ଦୂତୀଙ୍କ ନାମରେ ଆଥଲେଟିକ ଟ୍ରାକ୍: ଉଚ୍ଛ୍ବସିତ ସମ୍ବର୍ଦ୍ଧନା
ଭୁବନେଶ୍ୱର, ୧୭।୭(କ୍ରୀଡ଼ା ପ୍ରତିନିଧି)- ଇଟାଲିର ନାପୋଲିଠାରେ ଅନୁଷ୍ଠିତ ଓ୍ବାଲର୍ଡ ୟୁନିଭର୍ସିଟି ଗେମ୍ସର ମହିଳା ୧୦୦ ମିଟର ରେସ୍ରେ ସ୍ବର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ଦୂତୀ ଚାନ୍ଦଙ୍କୁ ମଙ୍ଗଳବାର କିଟ୍ ଓ କିସ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ସମ୍ପ୍ରତି କିଟ୍ରେ ଅଧ୍ୟୟନରତ ଭାରତର…
ଜୁନିୟର ଶୁଟିଂ ବିଶ୍ୱକପ୍: ବିଜୟବୀରଙ୍କୁ ତୃତୀୟ ସ୍ବର୍ଣ୍ଣ
ନୂଆଦିଲ୍ଲୀ, ୧୭ା୭ (ପି.ଟି.)-ଜର୍ମାନୀର ସୁଲ୍ଠାରେ ଚାଲିଥିବା ଆଇଏସ୍ଏସ୍ଏଫ୍ ଜୁନିୟର ଶୁଟିଂ ବିଶ୍ୱକପ୍ରେ ବିଜୟବୀର ସିଦ୍ଧୁ ତାଙ୍କର ତୃତୀୟ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ସେ ଏବଂ ରାଜକନଓ୍ବର ସିଂ ସାନ୍ଧୁ ଓ ଆଦର୍ଶ ସିଂଙ୍କୁ ନେଇ ଭାରତୀୟ ଦଳ ୨୫ ମିଟର…
ଭାରତୀୟ ଡବଲ୍ସ ଯୋଡ଼ିଙ୍କ ବିଜୟ
ଜାକର୍ତ୍ତା, ୧୭ା୭ (ପି.ଟି.)-ଭରତର ଦୁଇ ଡବଲ୍ସ ଯୋଡ଼ି ଏଠାରେ ଚାଲିଥିବା ୧,୨୫୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ବିଡବ୍ଲ୍ୟୁଏଫ୍ ଓ୍ବାଲର୍ଡ ଟୁର୍ ସୁପର ୧୦୦୦ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିିକ ସାଇରାଜ ରାଙ୍କିରେଡ୍ଡୀ ଏବଂ…
ନେତୃତ୍ୱ ଭାଗବଣ୍ଟା, ନୂଆ କୋଚ୍ ନିଯୁକ୍ତି ନେଇ ନିଷ୍ପତ୍ତି ନେବ ପିସିବି
କରାଚୀ,୧୭।୭(ପି.ଟି.)- ବିଶ୍ୱକପ୍ରେ ସେମିଫାଇନାଲକୁ ଉଠିବାରେ ବିଫଳ ହେବା ପରେ ପାକିସ୍ତାନ କ୍ରିକେଟରେ ବ୍ୟାପକ ଅଦଳବଦଳ ହେବା ଆଶା କରାଯାଉଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମଧ୍ୟ କେତୋଟି ଦୃଢ ପଦକ୍ଷେପ ନେବ ବୋଲି ସୂଚନା ଦେଇଛି। ନେତୃତ୍ୱରେ ଭାଗବଣ୍ଟା ଅର୍ଥାତ୍ ଭିନ୍ନ…
ନ୍ୟୁଜିଲାଣ୍ଡ ଦଳର ପ୍ରତ୍ୟାବର୍ତ୍ତନ ସମାରୋହ ଘୁଞ୍ଚିଲା
ଓ୍ବେଲିଂଟନ,୧୭।୭(ପି.ଟି.)- ଆଇସିସି ବିଶ୍ୱକପ୍ରେ ରନର୍ସଅପ୍ ବିବେଚିତ ହୋଇଥିବା ନ୍ୟୁଜିଲାଣ୍ଡ ଦଳର ପ୍ରତ୍ୟାବର୍ତ୍ତନ ସମାରୋହକୁ ଘୁଞ୍ଚାଇ ଦିଆଯାଇଛି। ଦଳର ସଦସ୍ୟମାନେ ଅଲଗା ଅଲଗା ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବାରୁ ବର୍ତ୍ତମାନ ଏହି ସମାରୋହ ଆୟୋଜନକୁ ଘୁଞ୍ଚାଇ ଦିଆଯାଇଛି ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ତରଫରୁ କୁହାଯାଇଛି।…
କୋଚ୍ ଆଚରେକରଙ୍କୁ ସଚିନ, କାମ୍ବଲିଙ୍କ ଶ୍ରଦ୍ଧାଞ୍ଜଳି
ମୁମ୍ବାଇ,୧୭।୭(ପି.ଟି.)- ଗୁରୁପୂର୍ଣ୍ଣିମାର ଶୁଭ ତଥା ପବିତ୍ର ଦିବସ ଅବସରରେ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲି ପିଲା ଦିନର କୋଚ୍ ରମାକାନ୍ତ ଆଚରେକରଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ବିବେଚିତ ହେଉଥିବା ସଚିନ ଟୁଇଟ…
ଷ୍ଟୋକ୍ସଙ୍କୁ ନାଇଟ୍ ଉପାଧି ମିଳିବ
ଲଣ୍ଡନ, ୧୭।୭(ପି.ଟି.)- ବିଶ୍ୱକପ୍ ହିରୋ ଇଂଲଣ୍ଡ ଅଲ୍ରାଉଣ୍ଡର ବେନ୍ ଷ୍ଟେକ୍ସଙ୍କୁ ନାଇଟ୍ ଉପାଧି ପ୍ରଦାନ କରାଯିବ। ଦିନିକିଆ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଷ୍ଟୋକ୍ସ ଜବରଦସ୍ତ ପ୍ରଦର୍ଶନ କରିଥିଲେ ଓ ଇଂଲଣ୍ଡକୁ ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।…
ଆଇଏମ୍ଏଫ୍ ଏମ୍ଡି ପଦରୁ କ୍ରିଷ୍ଟିନ୍ ଲେଗାର୍ଡଙ୍କ ଇସ୍ତଫା
ଓ୍ବାଶିଂଟନ,୧୭-୭: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଏମ୍ଡି ପଦବୀରୁ କ୍ରିଷ୍ଟିନ ଲେଗାର୍ଡ ଇସ୍ତଫା ଦେଇଛନ୍ତି। ଆଇଏମ୍ଏଫ୍ ବୋର୍ଡକୁ ସାକ୍ଷାତ କରି ଇସ୍ତଫା ପତ୍ର ଦେଇଥିବା ସେ ମଙ୍ଗଳବାର କହିଛନ୍ତି। ତାଙ୍କ ଇସ୍ତଫାପତ୍ରକୁ ଆଇଏମ୍ଏଫ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମଣ୍ଡଳୀ ଗ୍ରହଣ କରିଛନ୍ତି। ୧୨…
ଇଣ୍ଡିଗୋ ବିବାଦ:ନିଜ ଅଂଶଧନ ବିକିବେନି ଗଙ୍ଗଓ୍ବାଲ
ନୂଆଦିଲ୍ଲୀ,୧୭-୭: ଇଣ୍ଡିଗୋ ବିମାନ କମ୍ପାନୀର ଦୁଇ ସହ ପ୍ରତିଷ୍ଠାତାଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏପରି ସ୍ଥିତିରେ କମ୍ପାନୀରେ ଥିବା ନିଜ ଅଂଶଧନ ବିକ୍ରି ନ କରିବାକୁ ରାକେଶ ଗଙ୍ଗଓ୍ବାଲ ମଙ୍ଗଳବାର କହିଛନ୍ତି। ଗଙ୍ଗଓ୍ବାଲ କମ୍ପାନୀର କର୍ପୋରେଟ ଗଭର୍ନ୍ନାସରେ ତ୍ରୁଟି ଦର୍ଶାଇ…
ଭତ୍ତା ସହ ସ୍କିଲ୍ ଟ୍ରେନିଂ ନେବେ ୫ କୋଟି ଏମ୍ଜିଏନଆର୍ଇଜିଏ ଶ୍ରମିକ
ନୂଆଦିଲ୍ଲୀ,୧୭-୭: କେନ୍ଦ୍ର ସରକାର ଏମ୍ଜିଏନ୍ଆର୍ଇଜିଏ ଯୋଜନାରେ ସାମିଲ ୫ କୋଟି ଶ୍ରମିକଙ୍କୁ ଦକ୍ଷିତା ପ୍ରଶିକ୍ଷଣ ଦେବେ। ସେମାନଙ୍କୁ ଯେପରି ଉନ୍ନତ ରୋଜଗାର ମିଳିବ ସେଥିପାଇଁ ସେମାନଙ୍କର ଦକ୍ଷତା ବୃଦ୍ଧି କରାଯିବ। ମିଡିଆ ସହ ଆଲୋଚନା କାଳରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ସଚିବ…
ସ୍ପଷ୍ଟ କଲା କେନ୍ଦ୍ର: ମାଗଣାରେ ମିଳିବନି ବିଜୁଳି
ନୂଆଦିଲ୍ଲୀ,୧୭-୭: ରାଜନୈତିକ କାରଣରୁ ରାଜ୍ୟ ସରକାରଗୁଡ଼ିକ ଚାଷୀ, ଗରିବଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦେଉଛନ୍ତି। ଏଥିପାଇଁ ସେମାନେ କେନ୍ଦ୍ର ସରକାରଙ୍କ ଠାରୁ ରିହାତି ଚାହୁଁଛନ୍ତି। ଏଣିକି ସେ ସୁବିଧା ଆଉ ସେମାନଙ୍କୁ ମିଳିବ ନାହିଁ। ମାଗଣା ବିଜୁଳି କେହି ଦେଇପାରିବେ ନାହିଁ…
୩୭,୯୪୬ କୋଟିର ଜିଏସ୍ଟି ଫାଙ୍କି ଧରାପଡିଛି
ନୂଆଦିଲ୍ଲୀ,୧୭-୭: ଟିକସ ଅଧିକାରୀମାନେ ଆର୍ଥିକ ବର୍ଷ ୨୦୧୮-୧୯ରେ ୩୭,୯୪୬ କୋଟି ଏବଂ ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍ରେ ୬୫୨୦ କୋଟି ଟଙ୍କାର ଜିଏସଟି ଫାଙ୍କି ଧରିପାରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ମଙ୍ଗଳବାର ପାର୍ଲାମେଣ୍ଟରେ ଏକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଅନ୍ୟପକ୍ଷରେ ଚଳିତ…

