Home

ମିଜାଇଲ୍‌ ମ୍ୟାନ୍‌ଙ୍କ ଶ୍ରାଦ୍ଧ ବାର୍ଷିକୀ: ଦେଶ ଦେଲା ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୭।୭: ଭାରତର ମିଜାଇଲ୍‌ ମ୍ୟାନ୍‌ ତଥା ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବ୍‌ଦୁଲ୍‌ କାଲାମଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶନିବାର ଦେଶ ଶ୍ରଦ୍ଧାଞ୍ଜଳି ଦେଇଛି। ୨୦୧୫ ଜୁଲାଇ ୨୭ରେ ଶିଲଂ ଆଇଆଇଏମ୍‌ଠାରେ ଏକ ଉତ୍ସବରେ କାଲାମ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ…

ଶୁଟିଂ ବେଳେ ଚେତାଶୂନ୍ୟ ହେଲେ ବରୁଣ ଧଓ୍ବନ

ମୁମ୍ବାଇ: କଳାକାର ହେବ ତ ଅଭିନେତା ବରୁଣ ଧଓ୍ବନଙ୍କ ଭଳି,ଯିଏକି ନିଜ କାମକୁ ଶହେ ପ୍ରତିଶତ ଦେବାକୁ ସର୍ବଦା ଚେଷ୍ଟିତ। ଏଭଳି କିଛି ଚର୍ଚ୍ଚା ଆଜିକାଲି ବଲିଉଡ୍‌ର ଗଳିକନ୍ଦିରେ ହେଉଛି। କଥା କ’ଣ କି..! ନିକଟରେ ନିଜର ଆଗାମୀ ଚଳଚ୍ଚିତ୍ର ‘ଷ୍ଟ୍ରିଟ୍‌…

ରେଲଓ୍ବେ ଏବେ ଖାଲି ପ୍ଲାଷ୍ଟିକ ବୋତଲ ବଦଳରେ ଦେବ ୫ ଟଙ୍କା

ନୂଆଦିଲ୍ଲୀ,୨୭।୭: ଦିନକୁ ଦିନ ପ୍ଲାଷ୍ଟିକର ବ୍ୟବହାର ବଢିଥିବା ବେଳେ ଏହାକୁ ନେଇ ପରିବେଶ ପ୍ରଦୂଷଣର ମାତ୍ରା ମଧ୍ୟ ବଢିବାରେ ଲାଗିଛି। ଏହି ଅସୁବିଧାରୁ ମୁକ୍ତି ପାଇବା ପାଇଁ ପ୍ରାୟ ସବୁ ଦେଶ ଏବେଠାରୁ କାମ ଆରମ୍ଭ କରି ସାରିଲେଣି। ଭାରତ ମଧ୍ୟ…

ପ୍ରବଳ ବର୍ଷାରେ ବୁଡ଼ିଲା ରେଳ ଲାଇନ୍‌: ମହାଲକ୍ଷ୍ମୀ ଏକ୍ସପ୍ରେସ୍‌ର ଯାତ୍ରୀ ଜଳବନ୍ଦୀ

ମୁମ୍ବାଇ,୨୭।୭: ମହାରାଷ୍ଟ୍ରରେ ପୁଣି ଦେଖାଦେଇଛି ବନ୍ୟା ବିତ୍ପାତ। ପ୍ରବଳ ବର୍ଷା ଯୋଗୁ ବନ୍ୟା ଜଳ ରେଳ ଲାଇନ୍‌ ଉପରେ ପ୍ରବାହିତ ହେଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବଦଲାପୁରଠାରୁ ବାନଗନି ଯାଉଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ୍‌କୁ ବାଟରେ ଅଟକାଇ ଦିଆଯାଇଛି। ଏଥିରେ ଥିବା ୭୦୦ରୁ…

ପ୍ରତିବର୍ଷ ହେପାଟାଇଟିସ୍‌ରେ ଆକ୍ରାନ୍ତ ହେଉଛନ୍ତି ରାଜ୍ୟର ୫ ହଜାର ଲୋକ

ଭୁବନେଶ୍ୱର,୨୭ା୭ (ବ୍ୟୁରୋ): ଓଡ଼ିଶାରେ ପ୍ରତିବର୍ଷ ୪ରୁ ୫ ହଜାର ଲୋକ ହେପାଟାଇଟିସ୍‌ରେ ଆକ୍ରାନ୍ତ ହେଉଛନ୍ତି। ରାଜ୍ୟର କେତେକ ଜନଜାତିଙ୍କଠାରେ ହେପାଟାଇଟିସ ‘ବି’ ମାତ୍ରା ଅଧିକ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ରୋଗ ନିରୂପଣ କରିବା କଷ୍ଟସାଧ୍ୟ। ରାଜ୍ୟରେ ହେପାଟାଇଟିସ୍‌ ‘ଏ’ ଏବଂ…

ଭାରତ-ପାକିସ୍ତାନ କଳିରୁ ଲାଭରେ ଆମେରିକା: ଗରିବ ପାକିସ୍ତାନକୁ ଏଫ୍‌-୧୬ ଯୁଦ୍ଧ ବିମାନ ପାଇଁ ୨୪ ଘଣ୍ଟିଆ ସହାୟତା ଯୋଗାଇବ ଆମେରିକା

ଓ୍ବାଶିଂଟନ୍‌,୨୭।୭: ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ତେବେ ଏଥିରୁ ଆମେରିକା ବେଶ୍‌ ଲାଭରେ ରହିଥିବା କୁହାଯାଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ଆମେରିକା ଗସ୍ତର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି। ଏହା ଅନ୍ତର୍ଗତ ଆମେରିକା ପାକିସ୍ତାନକୁ ଏଫ୍‌-୧୬…

ୟେଦୁରପ୍ପା ସରକାରଙ୍କୁ ସମର୍ଥନ ଦେବ କି ଜେଡିଏସ୍‌

ବେଙ୍ଗାଲୁରୁ,୨୭।୭: କର୍ନାଟକ ରାଜନୀତିରେ ବହୁ ସମୟ ଧରି ଲାଗି ରହିଥିବା ନାଟକ ପରେ ଶେଷରେ ଭାଜପା ନେତା ବିଏସ୍‌ ୟେଦୁରପ୍ପା ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ହେଲେ ଗୋଟିଏ ସପ୍ତାହ ମଧ୍ୟରେ ୟେଦୁରପ୍ପା ତାଙ୍କ ସଂଖ୍ୟା ଗରିଷ୍ଠତାର ପ୍ରମାଣ…

ମାଛିଲ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଜଣେ ସେନା ଯବାନ ଶହୀଦ୍‌

ଶ୍ରୀନଗର,୨୭।୭: ଉତ୍ତର କଶ୍ମୀର କୁପଓ୍ବାରା ଜିଲାରେ ଶନିବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ଜଣେ ଭାରତୀୟ ସେନା ଯବାନଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ଆର୍‌ଆର୍‌-୫୭ର ଲାନ୍ସ ନାୟକ୍‌ ରାଜେନ୍ଦ୍ର ସିଂ। ରାଜେନ୍ଦ୍ରଙ୍କ ଦେହରେ ଗୁଳି ଲାଗିବାରୁ ତାଙ୍କୁ ସ୍ଥାନୀୟ…

ପୁଣି ବୁଡିଲା ମୁମ୍ବାଇ: ବିମାନ ସେବା ବାଧାପ୍ରାପ୍ତ

ମୁମ୍ବାଇ,୨୭।୭: ମାୟାନଗରୀ ପୁଣି ବୁଡି ଯାଇଛି। ଗୁରୁବାର ରାତିରେ ହୋଇଥିବା ପ୍ରବଲ ବର୍ଷାରେ ଅଧିକାଂଶ ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେବା ସହ ଟ୍ରେନ୍‌ ଓ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ଏଥିରେ ସାଧାରଣ ଜୀବନଯାତ୍ରା ମଧ୍ୟ ବହୁ ମାତ୍ରାରେ…

ଶୋପିଆନ୍‌ରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୨୭।୭: ଜମ୍ମୁ-କଶ୍ମୀରର ଶୋପିଆନ୍‌ରେ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର କମାଣ୍ଡର ମୁନା ଲୋହାରି ଅଛନ୍ତି। ଦକ୍ଷିଣ କଶ୍ମୀରର ବୋନା ବଜାରଠାରେ କିଛି ଆତଙ୍କବାଦୀ ଏକ ଘରେ…

ଫିଲିପାଇନ୍ସରେ ୨ଟି ଭୂକମ୍ପ ବଡ ବଡ କୋଠା କ୍ଷତିଗ୍ରସ୍ତ: ୮ ମୃତ, ୧୨ ଆହତ

ମନିଲା,୨୭।୭: ଫିଲିପାଇନ୍ସର ଲୋଜେନ ଦ୍ୱୀପର ଉତ୍ତରରେ ଥିବା ଦ୍ୱୀପ ଗୁଡିକରେ ଶନିବାର ୨ଟି ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଆହତ ହୋଇଛନ୍ତି। ଆଗକୁ ଏହି ସଂଖ୍ୟା ବଢିପାରେ ବୋଲି ଅନୁମାନ…

ସର୍ଭେରେ ସୀମିତ ଧଉରାଗୋଠ ଜଳସେଚନ ପ୍ରକଳ୍ପ : ପାଣିକୁ ଅନାଇଛନ୍ତି ୨୨ ଗ୍ରାମର ବାସିନ୍ଦା

ଆଠମଲ୍ଲିକ,୨୭।୭(ଡି.ଏନ.ଏ.)- ପ୍ରକଳ୍ପ ହେବ। ଜମିକୁ ମାଡ଼ିବ ପାଣି। ଫଳିବ ସୁନାର ଫସଲ। ଏହି ଆଶାରେ ଦୀର୍ଘ ୩୬ ବର୍ଷ ହେଲା ଅପେକ୍ଷା କରିଛନ୍ତି ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକ ଅଧୀନ ୨୨ ଖଣ୍ଡ ଗ୍ରାମର ବାସିନ୍ଦା। ହେଲେ ସରକାରୀ ଉଦାସୀନତା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?