ଗର୍ଲଫ୍ରେଣ୍ଡ୍ଙ୍କ ଜନ୍ମଦିନରେ ସଲମାନ ଉପହାର ଦେଲେ ହୀରା ମୁଦି
ବଲିଉଡ ଭାଇଜାନ୍ ସଲମାନ ଖାନଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ୍ ଲୁଲିଆ ଭନ୍ତୁର ନିକଟରେ ନିଜ ଜନ୍ମଦିନ ପାଳନ କରିଛନ୍ତି। ମା’ ସଲମାଙ୍କ କଥା ମାନି ସେ ଏହି ଦାମୀ ଉପହାର ଲୁଲିଆଙ୍କୁ ଦେଇଛନ୍ତି ବୋଲି ସଲ୍ଲୁଙ୍କ ଜଣେ ବନ୍ଧୁ କହିଛନ୍ତି। ମଙ୍ଗଳବାର ସଲ୍ଲୁଙ୍କ…
ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ ହରିଚନ୍ଦନ
ବିଜୟଓ୍ବାଡ଼ା,୨୪।୭: ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ବୁଧବାର ବିଶ୍ୱଭୂଷଣ ହରିଚନ୍ଦନ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ହାଇକୋର୍ଟ କାର୍ଯ୍ୟନିର୍ବାହୀ ବିଚାରପତି ସି. ପ୍ରବୀନ୍ କୁମାର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଜଭବନରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍. ଜଗନମୋହନ…
ଆଲିଆଙ୍କ ପରେ ଜ୍ୟାକ୍ଲିନ୍ ଲଞ୍ଚ କଲେ ୟୁଟ୍ୟୁବ୍ ଚ୍ୟାନେଲ୍
କିଛିଦିନ ତଳେ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ୟୁଟ୍ୟୁବ୍ ଚ୍ୟାନେଲ୍ ‘Aliabe’ ଲଞ୍ଚ କରିଥିଲେ। ଏବେ ଜ୍ୟାକ୍ଲିନ୍ ଫର୍ନାଡିଜ୍ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଲଞ୍ଚ କରିଛନ୍ତି। ପ୍ରଥମ ଦିନରେ ଜ୍ୟାକ୍ଲିନଙ୍କ ଫ୍ୟାମିଲି ଭିଡିଓ, ମଡେଲିଂ, ବଲିଉଡ୍ ଅଡିଶନ ଆଦି ଶେୟାର କରିଥିବା…
ରାଜ୍ୟ ସଭାରେ କାନ୍ଦିଲେ ଏମ୍ପି: କହିଲେ, ମୋ ମୃତ୍ୟୁରେ ଶୋକ କରିବେ ନାହିଁ
ନୂଆଦିଲ୍ଲୀ, ୨୪।୭: ରାଜ୍ୟ ସଭାରେ ବୁଧବାର କିଛି ଏମ୍ପିଙ୍କ କାର୍ଯ୍ୟକାଳର ଶେଷ ଦିନ ଥିଲା। ଏହି ଅବସରରେ ଜଣେ ଏମ୍ପି ବିଦାୟୀ ଭାଷଣ ଦେଉଥିବାବେଳେ ଭାବୁକ ହୋଇପଡିଛନ୍ତି। ଏଆଇଡିଏମକେ ଏମ୍ପି ବାସୁଦେବନ ମୈତ୍ରୟନ୍ ନିଜ ଭାଷଣରେ କାନ୍ଦି ପକାଇ ସଦନର ସମସ୍ତଙ୍କୁ…
ପାଟକୁରା ଭୋଟ ଗଣତି Live Updates: ୧୭ ରାଉଣ୍ଡ ସୁଦ୍ଧା ସାବିତ୍ରୀ ୧୭,୫୩୬ ଭୋଟରେ ଆଗୁଆ
କେନ୍ଦ୍ରାପଡ଼ା ଅଫିସ,୨୪।୭: ପାଟକୁରା ବିଧାନସଭା ଆସନ ଲାଗି ଭୋଟ ଗଣତି ଚାଲୁ ରହିଛି। ୧୭ ରାଉଣ୍ଡ ଶେଷ ସୁଦ୍ଧା ୧୭,୫୩୬ ଭୋଟରେ ବିଜେଡି ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କୁ ୯୪,୨୭୬ ଭୋଟ ମିଳିଥିବା ବେଳେ ଭାଜପା ପ୍ରାର୍ଥୀ ୭୬,୭୪୦…
ସିବିଆଇ ପକ୍ଷରୁ ନିଜର ୧୯ ଉଚ୍ଚ ଅଧିକାରୀଙ୍କ ବିରୋଧରେ ଅଣାଯାଇଛି ଦୁର୍ନୀତି ଅଭିଯୋଗ: ସରକାର
ନୂଆଦିଲ୍ଲୀ,୨୪।୭: ସିବିଆଇ ପକ୍ଷରୁ ନିଜ ଉଚ୍ଚ ଅଧିକାରୀଙ୍କ ବିରୋଧରେ ମଧ୍ୟ ଦୁର୍ନୀତି ଅଭିଯୋଗ ଅଣାଯାଇଛି। ଗତ ୩ ବର୍ଷ ମଧ୍ୟରେ ୧୯ ଜଣ ଅଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଅଣାଯାଇଛି। ଏସମ୍ପର୍କରେ ବୁଧବାର ସରକାର ଲୋକ ସଭାରେ ଉତ୍ତର ରଖିଛନ୍ତି। ଏସବୁ…
ଘନେଇଲା କଶ୍ମୀର ପ୍ରସଙ୍ଗ: ରାଜନାଥ ରଖିଲେ ଉତ୍ତର; କଂଗ୍ରେସ ସଦସ୍ୟଙ୍କ ଗୃହତ୍ୟାଗ
ନୂଆଦିଲ୍ଲୀ,୨୪।୭: କଶ୍ମୀର ପ୍ରସଙ୍ଗ ବୁଧବାର ପୁଣି ଘନେଇଛି। ଏହାକୁ ନେଇ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଲୋକ ସଭାରେ ଉତ୍ତର ରଖିଥିଲେ ମଧ୍ୟ ବିରୋଧୀ କଂଗ୍ରେସ ସଦସ୍ୟ ପ୍ରବଳ ହଟ୍ଟଗୋଳ କରି ଗୃହତ୍ୟାଗ କରିଛନ୍ତି। ରାଜନାଥ ସିଂ କହିଥିଲେ ଯେ, ଜୁନ୍ ମାସରେ…
ନିର୍ମାଣ ହେବ ତେଲୁଗୁ ଫିଲ୍ମ‘ଡିଅର କୋମରେଡ୍’ର ହିନ୍ଦୀ ରିମେକ୍, କରନ୍ ଜୋହର କିଣିଲେ ରାଇଟ୍ସ
ମୁମ୍ବାଇ: ବଲିଉଡ୍ରେ ରିମେକ୍ କିଛି ନୂଆ କଥା ନୁହେଁ। ବିଗତ ଦିନ ମାନଙ୍କରେ ଅନେକ ତାମିଲ, ତେଲୁଗୁ ଫିଲ୍ମକୁ ହିନ୍ଦୀ ଭାଷାରେ ରିମେକ୍ କରାଯାଇଛି। ଏହା ହିଟ୍ ହୋଇଛି ମଧ୍ୟ। ଏବେ ବହୁଚର୍ଚ୍ଚିତ ଫିଲ୍ମ ‘ଡିଅର କୋମରେଡ୍’ର ହିନ୍ଦୀ ରିମେକ୍ ନିର୍ମାଣ…
ମାୟାବତୀଙ୍କ ନିର୍ଦ୍ଦେଶକୁ ପାଳିଲେ ନାହିଁ ବିଧାୟକ: କହିଲେ, ଟୁଇଟ୍ ଦେଖି ନ ଥିଲି
ବେଙ୍ଗାଲୁରୁ, ୨୪।୭: କୁମାରସ୍ବାମୀ ସରକାରଙ୍କ ଆସ୍ଥାଭୋଟ ବେଳେ ବିଧାନସଭାରେ ଅନୁପସ୍ଥିତ ରହିଥିବା ବହୁଜନ ସମାଜ ପାର୍ଟି (ବିଏସ୍ପି)ର ଏକମାତ୍ର ବିଧାୟକ ଏନ୍. ମହେଶଙ୍କୁ ମଙ୍ଗଳବାର ରାତିରେ ନିଲମ୍ବନ କରାଯାଇଛି। ଆସ୍ଥାଭୋଟ ବେଳେ ଉପସ୍ଥିତ ରହି ସରକାରଙ୍କ ସପକ୍ଷରେ ମତଦାନ କରିବାକୁ ବିଏସ୍ପି…
ବେଆଇନ ବାଲି ଖନନ: କେନ୍ଦ୍ର ଓ ସିବିଆଇ ସହିତ ୫ ରାଜ୍ୟକୁ ସୁପ୍ରିମ୍କୋର୍ଟ ନୋଟିସ୍
ନୂଆଦିଲ୍ଲୀ,୨୪।୭: ନଦୀ ପଠାରୁ ବେଆଇନ ବାଲି ଖନନ ମାମଲାର ଶୁଣାଣି କରି ବୁଧବାର ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାର ଓ ସିବିଆଇ ସହିତ ୫ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହା ଦ୍ୱାରା ନଦୀ ପ୍ରତି ବିପଦ ସୃଷ୍ଟି ହେବା ସହିତ…
ଅଜବ ନିଶା : କାର କିଣିବାକୁ ୧୧ ଲକ୍ଷ ନକଲି ନୋଟ୍ ଛାପିଲେ ଯୁବତୀ
ଜଣେ ଯୁବତୀଙ୍କ ଅଜବ ନିଶା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବତୀଙ୍କ ପାଖରେ କାର୍ କିଣିବା ପାଇଁ ଟଙ୍କା ନ ଥିଲା। କିନ୍ତୁ କାର କିଣିବାର ନିଶା ମୁଣ୍ଡରୁ ଖସି ନ ଥିଲା। ଖାସ୍ ଏଥିପାଇଁ ଯୁବତୀ ଜଣକ ନିଜର ଇଚ୍ଛାକୁ…
ଆକାଶରୁ ଖସିଲା ୧୩ କିଗ୍ରା ଓଜନର ରହସ୍ୟମୟ ପଥର
ପାଟନା,୨୪।୭: ବିହାର ମଧୁବାନି ଅଞ୍ଚଳରେ ଆକାଶରୁ ୧୩ କିଗ୍ରା ଓଜନର ଏକ ରହସ୍ୟମୟ ପଥର ଖସିଛି। ଏନେଇ ଜିଲାପାଳ ଶିର୍ସତ୍ କପିଲ୍ ଅଶୋକ ବୁଧବାର ସୂଚନା ଦେଇଛନ୍ତି। ସ୍ଥାନୀୟ ମହାଦେବ ଗାଁର କିଛି ଲୋକ ଜମିରେ କାମ କରୁଥିବାବେଳେ ଅକାଶରୁ ତଳେ…

