Home

ଭାଟିକାନ୍‌ ସିଟିରେ ବିଜୁଳି ସମସ୍ୟା, ଲିଫ୍ଟରେ ଫଶିଗଲେ ପୋପ୍‌ ଫ୍ରାନ୍‌ସିସ୍‌

ଭାଟିକାନ୍‌ ସିଟି,୧।୯: ଭାଟିକାନ୍‌ ସିଟିରେ ଏବେ ବିଜୁଳି ସମସ୍ୟା ଦେଖାଦେଇଛି। ରବିବାର ବିଜୁଳି ହଠାତ୍‌ ଚାଲଯିବାରୁ ଫଶିଯାଇଛନ୍ତି ପୋପ୍‌ ଫ୍ରାନସିସ୍‌୍‌। ଫଳରେ ଦମକଳ ବାହିନୀର ଏକ ଟିମ୍‌ ୨୫ମିନିଟ୍‌ ପରେ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ସୂଚନାଯୋଗ୍ୟ, ପୋପ୍‌ ଫ୍ରାନ୍‌ସିସ୍‌ ସେଣ୍ଟ୍‌…

ଖରାପ ରାସ୍ତା ଯୋଗୁ ଆସିଲାନି ଆମ୍ବୁଲାନ୍ସ:ଖଟିଆରେ ବୁହା ହେଲେ ଗର୍ଭବତୀ

ମାଲକାନଗିରି/ଗୋବିନ୍ଦପାଲି,୧ା୯ (ସ୍ବ.ପ୍ର./ଡି.ଏନ.ଏ.)-ମାଲକାନଗିରି ଜିଲାର ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ପହଞ୍ଚତ୍ପାରୁନି। ଉକ୍ତ ଅଞ୍ଚଳକୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ ଗାଡି ଯାଇପାରୁ ନ ଥିବାରୁ ଜନନୀ ଯନ୍ତ୍ରଣା ବଢିବାରେ ଲାଗିଛି। ରୋଗୀଙ୍କୁ ଖଟିଆରେ ବୋହି ଡାକ୍ତରଖାନା ଆଣିବାକୁ ପଡୁଛି। ଏପରି ଏକ ଦୃଶ୍ୟ ରବିବାର…

ଲୋମାଚେଙ୍କୋଙ୍କୁ ଡବ୍ଲ୍ୟୁବିସି ଟାଇଟଲ

ଲଣ୍ଡନ, ୧ା୮ (ଏଏଫ୍‌ପି)- ବିଶ୍ୱର ଶ୍ରେଷ୍ଠ ‘ପାଉଣ୍ଡ ଫର୍‌ ପାଉଣ୍ଡ’ ଫାଇଟର ରୂପେ ପରିଚିତ ଭାସିଲ ଲୋମାଚେଙ୍କୋ ଏଠାରେ ଏକ ରୋମାଞ୍ଚକ ମୁକାବିଲାରେ ବ୍ରିଟିଶ ଚ୍ୟାଲେଞ୍ଜର ଲ୍ୟୁକ୍‌ କ୍ୟାମ୍ପବେଲ୍‌ଙ୍କୁ ହରାଇ ଡବ୍ଲ୍ୟୁବିସି ଲାଇଟ୍‌ ଓ୍ବେଟ୍‌ ଟାଇଟଲ ହାସଲ କରିଛନ୍ତି। ୩୧ ବର୍ଷୀୟ…

ପିଏସ୍‌ଜି ସହ ରହିବେ ନେମାର

ପ୍ୟାରିସ,୧।୯(ଏଏଫ୍‌ପି): ବ୍ରାଜିଲ ଷ୍ଟାର ଫରଓ୍ବାର୍ଡ ନେମାର ଜୁନିୟରଙ୍କ ସହ ଚୁକ୍ତି କରିବାରେ ବିଫଳ ହୋଇଛି ଲା ଲିଗା ଲିଗ୍‌ ଚାମ୍ପିୟନ ବାର୍ସିଲୋନା। ଫଳରେ ସେ ଗତ ସିଜନ ଭଳି ଏଥର ମଧ୍ୟ ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) ପାଇଁ ଖେଳିବେ ବୋଲି…

ଗ୍ୟାଙ୍ଗଷ୍ଟର ପାପା ପଣ୍ଡା ଗିରଫ

ବାଲେଶ୍ୱର ଅଫିସ,୧।୯-ବାଲେଶ୍ୱର ସହର ତଥା ଆଖପାଖ ଅଞ୍ଚଳରେ ଦୀର୍ଘଦିନ ଧରି ଆତଙ୍କ ସୃଷ୍ଟି କରୁଥିବା ଗ୍ୟାଙ୍ଗଷ୍ଟର ପାପା ଓରଫ୍‌ ଚିନ୍ମୟ ପଣ୍ଡା (୪୦)ଙ୍କୁ ବାଲେଶ୍ୱର ପୋଲିସ ଗିରଫ କରିଛି। ତାଙ୍କ ନାମରେ ସହଦେବଖୁଣ୍ଟା ମଡ଼େଲ ଥାନାରେ ୪, ଟାଉନ୍‌ ଥାନାରେ ୮,…

ପୁଣି ଇସ୍ରୋକୁ ସଫଳତା: ଚନ୍ଦ୍ରର ପଞ୍ଚମ କକ୍ଷକୁ ପ୍ରବେଶ କଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ, ୧।୯: ଭାରତୀୟ ମହାକାଶ ସଂସ୍ଥା ଇସ୍ରୋକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିଚାଲିଛି। ଚନ୍ଦ୍ରର ପଞ୍ଚମ କକ୍ଷକୁ ପବେଶ କରିଛି ଚନ୍ଦ୍ରଯାନ-୨। ରବିବାର ସନ୍ଧ୍ୟା ୬.୨୧ରେ ଚନ୍ଦ୍ରଯାନ-୨ ସଫଳତାର ଏହି ଉପଲବ୍ଧି oହାସଲ କରିଛି ବୋଲି ଇସ୍ରୋ ପକ୍ଷରୁ ଟୁଇଟ୍‌…

ଦୁର୍ବୃତ୍ତ ଲୁଟି ନେଲେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର, ଟଙ୍କା

ଖୋର୍ଦ୍ଧା ଅଫିସ,୧।୯ :ଖୋର୍ଦ୍ଧା ଆଦର୍ଶ ଥାନା ଶିଳ୍ପାଞ୍ଚଳ ଫାଣ୍ଡିର ମୁକୁନ୍ଦପ୍ରସାଦ ଝରଟାଙ୍ଗିରେ ଏକ ବଡଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ ଝରକା ଗ୍ରୀଲ ତାଡି ଶନିବାର ରାତିରେ କିଶୋର ପଟ୍ଟନାୟକଙ୍କ ଘରୁ ୧୦ ଭରି ସୁନା, ୩ ଭରି ରୁପା ଅଳଙ୍କାର ଓ…

ସ୍ବାଧୀନ ତିଆରି କଲେ ସୁବଠାରୁ କ୍ଷୁଦ୍ରତମ ଗଣେଶ ମୂର୍ତ୍ତି

ପୁରୁଣା ଭୁବନେଶ୍ୱର, ୧। ୯ (ଡି.ଏନ.ଏ.)- ବିଘ୍ନରାଜ ଗଣପତିଙ୍କ ପୂଜାକୁ ନେଇ ମନ୍ଦିରଠାରୁ ମଣ୍ଡପ ଯାଏ ଚଳଚଞ୍ଚଳ ହୋଇ ଉଠିଛି। ଅଧା ଇଞ୍ଚରୁ ଟିକେ ଅଧିକ ଉଚ୍ଚତା ବିଶିଷ୍ଟ ଗଜାନନଙ୍କ କ୍ଷୁଦ୍ରତମ ମୂର୍ତ୍ତି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଭୁବନେଶ୍ୱରର ଜଣେ…

ପୁଣି ଅଶାନ୍ତ ପଶ୍ଚିମବଙ୍ଗ: ଭାଜପା ଏମ୍‌ପିଙ୍କ ଉପରକୁ ଆକ୍ରମଣ

କୋଲକାତା,୧।୯: ପୁଣି ଅଶାନ୍ତ ହୋଇପଡିଛି ପଶ୍ଚିମବଙ୍ଗ। ରବିବାର ରାଜ୍ୟର ଉତ୍ତର ୨୪ ପ୍ରଗଣା ଜିଲାରେ ଟିଏମସି କର୍ମୀମାନେ ଭାଜପା ଏମ୍‌ପି ଅର୍ଜୁନ ସିଂହଙ୍କ ଗାଡ଼ି ଭଙ୍ଗାରୁଜା କରି ତାଙ୍କ ଉପରେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ…

ବ୍ୟାୟାମରେ ତ୍ରୁଟି ଜଣାଇଦେବ ଯନ୍ତ୍ର

ଚଣ୍ଡିଗଡ଼: ବ୍ୟାୟାମ କରିବାର ଯଦି ଠିକ୍‌ ପଦ୍ଧତି ଜଣାନାହିଁ ତେବେ ଆଦୌ ଚିନ୍ତା କରନ୍ତୁନାହିଁ। ଚଣ୍ଡିଗଡସ୍ଥିତ କେନ୍ଦ୍ରୀୟ ବୈଜ୍ଞାନିକ ଉପକରଣ ସଂଗଠନ ବା ସେଣ୍ଟ୍ରାଲ ସାଇଣ୍ଟିଫିକ ଇନ୍‌ଷ୍ଟ୍ରୁମେଣ୍ଟ ଅର୍ଗାନାଇଜେଶନ(ସିଏସ୍‌ଆଇଓ)ଏଭଳି ଯନ୍ତ୍ର ନିର୍ମାଣ କରିଛି ଯାହା ବ୍ୟାୟାମରେ କିଛି ତ୍ରୁଟି ଦେଖିବା ମାତ୍ରେ…

ଅଦରକାରୀ ପାର୍ଟସ୍‌ରୁ ବାଇକ୍‌: ଦାମ୍‌ ୨ହଜାର, ୫ଟଙ୍କାରେ ୫୦କିଲୋମିଟର ଯିବ

ସୁରଟ:ପରିବେଶ ପ୍ରଦୂଷଣ ବୃଦ୍ଧିପାଉଛି। ଆଗକୁ ଏକ ଭଲ ପରିବେଶ ମିଳିବ କି ନାହିଁ ତାହା କହିହେବନି। ଅନ୍ୟପକ୍ଷରେ ପେଟ୍ରୋଲ କିମ୍ବା ଡିଜେଲ ଦାମ୍‌କୁ ଲକ୍ଷ୍ୟ କଲେ ବାଇକ୍‌ ଚଲାଇବା ଯୁବପିଢିକୁ କଷ୍ଟକର ହୋଇଯିବ। ଏହି ସମସ୍ୟାର ସହଜ ସମାଧାନ କରିବା ଲାଗି…

ପବନରେ ଚାର୍ଜ ହେବ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ:ଭାରତରେ ଓୟାରଲେସ ଚାର୍ଜିଂ ଟେକ୍‌ନୋଲୋଜିର ପ୍ରବେଶ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି। କିନ୍ତୁ ଆଗାମୀ ବର୍ଷ ବଜାରରେ ଉପଲବ୍ଧ ହେବ ଓାୟାରଲେସ କ୍ୟୁ-୧ ଚାର୍ଜର ଯାହା ଅନ୍ୟ ଓ୍ବୟାରଲେସ ଚାର୍ଜର ଭଳି କାମ କରିବ। କିନ୍ତୁ ସ୍ମାର୍ଟଫୋନ ଏହି କ୍ୟୁ-୧ ଚାର୍ଜର୍‌କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri