ଅରୁଣାଚଳ ପ୍ରଦେଶରେ ଚାଇନାର ଅନୁପ୍ରବେଶ ଉଦ୍ୟମ: ନାଳରେ ତିଆରି କଲା କାଠ ପୋଲ
ଇଟାନଗର,୪।୯: ଅରୁଣାଚଳ ପ୍ରଦେଶରେ ପୁଣି ଥରେ ଚାଇନା ଅନୁପ୍ରବେଶ ଉଦ୍ୟମ କରିଥିବା ଜଣାପଡ଼ିଛି। ଚାଇନାର ଡ୍ରାଗନ ସେନା ଅଞ୍ଜଓ୍ବା ଜିଲାର ଚାଗଲଗମ ଗାଁ ନିକଟରେ ଥିବା ଏକ ନାଳରେ କାଠର ପୋଲ ତିଆରି କରିଛି। ଏହି ରାସ୍ତା ଦେଇ ସେ ଭାରତ…
ଘରୁ ଲୁଚି ଗଣେଶଙ୍କ ପୂଜା କଲେ ଦୁଇ ମୁସଲମାନ୍ ନାବାଳକ
ରାୟପୁର,୪।୯: କୁହାଯାଏ ଛୋଟ ପିଲା ହେଉଛନ୍ତି ଭଗବାନଙ୍କ ରୂପ। ସେମାନଙ୍କ ମଧ୍ୟରେ କୌଣସି ଧର୍ମ,ଜାତି,ସମ୍ପ୍ରଦାୟ ଅଥବା ବର୍ଣ୍ଣ ପ୍ରତି ଜ୍ଞାନ ନ ଥାଏ। ଛତିଶଗଡ଼ ରାୟପୁରରେ ଏଭଳି ଏକ ନିଆରା ଘଟଣା ଘଟିଛି। ଏଠାରେ ବାସ କରୁଥିବା ରମ୍ଜାନ ଏବଂ ମୁବାରକ…
ବିଜେଡିର ନୂଆ ମୁଖପାତ୍ର ତାଲିକା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ..
ଭୁବନେଶ୍ୱର, ୪।୯(ବ୍ୟୁରୋ): ବିଜେଡି ପକ୍ଷରୁ ବୁଧବାର ନୂଆ ମୁଖପାତ୍ର ତାଲିକା ପ୍ରକାଶ ପାଇଛି। ଏଥିରେ ମିଡିଆ କୋର୍ଡିନେଟର ଭାବେ ଏମ୍ପି ସସ୍ମିତ ପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିଭଳି ୫ଜଣଙ୍କୁ ଜାତୀୟ ମୁଖପାତ୍ର, ୧୪ଜଣଙ୍କୁ ବିଜେଡି ମୁଖପାତ୍ର ଏବଂ ୧୦ଜଣଙ୍କୁ ପ୍ୟାନେଲିଷ୍ଟ ଭାବେ…
କନ୍ଦାଇଲାଣି ନୂଆ ମୋଟରଯାନ ନିୟମ: ଅଟୋ ଚାଳକଙ୍କ ନାଁରେ ୩୨ ହଜାର ୫ଶହ ଟଙ୍କାର ଚାଲାଣ
ନୂଆଦିଲ୍ଲୀ,୪।୯: ନୂଆ ମୋଟରଯାନ ନିୟମ ଉଲ୍ଲଂଘନକାରୀଙ୍କୁ ଏବେ କାନ୍ଦିବାକୁ ପଡିଲାଣି। କାରଣ ଏବେ ଏହି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବୁଧବାର ଗୁରୁଗ୍ରାମର ଜଣେ ଅଟୋ ଚାଳକଙ୍କ ନାଁରେ ୩୨ ହଜାର ୫ଶହ ଟଙ୍କା ଚାଲାଣ କଟାଯାଇଥିବା…
ନିଜ ବାପା ନୁହେଁ, ଏହି ଖେଳାଳିଙ୍କ ବ୍ୟାଟିଂ ଦେଖିବାକୁ ପସନ୍ଦ କରନ୍ତି ସଚିନ ତେନ୍ଦୁଲକରଙ୍କ ଝିଅ
କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ନାଁରେ ଅନେକ ରେକର୍ଡ ରହିଛି। ଯାହାକୁ ଭାଙ୍ଗିବା ଯେକୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟକର। ଆଜିକାଲିର ଯୁବ କ୍ରିକେଟରଙ୍କ ପାଇଁ ସେ ପ୍ରେରଣା। ସଚିନଙ୍କ ବ୍ୟାଟିଂ ବିଶ୍ୱର ଅନେକ କ୍ରିକେଟରଙ୍କୁ ମଧ୍ୟ ପସନ୍ଦ ଆସିଥାଏ। ସଚିନଙ୍କ…
ଏନ୍ଆର୍ସି ବିରୋଧରେ ପ୍ରସ୍ତାବ ଆଣିବେ ମମତା ସରକାର
କୋଲକତା,୪।୯: ଏନ୍ଆର୍ସି ବିରୋଧରେ ପଶ୍ଚିମବଙ୍ଗ ମମତା ବାନାର୍ଜୀ ସରକାର ଖୁବ୍ ଶୀଘ୍ର ଏକ ପ୍ରସ୍ତାବ ଆଣିବାକୁ ଯାଉଛନ୍ତି। ଚଳିତ ସପ୍ତାହରେ ଏହି ପ୍ରସ୍ତାବ ଅଣାଯିବାର ଯୋଜନା ରହିଛି। ଏହା ପୂର୍ବରୁ ମମତା ସମସ୍ତ ବିରୋଧୀ ଦଳଙ୍କୁ ଏକଜୁଟ କରିବା ଲାଗି ଉଦ୍ୟମ…
ମୋଦି-ପୁଟିନ୍ଙ୍କ ମିଳିତ ବିବୃତି: ଦେଶର ଆଭ୍ୟନ୍ତରୀଣ ମାମଲାରେ ଅନ୍ୟ କାହାର ହସ୍ତକ୍ଷେପ ବରଦାସ୍ତ କରାଯିବନି
ଭ୍ଲାଡ଼ିଭୋସ୍ତକ,୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଯାଇଛନ୍ତି। ଭ୍ଲାଡ଼ିଭୋସ୍ତକଠାରେ ଏକ ଖବରଦାତା ସମ୍ମିଳନୀରେ ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମୀର୍ ପୁଟିନ୍ ମିଳିତ ଭାବେ ବିବୃତି ଦେଇଛନ୍ତି। ଦେଶର ଆଭ୍ୟନ୍ତରୀଣ ମାମଲାରେ ଅନ୍ୟ କୌଣସି ବାହାର ଦେଶର ହସ୍ତକ୍ଷେପକୁ ବରଦାସ୍ତ…
ଅଗଷ୍ଟ ୫ରୁ ଏପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରରେ ୫ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଛି: ସେନା
ଶ୍ରୀନଗର,୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସିତ ଭାଜପା ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦେବା ପରେ ସେଠାରେ ପରିସ୍ଥିତିକୁ ଶାନ୍ତ ରଖିବାକୁ ସବୁ ପ୍ରକାର ପ୍ରୟାସ କରାଯାଇଥିଲା। ହେଲେ ଏସବୁ ମଧ୍ୟରେ ବି ଅଗଷ୍ଟ ୫ରୁ ଅର୍ଥାତ୍ ପ୍ରାୟ ୩୦ ଦିନ…
କାହାର ଗୀତ ନକଲ କଲେ ମିଳୁଥିବା ସଫଳତା ଅଧିକ ଦିନ ରହି ନ ଥାଏ: ଲତା ମଙ୍ଗେସକର
ମୁମ୍ବାଇ,୪।୯: ରାନୁ ମଣ୍ଡଳଙ୍କୁ ନେଇ ଏବେ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ସେ ଲତା ମଙ୍ଗେସକରଙ୍କ ସୋର୍ ଫିଲ୍ମର ଗୀତ ଏକ ପ୍ୟାର କା ନଗମା ହୈ… ରେଳ ଷ୍ଟେଶନରେ ଗାଇ ପ୍ରସିଦ୍ଧି ସାଉଁଟିଛନ୍ତି। ତେବେ ଏହାକୁ ନେଇ ପ୍ରଥମ…
ପିତାଙ୍କ ଜନ୍ମଦିନରେ ସ୍ପେଶାଲ ଫଟୋ ଶେୟାର କଲେ ରିଦ୍ଧିମା
ମୁମ୍ବାଇ: ବଲିଉଡ୍ ଦୁନିଆର ରୋମାଣ୍ଟିକ୍ ନାୟକ ରିଷି କପୁର ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଝିଅ ରିଦ୍ଧିମା କପୁର ସାହନି ପିତା ରିଷିଙ୍କର ଏକ ସ୍ପେଶାଲ ଫଟୋ ଶେୟାର କରିଛନ୍ତି। ଯାହା ତାଙ୍କ ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଛି।…
ବିପଦ ଆସିଲେ ଆଗୁଆ ସୂଚନା ଦେଇଥାଏ ଏହି କୁଣ୍ଡ
ଦେଶରେ ଅନେକ ଦେବାଦେବୀଙ୍କ ମନ୍ଦିର ରହିଛି। ପ୍ରତ୍ୟେକ ମନ୍ଦିରର କିଛି ନା କିଛି ବିଶେଷତ୍ୱ ରହିଛି। ସେହିପରି କଶ୍ମୀରର ଶ୍ରୀନଗର ତୁଲମୁଲାରେ ଏମିତି ଏକ ମନ୍ଦିର ରହିଛି, ଏହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ମନ୍ଦିରର ନାମ ମାତା କ୍ଷୀର…
ଜାତୀୟ ଚକ୍ଷୁଦାନ ପକ୍ଷ: ମଣିଷର ମୃତ୍ୟୁ ହୁଏ, ମାତ୍ର ଚକ୍ଷୁର ନୁହେଁ
ବ୍ରହ୍ମପୁର ଅଫିସ,୪।୯: ମଣିଷର ମୃତ୍ୟୁ ହୁଏ, ମାତ୍ର ଚକ୍ଷୁର ନୁହେଁ। ମୃତ୍ୟୁର ୪ ରୁ ୬ ଘଣ୍ଟା ପର୍ଯ୍ୟନ୍ତ ଚକ୍ଷୁ ଜୀବିତ ଥାଏ। ଏହାକୁ ଅନ୍ୟ ଜଣଙ୍କଠାରେ ପ୍ରତିରୋପଣ କରାଯିବା ଫଳରେ ଏକଦୃଷ୍ଟିହୀନ ଏସୁନ୍ଦର ସଂସାରକୁ ଦେଖିପାରେ । ସେଥିପାଇଁ ମୃୃତ୍ୟୁ…

