Home

୬୨ ବର୍ଷ ବୟସରେ ‘ଦ୍ୱିତୀୟ ବିବାହ’ କରିବେ ଏହି ଅଭିନେତା, ୧୦ ବର୍ଷ ସାନ ଅଭିନେତ୍ରୀଙ୍କୁ… 

ମୁମ୍ବାଇ: ବୟସ ହେଲାଣି ୬୨। ହେଲେ ବିବାହ କରିବାକୁ ମନ ବଳାଇଛନ୍ତି ଭେଟେରାନ ଅଭିନେତା ସଞ୍ଜୟ ମିଶ୍ରା। କେବଳ ସେତିକି ନୁହେଁ ନିଜଠାରୁ ୧୦ ବର୍ଷ ସାନ ଅଭିନେତ୍ରୀଙ୍କ ସେ ହାତ ଧରିବେ। ଏନେଇ ଜଣାପଡ଼ିବା ପରେ ପ୍ରଶଂସକ ଚକିତ ହୋଇଛନ୍ତି।…

ଶୁଣାଣି ସମୟରେ ମହିଳାଙ୍କ ସହ ମସ୍ତି କରୁଥିଲେ ବିଚାରପତି! ଆଖିକୁ ବିଶ୍ୱାସ ହେଉନି, ହେଲେ ଭିଡିଓ ହେଉଛି ଭାଇରାଲ କ’ଣ ରହିଛି ସତ୍ୟତା ଜାଣନ୍ତୁ

ନୂଆଦିଲ୍ଲୀ,୧୬।୧୦: ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାଇରାଲ କ୍ଲିପରେ, ଜଣେ ବିଚାରପତି ଜଣେ ମହିଳାଙ୍କ ସହିତ ମଜା କରୁଥିବାର ଦେଖିବାକୁ ମିଳୁଛି। କୁହାଯାଉଛି ଯେ ଏହି ଭିଡିଓଟି ଏକ…

କମେଡିଆନ କପିଲ ଶର୍ମାଙ୍କ କାଫେ ଉପରେ ପୁଣି ଗୁଳିମାଡ଼, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୧୬।୧୦: କାନାଡାରେ ଥିବା ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାଫେ ଉପରେ ପୁଣି ଥରେ ଗୁଳିମାଡ଼। ରିପୋର୍ଟ ମୁତାବକ, କାଫେରେ ତିନୋଟି ଗୁଳି ଚାଳନା କରାଯାଇଛି। ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଏହି ଗୁଳିକାଣ୍ଡ ପାଇଁ ଦାୟୀ ବୋଲି ଦାବି କରିଛି। ଏହି…

ନୋମିନି ନାହିଁ, ଆକାଉଣ୍ଟଧାରୀଙ୍କ ମୃତ୍ୟୁ ପରେ କିଭଳି ମିଳିବ ବ୍ୟାଙ୍କ ଆକାଉଣ୍ଟରେ ଜମା ଟଙ୍କା? ଜାଣିରଖନ୍ତୁ… 

ନୂଆଦିଲ୍ଲୀ,୧୬।୧୦: ଯେତେବେଳେ ଆମେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିଥାଉ, ଆମେ ସାଧାରଣତଃ ଜଣେ ନୋମିନି ପ୍ରଦାନ କରୁ। ଏହାର ଅର୍ଥ ହେଉଛି ଯଦି ଆକାଉଣ୍ଟଧାରୀଙ୍କ ମୃତ୍ୟୁ ହୁଏ, ତେବେ ବ୍ୟାଙ୍କରେ ଜମା ହୋଇଥିବା ଟଙ୍କା ସିଧାସଳଖ ନୋମିନିଙ୍କ ପାଖକୁ ଯାଏ। କିନ୍ତୁ…

ୟୁନୁସଙ୍କୁ ବଡ଼ ଚେତାବନୀ ଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ଢାକା,୧୬।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ନେତୃତ୍ୱାଧୀନ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ସାମରିକ ବାହିନୀ ସହିତ କୌଣସି ସଂଘର୍ଷ ଏଡାଇବାକୁ ପରାମର୍ଶ ଦେଇଛି। ଜିଆ ୟୁନୁସଙ୍କୁ ଚେତାବନୀ ଦେଇଛନ୍ତି ଯେ…

କପିଲ ଶର୍ମାଙ୍କ କାଫେ ଉପରେ ଆକ୍ରମଣ, ଏଥିପାଇଁ ନିଜକୁ ଦାୟୀ କଲା ଲରେନ୍ସ ଗ୍ୟାଙ୍ଗ

ଓଟାଓ୍ବା,୧୬।୧୦: ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାନାଡାସ୍ଥିତ କ୍ୟାପ୍ସ କାଫେକୁ ପୁଣିଥରେ ଟାର୍ଗେଟ କରାଯାଇଛି। ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି। ଏହା ଉଲ୍ଲେଖନୀୟ ଯେ ନିକଟ ଅତୀତରେ କପିଲ ଶର୍ମାଙ୍କ କାନାଡିଆନ…

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲେ ଆଶାକର୍ମୀ

ଛତ୍ରପୁର,୧୬ା୧୦(ଦିଲ୍ଲୀପ ସାମଲ): ଭାରତୀୟ ମଜଦୂର ସଂଘ ସଂଲଗ୍ନ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲା ପକ୍ଷରୁ ବିଭିନ୍ନ ଦାବି ନେଇ ଗୁରୁବାର ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ଏହା ସହ ଏକ ୯ ଦଫା ସମ୍ବଳିତ ଦାବିପତ୍ର…

ବିଚ୍‌ ରାସ୍ତାରେ ବାଇକ୍‌ ଚାଳକଙ୍କୁ ଟ୍ରାଫିକ ପୋଲିସଙ୍କ ଚାପୁଡ଼ା, Video ଦେଖି ତାତିଲେ ଲୋକେ, ଏବେ…

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଟ୍ରାଫିକ ଚାଲାଣ କଟିବା ସ୍ବାଭାବିକ କଥା। ହେଲେ ଏବେ ଟ୍ରାଫିକ ପୋଲିସ ଜଣେ ବାଇକ୍‌ ଚାଳକଙ୍କୁ ଚାପୁଡ଼ା ମାରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ଲୋକମାନଙ୍କ ମନରେ ଆକ୍ରୋଶ…

ବିରାଟ କୋହଲିଙ୍କୁ ନେଇ ଏମିତି ବୟାନ ଦେଲେ ପୂର୍ବତନ କ୍ରିକେଟର ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୬।୧୦: ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ୨୦୨୭ବିଶ୍ୱକପରେ ବିରାଟ କୋହଲି ଖେଳିବେ କି ନାହିଁ ତାହା ପ୍ରଶଂସକଙ୍କ ମନରେ ଏକ ପ୍ରମୁଖ ପ୍ରଶ୍ନ। ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ…

ରେଲ ଯାତ୍ରୀଙ୍କ ପାଇଁ ଖୁସି ଖବର, ଏଥର ଏସି କୋଚରେ ମିଳିବ ଏସବୁ ସୁବିଧା

ନୂଆଦିଲ୍ଲୀ,୧୬।୧୦: ଭାରତୀୟ ରେଳବାଇ ଏସି କୋଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ପ୍ରମୁଖ ଏବଂ ସ୍ବାଗତଯୋଗ୍ୟ ପଦକ୍ଷେପ ଆରମ୍ଭ କରିଛି। ଯାତ୍ରୀମାନେ ଏବେ ଏକ ସଫା ଏବଂ ସୁରକ୍ଷିତ କଭରରେ ଗୁଡ଼ାଯାଇଥିବା ଏକ କମ୍ବଳ ପାଇବେ। ଏହି ସୁବିଧା ରାଜସ୍ଥାନର…

ଟିକେଟ ନମିଳିବାରୁ ଏମିତି କାନ୍ଦିଲେ ନେତା, ଭିଡ଼ିଓ ହେଉଛି ଭାଇରାଲ, ଯିଏ ଦେଖୁଛି କହୁଛି…

ପାଟନା,୧୬।୧୦: ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଯେତେ ପାଖେଇ ଆସୁଛି, ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହେବାରେ ଲାଗିଛି। ରାଜନୈତିକ ଦଳଗୁଡ଼ିକ ପ୍ରାର୍ଥୀ ତାଲିକା ପ୍ରକାଶ କରୁଛନ୍ତି। ଟିକେଟ ପାଇବା ପରେ କେତେକ…

‘କଳିଯୁଗର କୃଷ୍ଣ’: ଏହି କୁନି ପିଲାର ଗୋଟିଏ ଡାକରେ ଧାଇଁ ଆସୁଛନ୍ତି ଶହ ଶହ ଗାଈ, Video  ଦେଖିଲେ ଟାଙ୍କୁରି ଉଠିବ ଲୋମ… 

ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ଗୋପାଳ ଭାବେ ଲୀଳା କରିଥିଲେ। ତାଙ୍କର ଗୋଟିଏ ଡାକରେ ଗାଈମାନେ ଧାଇଁ ଆସୁଥିଲେ। ସେ ବଇଁଶି ବଜାଇ ସମସ୍ତଙ୍କ ମନ ମୋହୁଥିଲେ।ଏବେ କଳିଯୁଗରେ ମଧ୍ୟ ସେଭଳି ଏକ ଦୃଶ୍ୟ ଲୋକଙ୍କୁ ଅଭିଭୂତ କରୁଛି। ପିଲାର ଡାକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?