୩୩୨୩ ଗ୍ରାମକୁ ରାସ୍ତା ନାହିଁ
ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଯୋଜନା କରୁଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ରାଜ୍ୟରେ ୩୩୨୩ ଗ୍ରାମକୁ ପଞ୍ଚାୟତ କାର୍ଯ୍ୟାଳୟ ସହ ଯୋଡାଯାଇପାରିନାହିଁ। ଅନୁଗୋଳ ଜିଲାର ୯୫ଟି ଗ୍ରାମକୁ ରାସ୍ତା ନ ଥିବା ବେଳେ ବଲାଙ୍ଗୀର ୩୨, ବାଲେଶ୍ୱର ୫୯,…
ବିଧାନସଭାରେ ବିରୋଧୀ ମୁହାଁମୁହିଁ: ହାଇକୋର୍ଟ ବେଞ୍ଚ ସ୍ଥାପନକୁ ନେଇ କଂଗ୍ରେସର ହଟ୍ଟଗୋଳ, ଗୃହ ମୁଲତବୀ
ଭୁବନେଶ୍ୱର,୧୬।୭(ବ୍ୟୁରୋ): ବିଧାନସଭାରେ ବିରୋଧୀ ଦଳ ଦୁଇଫାଳ। ସରକାରଙ୍କୁ ଘେରିବା ପରିବର୍ତ୍ତେ ପରସ୍ପରକୁ ବିରୋଧ କରୁଛନ୍ତି। ଭିନ୍ନ ଭିନ୍ନ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ଭାଜପା ବିଧାନସଭାରେ ହଟ୍ଟଗୋଳ କରିଛନ୍ତି। ଏହାକୁ ନେଇ ମଙ୍ଗଳବାର ବିଧାନସଭାରେ ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା।…
ଉତ୍ତରପ୍ରଦେଶର ଭାଜପା ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ସ୍ବତନ୍ତ୍ର ଦେବ
ନୂଆଦିଲ୍ଲୀ, ୧୬।୭: ସ୍ବତନ୍ତ୍ର ଦେବ ସିଂହଙ୍କୁ ଉତ୍ତର ପ୍ରଦେଶ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି ଭାଜପା। ସେ ମହେନ୍ଦ୍ର ନାଥ ପାଣ୍ଡେଙ୍କ ସ୍ଥାନ ନେଇଛନ୍ତି। ସ୍ବତନ୍ତ୍ର ଦେବ ସିଂହ ଜଣେ ଟାଣୁଆ ଓବିସି ନେତା ଭାବେ ବେଶ ଜଣାଶୁଣା। ସେ ଉତ୍ତର…
ପଟ୍ଟନାୟିକିଆ ଛକରେ ୩ ଭାଇଙ୍କୁ ହତ୍ୟା ଘଟଣା: ୬ଜଣଙ୍କୁ ଗିରଫ କଲା ସତ୍ୟବାଦୀ ପୋଲିସ
ସାକ୍ଷୀଗୋପାଳ,୧୬।୭(ଡି.ଏନ୍.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ପଟ୍ଟନାୟିକିଆ ଛକରେ ରବିବାର ଅପରାହ୍ନରେ ଘଟିଥିବା ଟ୍ରିପଲ୍ ମର୍ଡର ଘଟଣାରେ ମଙ୍ଗଳବାର ପୋଲିସ ୬ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସୁବଳ ବେହେରା, ଶଙ୍କର ବେହେରା, ଭିକାରୀ ବେହେରା, ହରିହର ବେହେରା, ସଦାଶିବ ବେହେରା,…
ସ୍କୁଲ ଗାଡି ବ୍ୟାଟେରି ଫାଟି ଛାତ୍ରୀ ଗୁରୁତର
ହାଟଡିହୀ, ୧୬ା ୭ (ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ କାନପୁର ସରସ୍ବତୀ ଶିଶୁ ମନ୍ଦିରର ଜଣେ ଛାତ୍ରୀ ସ୍କୁଲ ଗାଡ଼ିରେ ଯାଉଥିବା ବେଳେ ଗାଡ଼ିର ବ୍ୟାଟେରି ଫାଟି ଯିବାରୁ ଛାତ୍ରୀ ଜଣକ ଆହତ ହୋଇଛନ୍ତି । ଶିଶୁ ମନ୍ଦିର…
ଭୁଷୁଡି ପଡିଥିବା କୋଠାତଳୁ ଉଦ୍ଧାର ହେଲା ଜୀବନ୍ତ ଶିଶୁ
ମୁମ୍ବାଇ,୧୬।୭: ମୁମ୍ବାଇ ଡୋଙ୍ଗ୍ରିର ତାନ୍ଦେଲ ଷ୍ଟ୍ରିଟରେ ଥିବା ୪ ମହଲା ବିଶିଷ୍ଟ କେଶରବାଇ ବିଲଡିଂ ଭୁଷୁଡି ପଡିବା ଫଳରେ ଏହା ତଳେ ୪୦ରୁ ୫୦ ଲୋକ ଚାପି ହୋଇ ରହି ଯାଇଥିଲେ। ଏପର୍ଯ୍ୟନ୍ତ ଏହା ମଧ୍ୟରୁ ୨ ଜଣଙ୍କ ମୃତ ଦେହ…
ପୁଣି ଗୋଟିଏ ଦିନ ଘୁଞ୍ଚିଲା କର୍ନାଟକ ବିଦ୍ରୋହୀ ବିଧାୟକଙ୍କ ମାମଲାର ଶୁଣାଣି
ନୂଆଦିଲ୍ଲୀ,୧୬।୭: କର୍ନାଟକର ବିଦ୍ରୋହୀ ବିଧାୟକଙ୍କ ମାମଲାର ଶୁଣାଣି ଆସନ୍ତା ବୁଧବାରକୁ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ। ବୁଧବାର ସକାଳ ୧୦ଟା ୩୦ରେ ଏହି ମାମଲର ଶୁଣାଣି କରାଯିବ। ଉଭୟ ପକ୍ଷର ଦଲିଲ ଶୁଣିବା ପରେ ଏହି ମାମଲାର ଶୁଣାଣିକୁ ଆଉ ଗୋଟିଏ ଦିନ…
ମୁମ୍ବାଇ କୋଠା ଭୁଷୁଡିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଫଡନବିଶ
ମୁମ୍ବାଇ,୧୬।୭: ମୁମ୍ବାଇ ଡୋଙ୍ଗ୍ରିର ତାନ୍ଦେଲ ଷ୍ଟ୍ରିଟରେ ଥିବା ୪ ମହଲା ବିଶିଷ୍ଟ କେଶରବାଇ ବିଲଡିଂ ଭୁଷୁଡି ପଡିବା ଫଳରେ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ପ୍ରାୟ ୪୦ରୁ ୫୦ ଜଣ ଭଙ୍ଗା କୋଠା ତଳେ ଚାପି ହୋଇ…
ମୁମ୍ବାଇ କୋଠା ଭୁଶୁଡିବା ଘଟଣା: ୧୨ ମୃତ, ଏବେ ବି ଅନେକ ଲୋକ ଫଶିଛନ୍ତି
ମୁମ୍ବାଇ, ୧୬।୭: ଲଗାଣ ବର୍ଷା ଯୋଗୁ ମୁମ୍ବାଇର ଜନଗହଳିପୂର୍ଣ୍ଣ ଡୋଙ୍ଗ୍ରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡି ପଡିଛି। ମଧ୍ୟାହ୍ଣ ସମୟରେ ଘଟିଥିବା ଏହି ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ୧୨ଜଣଙ୍କ ମୃତଦେହ ଉଦ୍ଧାର…
ପରଦାକୁ ଆସୁଛି ‘ସାହୋ’:୮ ମିନିଟ୍ର ଆକ୍ସନ୍ ଦୃଶ୍ୟ ଶୁଟିଂ ପାଇଁ ଖର୍ଚ୍ଚ ହୋଇଛି ୭୦ କୋଟି ଟଙ୍କା
‘ବାହୁବଳୀ-୨’ ସୁପରହିଟ ହେବାପରେ ଖୁବଶୀଘ୍ର ଆଉ ଏକ ନୂଆ ଫିଲ୍ମ ’ସାହୋ’ରେ ନଜର ଆସିବେ ପ୍ରଭାସ। ଫିଲ୍ମଟି ଚଳିତବର୍ଷର ସବୁଠାରୁ ବଡ ଫିଲ୍ମ ତାଲିକାରେ ସାମିଲ ହୋଇଛି। ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ୮ ମିନିଟ୍ର ଆକ୍ସନ୍ ଦୃଶ୍ୟ ଶୁଟିଂ ପାଇଁ ୭୦…
କାଟ୍ରିନା କୈଫ୍ ୩୬ ବର୍ଷରେ ପାଦ ଦେଲେ
ମୁମ୍ବାଇ,୧୬।୭: ବଲିଉଡ୍ ଅଭିନେତ୍ରୀ କାଟ୍ରିନା କୈଫ୍ ମଙ୍ଗଳବାର ୩୬ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୩ ଜୁଲାଇ ୧୬ରେ ହଂକରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ କାଟ୍ରିନା ଟ୍ୟୁରକ୍ୟୁଟେ ଥିଲା। ତେବେ ୨୦୦୩ରେ ତାଙ୍କର ପ୍ରଥମ ବଲିଉଡ୍ ଫିଲ୍ମ ବୁମ୍ରେ…
ଜିଏସ୍ଟି ଯୋଗୁ ୫ ଲକ୍ଷ କୋଟିରୁ ଅଧିକ ରାଜକୋଷରେ ଜମା ହୋଇଛି: ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୧୬।୭: ଜିଏସ୍ଟି ଯୋଗୁ କେନ୍ଦ୍ରୀୟ ରାଜକୋଷରେ ୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା ହୋଇଛି। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଲୋକ ସଭାରେ ସୂଚନା ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ,୨୦୧୮-୧୯ରେ ରାଜକୋଷରେ ୫ ଲକ୍ଷ…

