ଅଶାନ୍ତ ସମୁଦ୍ର, ଲଗାଣ ବର୍ଷା: ପର୍ଯ୍ୟଟକ ଓ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଭୋଗରାଇ, ୨୬।୯(ଡି.ଏନ.ଏ.)- ଘୂର୍ଣ୍ଣିବଳୟ ପ୍ରଭାବରେ ମୌସୁମୀ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ସୋମବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଭୋଗରାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗି ରହିଛି। ଗତ ବୁଧବାର ଭୋଗରାଇରେ ସର୍ବାଧିକ ୧୫୨.୩ ମି.ମି. ବର୍ଷା ହୋଇଥିବା ବେଳେ…
ଭାଇଙ୍କ ସହ କ୍ରିକେଟ ଅଭ୍ୟାସ ଦେଖିବାକୁ ଷ୍ଟାଡିୟମ ଯାଉଥିଲେ, ଏବେ ଭାରତୀୟ ଦଳରେ ସ୍ଥାନ ପାଇ ହାସଲ କଲେ ଏହି ରେକର୍ଡ
ନୂଆଦିଲ୍ଲୀ: ଟିମ ଇଣ୍ଡିଆ ମହିଳା ଦଳର ଅଲରାଉଣ୍ଡର ଦୀପ୍ତି ଶର୍ମା ପ୍ରଥମ ଭାରତୀୟ କ୍ରିକେଟର ଭାବେ ଟି-୨୦ରେ ରେକର୍ଡ ସୃଷ୍ଟି କରିଛିନ୍ତି। ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା ଦଳ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳା ଯାଇଥିଲା। ଏହି…
ଛୋଟ ପରଦାରେ ଡେବ୍ୟୁ କରିବେ ବାହୁବଳୀର କଟପ୍ପା
୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ସୁପରହିଟ୍ ଫିଲ୍ମ ‘ବାହୁବଳୀ’ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଫିଲ୍ମରେ ବାହୁବଳୀ ଚରିତ୍ର ପରେ ଅନ୍ୟ ଲୋକପ୍ରିୟ ଚରିତ୍ର ଯଦି କୁହାଯାଏ ତେବେ ତାହା ହେଉଛି କଟପ୍ପାର। ଫିଲ୍ମରେ କଟପ୍ପା ଭୂମିକାରେ…
ନିସ୍ତବ୍ଧ ରାତିରେ ଏହି ମନ୍ଦିରରେ କଥାବାର୍ତ୍ତା ହୁଅନ୍ତି ମୂର୍ତ୍ତି…
ବିଜ୍ଞାନ ଯୁଗରେ କୌଣସି କଥା ଅସମ୍ଭବ ନୁହେଁ। ତେବେ ମନ୍ଦିରରେ ମୂର୍ତ୍ତିଗୁଡିକ ମଣିଷ ପରି କଥା କହୁଥିବା ଶୁଣିଲେ ବିଶ୍ୱାସ ହୋଇ ନ ଥାଏ। ବିହାର ବସ୍ତାରଠାରେ ଥିବା ରାଜ ରାଜେଶ୍ୱରୀ ତ୍ରିପୁରା ସୁନ୍ଦରୀ ମନ୍ଦିରରେ ଏଭଳି ଘଟଣା ଘଟିଥାଏ ବୋଲି…
ଭଗବାନଙ୍କୁ ଚିଠି ଲେଖି ମନ୍ଦିର ଦାନବାକ୍ସରୁ ଟଙ୍କା ନେଇଗଲେ ଚୋର, ପଢ଼ନ୍ତୁ ଚିଠିରେ କ’ଣ ଲେଖାଥିଲା
ଜଣେ ଚୋର ଅଭିନବ ଉପାୟରେ ଚୋରି କରିଛନ୍ତି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଚୋର ଜଣକ ମାନବିକତା ସହକାରେ ଚୋରି କରିଛନ୍ତି। ତାହା ପୁଣି କୌଣସି ବ୍ୟକ୍ତିଙ୍କ ନିକଟକୁ ଯାଇ ନୁହେଁ, ମନ୍ଦିରରେ ଠାକୁରଙ୍କ ମୂର୍ତ୍ତିଙ୍କ ନିକଟକୁ ଯାଇ ନିଜର ଦୁଃଖ…
ପାକିସ୍ତାନ ଅନୁରୋଧକୁ ରକ୍ଷା କଲା ଜାତିସଂଘ ସୁରକ୍ଷା ପରିଷଦ:ମାସିକ ଖର୍ଚ୍ଚ ପାଇଁ ଟଙ୍କା ଉଠାଇ ପାରିବେ ହାଫିଜ୍ ସଇଦ୍
ନୂଆଦିଲ୍ଲୀ,୨୬।୯: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦ୍ ନିଜ ଖର୍ଚ୍ଚ ପାଇଁ ଏଣିକି ଦେଢ ଲକ୍ଷ ଟଙ୍କା ମାସିକ ଉଠାଇପାରିବ। ପାକିସ୍ତାନର ଅନୁରୋଧ କ୍ରମେ ଜାତିସଂଘ ସୁରକ୍ଷା ପରିଷଦ ଏହି ଅନୁମତି ଦେଇଛି। ହାଫିଜ୍ ସଇଦ୍ ଘର ଚଳାଇବା ପାଇଁ…
ଅଯୋଧ୍ୟା ମାମଲା: କ୍ଷମା ମାଗିଲା ମୁସଲିମ୍ ପକ୍ଷ
ନୂଆଦିଲ୍ଲୀ,୨୬।୯: ଅଯୋଧ୍ୟା ଜମି ବିବାଦର ଶୁଣାଣିବେଳେ ଗୁରୁବାର ସୁପ୍ରିମକୋର୍ଟରେ କ୍ଷମା ମାଗିଛି ମୁସଲିମ ପକ୍ଷ। ୨୦୦୩ରେ ଏଏସଆଇ ଦେଇଥିବା ରିପୋର୍ଟ ଉପରେ ମୁସଲିମ ପକ୍ଷ ପ୍ରଶ୍ନ ଉଠାଇଥିଲେ। ଏହାପରେ ସୁପ୍ରିମକୋର୍ଟ ରିପୋର୍ଟ ଉପରେ କାହିଁକି ପ୍ରଶ୍ନ ଉଠାଉଛନ୍ତି ବୋଲି କହିବା ସହ…
ଛାତ୍ରୀଙ୍କୁ ଏକତରଫା ପ୍ରେମ ନିବେଦନ: ବିଫଳ ହେବା ପରେ ଫଟୋ ଭାଇରାଲ କରି ଜେଲଗଲେ ଶିକ୍ଷକ
ବ୍ରହ୍ମପୁର ଅଫିସ,୨୬।୯: ଛାତ୍ରୀଙ୍କୁ ଏକତରଫା ଭଲ ପାଉଥିଲେ ଶିକ୍ଷକ। ପରେ ଛାତ୍ରୀଜଣଙ୍କ ଅଧ୍ୟାପିକା ହେବା ପରେ ତାଙ୍କୁ ବ୍ଲାକମେଲ୍ କରିବା ଜଣେ ବିଜ୍ଞାନ ଶିକ୍ଷକଙ୍କ ପାଇଁ ମହଙ୍ଗା ପଡ଼ିଛି। ଅଭିଯୁକ୍ତ ଶିକ୍ଷକ ହେଲେ ପ୍ରିୟ ରଞ୍ଜନ ମିଶ୍ର। ସୂଚନା ଅନୁଯାୟୀ, ପ୍ରିୟ…
ଖଣ୍ଡଗିରିରେ ହେବ ବସ୍ ଡିପୋ ନିର୍ମାଣ: ଖର୍ଚ୍ଚହେବ ୧୬୦.୬୬ କୋଟି, ୨୪ ମାସରେ ପ୍ରକଳ୍ପ ନିର୍ମାଣ ପାଇଁ ଦିନ ଧାର୍ଯ୍ୟ
ଭୁବନେଶ୍ୱର,୨୬।୯(ବ୍ୟୁରୋ): ବରମୁଣ୍ଡା ବସ୍ଷ୍ଟାଣ୍ଡର ଆଧୁନିକୀକରଣ କରାଯିବ। ଏହାକୁ ଅତ୍ୟାଧୁନିକ ଆନ୍ତଃରାଜ୍ୟ ବସ୍ ଟର୍ମିନାଲରେ ପରିଣତ କରାଯିବ। ଏଥିସହିତ ବରମୁଣ୍ଡାଠାରେ ଥିବା ରାଜ୍ୟ ସଡ଼କ ପରିବହନ ନିଗମର ବସ୍ ଡିପୋକୁ ଖଣ୍ଡଗିରିକୁ ସ୍ଥାନାନ୍ତର କରାଯିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ…
ପିଓକେରେ ପୁଣି ଭୂକମ୍ପ: ୫୩ ଆହତ
ଇସଲାମାବାଦ,୨୬।୯: ପାକିସ୍ତାନ ଅଧିକୃତ କଶ୍ମୀରରେ ସପ୍ତାହକ ଭିତରେ ଦ୍ୱିତୀୟଥର ପାଇଁ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ଥିଲା ବୋଲି ଜଣାପଡିଛି। ଭୂକମ୍ପର କେନ୍ଦ୍ରସ୍ଥଳ ମୀରପୁର ହୋଇଥିଲାବେଳେ ଏହା ପାକିସ୍ତାନର ଇସାଲାମାବାଦ, ଲାହୋର ଆଦି ଅଞ୍ଚଳରେ ଅନୁଭୂତ…
କ୍ୟାବିନେଟ୍ ନିଷ୍ପତ୍ତି: ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ମିଳିବ ଟଙ୍କା, ଧାନ କିଣା ଟାର୍ଗେଟ କମିଲା
ଭୁବନେଶ୍ୱର,୨୬।୯(ବ୍ୟୁରୋ): ଧାନ ବିକୁଥିବା ଚାଷୀଙ୍କୁ ଏଣିକି ୨୪ରୁ ୪୮ ଘଣ୍ଟା ମଧ୍ୟରେ ସେମାନଙ୍କର ପ୍ରାପ୍ୟ ମିଳିବ। ପୂର୍ବରୁ ସେମାନଙ୍କୁ ୨୪ରୁ ୭୨ ଘଣ୍ଟା ମଧ୍ୟରେ ଧାନ ବିକା ଟଙ୍କା ମିଳୁଥିଲା। ଗୁରୁବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୨୭ ତାରିଖ – Daily Horoscope
ମେଷ ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନକଲେ ପରେ ଅନୁତାପ କରିବାକୁ ପଡିବ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ ଆଜି ତାହା ବନ୍ଧୁଙ୍କ ଜରିଆରେ ପାଇବେ।…
Archives


