Home

ପୁରୀ ସୁରକ୍ଷା ମଞ୍ଚ- ପ୍ରଶାସନ ବୈଠକ ବିଫଳ: ଜିଲାପାଳ କହିଲେ ‘ବ୍ୟବସାୟିକ କୋଠା ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ’

ପୁରୀ ଅଫିସ,୪।୯: ପୁରୀରେ ଚାଲିଥିବା ଉଚ୍ଛେଦ ଅଭିଯାନକୁ ନେଇ ସୁରକ୍ଷା ମଞ୍ଚ ଏବଂ ପ୍ରଶାସନ ମଧ୍ୟରେ ହୋଇଥିବା ବୈଠକ ବିଫଳ ହୋଇଛି। ଉଚ୍ଛେଦ ବନ୍ଦ ନେଇ ପ୍ରତିନିଧି ଦଳର ଦାବିକୁ ଜିଲାପାଳ ଅଗ୍ରାହ୍ୟ କରିଛନ୍ତି। ଏନେଇ ପ୍ରତିକ୍ରିୟା ଦେଇ ଜିଲାପାଳ ବଳଓ୍ବନ୍ତ…

ଗଣେଶଙ୍କୁ ପୂଜା କରି ଟ୍ରୋଲ ହେଲେ ସାରା

ମୁମ୍ବାଇ: ସାରା ଦେଶରେ ଏବେ ଗଣପତିଙ୍କ ପୂଜାକୁ ନେଇ ଉତ୍ସବର ମାହୋଲ। ବଲିଉଡ କଳାକାରମାନେ ମଧ୍ୟ ଏହାକୁ ବେଶ ଧୁମ୍‌ଧାମରେ ପାଳନ କରୁଛନ୍ତି। ଏପରିସ୍ଥଳେ ଗଣେଷଙ୍କୁ ପୂଜି ଟ୍ରୋଲ୍‌ ହୋଇଛନ୍ତି ସୈଫ ଲଳନା ସାରା ଅଲ୍ଲୀ ଖାନ୍‌। ନିଜର ଇନ୍‌ଷ୍ଟା ଆକାଉଣ୍ଟରେ…

କଶ୍ମୀରରେ ହିଂସା ପାଇଁ ଷଡଯନ୍ତ୍ର ରଚୁଥିଲା ପାକିସ୍ତାନ: ସେନା

ଶ୍ରୀନଗର,୪।୯: ଭାରତୀୟ ସେନା ମଙ୍ଗଳବାର ଲସ୍କର-ଇ-ତୋଏବାର ୨ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏନେଇ ଚିନାର ସେନାର କମାଣ୍ଡର ଲେଫ୍‌ଟନାଣ୍ଟ ଜେନେରାଲ କେଜେଏସ୍‌ ଧିଲୋନ ଓ ଜମ୍ମୁ-କଶ୍ମୀରର ପୋଲିସ ଏଡିଜି ମୁନୀର ଖାନ ବୁଧବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏମାନଙ୍କୁ…

ସହଯୋଗୀଙ୍କୁ ଚାପୁଡା ମାରିଲେ ସିଦ୍ଧରମୈୟା

ବେଙ୍ଗାଲୁରୁ,୪।୯: କର୍ନାଟକ କଂଗ୍ରେସର ସଙ୍କଟମୋଚକ କୁହାଯାଉଥିବା ଡି.କେ. ଶିବକୁମାରଙ୍କ ଗିରଫ ହେବାପରେ ଦଳକୁ ଶକ୍ତ ଝଟକା ଲାଗିଛି। ଏହି ସମୟରେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିଜର ଜଣେ ସହଯୋଗୀଙ୍କୁ ଚାପୁଡା ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମହୀଶୂର…

ବାଲାକୋଟ ଏୟାରଷ୍ଟ୍ରାଇକ୍‌ ସଫଳ ହେଲେ ଫୋନ୍‌ରେ ‘ବନ୍ଦର’ କହି ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଧନଓ୍ବା

ନୂଆଦିଲ୍ଲୀ,୪।୯: ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ନେଇ ଅପରେଶନ୍‌ ପ୍ରମୁଖ ଏୟାର ମାର୍ଶଲ ସି.ହରି କୁମାର କେତେକ ଗୁପ୍ତ ସୂଚନା ଦେଇଛନ୍ତି। ସେ ଦିନ ହରିଙ୍କର ଜନ୍ମ ଦିନ ଥିଲା। ତେବେ ରାତ୍ର ୧୨ଟାରେ ସେ ସ୍ବାଭାବିକ ଭାବେ ସାଙ୍ଗମାନଙ୍କ ସହିତ ଇଣ୍ଡିଆ ଗେଟ୍‌…

ହରିହର ଯୋର ପୋଲ ଉପରେ ୪ ଫୁଟ ଉଚ୍ଚର ପାଣି : ବୀରମହାରାଜପୁର-ଅମରପାଲି ଯୋଗାଯୋଗ ବିଚ୍ଛିନ୍ନ

ଅମରପାଲି,୪।୯(ଡି.ଏନ୍‌.ଏ.) : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରରେ ମଙ୍ଗଳବାର ରାତିରେ ପ୍ରବଳ ବର୍ଷା ହୋଇଥିବାରୁ ସମଗ୍ର ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ଫଳରେ ଅନେକ ଚାଷଜମି ଜଳମଗ୍ନ ହେବା ସହ କେତେକ ମାଟିଘର ମଧ୍ୟ ଭାଙ୍ଗିପଡ଼ିଛି। ଜିଲାର ହରିହର ଯୋର ଜଳସେଚନ ପ୍ରକଳ୍ପରେ ଆବଶ୍ୟକତାଠାରୁ…

କେବିସି ମଞ୍ଚରେ ଭାବୁକ କଲା ଅର୍ପିତାଙ୍କ କାହାଣୀ: ଦିବ୍ୟାଙ୍ଗ ଶିଶୁଙ୍କ ଲାଗି କାମ କରିବାକୁ କଥା ଦେଲେ ଅମିତାଭ

ମୁମ୍ବାଇ: ଇତିମଧ୍ୟରେ ତୃତୀୟ ସପ୍ତାହରେ ପହଞ୍ଚିଛି ସୋନି ଚ୍ୟାନେଲରେ ପ୍ରସାରିତ ଶୋ’ ‘କୌନ ବନେଗା କରୋଡପତି’। ଖେଳ ଆରମ୍ଭର ପ୍ରଥମ ଦିନରୁ କେବିସି ଚର୍ଚ୍ଚାରେ ରହିଆସଥିବା ବେଳେ ମଞ୍ଚରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ମହିଳାଙ୍କ ସଂଘର୍ଷର କାହାଣୀ ଶୁଣିବାକୁ ମିଳୁଛି। ଏହି…

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅପରେଶନ୍‌ ପାଇଁ ହସ୍ପିଟାଲରେ ଭର୍ତ୍ତି

ଅହମ୍ମଦାବାଦ୍‌,୪।୯: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଅଚାନକ ଅହମ୍ମଦାବାଦ୍‌ରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ ଛୋଟ ଅପରେଶନ ଲାଗି ଏପରି କରାଯାଇଥିବା କୁହାଯାଉଛି। ତେବେ ସନ୍ଧ୍ୟା ମଧ୍ୟରେ ତାଙ୍କୁ ଡିସଚାର୍ଜ କରାଯିବ…

ମହିଳାଙ୍କୁ ଛୁଇଁ ଜରିମାନା ଦେଲେ ଭାରତୀୟ

ସିଙ୍ଗାପୁର,୪।୯: ସିଙ୍ଗାପୁରର ଏକ ଚର୍ଚ୍ଚରେ ଜଣେ ମହିଳାଙ୍କୁ ଛୁଇଁବା ଭାରତୀୟ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ୨୭ ବର୍ଷୀୟ ଭାରତୀୟ ମୂଳବାସିନ୍ଦା ଯୁବକଙ୍କୁ ୫ ଦିନ ଜେଲ୍‌ ଓ ୨,୫୦୦ ଡଲାର(ପ୍ରାୟ ଦେଢ଼ ଲକ୍ଷ ଟଙ୍କା) ଜରିମାନା ଦେବାକୁ ପଡ଼ିଛି। ସୂଚନାଯୋଗ୍ୟ,…

ଅଯୋଧ୍ୟା ମାମଲା: ନିର୍ମୋହି ଆଖଡ଼ାକୁ ପୂଜା କରିବା ଅନୁମତି ଥିଲା; ନ ଥିଲା ଜମିର ଅଧିକାର କହିଲେ ମୁସଲମାନ୍‌ ପକ୍ଷ ଆଇନଜୀବୀ

ନୂଆଦିଲ୍ଲୀ,୪।୯: ଅଯୋଧ୍ୟା ମାମଲାର ୧୯ତମ ଦିନର ଶୁଣାଣି ବୁଧବାର ହୋଇଛି। ଏଥିରେ ମୁସଲମାନ୍‌ ପକ୍ଷ ଆଇନଜୀବୀ ରାଜୀବ ଧାଓ୍ବନ ଖଣ୍ଡପୀଠଙ୍କ ସମ୍ମୁଖରେ କହିଛନ୍ତି ଯେ, ୧୮୮୫ ପରଠାରୁ ନିର୍ମୋହି ଆଖଡ଼ା ପାଖରେ ବିବାଦୀୟ ଜମିରେ ପୂଜା କରିବାକୁ ଅନୁମତି ଥିଲା। ତେବେ…

ରାସ୍ତାପାର୍ଶ୍ୱରେ ପଡ଼ିରହିଛି ଶିଶୁର ମୃତଦେହ

ଜୟପୁର,୪।୯(ଡି.ଏନ୍‌.ଏ.): ଜୟପୁରରୁ ବିଶାଖାପାଟଣା ଯିବା ମୁଖ୍ୟ ରାସ୍ତା ଲମତାପୁଟ ତୁସୁବା ଛକ ନିକଟରେ ଏକ ଶିଶୁର ମୃତଦେହ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଶିଶୁଟିକୁ କିଏ କାହିଁକି ରାସ୍ତା କଡ଼ରେ ଫିଙ୍ଗି ଚାଲିଯାଇଛି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।…

ରୁଷରେ ମୋଦିଙ୍କୁ ଜୋରଦାର୍‌ ସ୍ବାଗତ

ମସ୍କୋ,୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ରୁଷ ଗସ୍ତରେ ଯାଇଛନ୍ତି। ବୁଧବାର ମୋଦି ଭ୍ଲାଦିଭୋଷ୍ଟକରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ଏହି ଗସ୍ତ କାଳରେ ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?