କାରଗିଲ୍ ଯୁଦ୍ଧରେ ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍ କରିବାକୁ ଚାହୁଁ ନ ଥିଲେ ବାଜପେୟୀ
ନୂଆଦିଲ୍ଲୀ,୨୯।୬: କାରଗିଲ୍ ଯୁଦ୍ଧରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍ କରିବାକୁ ଚାହୁଁ ନ ଥିଲେ। ଏନେଇ ଭାରତୀୟ ବାୟୁସେନାର ପୂର୍ବତନ ଚିଫ୍ ମାର୍ଶାଲ୍ ଅନୀଲ୍ ଟିପନିସ୍ ପ୍ରକାଶ କରିଛନ୍ତି। ଏହା ସହିତ ବାଜପେୟୀ ସ୍ଥଳସେନାକୁ ନିୟନ୍ତ୍ରଣ…
ହେଲ୍ମେଟ୍ ପିନ୍ଧି ନ ଥିବା ୩୦ ପୋଲିସ ବାବୁଙ୍କୁ ଜରିମାନା
ଭୋପାଳ,୨୯।୬: ଆଇନ ଆଗରେ ସଭିଏଁ ସମାନ। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ। ଲୋକଙ୍କୁ ହେଲ୍ମେଟ୍ ପିନ୍ଧିବାକୁ ସଚେତନ କରୁଥିବା ପୋଲିସ କର୍ମଚାରୀଙ୍କ ମଧ୍ୟରୁ ୩୦ଜଣ ବିନା ହେଲ୍ମେଟ୍ରେ ଧରାପଡ଼ିଛନ୍ତି। ଟ୍ରାଫିକ୍ ନିୟମ ଅନୁସାରେ ସେମାନଙ୍କୁ ଜରିମାନା…
ମଲାଇକାଙ୍କ ଫଟୋ ଦେଖି କେଡିଟ୍ ମାଗିଲେ ଅର୍ଜୁନ
ମୁମ୍ବାଇ: ବଲିଉଡ୍ର ଆଇଟମ୍ ଗାର୍ଲ ତଥା ଅଭିନେତ୍ରୀ ମଲାଇକା ଆରୋରା ବଲିଉଡ୍ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟିଂ କରୁଛନ୍ତି। ଦୁହିଁଙ୍କୁ ନେଇ ବି ଟାଉନରେ ସବୁବେଳେ ଚର୍ଚ୍ଚା ଲାଗିରହିଛି। ଚଳିତ ଦିନରେ ଏହି ଲଭବାର୍ଡ ଏକାସାଙ୍ଗରେ ନୁୟର୍କରେ ସମୟ ବିତାଉଛନ୍ତି। ମଲାଇକା…
ପଞ୍ଚାୟତର ତାଲିବାନୀ ନ୍ୟାୟ: ପ୍ରେମିକଙ୍କୁ ପ୍ରେମିକାଙ୍କ ଦ୍ୱାରା ଚପଲରେ ପିଟାଇଲେ; ଛେପ ଚାଟିବାକୁ ଦେଲେ ଆଦେଶ
ଭାଗଲପୁର,୨୯।୬: ବିହାର ସୁପୌଲରେ ତ୍ରିବେଣୀଗଞ୍ଜର ଥଲହା ଗାଢ଼ିୟା ଉତ୍ତର ପଞ୍ଚାୟତରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଗାଁ ପଞ୍ଚାୟତ ଜଣେ ପ୍ରେମିକଙ୍କୁ ପ୍ରେମିକାଙ୍କ ଦ୍ୱାରା ଚପଲରେ ପିଟାଇବା ସହିତ ତାଙ୍କୁ ଛେପ ଛାଟିବାକୁ ବାଧ୍ୟ କରାଯାଇଛି। ସ୍ଥାନୀୟ ବଲଜୋରା ସ୍ଥିତ…
ଡାହାଣୀ ସନ୍ଦେହ: ମା’ ଓ ନାବାଳିକା କନ୍ୟାଙ୍କୁ ଗଳାକାଟି ହତ୍ୟା କଲେ ଗ୍ରାମବାସୀ; ବାପା-ନାବାଳକ ପୁଅ ବହୁ କଷ୍ଟରେ ବର୍ତ୍ତିଲେ
ଜାମସେଦ୍ପୁର,୨୯।୬: ଆଧୁନିକ ସମାଜରେ ଏବେ ମଧ୍ୟ ଅନେକ କୁସଂସ୍କାର ରହିଛି। ଏହାଯୋଗୁ ବେଳେବେଳେ ମୂଲ୍ୟବାନ ଜୀବନ ଚାଲିଯାଉଛି। ଏହାର ଏକ ସଦ୍ୟତମ ଘଟଣା ଛତିଶଗଡ଼ ପଶ୍ଚିମ ସିଂହଭୂମ ଜିଲାରେ ଘଟିଛି। ଏଠାକାର ମାଓବାଦୀ ପ୍ରବଣ ଅଞ୍ଚଳ ଗୁଦଡ଼ି ଥାନା ଅନ୍ତର୍ଗତ ରୋଓ୍ବାବଳୀ…
ସରକାରୀ ବୈଠକରେ ଚା’ ସହିତ ଆଉ ମିଳିବନି ବିସ୍କୁଟ: ଚଣା ଖାଇବେ ଅଧିକାରୀ
ନୂଆଦିଲ୍ଲୀ,୨୯।୬: ସରକାରୀ ଅଧିକାରୀଙ୍କ ବୈଠକରେ ଏଣିକି ଚା’ ସହିତ ବିସ୍କୁଟ ଦିଆଯିବ ନାହିଁ। ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଥର ଅଧିକାରୀମାନେ ଚା’ ସହିତ ଭଜା ଚଣା, ଆଲମଣ୍ଡ, ଓ୍ବାଲନଟ୍, ଖଜୁରୀ ଆଦି ଖାଇବେ ଯାହା ସ୍ବାସ୍ଥ୍ୟପକ୍ଷେ ହିତକର। କେନ୍ଦ୍ର ସ୍ବାସ୍ଥ୍ୟ…
ଜଳବାହିତ ରୋଗରେ ପ୍ରତି ୪ ଘଣ୍ଟାରେ ଜଣେ ଲୋକଙ୍କ ମୃତ୍ୟୁ ଘଟୁଛି: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ
ନୂଆଦିଲ୍ଲୀ,୨୯।୬: ଜଳବାହିତ ରୋଗରେ ଦେଶରେ ପ୍ରତି ୪ ଘଣ୍ଟାରେ ଜଣେ ଲୋକଙ୍କର ମୃତ୍ୟୁ ଘଟୁଛି। ସେହିପରି ପ୍ରତିଦିନ ୩୬ ହଜାରରୁ ଅଧିକ ଲୋକ ବିଭିନ୍ନ ଜଳବାହିତ ରୋଗରେ ସଂକ୍ରମିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରତିଦିନ ୭ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟୁଛି।…
ଏଏନ୍-୩୨ବିମାନ ଦୁର୍ଘଟଣା: ଏବେବି ଫସି ରହିଛନ୍ତି ଉଦ୍ଧାରକାରୀ ଦଳ
ନୂଆଦିଲ୍ଲୀ,୨୯।୬: ଭାରତୀୟ ବାୟୁସେନାର ଏଏନ୍-୩୨ ବିମାନ ଦୁର୍ଘଟଣା ହେବା ପରେ ଏଥିରେ ଥିବା ୧୩ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା। ୯ ଦିନ ପରେ ଦୁର୍ଘଟଣାଗ୍ରସ୍ତ ବିମାନର ସନ୍ଧାନ ମିଳିବା ସହ ମୃତଶରୀର ଗୁଡିକୁ ଠାବ କରାଯାଇଥିଲା। ହେଲେ ସେମାନଙ୍କୁ ଉଦ୍ଧାର…
ଆଇଟିସି ମଙ୍ଗଳଦୀପ୍ ଅଗରବତିର ବଜାର ପ୍ରବେଶ
ପୁରୀ ଅଫିସ, ୨୯ା୬: ପବିତ୍ର ରଥଯାତ୍ରା ଅବସରରେ ଆଇଟିସିର ଅଗରବତୀ ବ୍ରାଣ୍ଡ୍ ମଙ୍ଗଳଦୀପ୍ ପକ୍ଷରୁ ଶୁକ୍ରବାର ସୁଗନ୍ଧିତ ଅଗରବତୀ ପ୍ୟାକ୍ର ବଜାର ପ୍ରବେଶ ହୋଇଛି। ଓଡ଼ିଶା ସରକାରଙ୍କ ଓରମାସ୍ ଏବଂ ଶ୍ରୀମନ୍ଦିର ପ୍ରଶାସନ ସହିତ ମିଳିତ ହୋଇ ଆଇଟିସି ଏହି ସୁଗନ୍ଧିତ…
ନେତ୍ରୋତ୍ସବରେ ରଥରେ ଲାଗି ହେବ ସୋଲଫୁଲ
ଖୋର୍ଦ୍ଧା ଅଫିସ,୨୯ା୬: ପାଖେଇ ଆସିଲାଣି ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା। ପୁରୀ ବଡଦାଣ୍ଡରେ ରଥଖଳା ଚଳଚଞ୍ଚଳ। ନେତ୍ରୋତ୍ସବରେ ଠାକୁରଙ୍କ ରଥରେ ଲାଗି ହେବ ସୋଲଫୁଲ। ସେଥିପାଇଁ ଖୋର୍ଦ୍ଧା ସହର ଗୁରୁଜଙ୍ଗ ଭୋଇସାହିର ବୀରକିଶୋରଙ୍କ ପରିବାର ସୋଲଫୁଲ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଘୋଷଯାତ୍ରାର ତିନି…
ୟେମେନ୍ ଗୃହଯୁଦ୍ଧ ୭ ହଜାର ୫ ଶହରୁ ଅଧିକ ଶିଶୁଙ୍କ ଜୀବନ ନେଇଛି: ଜାତିସଂଘ ମହାସଚିବ
ଜେନେଭା,୨୯।୬: ୟେମେନ୍ରେ ଲାଗି ରହିଥିବା ଗୃହଯୁଦ୍ଧରେ ଗତ ସାଢ଼େ ୫ ବର୍ଷ ମଧ୍ୟରେ ୭ ହଜାର ୫ ଶହରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି। ଅନେକ ଆହତ ମଧ୍ୟ ହୋଇଛନ୍ତି। ସମ୍ପର୍କିତ ଏକ ରିପୋର୍ଟ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗ୍ୟୁଟେରେସ୍ଙ୍କ ପ୍ରକାଶ…
ମହାରାଷ୍ଟ୍ରରେ ବର୍ଷା ବିତ୍ପାତ: ୨୨ ଫୁଟ ଉଚ୍ଚ କାନ୍ଥ ତଳେ ଚାପି ହେଲେ ୧୭ ଲୋକ
ପୁଣେ,୨୯।୬: ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ରରେ ସୃଷ୍ଟି ହୋଇଛି ଅଭାବନୀୟ ସ୍ଥିତି। ପୁଣେର କୋଣ୍ଡଓ୍ବାସ୍ଥିତ ତାଲାବ୍ ମସଜିଦ୍ ଅଞ୍ଚଳରେ ଏକ ୨୨ପୁଟ ଉଚ୍ଚ କାନ୍ଥ ପ୍ରବଳ ବର୍ଷା ଯୋଗୁ ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ କାନ୍ଥ ତଳେ ଚାପି ୧୭ ଲୋକଙ୍କର…
Archives


