ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାର ନବୀକରଣ ପ୍ରସ୍ତାବ ଅନୁମୋଦନ, ଉପକୃତ ହେବେ ତାଲିକାଭୁକ୍ତ ୬,୦୧୧ ସାମ୍ବାଦିକ
ଭୁବନେଶ୍ୱର,୧।୬(ବ୍ୟୁରୋ): କର୍ମଜୀବୀ ସାମ୍ବାଦିକମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାର ନବୀକରଣ ପ୍ରସ୍ତାବକୁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଅନୁମୋଦନ କରିଛନ୍ତି। ଶୁକ୍ରବାର ଦାସ ପ୍ରଥମ କାର୍ଯ୍ୟଦିବସରେ ଲୋକସମ୍ପର୍କ ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଏହି ପ୍ରସ୍ତାବକୁ…
ପୁଅଙ୍କ ଚିଠିକୁ ପିତା ଖୋଲିଦେବାରୁ ମିଳିଲା ଏମିତି ଦଣ୍ଡ
ଜଣେ ୧୦ ବର୍ଷର ପୁଅଙ୍କ ଚିଠିକୁ ତାଙ୍କ ପିତା ଖୋଲିଦେବାରୁ କୋର୍ଟରେ ଦଣ୍ଡିତ ହୋଇଛନ୍ତି। ଆପଣ ଭାବୁଥିବେ ଏ ଚିଠିରେ ଏମିତି କ’ଣ ଥିଲା ଯେ ପିତାଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିଲା। ଅବିଶ୍ୱାସ ଲାଗୁଥିଲେ ବି ସତ। ଏପରି ଏକ ଘଟଣା…
ଧାର୍ମିକ ସ୍ଥାନରେ ଆମିଷ ଖାଉଥିବା ସନ୍ଦେହରେ ୪ଶ୍ରମିକଙ୍କୁ ପିଟିଲେ ଯୁବକ
ବରେଲି,୧।୬: ଉତ୍ତରପ୍ରଦେଶ ବରେଲିର ବେହରି ଅଞ୍ଚଳରୁ ଶନିବାର ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ଧାର୍ମିକ ସ୍ଥାନରେ ଆମିଷ ଭୋଜନ କରୁଥିବା ସନ୍ଦେହରେ ଅଜ୍ଞାତ ଯୁବକମାନେ ୪ଶ୍ରମିକଙ୍କୁ ଅତି ନିର୍ମମ ଭାବେ ମାଡ ମାରିଛନ୍ତି। ଯୁବକମାନେ ଶ୍ରମିକମାନଙ୍କୁ ବେଲ୍ଟରେ ମାଡ଼ ମାରିଥିବା…
ଖରାଦିନେ ଦହି ଖାଇଲେ କ’ଣ ହୁଏ
ପ୍ରାୟ ସବୁ ଲୋକଙ୍କୁ ଦୁଗ୍ଧରେ ତିଆରି ଜିନିଷ ପସନ୍ଦ ହୋଇଥିବା ବେଳେ କେହି କେହି ଏହାକୁ ପସନ୍ଦ ମଧ୍ୟ କରି ନ ଥାନ୍ତି। ତେବେ ଖରାଦିନେ ଦହି ଖାଇବାକୁ ବହୁ ଲୋକ ପସନ୍ଦ କରିଥାନ୍ତି। କାରଣ ଏହା ଥଣ୍ଡା ହୋଇଥାଏ। ପ୍ରତିଦିନ…
ତୈମୁରଙ୍କ ହାତରେ ଟାଟୁ
ମୁମ୍ବାଇ,୧।୬: ନିକଟରେ ଶାହରୁଖ ଖାଁ ନିଜ ସାନ ପୁଅ ଅବରାମଙ୍କ ବର୍ଥଡେ ସେଲିବ୍ରେଟ କରିଥିଲେ। ଏହି ବାର୍ଥଡେ ପାର୍ଟିରେ ସୈଫ ଅଲ୍ଲୀ ଖାଁ, କରୀନା କପୁର ଖାଁଙ୍କ ସହ ତୈମୁର ମଧ୍ୟ ପହଞ୍ଚିଥିଲେ। ପାର୍ଟିରେ ତୈମୁର ଖୁବ୍ ଏନଜୟ କରିବା ସହ…
ବୟଫ୍ରେଣ୍ଡ ସହ ହଲିଡେ ଏନଜୟ କରୁଛନ୍ତି ହିନା
ମୁମ୍ବାଇ,୧।୬: ଛୋଟ ପରଦାର ପପୁଲାର ଅଭିନେତ୍ରୀ ହିନା ଖାନ ଟ୍ରାଭେଲର ସଉକ ରଖୁଥିବା ବେଳେ ସ୍ବିଜରଲ୍ୟାଣ୍ଡ ପରେ ଏବେ ପ୍ୟାରିସରେ ହଲିଡେ ଏନଜୟ କରୁଛନ୍ତି। ନିଜ ବୟଫ୍ରେଣ୍ଡ ରକି ଜୈସଓ୍ବାଲଙ୍କ ସହ ସେ ପ୍ୟାରିସ୍ରେ ଛୁଟି ମନାଉଥିବା ଦେଖିବାକୁ ମିଳିଛି। ସୋସିଆଲ…
ଆସିକା ବିଧାୟକ ପ୍ରାର୍ଥୀ ମନୋଜ ଜେନା ହତ୍ୟା ମାମଲା: ପୋଲିସ ଏନ୍କାଉଣ୍ଟରରେ ୨ ମୁଖ୍ୟ ଅଭିଯୁକ୍ତ ଗିରଫ, ମାଷ୍ଟରମାଇଣ୍ଡଙ୍କୁ ଖୋଜୁଛି ପୋଲିସ
ବ୍ରହ୍ମପୁର ଅଫିସ,୧ା୬- ଆସିକା କଂଗ୍ରେସ ବିଧାୟକ ର୍ପ୍ରାଥୀ ମନୋଜ ଜେନାଙ୍କୁ ଗତ ୨୨ ତାରିଖ ରାତ୍ର ସାଢ଼େ ୯ଟା ବେଳେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୬ ଲାଞ୍ଜିପଲ୍ଲୀ ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ଗୁଳିମାଡ଼ ଓ ତଣ୍ଟି କାଟି…
ସୁଷମାଙ୍କ ପଦାଙ୍କ ଅନୁସରଣ କରିବା ଗର୍ବର କଥା: ଜୟଶଙ୍କର
ନୂଆଦିଲ୍ଲୀ,୧।୬: ମୋଦି ସରକାରରେ ପୂର୍ବରୁ ବିଦେଶ ସଚିବ ଥିବା ସୁବ୍ରମଣ୍ୟମ୍ ଜୟଶଙ୍କରଙ୍କୁ ଏଥର ମିଳିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଶନିବାର ସେ ଏହି ଦାୟିତ୍ୱ ନେବା ପରେ ପ୍ରଥମ କରି ଟୁଇଟ୍ କରିଛନ୍ତି। ଯେଉଁଥିରେ ସେ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ…
ଟ୍ରେନରେ ନେତାଙ୍କ ମିମିକ୍ରି କରି ଗିରଫ ହେଲେ ଯୁବକ
ସୁରଟ,୧।୬: ଗୁଜରାଟର ସୁରଟରୁ ଅବିନାଶ ଦୁବେ ନାମକ ଜଣେ ଯୁବକଙ୍କୁ ରେଲଓ୍ବେ ପୋଲିସ ଗିରଫ କରିଛି। ଅବିନାଶ ଉପରେ ଟ୍ରେନରେ ଅବୈଧ ଢ଼ଙ୍ଗରେ ପଶିବା, ଜୋରରେ ଶବ୍ଦ କରିବା ଓ ଅଭଦ୍ର ଭାଷାର ପ୍ରୟୋଗ କରିବା ସହ ଅନ୍ୟାନ୍ୟ ମାମଲାରେ ଆରପିଏଫ୍…
ସୂର୍ଯ୍ୟ ନାରାୟଣ ପାତ୍ର ହେଲେ ବାଚସ୍ପତି
ଭୁବନେଶ୍ୱର,୧।୬(ବ୍ୟୁରୋ): ଷୋଡ଼ଶ ବିଧାନସଭା ଲାଗି ଶନିବାର ପୂର୍ବାହ୍ନରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି। ତେବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ…
ଅପରେଶନ୍ ଅଲ୍ ଆଉଟ୍: ୫ ମାସରେ ୧୦୧ ଆତଙ୍କବାଦୀ ନିହତ
ଶ୍ରୀନଗର, ୧।୬: ଜମ୍ମୁ-କଶ୍ମୀରକୁ ଆତଙ୍କବାଦ ମୁକ୍ତ କରାଯିବା ପାଇଁ ସେନା ପକ୍ଷରୁ ଅପରେଶନ୍ ଅଲ୍ଆଉଟ୍ ଜାରି ରହିଛି। ଗତ ୫ ମାସ ମଧ୍ୟରେ ସର୍ଚ୍ଚ ଅପରେଶନ୍ ସମୟରେ ଏନ୍କାଉଣ୍ଟରରେ ୧୦୧ ଆତଙ୍କବାଦୀ ନିହତ ହୋଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ…
ଏସ୍ସିବି: ଡାକ୍ତର ଶୂନ୍ୟ ଟ୍ରମା ଆଇସିୟୁ
କଟକ ଅଫିସ,୧ା୬: ଏସ୍ସିବି ଟ୍ରମା ଆଇସିୟୁ ଏବେ ଡାକ୍ତର ଶୂନ୍ୟ। ଟ୍ରମା ଆଇସିୟୁ ପାଇଁ ନିଯୁକ୍ତ ୪ ଜଣ ଠିକା ଡାକ୍ତର ଚାକିିରିରୁ ଇସ୍ତଫା ଦେଇ ପଳାଇଛନ୍ତି। ଫଳରେ ଟ୍ରମା ଆଇସିୟୁକୁ ନେଇ ଅଡୁଆ ପରିସ୍ଥିତି ଉପୁଜିଛି। ମେଡିକାଲର ଅନ୍ୟ ଡାକ୍ତରଙ୍କ…
Archives


