ଲାଲୁ ଯାଦବଙ୍କ ସମେତ କିଛି ନେତାଙ୍କର କମିଲା ସୁରକ୍ଷା
ପାଟନା,୨୩।୭: ଗୃହ ମନ୍ତ୍ରଣାଳୟ ପକ୍ଷରୁ ବଡ଼ ବଡ଼ ନେତାଙ୍କୁ ଦିଆଯାଉଥିବା ସୁରକ୍ଷା ବ୍ୟବସ୍ଥା ଉପରେ ସଂଶୋଧନ କରାଯାଇଛି। ଏନେଇ ଏକ ନୋଟିସ ଜାରି କରାଯାଇଛି। ଏଥିରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ବିଏସ୍ପି ଏମ୍ପି ଶତୀଷ ଚନ୍ଦ୍ର ମିଶ୍ର, ଉତ୍ତରପ୍ରଦେଶର…
ଛୁଆ ରୋଗୀଣା ଥିବାରୁ ୪ ମହଲା କୋଠାରୁ ଫୋପାଡି ମାରିଦେଲେ ମା’
ଲକ୍ଷ୍ନୌ,୨୩।୭: ଦୁନିଆ କ’ଣ ଜାଣିବା ପୂର୍ବରୁ ନିଜ ମା’ ପାଇଁ ମୃତ୍ୟୁକୁ ଅପଣାଇ ନେଇଛି ଜଣେ ୩ ମାସର ଶିଶୁ। ନିଜ ୩ ମାସ ଶିଶୁ ପୁତ୍ରର ଯକୃତ ଜନିତ ସମସ୍ୟା ଓ କାମଳ ରୋଗ ଥିବାରୁ ଏହାକୁ କିଛିଦିନ ଚିକିତ୍ସା…
ମହାଦେବଙ୍କ ରୂପରେ ନଜର ଆସିଲେ ତେଜପ୍ରତାପ
ପାଟନା,୨୩।୭: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବଙ୍କୁ ନିଆରା ରୂପରେ ଦେଖିବାକୁ ମିଳିଛି। ଶ୍ରାବଣ ମାସର ପ୍ରଥମ ସୋମବାରରେ ସେ ଶିବଙ୍କ ଭକ୍ତିରେ ଲୀନ ହୋଇ ମହାଦେବଙ୍କ ରୂପ ଧାରଣ…
ଭାଇଚାରାର ନିଆରା ଉଦାହରଣ: ଶିବ ଭକ୍ତଙ୍କୁ ତୁଳସୀ ଗଛ ବାଣ୍ଟିଲେ ମୁସଲମାନ ସମ୍ପ୍ରଦାୟ ଲୋକେ
ଚଣ୍ଡିଗଡ, ୨୩।୭: ଚଣ୍ଡିଗଡରେ ଭାଇଚାରାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ସେକ୍ଟର ୩୨ରେ ଥିବା ସନାତନ ମନ୍ଦିରରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ତୁଳସୀ ଗଛ ଦେଇ ସ୍ବାଗତ କରିଛନ୍ତି…
ଅଢେଇ ବର୍ଷରେ ୧୦ ହଜାରରୁ ଅଧିକ ମିଛ କହିଛନ୍ତି ଆମେରିକା ରାଷ୍ଟ୍ରପତି
ୱାଶିଂଟନ, ୨୩।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଭେଟିଥିଲେ। ଏହି ସମୟରେ କଶ୍ମୀର ସମସ୍ୟା ଉଠିଥିଲା। ଟ୍ରମ୍ପ କହିଥିଲେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ନିବେଦନ କରିଛନ୍ତି।…
୧୭ ଗ୍ରାମ୍ ବ୍ରାଉନ୍ସୁଗାର ଜବତ, ଜଣେ ଗିରଫ
ଜଟଣୀ, ୨୩।୭(ଡି.ଏନ୍.ଏ.): ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଖୋର୍ଦ୍ଧା ଜିଲା ଜଟଣୀ କୁଦିଆରି ଦଳିତ ସାହିରୁ ମଙ୍ଗଳବାର ୧୭ ଗ୍ରାମ୍ ବ୍ରାଉନ୍ସୁଗାର ସହ ନଗଦ ୬ ହଜାର ୪ଶହ ଟଙ୍କା ଜବତ ହୋଇଛି। ଏହି କାରବାରରେ ସମ୍ପୃକ୍ତ ପ୍ରଶାନ୍ତ ବେହେରାଙ୍କୁ…
ଜଙ୍ଗଲରୁ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର: ବଳାତ୍କାର ପରେ ହତ୍ୟା ସନ୍ଦେହ
ସୁନ୍ଦରଗଡ଼, ୨୩।୭ (ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରୁ ଜନୈକା ନାବାଳିକା (୧୬)ଙ୍କ ଗଳିତ ମୃତଦେହ ସୋମବାର ଅପରାହ୍ନରେ ପୋଲିସ ଉଦ୍ଧାର କରିଛି। ନାବାଳିକାଙ୍କ ଅଙ୍ଗବସ୍ତ୍ର ନ ଥିବାରୁ ତାଙ୍କୁ ବଳାତ୍କାର ପରେ ଗଳା…
୧୯୮୪ ଶିଖ୍ ବିରୋଧୀ ଦଙ୍ଗା: ୩୩ ଅଭିଯୁକ୍ତଙ୍କୁ ଜାମିନ ଦେଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୨୩।୭: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ୧୯୮୪ରେ ଦିିଲ୍ଲୀରେ ଶିଖ୍ ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୩୩ ଜଣଙ୍କୁ ସୁପ୍ରିମ୍ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ସେମାନଙ୍କୁ ଦିଲ୍ଲୀ ହାଇକୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଗତ ୫…
ନାଲ୍କୋ ପ୍ଲାଣ୍ଟରେ ଦୁର୍ଘଟଣା, ୪ ଗୁରୁତର
ଅନୁଗୋଳ ଅଫିସ, ୨୩।୭: ଅନୁଗୋଳ ସ୍ଥିତ ନାଲ୍କୋ ପ୍ଲାଣ୍ଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟି ୪ କର୍ମଚାରୀ ଗୁରୁତର ହୋଇଛନ୍ତି। ସ୍ମେଲଟରର କାଷ୍ଟ ହାଉସ ବି’ରେ ଫ୍ଲାଶ୍ ଓଭରରୁ ନିଆଁ ଲାଗିଯାଇଥିଲା। ନିଆଁକୁ ଆୟତ୍ତ କରାଯିବା ସହ ଗୁରୁତର କର୍ମଚାରୀଙ୍କୁ ନାଲ୍କୋ…
ଝାଡ଼ଖଣ୍ଡରେ ଭାଜପା ନେତାଙ୍କ ସମେତ ସ୍ତ୍ରୀ ଓ ପୁଅଙ୍କୁ ଗୁଳିକରି ହତ୍ୟା
ରାଞ୍ଚି,୨୩।୭: ଝାଡ଼ଖଣ୍ଡରେ ଜଣେ ଭାଜପା ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ସ୍ଥାନୀୟ ଖୁଣ୍ଟି ଅଞ୍ଚଳର ହେଥାଗୋଓ୍ବାରେ ଏହା ଘଟିଛି। କିଛି ଅଜଣା ଲୋକ ଭାଜପା ନେତା ମାଗୋ ମୁଣ୍ଡାଙ୍କ ଘର ନିକଟକୁ ଆସି ଏଭଳିକାଣ୍ଡ ଭିଆଇଥିବା ପୋଲିସ କହିଛି। ସେମାନେ ମାଗୋଙ୍କ…
ସ୍ବଚ୍ଛତା ଅଭିଯାନ: ଇନ୍ଦୋରରେ ଆରମ୍ଭ ହେଲା ବାସନକୁସନ ବ୍ୟାଙ୍କ
ଇନ୍ଦୋର,୨୩।୭: ସ୍ବଚ୍ଛ ସହର ଭାବେ ଲଗାତାର ୪ର୍ଥ ଥର ପାଇଁ ଏକ ନମ୍ବର ସ୍ଥାନରେ ରହିଥିବା ଇନ୍ଦୋର ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଅନ୍ତର୍ଗତ ସହରରେ ଏକ ବାସନକୁସନ ବ୍ୟାଙ୍କର ଶୁଭାରମ୍ଭ କରାଯାଇଛି।…
ଟ୍ରମ୍ପ୍ଙ୍କ କଥା ଯଦି ସତ ହୁଏ ତେବେ ମୋଦି ଦେଶକୁ ଦେଇଛନ୍ତି ଧୋକା: ରାହୁଲ
ନୂଆଦିଲ୍ଲୀ,୨୩।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ମନ୍ତବ୍ୟ ନେଇ ଏବେ ଭାରତରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। କେନ୍ଦ୍ର ସରକାରଙ୍କୁ ବିରୋଧୀ ଦଳ ସମାଲୋଚନା କରିବା ଆରମ୍ଭ କରିଛନ୍ତି। ଏନେଇ ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି ଯେ, ଯଦି ଟ୍ରମ୍ପ୍ଙ୍କ…

