Home

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ଓକିଲ ସଂଘର ଅର୍ଥନୈତିକ ଅବରୋଧ ଆରମ୍ଭ

ବରଗଡ ଅଫିସ, ୨୪।୯: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସୋମବାର ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇ ଥିବାବେଳେ ମଙ୍ଗଳବାରରୁ ଅର୍ଥନୈତିକ ଅବରୋଧ ଆରମ୍ଭ କରିଛନ୍ତି। ସଂଘର ସମସ୍ତ କର୍ମକର୍ତ୍ତା, ସଭ୍ୟବୃନ୍ଦ ଏକତ୍ରିତ ହୋଇ ସ୍ଥାନୀୟ ଜିଲା…

ମୁମ୍ବାଇରେ ପିଆଜ କିଲୋ ୮୦ଟଙ୍କା

ମୁମ୍ବାଇ,୨୪।୯: ସମଗ୍ର ଦେଶରେ ପିଆଜର ଦରଦାମ୍‌ ଆକାଶ ଛୁଆଁ ହୋଇଛି। ବିଭିନ୍ନ ସହରରେ ପିଆଜର ଦରଦାମ୍‌ ବୃଦ୍ଧିକୁ ନେଇ ଲୋକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ନିକଟରେ ପିଆଜ କିଲୋ ପ୍ରତି ୧୫ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ବୃଦ୍ଧି ପାଇ ୮୦ଟଙ୍କା…

ଅଲ୍‌-କାଇଦା ଆତଙ୍କବାଦୀଙ୍କୁ ତାଲିମ୍‌ ଦେଇଥିଲା ଆଇଏସ୍‌ଆଇ: ମାନିଲେ ଇମ୍ରାନ୍‌

ନ୍ୟୁୟର୍କ,୨୪।୯: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଅଲ୍‌-କାଇଦା ଆତଙ୍କବାଦୀଙ୍କୁ ତାଲିମ୍‌ ଦେଇଥିଲା। ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ନ୍ୟୁୟର୍କର ସେଣ୍ଟର ଫର୍‌ ଫରେନ୍‌ ରିଲେଶନ୍‌ ପକ୍ଷରୁ ଆୟୋଜିତ ଏକ ବୈଠକରେ ସୂଚନା ଦେଇଛନ୍ତି। ଏଥିରେ ପାକିସ୍ତାନ ସୈନ୍ୟ ବାହିନୀ ମଧ୍ୟ…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପାଟଣାଗଡ଼,୨୪।୯(ଡି.ଏନ୍‌.ଏ.): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲା ପାଟଣାଗଡ଼ ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ପାତ୍ରଙ୍କ ଘରେ ମଙ୍ଗଳବାର ସକାଳେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପାଟଣାଗଡ଼ର ସ୍ଥାୟୀ ବାସିନ୍ଦା କିଶୋରଙ୍କ ନିଜ ଘର, ଭାଇଙ୍କ ଘର…

କ୍ରିକେଟ ପାଇଁ ଐତିହାସିକ ଦିନ, ଆଜିର ଦିନରେ ହିଁ ଭାରତ ପାକିସ୍ତାନକୁ ଧୂଳି ଚଟାଇଥିଲା

ଭାରତୀୟ କ୍ରିକେଟ ପାଇଁ ଆଜି ଏକ ଐତିହାସିକ ଦିନ। ଆଜିର ଦିନରେ ହିଁ ଭାରତ ପାକିସ୍ତାକୁ ଧୂଳି ଚଟାଇଥିଲା। ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆଜିକୁ ଠିକ୍‌ ୧୨ ବର୍ଷ ପୂର୍ବେ ଅର୍ଥାତ୍‌ ସେପ୍ଟେମ୍ବର ୨୪, ୨୦୦୭ରେ ପାକିସ୍ତାନକୁ…

ନୋବେଲ ପୁରସ୍କାର ନ ମିଳିବାରୁ ଅସନ୍ତୋଷ ପ୍ରକାଶ କଲେ ଟ୍ରମ୍ପ

ନ୍ୟୁୟର୍କ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ନ ମିଳିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏଥିସହ ନୋବେଲ ଶାନ୍ତି ପୁରସ୍କାରର ଚୟନ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଯଦି ନିରପେକ୍ଷ ଭାବରେ ବିଚାର କରାଯାଇ ଏହି…

ସ୍ବଚ୍ଛ ଭାରତ ଅଭିଯାନ: ମୋଦିଙ୍କୁ ମିଳିବ ‘ଗ୍ଲୋବାଲ ଗୋଲ୍‌ କିପର ଆଓ୍ବାର୍ଡ’

ଓ୍ବାଶିଂଟନ,୨୪।୯: ସ୍ବଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାରେ ‘ଗ୍ଲୋବାଲ ଗୋଲ୍‌ କିପର ଆଓ୍ବାର୍ଡ’ ପ୍ରଦାନ କରାଯିବ। ବିଲ୍‌-ମିଲେଣ୍ଡା ଫାଉଣ୍ଡେସନ୍‌ ପକ୍ଷରୁ ଏହି ପୁରସ୍କାର ଦିଆଯିବ। ବିଶ୍ୱସ୍ତରରେ ଅବା ନିଜ ଦେଶରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ରାଜନେତାଙ୍କୁ ଏହି…

ଭାରତକୁ ପ୍ରଥମ ବିଶ୍ୱ ଚାମ୍ପିଅନ୍‌ କରାଇବାରେ ଥିଲା ଏହି ଖେଳାଳିଙ୍କ ବଡ ହାତ

ଭାରତର ପ୍ରସିଦ୍ଧ ଅଲରାଉଣ୍ଡ ତଥା ୧୯୮୩ ବିଶ୍ୱକପର ହିରୋ ମହିନ୍ଦର ଅମରନାଥଙ୍କ ଆଜି ୬୯ତମ ଜନ୍ମଦିନ। ସେପ୍ଟେମ୍ବର ୨୪ ୧୯୫୦ ପଟିଆଲାରେ ଜନ୍ମଗ୍ରହଣ କରିଥିବା ଅମରନାଥଙ୍କ ପିତା ଲାଲା ଅମରନାଥ ମଧ୍ୟ ଜଣେ ଲୋକପ୍ରିୟ କ୍ରିକେଟର୍‌ ଥିଲେ। ତାଙ୍କ ପିଢିକୁ ଆଗକୁ…

ରାନୁ ମଣ୍ଡଳଙ୍କୁ ଫ୍ଲାଟ୍‌ ଉପହାର ଦେବା ଖବର ଏକ ଗୁଜବ: ସଲମାନ୍‌ ଖାଁ

ମୁମ୍ବାଇ,୨୪।୯: ରେଳଷ୍ଟେଶନରେ ଗୀତ ଗାଇ ପରେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଥିବା ରାନୁ ମଣ୍ଡଳଙ୍କୁ ସଲମାନ୍‌ ଖାଁ ୫୫ ଲକ୍ଷ ଟଙ୍କାର ଏକ ଫ୍ଲାଟ୍‌ ଉପହାର ଦେଇଥିବା ଖବର କିଛିଦିନ ତଳେ ପ୍ରଚାରିତ ହୋଇଥିଲା। ତେବେ ଏହା ଏକ ଗୁଜବ ବୋଲି…

ଆପଲ୍‌ ଘଣ୍ଟା ବଞ୍ଚାଇଲା ପର୍ବତାରୋହୀଙ୍କ ଜୀବନ: ଫେସବୁକ୍‌ରେ ଭାଇରାଲ; ୨ ଲକ୍ଷ କଲେଣି ଶେୟାର

ଓ୍ବାଶିଂଟନ,୨୪।୯: ଆପଲ ଘଣ୍ଟାର ସିରିଜ୍‌-୪ରେ ଫଲ୍‌ ଡିଟେକସନ୍‌ ସୁବିଧା ରହିଛି। ଏହାଦ୍ୱାରା ଘଣ୍ଟା ପିନ୍ଧିଥିବା ବ୍ୟକ୍ତି ଯଦି ବାଟରେ କୌଣସି ସ୍ଥାନରେ ପଡ଼ି ଯାଆନ୍ତି ତେବେ ଏହାର ସୂଚନା ଏହା ସହିତ ସଂଯୋଗ ହୋଇଥିବା ସ୍ମାର୍ଟଫୋନ୍‌କୁ ପ୍ରେରିତ ହୋଇଥାଏ। ଏହି ଘଣ୍ଟା…

୧୩ ଅଭିଯୁକ୍ତଙ୍କୁ ଅର୍ଦ୍ଧଉଲଗ୍ନ କରି ପରେଡ କରାଇଲା ପୋଲିସ

କୋଲକାତା,୨୪ା୯(ପି.ଟି.): ବେହରୋର ଥାନା ଉପରେ ଗତ ୬ ତାରିଖରେ ଗୁଳି ଚଳାଇ ହରିୟାଣାର ଗ୍ୟାଙ୍ଗଷ୍ଟର ବିକ୍ରମ ଓରଫ ପାପଲା ଗୁଜ୍ରାରଙ୍କୁ ଖସାଇନେବା ଅଭିଯୋଗରେ ଗିରଫ ହୋଇଥିବା ୧୩ ଜଣଙ୍କୁ ରାଜସ୍ଥାନ ପୋଲିସ ଅର୍ଦ୍ଧଉଲଗ୍ନ କରି ଅଲଓ୍ବରର ଜନଗହଳିପୂର୍ଣ୍ଣ ମାର୍କେଟ ଅଞ୍ଚଳରେ ୧…

ବାବୁଲ ସୁପ୍ରିୟୋଙ୍କୁ ଆକ୍ରମଣର ପ୍ରତିବାଦ: ଏବିଭିପି ଶୋଭାଯାତ୍ରାକୁ ଅଟକାଇଲା ପୋଲିସ

କୋଲକାତା,୨୪ା୯(ପି.ଟି.): କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଆକ୍ରମଣ ଘଟଣାକୁ ବିରୋଧ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ସୋମବାର ପ୍ରତିବାଦ ଶୋଭାଯାତ୍ରା ବାହାର କରାଯାଇଥିବାବେଳେ ଅଧାବାଟରେ ପୋଲିସ ଏହାକୁ ଅଟକାଇଥିଲା। ଫଳରେ ଏବିଭିପି କର୍ମୀମାନେ ପୋଲିସ ଉପରକୁ ଢେଲାମାଡ଼ କରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri