ଖରସ୍ରୋତା ନଦୀରେ ଭାସିଗଲେ ବିଏସ୍ଏଫ୍ ଯବାନ: ଲୋଡ଼ାଗଲା ପାକିସ୍ତାନ ସହାୟତା
ଶ୍ରୀନଗର,୨୯।୯: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ଥିବା ଆର୍ନିଆ ସେକ୍ଟରରେ ଜଣେ ବିଏସ୍ଏଫ୍ ଯବାନ ଖରସ୍ରୋତା ନଦୀରେ ଭାସିଯାଇଛନ୍ତି। ୫୪ ବର୍ଷ ବୟସ୍କ ବିଏସ୍ଏଫ୍ ସବ୍ ଇନସ୍ପେକ୍ଟର ପରିତୋଷ ମଣ୍ଡଳ ଦୁଇ ସୁରକ୍ଷାକର୍ମୀଙ୍କ ସହିତ ପାଟ୍ରୋଲିଂ କରୁଥିବାବେଳେ ନଦୀରେ ଖସିପଡ଼ିଥିଲେ। ପରେ…
ବିଶ୍ୱ ହୃତ୍ପିଣ୍ଡ ଦିବସ : ବାଲୁକାକଳାରେ ସଚେତନତା ବାର୍ତ୍ତା ଦେଲେ ସୁଦର୍ଶନ
ପୁରୀ ଅଫିସ,୨୯।୯: ବିଶ୍ୱ ହୃତ୍ପିଣ୍ଡ ଦିବସ ଅବସରରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବେଳାଭୂମିରେ ବାଲୁକା କଳା ଆଙ୍କି ଏହା ମାଧ୍ୟମରେ ସଚେତନତା ସୃଷ୍ଟି କରିଛନ୍ତି। ଦିନକୁ ଦିନ ବିଶ୍ୱରେ ହୃଦରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଦ୍ୟପାନ ଏବଂ ଧୂମପାନ କରୁଥିବା…
ଏହି ମନ୍ଦିର ପଛ ଦ୍ୱାରରେ ରହିଛି ନର୍କକୁ ରାସ୍ତା
ବିଶ୍ୱରେ ସମସ୍ତ ଧର୍ମରେ ସ୍ବର୍ଗ-ନର୍କର କଥା ବର୍ଣ୍ଣନା କରାଯାଇଛି। ସ୍ବର୍ଗ ଏମିତି ଏକ ସ୍ଥାନ, ଯେଉଁଠି ମୃତ୍ୟୁ ପରେ ପୁଣ୍ୟାତ୍ମାଙ୍କୁ ସ୍ଥାନ ମିଳିଥାଏ। ଆଉ ନର୍କକୁ ପାପୀଙ୍କର ସ୍ଥାନ ବୋଲି କୁହାଯାଇଥାଏ। ଆଜି ଏମିତି ଏକ ମନ୍ଦିର ସମ୍ପର୍କରେ କହିବୁ, ଯାହାକୁ…
ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି କଲ୍କି କୋଚଲିନ୍: ୫ ମାସର ଗର୍ଭବତୀ ଥିବା କଲେ ସ୍ବୀକାର
ମୁମ୍ବାଇ,୨୯।୯: ବଲିଉଡ୍ ଅଭିନେତ୍ରୀ କଲ୍କି କୋଚଲିନ୍ ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି। ଏହା ସେ ନିଜେ ସ୍ବୀକାର କରିଛନ୍ତି। ଏବେ ସେ ୫ ମାସର ଗର୍ଭବତୀ ବୋଲି ସୂଚନା ଦେଇଛନ୍ତି। ତାଙ୍କ ବୟଫ୍ରେଣ୍ଡ୍ ଗେ ହେର୍ସବର୍ଗ ଇସ୍ରାଏଲର ଜଣେ କ୍ଲାସିକାଲ…
ବହୁମୁଖୀ ବ୍ୟକ୍ତିତ୍ୱ: ଯାହାଙ୍କ ପ୍ରତିଭାରେ ସମୃଦ୍ଧ ହୋଇଛି ବିଶ୍ୱର ସାରସ୍ବତ ଇତିହାସ
ବିଶ୍ୱରେ ଏମିତି ଅନେକ ପୂଜ୍ୟ ପ୍ରତିଭା ଅଛନ୍ତି ଯେଉଁମାନେ କେବଳ ଗୋଟିଏ କଥାରେ ନିଜକୁ ସୀମିତ କରି ରଖିନାହାନ୍ତି। ସେମାନେ କେତେବେଳେ ଆକାଶର ଇଗଲ ଭଳି ଉଡ଼ିଛନ୍ତି ତ ଆଉ କେତେବେଳେ ଲଟେଇରୁ ଛିଣ୍ଡି ଯାଇଥିବା ଗୁଡ଼ି ଭଳି ଆକାଶରେ ଉଡ଼ିଛନ୍ତି।…
ଦେଶରେ ୨୬/୧୧ ଭଳି ଆକ୍ରମଣର ପୁନରାବୃତ୍ତି ହେବ ନାହିଁ: ପାକିସ୍ତାନକୁ ଚେତାବନୀ ଦେଲେ ରାଜନାଥ ସିଂ
ପଣଜୀ,୨୯।୯: ଦେଶରେ ୨୬/୧୧ ଭଳି ଆକ୍ରମଣର ପୁନରାବୃତ୍ତି ହେବ ନାହିଁ। ଏନେଇ ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୋଆରେ ଆଇଏନ୍ଏସ୍ ବିକ୍ରମାଦିତ୍ୟରେ ସୁରକ୍ଷାକର୍ମୀଙ୍କ ସହିତ ଏକ ଯୋଗ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ଚେତାବନୀ ପାକିସ୍ତାନକୁ ଦେଇଛନ୍ତି। ପାକିସ୍ତାନ ଭାରତରେ ଆତଙ୍କବାଦୀ…
ଟ୍ରେଣ୍ଡରେ ରଫଲ୍ ଲେହେଙ୍ଗା
ସାଧାରଣତଃ ପୋଷାକର କିଛି କିଛି ସ୍ଥାନରେ କପଡ଼ା କୁଞ୍ଚ କୁଞ୍ଚ ହୋଇ ଝୁଲିକି ରହିବାର ଷ୍ଟାଇଲ୍କୁ ରଫଲ୍ କୁହାଯାଇଥାଏ। ଆଉଟ୍ଫିଟ୍ ଯେତେ ସିମ୍ପଲ ହେଉନା କାହିଁକି, ରଫଲ୍ ଦ୍ୱାରା ସେଥିରେ ଗ୍ଲାମର ଟଚ୍ ଆସିଥାଏ। ସେଥିପାଇଁ ତ ଏବେ ରଫଲ୍ ଆଉଟ୍ଫିଟ୍ର…
ଆବର୍ଜନାରୁ ସର୍ଜନା
ପରିବେଶ ଚିନ୍ତା ଏବେ ସବୁଠୁ ବଡ଼ ଚିନ୍ତା । ତେବେ କେବଳ ଚିନ୍ତା କଲେ ତ ହେବନି । ସେଥିପାଇଁ ସମାଧାନର ବାଟ ଖୋଜିବା ଦରକାର । ଆଉ ସେହି ବାଟ ନିଜସ୍ବ ଉପାୟରେ ଖୋଜିଛନ୍ତି କେଇଜଣ । ନିଜ ସାଧ୍ୟମତେ…
ଦ୍ୱିତୀୟ ଇନିଂସ୍ର ୪ର୍ଥ ମନ୍ କି ବାତ୍ କାର୍ଯ୍ୟକ୍ରମ: ଇ-ସିଗାରେଟ୍ଠାରୁ ଦୂରେଇ ରହିବାକୁ ମୋଦି ଦେଲେ ପରାମର୍ଶ
ନୂଆଦିଲ୍ଲୀ,୨୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ୍ର ୪ର୍ଥ ମନ୍ କି ବାତ୍ କାର୍ଯ୍ୟକ୍ରମ ରବିବାର ଅଲ୍ ଇଣ୍ଡିଆ ରେଡ଼ିଓ ଦ୍ୱାରା ପ୍ରସାରିତ ହୋଇଛି। ପ୍ରଧାନମନ୍ତ୍ରୀ ନବରାତ୍ର ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଏହା ସହିତ ଆଗକୁ ଆସୁଥିବା ଗରବା, ଦୁର୍ଗାପୂଜା,ଦୀପାବଳି,…
ଗାନ୍ଧୀ ଜୟନ୍ତୀ ପାଇଁ ହଜାରେ ଫୁଟର ଗ୍ରୀଟିଙ୍ଗ୍ କାର୍ଡ ତିଆରି କଲେ ଛାତ୍ର
ଫିରୋଜାବାଦ୍,୨୯।୯: ଅକ୍ଟୋବର ୨ରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଇଁ ଫିରୋଜାବାଦ୍ର ୬୦ ଜଣ ଛାତ୍ର ହଜାରେ ଫୁଟ ଲମ୍ବର ଏକ ଗ୍ରୀଟିଙ୍ଗ୍ କାର୍ଡ ତିଆରି କରିଛନ୍ତି। ସେମାନେ ୧୦ ଦିନରେ ଏହାକୁ ତିଆରି କରିଛନ୍ତି। କାର୍ଡରେ ବିଭିନ୍ନ ସାମାଜିକ ସଚେତନତା…
ବିଶ୍ୱ ହୃତ୍ପିଣ୍ଡ ଦିବସ ଅବସରରେ ସଚେତନତା
ବ୍ରହ୍ମପୁର ଅଫିସ,୨୯।୯: ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ସେଣ୍ଟ୍ରାଲ ଏବଂ ସନ ସାଇନ ହସ୍ପିଟାଲ ପକ୍ଷରୁ ବିଶ୍ୱ ହୃତ୍ପିଣ୍ଡ ଦିବସ ଅବସରରେ ଏକ ସଚେତନତା ପଦଯାତ୍ରା ରବିବାର ସକାଳେ ଅନୁଷ୍ଠିତ ହୋଇଛି। ଏମ୍କେସିଜି ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଡା. ରାଧାମାଧବ…
ବାୟୁସେନାରେ ସାମିଲ୍ ହେବ ‘ଅସ୍ତ୍ର’ କ୍ଷେପଣାସ୍ତ୍ର: ଚାଇନା-ପାକିସ୍ତାନର ବଢ଼ିଲା ଚିନ୍ତା
ନୂଆଦିଲ୍ଲୀ,୨୯।୯: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ର କ୍ଷେପଣାସ୍ତ୍ର ଖୁବ୍ ଶୀଘ୍ର ଭାରତୀୟ ବାୟୁସେନାରେ ସାମିଲ୍ ହେବାକୁ ଯାଉଛି। ଆକାଶରୁ ଆକାଶ ଲକ୍ଷ୍ୟଭେଦ କରୁଥିବା ‘ଅସ୍ତ୍ର’ କ୍ଷେପଣାସ୍ତ୍ରକୁ ନେଇ ଚାଇନା ଏବଂ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି। ୧୫ ବର୍ଷ ଧରି ବିଭିନ୍ନ…
Archives


