେ ଏବେ ଭାରତର ଟେନସନ ବଢାଉଛି ବାଂଲାଦେଶ! ୟୁନୁସ ସରକାରଙ୍କ କାର୍ଯ୍ୟକଳାପକୁ ନେଇ…

ଢାକା/ନୂଆଦିଲ୍ଲୀ,୬।୧୦: ବାଂଲାଦେଶ ଏହାର ସାମୁଦ୍ରିକ ଅଞ୍ଚଳରେ ଯୁଦ୍ଧଜାହାଜ ଏବଂ ପାଟ୍ରୋଲିଂ ହେଲିକପ୍ଟର ମୁତୟନ କରିଛି। ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ମୂଲ୍ୟବାନ ହିଲସା ମାଛ ପ୍ରଜାତିକୁ ପ୍ରଜନନ ଋତୁରେ ଅବୈଧ ମାଛ ଧରିବାରୁ ରକ୍ଷା କରିବା ପାଇଁ ଏହି ନିଷ୍ପତ୍ତି…

ବିଧାୟକଙ୍କ ବଡ଼ ସୂଚନା: ପିପିପି ମୋଡ୍‌ରେ ଚାଲିବ ବରଗଡ଼ କ୍ୟାନ୍‌ସର ହସ୍ପିଟାଲ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ କ୍ୟାନ୍‌ସର ହସ୍ପିଟାଲରେ ଦୀର୍ଘଦିନ ହେଲା ତାଲା ଝୁଲୁଛି। ଏହାକୁ ନେଇ ଗତମାସ ବିରୋଧୀ ବିଜେଡି ଶାସକ ଭାଜପା ସରକାରକୁ କଡ଼ା ସମାଲୋଚନା କରିଥିବାବେଳେ ୟୁନାଇଟେଡ୍‌ ଫୋରମ ଫର୍‌ କ୍ୟାନ୍‌ସର ହସ୍ପିଟାଲ ଏଟ ବରଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହୋଇ କ୍ୟାନ୍‌ସର…

‘ଭାଜପା ସରକାର ଆସିବା ପରଠାରୁ ରାଜ୍ୟରେ ବଢୁଛି..’, କଟକ ହିଂସାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱର,୬।୧୦: ବିଜୁ ଜନତା ଦଳ (ବିଜେଡି) ରାଜ୍ୟ ସଭା ଏମପି ସୁଲତା ଦେବ ଓଡ଼ିଶାର କଟକରେ ଦୁର୍ଗା ପୂଜା ମୂର୍ତ୍ତି ବିସର୍ଜନ ସମୟରେ ଘଟିଥିବା ହିଂସାତ୍ମକ ଘଟଣାକୁ ନିନ୍ଦା କରିଛନ୍ତି। ସାମ୍ପ୍ରଦାୟିକ ଉତ୍ତେଜନାକୁ ରୋକିବା ପାଇଁ ପୋଲିସ ଏକ ବାଇକ ରାଲିକୁ…

ପୂର୍ବତନ ପଞ୍ଚାୟତ ସମ୍ପାଦକଙ୍କୁ ହତ୍ୟା ଅଭିଯୋଗ: ସାମାନ୍ୟ ବଚସା ହେଲା କାଳ

ଭଞ୍ଜନଗର,୬।୧୦(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବୁଦୁଲିରେ ରବିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଏଥିରେ ମୁଜାଗଡ ପଂଚାୟତର ପୂର୍ବତନ ସମ୍ପାଦକ ପଞ୍ଚୁ ବେହେରା (୬୫) ମୃତ୍ୟୁବରଣ କରିଛନ୍ତି। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ…

କେନାଲ ଉପରେ ହେଉନି ପୋଲ: ବାଜିରେ ଲାଗୁଛି ଜୀବନ

ଭବାନୀପାଟଣା,୬।୧୦(ଉତ୍ତମ କୁମାର ଦାଶ):କେନାଲ ଉପରେ ପୋଲ ନ ଥିବାରୁ ଦୁଇ ପାର୍ଶ୍ୱରେ ଥିବା ଗ୍ରାମବାସୀ ଏବେ ବିପଦସଂକୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ କେନାଲ ପାରି ହେଉଛନ୍ତି। କେନାଲରେ ପୋଲ ନିର୍ମାଣ ପାଇଁ ସ୍ଥାନୀୟ ରାଜନେତା, ବିଭାଗୀୟ ଅଧିକାରୀ ଓ ପ୍ରଶାସନଙ୍କୁ…

ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ: ବାହାରେ ଚକାଚକ୍‌, ଭିତରେ ଅଳିଆ

ନୂଆପଡ଼ା,୬ ା୧୦(ମକାରୁ ବେମାଲ):ନୂଆପଡ଼ାକୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲା ଗଠନ କରି ଭାରତରେ ଏକ ନମ୍ବର କରିବା ପାଇଁ ଜିଲା ପ୍ରଶାସନ ପ୍ରୟାସ ଜାରି ରଖିଛନ୍ତି। ପ୍ରତ୍ୟେକ ସୋମବାର ଗୋଟିଏ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଏକକ ବ୍ୟବହାର ପ୍ଲାଷ୍ଟିକମୁକ୍ତ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?