‘ଆପଣ ଟ୍ରେନିଂ ନିଅନ୍ତୁ, ଆପଣଙ୍କୁ ଏହାର…’, ନଡ୍ଡାଙ୍କୁ କାହିଁକି ଏମିତି ଉପଦେଶ ଦେଲେ ଖାର୍ଗେ
ନୂଆଦିଲ୍ଲୀ,୧୧।୩: ରାଜ୍ୟ ସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର (୧୧ ମାର୍ଚ୍ଚ, ୨୦୨୫) କେନ୍ଦ୍ରମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ଗୃହର ନେତା,…
ଅମିତାଭଙ୍କ ପରେ ‘KBC’ ସିଂହାସନରେ ବସିବେ କିଏ? ସର୍ଭେରେ ଆଗରେ ଅଛନ୍ତି ଏହି ୨ ସେଲିବ୍ରିଟି
ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ କେବଳ ଚଳଚ୍ଚିତ୍ର ନୁହେଁ, ଟିଭି ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ସେ ବର୍ଷ ବର୍ଷ ଧରି ଟିଭି ରିଆଲିଟି ଶୋ ‘କୌନ ବନେଗା କରୋଡପତି’ ହୋଷ୍ଟ କରିଆସୁଛନ୍ତି। ସେ ୨୦୦୦ ମସିହାରୁ…
ନିଖୋଜ ଯୁବକଙ୍କ ମୃତଦେହ ପୋଖରୀରୁ ଉଦ୍ଧାର
ଧୂଷୁରୀ,୧୦।୩( ଦୀପ୍ତି ରଞ୍ଜନ ନାୟକ ): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ କୋଠାର ପଞ୍ଚାୟତର ବାଙ୍କ ସାହି ଗ୍ରାମ ରେ ଘଟିଛି ଅଭାବନୀୟ ଘଟଣା। ଏହି ଗାଆଁର ସମୀର ରାଉତ (୧୮) ରବିବାର ଦିନ ନିକଟସ୍ଥ ପୋଖରୀକୁ ଶୌଚ ହେବା…
KISS କଣ୍ଟ୍ରୋଭର୍ସିକୁ ନେଇ ଗୋଟିଏ ମାସ ପରେ କମେଣ୍ଟ ଦେଲେ ଉଦିତ
ମୁମ୍ବାଇ: ‘ପହଲା ନଶା’ ଠାରୁ ‘ଜାଦୁ ତେରୀ ନଜର’ ପର୍ଯ୍ୟନ୍ତ ୪୦ଟି ଭିନ୍ନ ଭିନ୍ନ ଭାଷାରେ ୨୫ହଜାର ଗୀତ ଗାଇଥିବା ଗାୟକ ଉଦିତ ନାରାୟଣ ସମ୍ପ୍ରତି KISS ବିବାଦ ପାଇଁ ଶିରୋନାମାରେ ଥିଲେ। ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଉଦିତ…
କହୁ କହୁ ଭାବୁକ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ୮ ବର୍ଷ ପରେ ପୂରଣ ହେଲା ସ୍ବପ୍ନ
ନୂଆଦିଲ୍ଲୀ,୧୧।୩: ଫାଇନାଲ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟରେ ପରାସ୍ତ କରି ଭାରତୀୟ ଦଳ ଚାମ୍ପିୟନ୍ସ ଟ୍ରଫିର ତୃତୀୟ ଟାଇଟଲ ଜିତିଛି। ଏହି ବିଜୟ ପରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସ୍ବର୍ଗତ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ସେ…
Gold Smuggling ମାମଲାରେ ଆସିଲା ନୂଆ ଟୁଇଷ୍ଟ, ତରୁଣ ରାଜୁଙ୍କୁ ଗିରଫ କଲା ପୋଲିସ
ନୂଆଦିଲ୍ଲୀ,୧୧।୩: ଦୁବାଇରୁ ସୁନା ଚୋରା ଚାଲାଣ ଅଭିଯୋଗରେ ଅଭିଯୁକ୍ତ ଅଭିନେତ୍ରୀ ରାନ୍ୟା ରାଓଙ୍କ ବିଷୟରେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆଣିଛି। ସୁନା ଚୋରା ଚାଲାଣ ମାମଲାରେ ପୋଲିସ ରାନ୍ୟା ରାଓଙ୍କ ବନ୍ଧୁ ତରୁଣ ରାଜୁଙ୍କୁ ଗିରଫ…
ଏହି ଦେଶକୁ କୁହାଯାଏ ମିନି ଇଣ୍ଡିଆ: ଜାଣନ୍ତୁ ଏ ବିଷୟରେ ରୋଚକ ତଥ୍ୟ
ପୋର୍ଟ ଲୁଇସ୍,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ମରିସସ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ ନିଜେ ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିବା ପାଇଁ ବିମାନବନ୍ଦରରେ…
ଏମିତି ବିଶ୍ୱରେକର୍ଡ କଲେ ଅଷ୍ଟ୍ରେଲୀୟ YouTuber: ଭାଙ୍ଗିବା ପୂର୍ବରୁ ଲୋକେ ୧୦୦ ଥର ଭାବିବେ
ଜଣେ ଅଷ୍ଟ୍ରେଲୀୟ YouTuber ଏପରି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ଯାହାକୁ ଭାଙ୍ଗିବା ପୂର୍ବରୁ ଲୋକମାନେ ଶହେ ଥର ଭାବିବେ। ଲାଇଭଷ୍ଟ୍ରିମ ସମୟରେ YouTuber ନର୍ମ ୩୮ଘଣ୍ଟା ପାଇଁ ଗୋଟିଏ ସ୍ଥାନରେ ସ୍ଥିର ହୋଇ ଏକ ନୂତନ ରେକର୍ଡ ସ୍ଥାପନ…
ନେପାଳ ସଡ଼କରେ ଯୋଗୀ ଆଦିତ୍ୟନାଥଙ୍କ ପୋଷ୍ଟର ଧରି କାହିଁକି ବୁଲିଲେ ଲୋକେ, ଜାଣନ୍ତୁ ଏହା ପଛର ବିବାଦ
କାଠମାଣ୍ଡୁ,୧୧।୩: ନେପାଳରେ ଏକ ବଡ଼ ରାଜନୈତିକ ଅସ୍ଥିରତା ମଧ୍ୟରେ, ପୂର୍ବତନ ରାଜା ଜ୍ଞାନେନ୍ଦ୍ର କାଠମାଣ୍ଡୁରେ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରବିବାର ଯେତେବେଳେ ଜ୍ଞାନେନ୍ଦ୍ର ପୋଖରାରୁ କାଠମାଣ୍ଡୁ ବିମାନବନ୍ଦରରେ ପହଞ୍ଚିଲେ, ତାଙ୍କୁ ସ୍ବାଗତ କରିବା ପାଇଁ ୧୦ହଜାରରୁ ଅଧିକ ନେପାଳୀ ନାଗରିକ…
ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଥାନାରେ ଏତଲା ଦେଲେ ଯୁବତୀ
ଦିଗପହଣ୍ଡି,୧୧।୩(ଅଶେଷ ନାଥ ମିଶ୍ର): ବିବାହର ନିର୍ଭର ପ୍ରତିଶ୍ରୁତି ଦେଇ ପ୍ରତାରଣା କରାଯାଇଥିବା ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ଯୁବତୀ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୯୮/୨୫ ଅନୁଯାୟୀ ଦିଗପହଣ୍ଡି…
ଚାମ୍ପିୟନ୍ସ ଟ୍ରଫି ପରେ ଆସିଲା ଚମକାଇବା ଭଳି ଖବର, ପତ୍ନୀଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି ଏହି କ୍ରିକେଟର
ନୂଆଦିଲ୍ଲୀ,୧୧।୩: ନିକଟରେ କେତେଜଣ ଭାରତୀୟ କ୍ରିକେଟରଙ୍କ ଜୀବନରେ ଝଡ଼ ଦେଖାଦେଇଥିଲା, ଯେତେବେଳେ ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଛାଡପତ୍ର ହୋଇଥିଲା। ସେହି ସମୟରେ ସ୍ପିନର ୟୁଜବେନ୍ଦ୍ର ଚହଲ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କଠାରୁ ଅଲଗା ହେବାର ଖବର ମଧ୍ୟ ସାମ୍ନାକୁ…
ପୂର୍ବତନ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରୁ ଗିରଫ କଲା ପୋଲିସ
ମାନିଲା,୧୧।୩: ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେଙ୍କୁ ଗିରଫ କରାଯାଇଛି। ମାନବତା ବିରୋଧୀ ଅପରାଧ ମାମଲାରେ ଦୁତେର୍ତ୍ତେଙ୍କୁ ଗିରଫ କରାଯାଇଛି। ଅନ୍ତର୍ଜାତୀୟ ଅପରାଧ ଅଦାଲତ (ICC) ଗିରଫ ନିର୍ଦ୍ଦେଶ ଦେବା ପରେ ଫିଲିପାଇନ୍ସ ପୋଲିସ ମଙ୍ଗଳବାର ପୂର୍ବତନ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେଙ୍କୁ…
Archives


