Home

ମୁମ୍ବାଇରୁ ନ୍ୟୁୟର୍କ ଯାଉଥିଲା ବିମାନ, ମଝି ରାସ୍ତାରୁ ଫେରିଲା

ମୁମ୍ବାଇ,୧୦ା୩: ଏୟାର ଇଣ୍ଡିଆର ଏକ ବିମାନ ମୁମ୍ବାଇରୁ ନ୍ୟୁୟର୍କ ଯିବାର ଥିଲା, କିନ୍ତୁ ମଝି ରାସ୍ତାରୁ ବିମାନ ପୁଣି ମୁମ୍ବାଇ ଫେରି ଆସିଛି। କାରଣ ବିମାନରେ ବୋମା ଆତଙ୍କ ଥିବାରୁ ପାଇଲଟଙ୍କୁ ତାଙ୍କର ରୁଟ୍‌ ପରିବର୍ତ୍ତନ କରିବାକୁ ପଡ଼ିଲା। ଯେତେବେଳେ ଏୟାର…

ବିଧାୟକ ସାରଦା ପ୍ରଧାନଙ୍କ ଗିରଫ ଦାବି କଲା ବିଜେଡି

ଭୁବନେଶ୍ୱର,୧୦ା୩: ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଡାମରାଇ ପଞ୍ଚାୟତର ପଞ୍ଚାୟତ ସମିତି ସଭ୍ୟା ସୋନାଲି ପ୍ରିୟଦର୍ଶିନୀ ରାଉତଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଏହି ଘଟଣାରେ ମାହାଙ୍ଗା ସ୍ବାଧୀନ ବିଧାୟକ ସାରଦା ପ୍ରଧାନଙ୍କ ସମ୍ପୃକ୍ତି…

‘ବଳାତ୍କାରର ପ୍ରମାଣ ପାଇଁ ପ୍ରାଇଭେଟ ପାର୍ଟରେ କ୍ଷତ ହେବା ଜରୁରୀ ନୁହେଁ,’ ୪୦ ବର୍ଷ ପୁରୁଣା ମାମଲାରେ ରାୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୩: ୪୦ ବର୍ଷ ପୁରୁଣା ବଳାତ୍କାର ମାମଲାର ରାୟ ଦେବା ସମୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ବଳାତ୍କାର ପ୍ରମାଣ କରିବା ପାଇଁ ଗୁପ୍ତାଙ୍ଗ ବା ପ୍ରାଇଭେଟ ପାର୍ଟରେ ଆଘାତ ଚିହ୍ନ ରହିବା ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।…

ଭାରତ ଚାମ୍ପିଅନ ହେବା ପରେ ଆୟୋଜକ ପାକିସ୍ତାନରେ ଦେଖାଦେଲା ଅଶାନ୍ତି! ପ୍ରଶ୍ନ ଉଠାଇଲେ ଓ୍ବାସିମ ଆକ୍ରମ

ଇସଲାମାବାଦ,୧୦।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜକ ପାକିସ୍ତାନ ଥିଲା। କିନ୍ତୁ ଭାରତ ଚାମ୍ପିଅନ ହେବା ପରେ, ପାକିସ୍ତାନ କ୍ରିକେଟ ବୋର୍ଡର କୌଣସି ଅଧିକାରୀ ଦୁବାଇରେ ଦେଖାଯାଇ ନ ଥିଲେ। ରବିବାର ଫାଇନାଲରେ ଟିମ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା। ଭାରତର ବିଜୟ…

ଜନଅଭିଯୋଗ ଶୁଣାଣିକୁ ଆସିଲେନି ଜିଲାପାଳ-ଆରକ୍ଷୀ ଅଧୀକ୍ଷକ, ଜିଲାପାଳଙ୍କ ଅନୁପସ୍ଥିତିରେ…

ପାଟଣା,୧୦ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ସୋମବାର ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣି ହୋଇଥିଲା। ତେବେ ଖୋଦ ଜିଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କ ଅନୁପସ୍ଥିତ ରହିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଥିରେ ମୋଟ ୭୬ଟି ଲିଖିତ ଅଭିଯୋଗର ଶୁଣାଣି ହୋଇଥିଲା।…

ଗଞ୍ଜାମ ଜିଲାପାଳଙ୍କ ଅଫିସ ଘେରାଉ କଲା କଂଗ୍ରେସ

ଛତ୍ରପୁର,୧୦ା୩(ସନ୍ତୋଷ ପାଢ଼ୀ): ରାଜ୍ୟରେ ଦିନକୁ ଦିନ ବଢୁଥିବା ନାରୀ ନିର୍ଯାତନାର ପ୍ରତିବାଦରେ ସୋମବାର ଗଞ୍ଜାମ ଜିଲା କଂଗ୍ରେସ ପକ୍ଷରୁ ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ରାଜ୍ୟରେ ମହିଳା…

ମୁଁ ବହୁତ ଭାଗ୍ୟବାନ: କାହିଁକି ଏମିତି କହିଲେ ବିରାଟ କୋହଲି

ଦୁବାଇ,୧୦।୩: ଭାରତ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଟାଇଟଲ ଜିତିଛି। ଫାଇନାଲରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଭାରତର ଏହି ବିଜୟ ବିରାଟ କୋହଲି ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ଟିମ ଇଣ୍ଡିଆର ବିଜୟ ଉପରେ…

ଦିବ୍ୟାଙ୍ଗ ଛାତ୍ରଙ୍କ ସାର୍ଟିଫିକେଟରେ ପରବର୍ତ୍ତନ ନେଇ ଅଭିଭାବକ ହଟହଟା, ଉପଯୁକ୍ତ ସରକାରୀ ସହାୟତା ନ ପାଇ…

ଦାରିଙ୍ଗବାଡ଼ି,୧୦ା୩(ଅରୁଣ ସାହୁ): ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି। ତେବେ ତୃଣମୂଳସ୍ତରରେ କିଛିଟା ତ୍ରୁଟି ପାଇଁ ଅନେକ ହିତାଧିକାରୀ ହଇରାଣ ଭୋଗୁଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ…

ମୁଣ୍ଡବ୍ୟଥା ହେଉଥିଲେ ଆପଣାନ୍ତୁ ଏହି ଉପାୟ

ଆଜିକାଲି ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଏଥିରୁ କେତେକାଂଶରେ ଉପଶମ ପାଇବାକୁ ହେଲେ ତାହାର ଉପାୟ ହାତ ପାଆନ୍ତାରେ ରହିଛି। ପ୍ରଥମ କଥା ହେଲା, ନିଜର ଦୈନନ୍ଦିନ ଖାଦ୍ୟ ଠିକ୍‌ ସମୟରେ ଖାଆନ୍ତୁ। ତା’ ସହ ଠିକ୍‌ ସମୟରେ…

୫ ବର୍ଷରେ ଗିରଫ ହୋଇଛନ୍ତି ୮୨୭ ସରକାରୀ ବାବୁ, ଏବେ ବି ୧୧୩୧ ମାମଲାର ଚାଲିଛି ବିଚାର

ଭୁବନେଶ୍ୱର,୧୦ା୩: ୫ ବର୍ଷରେ ୮୨୭ ସରକାରୀ କର୍ମଚାରୀ ଗିରଫ ହୋଇଥିବାବେଳେ ୪୩୬ ସରକାରୀ କର୍ମଚାରୀ ବିଭିନ୍ନ ମୋକଦ୍ଦମାରେ ଦଣ୍ଡିତ ହୋଇଛନ୍ତି। ଏବେ ବି ୧୧୩୧ଟି ମାମଲାର ବିଚାର ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋମବାର…

୧୮ ବର୍ଷୀୟଙ୍କ ମୁହଁରେ ସବୁଠୁ ବେଶି କେଶ

ଭୋପାଳ: ମଧ୍ୟପ୍ରଦେଶର ରତ୍‌ନାମ ନିବାସୀ ଲଳିତ ପାଟିଦାର (୧୮)ଙ୍କ ନାମ ଗିନିଜ୍‌ ଓ୍ବାଲର୍‌ଡ ରେକଡର୍‌ସ (ଜିଡବ୍ଲ୍ୟୁଆର୍‌)ରେ ସ୍ଥାନିତ ହୋଇଛି। ମୁହଁରେ ସବୁଠାରୁ ଅଧିକ କେଶ ଥିବା ବ୍ୟକ୍ତି ଭାବେ ଲଳିତ ଜିଡବ୍ଲ୍ୟୁଆର୍‌ର ଅଧିକାରୀ ହୋଇପାରିଛନ୍ତି। ସେ ଲମ୍ବା ସମୟ ଧରି ହାଇପର୍‌ଟ୍ରିଚୋସିସ୍‌…

ଶରୀରକୁ ସୁସ୍ଥ ରଖେ ରଜନୀଗନ୍ଧା

ରଜନୀଗନ୍ଧାର ନାମ ନେବା ମାତ୍ରେ ଆମ ଆଖି ସାମ୍ନାରେ ଏକ ସତେଜ ଧଳା ସୁଗନ୍ଧିତ ଫୁଲର ପ୍ରତିଛବି ଉଙ୍କି ମାରୁଥାଏ। ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଏହି ଫୁଲଟି କେବଳ ଆପଣଙ୍କ ଜୀବନକୁ ସୁଗନ୍ଧିତ କରେ ନାହିଁ, ବରଂ ଏହା ଆପଣଙ୍କ ସ୍ବାସ୍ଥ୍ୟକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri