Home

ଦିଲ୍ଲୀରେ ଏନ୍‌ଆର୍‌ସି ଲାଗୁ ପାଇଁ ଭାଜପାର ଦାବି

ନୂଆଦିଲ୍ଲୀ,୩୧।୮: ଆସାମର ଏନ୍‌ଆର୍‌ସି ତାଲିକା ଶନିବାର ପ୍ରକାଶ ପାଇବା ପରେ ଭାଜପା ପକ୍ଷରୁ ଦିଲ୍ଲୀରେ ଏନ୍‌ଆର୍‌ସି ଲାଗୁ ପାଇଁ ଦାବି କରାଯାଇଛି। ଭାଜପା ପକ୍ଷରୁ ମନୋଜ ତିଓ୍ବାରୀ ଏନେଇ ଟୁଇଟ୍‌ କରି ଜଣାଇଛନ୍ତି। ବିଦେଶୀମାନେ ବିନା ଅନୁମତିରେ ଦେଶରେ ବାସ କରିବା…

ଅଧ୍ୟକ୍ଷ ପଦ ପାଇଁ ମନା କଲେ ଦିଗ୍‌ବିଜୟ

ଭୋପାଳ,୩୧।୮: କଂଗ୍ରେସରେ ଏବେ ଅଧ୍ୟକ୍ଷ ପଦକୁ ନେଇ ଆଶା ଆଶଙ୍କା ଲାଗି ରହିଥିବା ବେଳେ ମଧ୍ୟପ୍ରଦେଶ କଂଗ୍ରେସରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ଏବେ ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ କାହା ହାତକୁ ଯିବ ତାକୁ ନେଇ ଚାଲିଛି ଅଙ୍କକଷା। ତେବେ…

ବାଲିମେଳା ପୌରପରିଷଦରେ ସ୍ବାୟତ୍ତ ଶାସନ ଦିବସ

କୋରୁକୋଣ୍ଡା,୩୧।୮(ଡି.ଏନ୍‌.ଏ): ରାଜ୍ୟବ୍ୟାପୀ ସ୍ବାୟତ୍ତ ଶାସନ ଦିବସ ଶନିବାର ପାଳନ ହେଉଥିବା ବେଳେ ମାଲକାନଗିରି ଜିଲା ବାଲିମେଳା ପୌରପରିଷଦରେ ଏହା ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଏହି ଅବସରରେ ନବରଙ୍ଗପୁର ଏମ୍‌ପି ରମେଶ ମାଝି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଆଦିବାସୀ ବିକାଶ…

୮ମ ଶ୍ରେଣୀ ଛାତ୍ର ନିଜର ଦେହାନ୍ତ ହୋଇ ଯାଇଛି କହି ଅଧା ଦିନ ଛୁଟି ପାଇଁ ଲେଖିଲେ ଦରଖାସ୍ତ: ପ୍ରିନ୍ସିପଲ କଲେ ମଞ୍ଜୁର

କାନପୁର,୩୧।୮: ଉତ୍ତରପ୍ରଦେଶରେ ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା ଶିକ୍ଷାର ମାନ ସମ୍ପର୍କରେ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ସ୍ଥାନୀୟ କାନପୁରର ଏକ ସ୍କୁଲରେ ଜଣେ ୮ମ ଶ୍ରେଣୀ ଛାତ୍ର ନିଜର ଦେହାନ୍ତ ହୋଇଯାଇଥିବା ଦର୍ଶାଇ ପ୍ରିନ୍ସିପଲଙ୍କୁ ଦରଖାସ୍ତ ଲେଖିଛନ୍ତି। ଏଥିପାଇଁ ସ୍କୁଲରୁ…

ଇମ୍ରାନଙ୍କ ପରେ ଏବେ ପାକିସ୍ତାନ ସେନାମୁଖ୍ୟ ଦେଲେ ଭାରତକୁ ଚେତାବନୀ

ଇସ୍‌ଲାମାବାଦ,୩୧।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ପାକିସ୍ତାନ ଏକ ପ୍ରକାର ରକ୍ତ ଚାଉଳ ଚୋବାଉଛି। ଯଦିଓ ଭାରତର ଏହା ଆଭ୍ୟନ୍ତରୀଣ ମାମଲା ତଥାପି ଏହାକୁ ନେଇ ପାକିସ୍ତାନ ବିଶ୍ୱର ଅନେକ ଦେଶଙ୍କ ମଧ୍ୟସ୍ଥତା ମଧ୍ୟ ଲୋଡି ସାରିଲାଣି। ହେଲେ…

ବେଳାଭୂମିରୁ ବିଦେଶୀ ନାଗରିକଙ୍କ ଗଳିତ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

ପାରାଦୀପ,୩୧।୮(ସ୍ବ.ପ୍ର.): ପାରାଦୀପ ବନ୍ଦର ୫ ନଂ ଗେଟ୍‌ ପାଖ ହନୁମାନ ମନ୍ଦିର ସୀମା ସମୁଦ୍ର ବେଳାଭୂମିରୁ ଶନିବାର ସକାଳେ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ମୃତକଙ୍କ ଶାରିରୀକ ଗଠନ ଓ ବର୍ଣ୍ଣରୁ ସେ ଜଣେ ବିଦେଶୀ ବୋଲି…

ପୁଣି ଅଡ଼ୁଆରେ ପ୍ରଶାସନ, ଏମାର ମଠ ଛାଡ଼ିବାକୁ ମହନ୍ତ ଅରାଜି

ପୁରୀ ଅଫିସ,୩୧।୮: ବହୁ ଚର୍ଚ୍ଚିତ ଏମାର ମଠ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ପ୍ରାଥମିକ ପର୍ଯ୍ୟାୟରେ ମଠର କୋଠିଘର, ଲାଇବ୍ରେରୀ, ଦୋକାନ ଘର ଉଚ୍ଛେଦ କରାଯାଇଥିବା ବେଳେ ଶନିବାର ଚତୁର୍ଥ ଦିନରେ ମଠ କୋଠାରେ ଚାଲିଥିବା ଅଳଙ୍କାର ଦୋକାନ ଉଚ୍ଛେଦ ଆରମ୍ଭ…

ରାଓ୍ବଲପିଣ୍ଡି ହସ୍ପିଟାଲରେ ଗୁଳିକାଣ୍ଡ

ରାଓ୍ବଲପିଣ୍ଡି,୩୧।୮: ପାକିସ୍ତାନ ରାଓ୍ବଲପିଣ୍ଡିରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟରେ ଶନିବାର ହୋଇଥିବା ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ୨ ହେଲେ ଲାର୍ସାବ ଓ ହବିଦ୍‌। ହସ୍ପିଟାଲ ଭିତରେ ଲାର୍ସାବ ତାଙ୍କର ଚେକ୍‌ ଅପ୍‌ କରିବାକୁ ଆସୁଥିବା…

ମହାରାଷ୍ଟ୍ରରେ ରାସାୟନିକ କାରଖାନାରେ ବିସ୍ଫୋରଣ

ମୁମ୍ବାଇ,୩୧।୮: ମହାରାଷ୍ଟ୍ରର ଧୁଲେ ଜିଲାରେ ଥିବା ଏକ ରାସାୟନିକ କାରଖାନାରେ ଶନିବାର ବିସ୍ଫୋରଣ ଘଟିଛି। ସ୍ଥାନୀୟ ଶିରପୁରଠାରେ ଥିବା ଏହି କାରଖାନାରେ ପୂର୍ବାହ୍ନ ୯ଟା ୧୫ରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଏଥିରେ ୧୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୫୮ ଜଣ ଆହତ…

ପଦ୍ମ ପୁରସ୍କାର ପାଇଁ ଏପର୍ଯ୍ୟନ୍ତ ଆସିଲାଣି ୨୫ ହଜାର ଆବେଦନ

ନୂଆଦିଲ୍ଲୀ,୩୧।୮: ସମ୍ମାନ ଜନକ ପଦ୍ମ ପୁରସ୍କାର ୨୦୨୦ ପାଇଁ ଏପର୍ଯ୍ୟନ୍ତ ସରକାରଙ୍କ ପାଖରେ ୨୫ ହଜାର ଆବେଦନ ପହଞ୍ଚି ଥିବା ସୂଚନା ମିଳିଛି। ସେପ୍ଟେମ୍ବର ୧୫ ଆବେଦନର ଶେଷ ତାରିଖ ଥିବା ବେଳେ ଆହୁରି କିଛି ଆବେଦନ ପତ୍ର ପହଞ୍ଚିବ ବୋଲି…

ପଞ୍ଜାବୀ ଭାଷାର ପ୍ରଥମ ନାରୀକବି ଅମୃତାଙ୍କ ୧୦୦ତମ ଜନ୍ମବାର୍ଷିକୀ: ଡୁଡଲ୍‌ କରି ମନେ ପକାଇଲା ଗୁଗଲ୍‌

ଲୋକପ୍ରିୟ ପଞ୍ଜାବୀ ଲେଖିକା ଅମୃତା ପ୍ରୀତମଙ୍କ ଶନିବାର ୧୦୦ତମ ଜନ୍ମବାର୍ଷିକୀ। ଏହି ଅବସରରେ ତାଙ୍କୁ ଡୁଡଲ୍‌ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇଛି ଗୁଗୁଲ। ୧୯୧୯ରେ ପଞ୍ଜାବର ଗୁଜରାଂବାଲା ଜିଲାରେ ଜନ୍ମ ହୋଇଥିଲେ ଅମୃତା। ତାଙ୍କୁ ପଞ୍ଜାବୀ ଭାଷାର ପ୍ରଥମ ନାରୀକବି ଭାବେ ବିବେଚନା…

ଅଛେ ଦିନ୍‌ ଆଣିବାର ପ୍ରତିଶ୍ରୁତି ଦେଇ ମୋଦି ଅର୍ଥ ବ୍ୟବସ୍ଥାକୁ ସଙ୍କଟରେ ପକାଇଛନ୍ତି: ପ୍ରିୟଙ୍କା

ନୂଆଦିଲ୍ଲୀ,୩୧।୮: ଦେଶର ଆର୍ଥିକ ସ୍ଥିତି ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଶନିବାର ଟୁଇଟ୍‌ କରି କହିଛନ୍ତି, ଅଛେ ଦିନ୍‌ ଆଣିବାର ତୁରୀ ବଜାଉଥିବା ମୋଦି ଏବେ ଦେଶର ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?