ଆଇସିଜେ ରାୟ: ଭାରତର ବୃହତ୍ ବିଜୟ
ହେଗ୍,୧୮ା୭(ପି.ଟି./ଆଇଏଏନ୍ଏସ୍): କୁଳଭୂଷଣ ଯାଦବଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରହିଥିବା ସ୍ଥଗିତାଦେଶକୁ ବୁଧବାର ଅନ୍ତର୍ଜାତୀୟ ଅଦାଲତ ବଳବତ୍ତର ରଖିଛନ୍ତି। ଏହି ହାଇପ୍ରେଫାଇଲ୍ ମାମଲାର ରାୟ ପ୍ରକାଶ ବେଳେ ଭାରତ ସପକ୍ଷରେ ୧୫ ବିଚାରପତି ମତ ଦେଇଛନ୍ତି। ହେଲେ ଆଇସିଜେରେ ଅସ୍ଥାୟୀ ବିଚାରପତି ଥିବା…
ଏୟାର ଇଣ୍ଡିଆ ମ୍ୟାନେଜମେଣ୍ଟକୁ ପାଇଲଟଙ୍କ ଚେତାବନୀ; ବକେୟା ଦରମା ଦିଅ ନଚେତ୍ ନୋଟିସ ପିରିୟଡ ପ୍ରତ୍ୟାହାର କର
ନୂଆଦିଲ୍ଲୀ,୧୮-୭: ଏୟାର ଇଣ୍ଡିଆ ପାଇଲଟଙ୍କ ପକ୍ଷରୁ ମ୍ୟାନେଜମେଣ୍ଟକୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି। କମ୍ପାନୀ ତୁରନ୍ତ ସେମାନଙ୍କ ଦରମା ବାବଦରେ ବକେୟା ପ୍ରଦାନ କରୁ ନଚେତ୍ ଚାକିରି ଛାଡ଼ିବା ଲାଗି ୬ ମାସର ନୋଟିସ ପିରିୟଡକୁ ପ୍ରତ୍ୟାହାର କରୁ ବୋଲି ପାଇଲଟ ୟୁନିୟନ…
ଏମ୍ଜିଏନ୍ଆର୍ଇଜିଏ ଯୋଜନା ବନ୍ଦ ହୋଇପାରେ
ନୂଆଦିଲ୍ଲୀ,୧୮-୭: କେନ୍ଦ୍ର ସରକାର ଆଉ ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା(ଏମ୍ଜିଏନଆର୍ଇଜିଏ)କୁ ବନ୍ଦ କରିଦେବା ଲାଗି କେନ୍ଦ୍ର ସରକାର ଚାହୁଁଛନ୍ତି। ଏହି ଯୋଜନା ଗରିବଙ୍କ ଲାଗି ଉଦ୍ଦିଷ୍ଟ। ମୋଦି ସରକାର ଦେଶରୁ ଗରିବଙ୍କ ସଂଖ୍ୟା କମାଇବାକୁ ବଦ୍ଧପରିକର। ଏଣୁ ଏହି…
ବ୍ଲୁମ୍ବର୍ଗ ବିଲିୟନେୟାର ଇଣ୍ଡେକ୍ସ; ଗେଟ୍ସଙ୍କୁ ପଛରେ ପକାଇ ଆର୍ନଲ୍ଟ ଦ୍ୱିତୀୟ ଶୀର୍ଷ ଧନୀ
ନୂଆଦିଲ୍ଲୀ,୧୮-୭: ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ଠାରୁ ବିଶ୍ୱର ଦ୍ୱିତୀୟ ଶୀର୍ଷ ଧନୀ ମୁକୁଟ ହଟିଯାଇଛି। ପ୍ରକାଶ ପାଇଥିବା ବ୍ଲୁମ୍ବର୍ଗ ବିଲିୟନେୟାର ଇଣ୍ଡେକ୍ସ ତାଲିକାରେ ସେ ତୃତୀୟ ସ୍ଥାନକୁ ଖସିଯାଇଛନ୍ତି। ତାଙ୍କ ସ୍ଥାନ ନେଇଛନ୍ତି ଫ୍ରାନ୍ସର ବର୍ନାଡ ଆର୍ନଲ୍ଟ। ସେ ତୃତୀୟ…
ଟ୍ରମ୍ପଙ୍କ ଜାତିଆଣ ମନ୍ତବ୍ୟକୁ ବିରୋଧ
ଓ୍ବାଶିଂଟନ, ୧୮ା୭ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଜାତିଆଣ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ଟ୍ରମ୍ପ ରବିବାର ଟୁଇଟ୍ କରି ୪ ମହିଳା ଡେମୋକ୍ରାଟ୍ ସଦସ୍ୟାଙ୍କୁ ନିଜ ଦେଶକୁ ଚାଲିଯିବା ଲାଗି କହିବା ସହ ଆକ୍ଷେପ କରିଥିଲେ। ଏହାକୁ ଗୃହର…
ଥରକରେ ସରକାରଙ୍କୁ ମିଳିବନି ଆର୍ବିଆଇ ବଳକା ଅର୍ଥ
ନୂଆଦିଲ୍ଲୀ,୧୮-୭: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ପୂର୍ବତନ ଗଭର୍ନର ବିମଳ ଜଲାନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ପଡି ରହିଥିବା ବଳକା ପୁଞ୍ଜିକୁ ନେଇ ନିଜର ରିପୋର୍ଟ ଚୂଡ଼ାନ୍ତ କରିସାରିଛନ୍ତି। ବୁଧବାର ଏ ସମ୍ପର୍କରେ ସୂଚନା ମିଳିଛି। ମିଡିଆ ରିପୋର୍ଟ…
କୋଲ ଇଣ୍ଡିଆକୁ ଭାଙ୍ଗି ଗଠନ ହେବ ୫ କମ୍ପାନୀ
ନୂଆଦିଲ୍ଲୀ,୧୮-୭: କୋଇଲା ଖନନ କ୍ଷେତ୍ରରେ କାର୍ଯ୍ୟରତ ବିଶ୍ୱର ସର୍ବବୃହତ କୋଇଲା କମ୍ପାନୀ କୋଲ୍ ଇଣ୍ଡିଆ ଲିମିଟେଡକୁ ଭାଙ୍ଗି ୫ କମ୍ପାନୀ ଭାବେ ଏହାକୁ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କରିବାକୁ ସରକାର ବିଚାର କରୁଛନ୍ତି। ଏହାଦ୍ୱାରା ସରକାର ଏଥିରୁ ଅଧିକ ପୁଞ୍ଜି ଆଦାୟ…
ସମ୍ପୂର୍ଣ୍ଣ ହଟିବନି ପେଟ୍ରୋଲ,ଡିଜେଲ ଯାନ:ଧର୍ମେନ୍ଦ୍ର
ନୂଆଦିଲ୍ଲୀ,୧୮-୭: ପେଟ୍ରୋଲ, ଡିଜେଲ ଯାନଗୁଡିକୁ ସରକାର ସମ୍ପୂର୍ଣ୍ଣ ନିଷେଧ କରିବେ ନାହିଁ। ଏ ନେଇ ସରକାର ବର୍ତ୍ତମାନ କୌଣସି ଯୋଜନା ଧାର୍ଯ୍ୟ କରି ନାହାନ୍ତି। ମାତ୍ର ପରିବେଶ ସୁରକ୍ଷା ଏବଂ ତୈଳ ଆମଦାନୀ ବିଲ୍କୁ କମାଇବା ଲାଗି ସରକାର ଇ-ଯାନକୁ ପ୍ରୋତ୍ସାହିତ…
ହାଓଡ଼ାରେ ଦୁର୍ଘଟଣା: ୪ ଓଡ଼ିଆ ମୃତ
ଭଦ୍ରକ ଅଫିସ, ୧୮।୭ : ପଶ୍ଚିମବଙ୍ଗର ହାଓଡ଼ା ଢୁଲାଗଡ ଟୋଲପ୍ଲାଜା ନିକଟରେ ବୁଧବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ କ୍ରିକେଟ ଖେଳାଳିଙ୍କ ସମେତ ୪ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ…
ରାଜ୍ୟରେ ମରୁଡ଼ି ଆଶଙ୍କା
ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗାଏବ ହୋଇଯାଇଛି। ଗତ ୨ ସପ୍ତାହ ହେବ ନିଅଣ୍ଟିଆ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି। ଧାନବିଲ ଫାଟି ଆଁ କଲାଣି। ଆସନ୍ତା ସପ୍ତାହକ ମଧ୍ୟରେ ବର୍ଷା ନ ହେଲେ ରାଜ୍ୟରେ ଭୟଙ୍କର ପରିସ୍ଥିତି…
ଏମ୍ସିଆଇ ସ୍ଥାନରେ ଜାତୀୟ ମେଡିକାଲ କମିଶନ
ଭୁବନେଶ୍ୱର,୧୮ା୭(ବ୍ୟୁରୋ): କେନ୍ଦ୍ର କ୍ୟାବିନେଟ୍ରେ ଜାତୀୟ ମେଡିକାଲ କମିଶନ ବିଲ୍ ୨୦୧୯କୁ ବୁଧବାର ଅନୁମୋଦନ ମିଳିଛି। ଏଣିକି ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ (ଏମସିଆଇ) ସ୍ଥାନରେ ଜାତୀୟ ମେଡିକାଲ କମିଶନ କାର୍ଯ୍ୟ କରିବ। ସେହିଭଳି ଏହି ବିଲ୍ ବର୍ତ୍ତମାନ ପ୍ରଚଳିତ ଇଣ୍ଡିଆନ୍ ମେଡିକାଲ…
୧୨ ବର୍ଷରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ୧୪୧୭
ଭୁବନେଶ୍ୱର, ୧୮ା୭: ରାଜଧାନୀ ଭୁବନେଶ୍ୱରରେ ହତ୍ୟା, ବଳାତ୍କାର, ଲୁଟ୍, ଠକେଇ, ଜମି ହଡପ, ଅପହରଣ ଭଳି ବଡ଼ ବଡ଼ ଅପରାଧ ପ୍ରାୟ ପ୍ରତିଦିନ ଘଟୁଛି। ଏ ସବୁ ଅପରାଧର ତଦନ୍ତ, ପ୍ରମାଣ ଯୋଗାଡ଼ କରିବାରେ କମିଶନରେଟ୍ ପୋଲିସକୁ ଦୀର୍ଘ ସମୟ ଲାଗିଯାଉଛି।…

