Home

ବିଦ୍ୟାଳୟରେ ଖତ ଖାଉଛି କମ୍ପ୍ୟୁଟର

ଭଦ୍ରକ ଅଫିସ, ୨୫।୭ – ଆଧୁନିକତା ଦୌଡ଼ରେ ଛାତ୍ରୀଛାତ୍ରଙ୍କୁ ତାଳ ଦେଇ ସାମିଲ କରାଇବା ପାଇଁ କମ୍ପ୍ୟୁଟର ପ୍ରଶିକ୍ଷଣ ଶିକ୍ଷା ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇପଡ଼ିଛି। ଏଥିପାଇଁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ନାନା ଉଦ୍ୟମ କରାଯାଉଛି।…

ଭିଜିଲାନ୍ସ ଜାଲରେ କୋଟିପତି କିରାଣି: ଏକକାଳୀନ ୫ ସ୍ଥାନରେ ଚଢ଼ାଉ

ଜଳେଶ୍ୱର,୨୫।୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ଜଳେଶ୍ୱର ସହର ନୂଆବଜାର ସ୍ଥିତ ଜଳେଶ୍ୱର ମହିଳା ମହାବିଦ୍ୟାଳୟର ମୁଖ୍ୟ କିରାଣି ତରଣୀ କୁମାର ଭୂୟଁା ଓରଫ୍‌ ମଣ୍ଟୁଙ୍କ ବାସ ଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ବୁଧବାର ଏକକାଳୀନ ଚଢାଉ କରିଛି। ପ୍ରାୟ ଅଢ଼େଇ…

ଇନସୁଲିନ୍‌ସ୍ତରକୁ ସ୍ବାଭାବିକ କରିବା ପାଇଁ ସକାଳେ ଏଥିରୁ ଅଧାଗ୍ଲାସେ…

ପ୍ରତିଦିନ ସକାଳେ ଅଧାଗ୍ଲାସେ ମେଥି ପାଣି ପିଇଲେ ବହୁ ଉପକାର ମିଳିଥାଏ। ଏହା ଇନସୁଲିନ୍‌ସ୍ତରକୁ ସ୍ବାଭାବିକ କରିଥାଏ। ଇନସୁଲିନ୍‌ ରକ୍ତରେ ଥିବା ଶର୍କରାକୁ ନିୟନ୍ତ୍ରିତ କରିଥାଏ। ଫଳରେ ଡାଇବେଟିସ୍‌ ହେବାର ଆଶଙ୍କା କମ୍‌ ହୋଇଥାଏ। ଏଥିରେ ଥିବା ଆମିନୋ ଏସିଡ୍‌ ଯୋଗୁ…

ବେଶ୍‌ ଉପକାରୀ କଦଳୀ ଚୋପା

କଞ୍ଚା ଅବା ପାଚିଲା କଦଳୀ ଉଭୟର ବ୍ୟବହାର ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଅଧିକାଂଶ କ୍ଷେତ୍ରରେ କଦଳୀ ଖାଇବା ପରେ ଚୋପାକୁ ଫିଙ୍ଗି ଦିଆଯାଏ। କିନ୍ତୁ ଜାଣନ୍ତି, କଦଳୀ ଚୋପାରେ ଭରପୂର୍‌ ମାତ୍ରାରେ ନ୍ୟୁଟ୍ରିଏଣ୍ଟ୍‌ସ ଥାଏ, ଯାହା ଓଜନ ହ୍ରାସ କରିବା…

ସାପର ଦାମ ୩ କୋଟି…

ସାପର ଦାମ୍‌ ପୁଣି ୩ କୋଟି ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଇଣ୍ଡୋନେସିଆର ଘନ ଜଙ୍ଗଲରେ ଦେଖାଯାଉଥିବା ଗ୍ରୀନ୍‌ ଟ୍ରି ପାଇଥନ୍‌ ସାପ କୋଟି କୋଟି ଟଙ୍କାରେ ବିକ୍ରି ହୋଇଥାଏ। ଏହି ବିରଳ ସାପ ସାଧାରଣତଃ…

ନିର୍ବାଚନରେ ହାରିବା ପରେ ବିଜୟଙ୍କ ପ୍ରତିକ୍ରିୟା: କହିଲେ ‘ଫଳାଫଳ ଆଶ୍ଚର୍ଯ୍ୟ କରିଛି, ଏହା ମୋ’ ସପକ୍ଷରେ ଥିଲା’

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ବହୁ ଉପେକ୍ଷିତ ପାଟକୁରା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୧୭ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି। ହେଲେ ଶେଷ ରାଉଣ୍ଡ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ବୁଧବାର…

ରାଜ୍ୟରେ ଭୁଶୁଡ଼ିଛି ଆଇନଶୃଙ୍ଖଳା: ୩ ବର୍ଷରେ ୧୩୨୮ ନାବାଳିକା ନିଖୋଜ, ବଢ଼ୁଛି ନାବାଳିକା ବଳାତ୍କାର

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ରାଜ୍ୟରେ ନାବାଳିକା ଓ ମହିଳା ବଳାତ୍କାର ବୃଦ୍ଧି ପାଇଛି। ଦେଶରେ ଓଡ଼ିଶା ଏ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ପ୍ରତ୍ୟେକ ଦିନ ୭ଜଣ ମହିଳା ଓ ୬ଜଣ ନାବାଳିକା ବଳାତ୍କାରର ଶିକାର ହେଉଛନ୍ତି। ଅପରାଧୀଙ୍କର ପୋଲିସକୁ ଡ଼ର…

ମଣ୍ଡିରେ ଚାଷୀଙ୍କ ହଇରାଣକୁ ନେଇ ବିଧାନସଭାରେ ଉଦ୍‌ବେଗ: ଧାନ କିଣିବ ସ୍ବୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଚଳିତ ବର୍ଷ ଖରିଫ ଋତୁରେ ୬୫.୩୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କିଣା ଯାଇଛି। ଯାହାକି ଗତ ବର୍ଷଠାରୁ ୨୬% ଅଧିକ ହୋଇଛି। ଏହି ଧାନରୁ ୪୪ ଲକ୍ଷ ମେଟ୍ରିକ୍‌ ଟନ ଚାଉଳ ଉତ୍ପାଦନ ହେବ। ସେଥିରୁ ୨୫ଲକ୍ଷ…

କ୍ଷମତାଚ୍ୟୁତ ହେବାପରେ କୁମାରସ୍ବାମୀ କହିଲେ, ଭବିଷ୍ୟତରେ ମଧ୍ୟ ରାଜନୈତିକ ଅସ୍ଥିରତା ଲାଗି ରହିବ

ବେଙ୍ଗାଲୁରୁ, ୨୪।୭: ଦୁଇ ସପ୍ତାହରେ ଧରି କର୍ନାଟକରେ ଚାଲିଥିବା ରାଜନୀତିକ ନାଟକରେ ଯବନିକା ପଡ଼ିଛି। ମଙ୍ଗଳବାର ଆସ୍ଥା ଭୋଟ ହାରିବା ପରେ କୁମାରସ୍ବାମୀ ସରକାର ଭାଜପା ପାଖରୁ ପରାଜୟ ବରଣ କରିଛି। କୁମାରସ୍ବାମୀ କ୍ଷମତାଚ୍ୟୁତ ହେବା ପରେ ପ୍ରଥମଥର ପାଇଁ ମୁହଁ…

ଗୋଟିଏ ଦିନରେ ବଜ୍ରପାତରେ ଗଲା ୩୨ ଜଣଙ୍କ ଜୀବନ

ପାଟନା, ୨୪।୭: ବିହାରରେ ଗୋଟିଏ ଦିନରେ ବଜ୍ରପାତରେ ୩୨ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୩୨ଜଣ ଆହତ ହୋଇଛନ୍ତି। ବଜ୍ରପାତରେ ଜାମୁଇରେ ୮, ଔରଙ୍ଗାବାଦରେ ୭, ବାଙ୍କାରେ ୫, ଭାଗଲପୁର ଏବଂ ରେହାତାସ୍‌ ୩ ଜଣ ଜିଲାରେ, ଗୟା, ମୁଙ୍ଗେର, କଟିଆର ଏବଂ ଅରାରିଆରେ…

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ବୋରିସ୍‌ ହେଉଛନ୍ତି ଭାରତର ଜ୍ୱାଇଁ

ଲଣ୍ଡନ, ୨୪।୭: ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ସହ ଏକ ଖାସ୍‌ ସମ୍ପର୍କ ରହିଛି। ବୋରିସ୍‌ ଗତବର୍ଷ ଛାଡପତ୍ର ଦେଇଥିବା ସ୍ତ୍ରୀ ମ୍ୟାରିନା ହ୍ବିଲର୍‌ଙ୍କ ମା’ ଜଣେ ଭାରତୀୟ ବୋଲି ଜଣାପଡିଛି। ମ୍ୟାରିନାଙ୍କ ପିତା ଚାଲର୍‌ସ ହ୍ବିଲର ବିବିସିର…

ଫକୀରପୁର ଯୁବକଙ୍କ ମୃତ୍ୟୁ ଘଟଣା : ଧୀରେ ଧୀରେ ଖୋଲୁଛି ରହସ୍ୟ

ଆନନ୍ଦପୁର,୨୪।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ଫକୀରପୁର ଗ୍ରାମରେ ଗତ ୧୬ ତାରିଖ ମଙ୍ଗଳବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ମୃତକ ହେଉଛନ୍ତି ଫକୀରପୁର ଗ୍ରାମର କାଶୀନାଥ ଦାଶଙ୍କ ପୁଅ ମଣ୍ଟୁଣି ଦାଶ ଓରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?