Home

୯୬ ବର୍ଷ ପୁରାତନ ଲକ୍ଷ୍ମଣ ଝୁଲା ଉପରେ ଗମନାଗମନ ବନ୍ଦ ପାଇଁ ନିର୍ଦ୍ଦେଶ

ଡେରାଡୁନ୍‌, ୧୩।୭: ଉତ୍ତରାଖଣ୍ଡର ଋଷିକେଶଠାରେ ଗଙ୍ଗାନଦୀ ଉପରେ ଥିବା ୯୬ ବର୍ଷ ପୁରାତନ ଲକ୍ଷ୍ମଣ ଝୁଲା ଉପରେ ଗମନାଗମନ ବନ୍ଦ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ୧୯୨୩ରେ ନିର୍ମିତ ହୋଇଥିବା ଏହି ଝୁଲା ପୋଲ ଅତି ଖରାପ…

ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ୍‌: ସଂସଦ ଭବନ ସମ୍ମୁଖରେ ଦ୍ରୁତ ଗତିରେ ଅଡ଼ି କାର୍‌ କଲା ଷ୍ଟଣ୍ଟ୍‌

ନୂଆଦିଲ୍ଲୀ,୧୩।୭: ସଂସଦ ଭବନ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ୍‌ ଦେଇ ଏକ ଅଡ଼ି କାର୍‌ ଶନିବାର ଭୋର୍‌ ୪ଟାରେ ଷ୍ଟଣ୍ଟ୍‌ କରିଛି। କାରଟି ସଂସଦ ଭବନ ସମ୍ମୁଖ ରାସ୍ତାରେ ଦ୍ରୁତ ଗତିରେ ଯିବା ସହିତ ଜୋର୍‌ରେ ଶବ୍ଦ କରିଥିଲା। ଏହାଦ୍ୱାରା ସ୍ଥାନୀୟ…

ବିବାହ ପରେ ନଓ୍ବାବଙ୍କ ଭାଗ୍ୟ ବଦଳିଲା: ରଜନୀକାନ୍ତଙ୍କ ଫିଲ୍ମରେ ମିଳିଲା ଅଫର

ବଲିଉଡ୍‌ରେ କେତେବେଳେ କ’ଣ ଘଟିଥାଏ ତାହା ପୂର୍ବରୁ କହିବା କଷ୍ଟକର। ଏମିତି କିଛି ଘଟିଛି ଅଭିନେତା ନଓ୍ବାବ ଶାହଙ୍କ ସହ। ନିକଟରେ ସେ ଅଭିନେତ୍ରୀ ପୂଜା ବାତ୍ରାଙ୍କ ସହ ଲୁଚିଛପି ବିବାହ କରିଛନ୍ତି। ବର୍ତ୍ତମାନ ସେମାନଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ…

ଶହୀଦ୍‌ ଦିବସ: ଶ୍ରୀନଗରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଶ୍ରୀନଗର,୧୩।୭: ଶନିବାର ଜମ୍ମୁ-କଶ୍ମୀର ଶହୀଦ୍‌ ଦିବସ ପାଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀର ତଥା ଶ୍ରୀନଗରର କେତେକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଚ୍ଛିନ୍ନତାବାଦୀ ନେତାଙ୍କ ପକ୍ଷରୁ ଗଣ୍ଡଗୋଳର ଆଶଙ୍କା କରି ଏଭଳି କରାଯାଇଥିବା କୁହାଯାଉଛି। ୧୯୩୧ ଜୁଲାଇ…

ଶ୍ରୀଦେବୀଙ୍କ ମୃତ୍ୟୁ ଦୁର୍ଘଟଣା ନା ହତ୍ୟା: କେରଳ ଡିଜିପି ଦେଲେ ଚାଞ୍ଚଲ୍ୟକର ବୟାନ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁକୁ ବର୍ଷେ ପୂରିଗଲାଣି। ୨୪ ଫେବୃଆରୀ,୨୦୧୮ରେ ବାଥ୍‌ଟବ୍‌ରେ ବୁଡ଼ି ଶ୍ରୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପରଲୋକରେ ପୂରା ବଲିଉଡ୍‌ ଜଗତରେ ଶୋକର ଛାୟା ଖେଳି ଯାଇଥିଲା। କିନ୍ତୁ ତାଙ୍କ ମୃତ୍ୟୁର ବର୍ଷକ ପରେ ଆଇପିଏସ୍‌ ଅଧିକାରୀ…

ମନୋଜ ତିଓ୍ବାରୀଙ୍କୁ ନୋଟିସ୍‌ ଜାରି: ଲୋକାୟୁକ୍ତଙ୍କ ପାଖରେ ହେବେ ହାଜର

ନୂଆଦିଲ୍ଲୀ,୧୩।୭: ଦିଲ୍ଲୀ ଭାଜପା ଅଧ୍ୟକ୍ଷ ମନୋଜ ତିଓ୍ବାରୀଙ୍କୁ ନୋଟିସ୍‌ ଜାରି ହୋଇଛି। ନୋଟିସ୍‌ ଅନୁସାରେ ଜୁଲାଇ ୩୦ରେ ସେ ଦିଲ୍ଲୀ ଲୋକାୟୁକ୍ତଙ୍କ ପାଖରେ ହାଜର ହେବେ। ଶ୍ରେଣୀ ଗୃହ ନିର୍ମାଣ ମାମଲାରେ ସେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଶ୍‌ ସିସୋଦିଆ ଏବଂ ମନ୍ତ୍ରୀ…

ବାପାଙ୍କ ଫିଲ୍ମରେ ଗୀତ ଗାଇଲେ ଆଲିଆ

ମୁମ୍ବାଇ: ‘ହାଇଓ୍ବେ’, ‘ବଦ୍ରିନାଥ କି ଦୁଲ୍‌ହନିଆ’, ‘ଉଡ୍‌ତା ପଞ୍ଜାବ’ ଭଳି ଫିଲ୍ମରେ ନିଜର ବଳିଷ୍ଠ ଅଭିନୟର ନିଦର୍ଶନ ଦେଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ଏବେ ସେ ‘ସଡ଼କ-୨’ର ଶୁଟିଂରେ ବ୍ୟସ୍ତ। ନିର୍ଦ୍ଦେଶକ ତଥା ବାପା ମହେଶ ଭଟ୍ଟଙ୍କ ସହ ଆଲିଆଙ୍କ ଏହା…

ଅଗଷ୍ଟ ୩କୁ ଘୁଞ୍ଚିଲା ମହାନଦୀ ଶୁଣାଣି

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଶନିବାର ହୋଇଛି। ଓଡ଼ିଶା ପକ୍ଷରୁ ହୋଇଥିବା ମଧ୍ୟବର୍ତ୍ତିକାଳୀନ ଆବେଦନ ଉପରେ ଏହି ଶୁଣାଣି ହୋଇଛି। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୩ରେ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି। ମୂଳ ମାମଲାରେ ମଧ୍ୟ…

ଚାଇନାର ଭିକାରି କ୍ୟୁଆର୍‌ କୋଡ୍‌ ସହାୟତାରେ ମାଗୁଛନ୍ତି ଭିକ

ବେଜିଂ,୧୩।୭: ଭାରତରେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଜୋର୍‌ସୋର୍‌ରେ ଜାରି ରହିଛି। ତେବେ ଚାଇନାର ଭିକାରି ମଧ୍ୟ ଏ କ୍ଷେତ୍ରରେ ବେଶ୍‌ ଆଗୁଆ ରହିଛନ୍ତି। ସେମାନେ ଭିକ ମାଗିବା ପାଇଁ କ୍ୟୁଆର୍‌ କୋଡ୍‌ର ବ୍ୟବହାର କରୁଛନ୍ତି। ଚାଇନାରେ କ୍ୟାସ୍‌ଲେସ୍‌ ବା ବିନା ନଗଦ…

ହଓ୍ବା ହଓ୍ବାଇ ଗର୍ଲଙ୍କ ବିଷୟରେ କିଛି ଅଜଣା କଥା

ବଲିଉଡ୍‌ର ହଓ୍ବା ହଓ୍ବାଇ ଗର୍ଲ ଶ୍ରୀଦେବୀ। ଅନେକ ସଫଳ ଚରିତ୍ର ତଥା ସୁପରହିଟ୍‌ ଫିଲ୍ମରେ କାମ କରିଥିବା ଏହି ଅଭିନେତ୍ରୀଙ୍କ ଜୀବନ କୌଣସି ଚଳଚ୍ଚିତ୍ରର କାହାଣୀଠାରୁ କମ୍‌ ନୁହେଁ। ଆଜକୁ ପ୍ରାୟ ଦେଢ଼ ବର୍ଷ ପୂର୍ବେ ଅର୍ଥାତ୍‌ ୨୪ ଫେବୃଆରୀ ୨୦୧୮ରେ…

ଥରିଲା ଜାପାନ ଓ ଦକ୍ଷିଣ ଫିଲିପାଇନ୍ସ୍‌

ଟୋକିଓ,୧୩।୭: ଜାପାନ ଏବଂ ଦକ୍ଷିଣ ଫିଲିପାଇନ୍ସ୍‌ରେ ଶନିବାର ଭୂକମ୍ପ ଅନୁଭୁତ ହୋଇଛି। ଜାପାନରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିବାବେଳେ ଦକ୍ଷିଣ ଫିଲିପାଇନ୍ସ୍‌ରେ ହୋଇଥିବା ଭୂକମ୍ପର ତୀବ୍ରତା ୫.୮ ଥିବା ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।…

ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହେଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୩।୭: ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଭାଜପାର କେତେଜଣ ଏମ୍‌ପି। ଏମାନେ ସଂସଦ ଭବନ ପରିସରରେ ଶନିବାର ଝାଡ଼ୁ ମାରୁଥିବା ଦେଖାଯାଇଛି। ଏଥିରେ ସାମିଲ ହୋଇଥିବା ବଡ ବଡ ନେତାଙ୍କ ମଧ୍ୟରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?