ଗୋଟିଏ କପ୍ ଚା’ ପିଇ ମାମଲା ସମାଧାନ କର,ନରେତ୍…କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୬।୨: ସୁପ୍ରିମକୋର୍ଟ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣିଙ୍କୁ ଗୋଟିଏ କପ୍ ଚା’ ପିଇ ମାମଲା ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି। ତାମିଲନାଡୁ ରାଜ୍ୟପାଳ ବନାମ ରାଜ୍ୟ ସରକାର ମାମଲାର ଶୁଣାଣି ସମୟରେ, କୋର୍ଟ ଭେଙ୍କଟରମଣିଙ୍କୁ କହିଥିଲେ ଯେ, ଆପଣ ଗୋଟିଏ କପ୍…
ହାତରେ ହାତକଡି, ଗୋଡ଼ରେ ଶିକୁଳି, ୪୦ ଘଣ୍ଟା ଧରି ଭାରତୀୟଙ୍କ ସହ ଏମିତି କରି ସବୁସୀମା ପାର କଲା ଆମେରିକା…
ଓ୍ବାଶିଂଟନ,୬।୨: ଆମେରିକାରୁ ନିର୍ବାସିତ ୧୦୪ ଜଣ ଅବୈଧ ପ୍ରବାସୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପଞ୍ଜାବର ହୋସିଆରପୁର ଜିଲାର ଟାହଲି ଗାଁର ହରବିନ୍ଦର ସିଂହ। ଡଙ୍କି ରୁଟ ଦେଇ ଯାତ୍ରା କରିବା ସମୟରେ ଯେତିକି ଅସୁବିଧାର ସମ୍ମୁଖୀନ ହୋଇନଥିଲେ, ତା’ଠାରୁ ଅଧିକ ଅସୁବିଧାର…
ହଠାତ୍ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି କ୍ରିକେଟର, ଚାମ୍ପିଅନ୍ସ ଟ୍ରଫି ଲାଗି ହୋଇଥିଲା ଚୟନ
ନୂଆଦିଲ୍ଲୀ,୬।୨: ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳରେ ଚୟନ କରାଯାଇଥିଲା। ୧୯ ଫେବୃଆରୀରୁ ଆରମ୍ଭ ହେଉଥିବା ଆଇସିସି ଟୁର୍ନାମେଣ୍ଟରେ ସେ ଖେଳିବାକୁ ଯାଉଥିଲେ। ହେଲେ ତା’ ପୂର୍ବରୁ ଅବସର ଘୋଷଣା କ କରି ଚମକାଇଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ। ସେ…
ବିଭିନ୍ନ ଦାବି ନେଇ ସ୍କୁଲ ଗେଟ୍ରେ ତାଲା: ଧାରଣାରେ ବସିଲେ ଛାତ୍ରୀଛାତ୍ର
ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହରପଡା ବ୍ଲକ କୁଣ୍ଡଳା ପଞ୍ଚାୟତ ମୁଖ୍ୟାଳୟ ଏମ କେ(ମିରିଖୋଜୀ କୁଣ୍ଡଳାଉଚ୍ଚ ବିଦ୍ୟାଳୟ) ହାଇସ୍କୁଲ କୁଣ୍ଡଳା ଗେଟ ସମ୍ମୁଖରେ ଗୁରୁବାର ସକାଳୁ ନବମ ଦଶମ ଶ୍ରେଣୀର ୬୮ ଛାତ୍ରୀଛାତ୍ର ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି।…
ଛାତ୍ରୀଛାତ୍ରଙ୍କୁ ମାଡ଼ମାରିବା ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା: ନିଲମ୍ବନ କଲେ ବିଇଓ
ଝାରବନ୍ଧ, ୬।୨(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଠାକୁରଦିଆ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ମାଡ଼ ମାରିବା ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡିଛି। ଛାତ୍ରୀଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ପାଇବା ପରେ ଝାରବନ୍ଧ ବ୍ଳକ ଶିକ୍ଷା ଅଧିକାରୀ(ବିଇଓ) ଶୁଭମ କୁମାର…
ଡିଜେ ଗାଡ଼ି ଚକାତଳେ ଅପରେଟରଙ୍କ ଜୀବନ ଗଲା
ତିହିଡି଼, ୬।୧(ସଞ୍ଜିତ ବଳ): ସରସ୍ବତୀ ମେଢ଼ ଭସାଣି ବେଳେ ଡିଜେରୁ ତଳକୁ ଖସିପଡ଼ିଲେ ଅପରେଟର। ତାଙ୍କ ଉପରେ ଗାଡ଼ି ଚକା ଚଢିଯିବାରୁ ଅପରେଟରଙ୍କ ଜୀବନ ଯାଇଥିବା ଜଣାପଡିଛି। ମୃତ ଅପରେଟରଙ୍କ ନାଁ ସିଦ୍ଧାନ୍ତ କୁମାର ଗୁପ୍ତା (୨୨) ଏବଂ ତାଙ୍କ ଘର…
ଡ୍ୟୁଟିରେ ଥିବା SIଙ୍କୁ ନିର୍ଧୂମ ପିଟିଲେ..ଗାଡ଼ିରେ ବସାଇ କ୍ଷମା ମାଗିବାକୁ କହି ଭିଡିଓ ଶୁଟ୍ କଲେ… ଚକିତ କରୁଛି Video
ଇନ୍ଦୋର,୬।୨: ଦିନ ଥିଲା ପୋଲିସକୁ ଦେଖି ଲୁଚି ଯାଉଥିଲେ ଅପରାଧୀ। ହେଲେ ଏବେ ଖୁଲମ୍ଖୁଲା ଭାବେ ଚାଲିଛି ଅପରାଧ। ରୋକିବାକୁ ଯାଇ ପୋଲିସ ହଟହଟା ହେବା ସହ ମାଡ଼ ଖାଉଛନ୍ତି। ମଧ୍ୟପ୍ରଦେଶରେ ଏଭଳି କିଛି ଦୃଶ୍ୟ ଖବର ଶିରୋନାମା ପାଲଟିଛି। ଏଠାରେ…
‘ଜୀବନରେ ପ୍ରଥମଥର ପାଇଁ ମୁଁ ଭାଜପାକୁ ଭୋଟ ଦେଇଛି’; ଅଲ୍ ଇଣ୍ଡିଆ ଇମାମ୍ ଆସୋସିଏଶନ୍ ମୁଖ୍ୟ ମୌଲାନା ରଶିଦି ଦେଲେ ଚମକାଇବା ଭଳି ବୟାନ…
ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ମତଦାନ ବୁଧବାର ଶେଷ ହୋଇଛି। ଫେବୃଆରୀ ୮ରେ ଫଳାଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଅଲ୍ ଇଣ୍ଡିଆ ଇମାମ୍ ଆସୋସିଏଶନ୍ର ଅଧ୍ୟକ୍ଷ ସାଜିଦ ରଶିଦି ଚମକାଇବା ଭଳି ବୟାନ ଦେଇଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନରେ…
ଜନ୍ମଦିନରେ ଅଭିଷେକଙ୍କୁ ବଡ଼ ସରପ୍ରାଇଜ୍ ଦେଲେ ଐଶ୍ୱର୍ଯ୍ୟା
ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ନିକଟରେ ୪୯ତମ ଜନ୍ମଦିନ ପାଳନ କରିଛନ୍ତି। ଅଭିନେତାଙ୍କ ଜନ୍ମଦିନରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ସବୁଠୁ ନିଆରା ଥିଲା ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କ ସରପ୍ରାଇଜ। ଅଭିଷେକଙ୍କ ଜନ୍ମଦିନରେ ଐଶ୍ୱର୍ଯ୍ୟା…
‘ନିର୍ବାଚନ କମିଶନଙ୍କ ମୃତ୍ୟୁ ହୋଇଛି, ଧଳା ଲୁଗା ଉପହାର ଦେବାକୁ ପଡ଼ିବ’, ଉପନିର୍ବାଚନକୁ ନେଇ ବିବାଦୀୟ ବୟାନ ଦେଲେ ଅଖିଳେଶ
ଲକ୍ଷ୍ନୌ,୬।୨: ଉତ୍ତର ପ୍ରଦେଶର ମିଲ୍କିପୁର ବିଧାନସଭା ଉପନିର୍ବାଚନ ସମ୍ପର୍କରେ ହେଉଥିବା ଅଭିଯୋଗ ଉପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଥିଲେ ଯେ ଭାଜପା ଏହିପରି ଭାବେ ନିର୍ବାଚନ ଲଢ଼େ। ନିର୍ବାଚନ କମିଶନ ମରିଗଲାଣି।…
ବରଗଡ଼ରେ ଚାଞ୍ଚଲ୍ୟ: ହାତୁଡିରେ ପିଟିପିଟି ମହିଳାଙ୍କୁ ହତ୍ୟା
ବରଗଡ଼, ୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ମହାରାଜା ଗଳି ନିକଟରେ ଗୁରୁବାର ଏକ ହତ୍ୟାକାଣ୍ଡ ଘଟିଛି। ହାତୁଡିରେ ପିଟିପିଟି ଜଣେ ମହିଳାଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତ ମହିଳା ଜଣକ ହେଲେ, ସୁବାଷିନୀ ସେଠ(୫୪)। ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ…
ଘର ଘର ବୁଲି ପ୍ରଧାନମନ୍ତ୍ରୀ ଆବାସ ପାଇଁ ଚାଲିଛି ସର୍ଭେ: ଯୋଗ୍ୟ ହିତାଧିକାରୀ ଖୋଜିବା ଲକ୍ଷ୍ୟ
ରାଇକିଆ,୫।୨-(ପ୍ରଦୀପ ବେହେରା): ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧୀକାରୀଙ୍କୁ ବାସଗୃହ ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। କନ୍ଧମାଳ ଜିଲା ରାଇକିଆ ବ୍ଲକର ୧୨ଟି ପଞ୍ଚାୟତରେ ନୂତନ ମାର୍ଗଦର୍ଶିକା ଅନୁଯାୟୀ, ଘର ଘର ବୁଲି ପୂର୍ବବର୍ଷ ଗୁଡିକରେ ବାଦ…
Archives


