ଜୀବନ ସାୟାହ୍ନରେ ଅବହେଳିତ: ଦେଶର ୮୯ ପ୍ରତିଶତ ଲୋକ ବୟସ୍କଙ୍କ ପ୍ରତି ଖରାପ ବ୍ୟବହାର କରନ୍ତି
ନୂଆଦିଲ୍ଲୀ,୧୫।୬: ପ୍ରତିବର୍ଷ ଜୁନ୍ ୧୫ରେ ବିଶ୍ୱସ୍ତରରେ ବୟସ୍କଙ୍କ ପ୍ରତି ଖରାପ ବ୍ୟବହାର ସଚେତନତା ଦିବସ( ଓ୍ବାଲ୍ଡ ଏଲଡର ଆବ୍ୟୁଜ୍ ଆଓ୍ବାରନେସ୍ ଡେ) ପାଳନ କରାଯାଇଥାଏ। ୨୦୧୨ରେ ଜାତିସଂଘରେ ଏନେଇ ଏକ ପ୍ରସ୍ତାବ ଆସିଥିଲା। ଏହା ସପକ୍ଷରେ ଉପସ୍ଥିତ ୧୨୭ ସଦସ୍ୟଙ୍କ ମଧ୍ୟରୁ…
ସାବଧାନ,ନଜର ରଖୁଛି ସିସିଟିଭି: ରାସ୍ତାରେ ଛେପ ପକାଇଲେ ଦେବାକୁ ହେବ ଜରିମାନା
ବଡ଼ଦୋରା,୧୫।୬: ଗୁଜରାଟର ଅହମ୍ମଦାବାଦ୍ ଓ ରାଜକୋଟ ପରେ ଏବେ ବଡ଼ଦୋରାରେ ରାସ୍ତାରେ ଛେପ ପକାଉଥିବା ଏବଂ ପରିସ୍ରା କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଜରିମାନା ଲାଗୁ ହୋଇଛି। ଏଭଳି କରୁଥିବା ଲୋକଙ୍କ ଫଟୋ ସିିସିଟିଭିରୁ ସଂଗ୍ରହ କରାଯାଇ ସେମାନଙ୍କ ପ୍ରତି ଦଣ୍ଡବିଧାନ…
ମୋଦିଙ୍କ ସମ୍ମାନରେ ଛତା ଧରିଲେ କିରଗିଜ୍ସ୍ଥାନ ରାଷ୍ଟ୍ରପତି
ବିଶକେକ୍,୧୫।୬: ଶୀଲଙ୍କା ପରେ ଏବେ କିରଗିଜ୍ସ୍ଥାନରେ ବଢ଼ିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନ। ସେଠାକାର ରାଷ୍ଟ୍ରପତି ମୋଦିଙ୍କ ପାଇଁ ଛତା ଧରିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ସଂଘାଇ ସହଯୋଗ ସଂଗଠନ(ଏସ୍ସିଓ) ବୈଠକରେ ଯୋଗଦେବା ପାଇଁ ବିଶ୍କେକ୍ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।…
ବଜେଟ ଅଧିବେଶନରେ ରହିବେନି କେହି ପୂର୍ବତନ ପ୍ରଧାନମନ୍ତ୍ରୀ: ମନମୋହନଙ୍କ ୨୮ ବର୍ଷର ରାଜ୍ୟ ସଭା କାର୍ଯ୍ୟକାଳ ଶେଷ
ନୂଆଦିଲ୍ଲୀ,୧୫।୬: ଜୁନ୍ ୧୭ରୁ ଆରମ୍ଭ ହେବାକୁ ଥିବା ସଂସଦର ବଜେଟ୍ ଅଧିବେଶନରେ ଚଳିତଥର କୌଣସି ପୂର୍ବତନ ପ୍ରଧାନମନ୍ତ୍ରୀ ରହିବେ ନାହିଁ। ଦେଶରେ ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଅଛନ୍ତି। ସେମାନେ ହେଉଛନ୍ତି ମନମୋହନ ସିଂ ଏବଂ ଦେବଗୌଡ଼ା। ଦେବଗୌଡ଼ା ଲୋକ ସଭା ନିର୍ବାଚନରେ…
ଯୌତୁକ ଦାବିରେ ସ୍ତ୍ରୀଙ୍କୁ ଆକ୍ରମଣ ମାମଲା: ଅଭିଯୁକ୍ତ ସ୍ବାମୀ କୋର୍ଟଚାଲାଣ
ଛତ୍ରପୁର,୧୫।୬(ଡି.ଏନ୍.ଏ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ପୋଡ଼ାପଦର ଗାଁରେ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସମ୍ପୃକ୍ତ ସ୍ବାମୀଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ପୋଡ଼ାପଦର ଗାଁର ବି. ଗଣେଶ। ଶନିବାର ଗଣେଶଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଛତ୍ରପୁର ଥାନା…
ଟ୍ରାଫିକ୍ ନିୟମ ଉଲ୍ଲଂଘନ: ଗଞ୍ଜାମରେ ୯୦୫ ଜଣଙ୍କ ଡିଏଲ୍ ରଦ୍ଦ
ଛତ୍ରପୁର,୧୫।୬(ଡି.ଏନ୍.ଏ): ଗଞ୍ଜାମ ଜିଲାରେ ବେପାରୁଆ ଗାଡ଼ିଚାଳନା, ହେଲ୍ମେଟ ନ ପିନ୍ଧି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ା ଉଭୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ପକ୍ଷରୁ ଗାଡ଼ି ଯାଞ୍ଚ କରାଯାଉଛି…
ମୋଦି ଏବଂ ଯୋଗୀଙ୍କ ନେତୃତ୍ୱରେ ହେବ ରାମ ମନ୍ଦିର ନିର୍ମାଣ: ସଞ୍ଜୟ ରାଓ୍ବତ
ମୁମ୍ବାଇ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେବ। ଏନେଇ ଶିବସେନା ଏମ୍ପି ସଞ୍ଜୟ ରାଓ୍ବତ ମତପୋଷଣ କରିଛନ୍ତି। ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ସହିତ ଦଳର ନବନିର୍ବାଚିତ…
ସମୁଦ୍ର କୂଳରେ ବସି ଭିଡିଓ କରୁଥିଲା ପରିବାର: ଅଚାନକ୍ ଆସିଲା ଢ଼େଉ…
ଗାନ୍ଧୀନଗର,୧୫।୬: ସମୁଦ୍ର କୂଳରେ ଥିବା ଏକ ମନ୍ଦିର ନିକଟରେ ଗୋଟିଏ ପରିବାର ବସି ମଜାମସ୍ତି କରୁଥିଲେ। ସେହି ସମୟରେ ହଠାତ୍ ଏକ ଉଚ୍ଚ ଢ଼େଉ ଆସି ତାଙ୍କୁ ପାଣି ଭିତରକୁ ଟାଣିନେଇଥିଲା। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟର ପର୍ଯ୍ୟଟନସ୍ଥଳ କେନ୍ଦ୍ର…
ଡ୍ରାଗନ୍ର ନୂଆ ଯୋଜନା: ନେପାଳ ସ୍କୁଲରେ ଚାଇନା ଭାଷା ବାଧ୍ୟତାମୂଳକ
କାଠମାଣ୍ଡୁ,୧୫।୬: ନେପାଳରେ ନିଜର ପତିଆରା ବୃଦ୍ଧି ପାଇଁ ଚାଇନା ନୂଆ ଯୋଜନା କରିଛି। ଏହି ଯୋଜନା ଅନ୍ତର୍ଗତ ନେପାଳ ସ୍କୁଲରେ ଚାଇନା ଭାଷାକୁ ବାଧ୍ୟତାମୂଳକ କରାଯାଇଛି। ଚାଇନା ଭାଷା ପଠାଉଥିବା ଶିକ୍ଷକଙ୍କୁ ଚାଇନା ସରକାରଙ୍କ ପକ୍ଷରୁ ଅଧିକ ଦରମା ଦିଆଯିବାର ବ୍ୟବସ୍ଥା…
ରେଳଯାତ୍ରୀଙ୍କ ସୁରକ୍ଷା ନେଇ ଟୋଲ୍ ଫ୍ରି ନମ୍ବର ଜାରି
ବଅଁରପାଳ,୧୫।୬(ଡି.ଏନ୍.ଏ.): ଅନୁଗୋଳ ଜିଲା ରେଳଷ୍ଟେଶନଠାରେ ରେଳଯାତ୍ରୀଙ୍କୁ ସଚେତନତା କରାଇବା ପାଇଁ ଶନିବାର ପୋଲିସ ପକ୍ଷରୁ ଏକ ସଚେତନତା ବାର୍ତ୍ତା ଦିଆଯାଇଛି। ଏହା ସହ ଏକ ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି। ଯଦି କୌଣସି ଯାତ୍ରୀ ମହିଳା ବା ଶିଶୁ…
ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ଅନିୟମିତତା:କର୍ତ୍ତୃପକ୍ଷ ଧ୍ୟାନ ନ ଦେଲେ ରାଜରାସ୍ତାକୁ ଓହ୍ଲାଇବ ଚାଷୀ ସଂଘ
ଛେଣ୍ଡିପଦା,୧୫।୬(ଡି.ଏନ୍.ଏ.): ଅନୁଗୋଳ ଜିଲା ଛେଣ୍ତିପଦା ଶୀତଳୀକରଣ କେନ୍ଦ୍ର କ୍ଷୀର ଚାଷୀଙ୍କଠାରୁ କ୍ଷୀର ନେବା ସହିତ ୧୦ ଦିନରେ ଥରେ ଚାଷୀଙ୍କୁ ପଇସା ଦେଇଥାଆନ୍ତି। ମାତ୍ର ଓମ୍ଫେଡ୍ କର୍ତ୍ତୃପକ୍ଷ ଏହି କ୍ଷୀରକୁ ନିମ୍ନମାନର ଦର୍ଶାଇବା ସହିତ ଓଜନରେ ମଧ୍ୟ ଠକୁୁଥିବା ଚାଷୀମାନେ କହିଛନ୍ତି।…
ସ୍ମାର୍ଟଫୋନ୍ ବ୍ୟବହାର ନ କଲେ କମ୍ପାନୀ ଦେଉଛି ମାଗଣା ପିଜା
ସ୍କାରାମେଣ୍ଟୋ, ୧୫।୬: ଏବେ ପୃଥିବୀରେ ସ୍ମାର୍ଟଫୋନ୍ ବ୍ୟବହାର ବଢ଼ିବାରେ ଲାଗିଛି। ତେବେ ଏହାଦ୍ୱାରା ପିଲାଙ୍କଠାରୁ ବୟସ୍କଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡୁଛି ବୋଲି କାର୍ଲିଫର୍ନିଆର ଏକ ଫୁଡ୍ କମ୍ପାନୀ ଅଭିଯୋଗ କରିଛି। ଲୋକଙ୍କ ସଚେତନ କରିବା ପାଇଁ କମ୍ପାନୀ ପକ୍ଷରୁ ଏକ…
Archives


