Home

ତୁର୍କି ସିରିଜରେ ନଜର ଆସିଲେ ବିରାଟ କୋହଲି? ଆଖିରୁ ଦାଢି ସବୁ ସମାନ, ଧୋକା ଖାଇଯିବ ଆଖି

ନୂଆଦିଲ୍ଲୀ,୨୭।୩: କୁହାଯାଏ ଯେ ବିଶ୍ୱରେ ସାତ ଜଣ ଲୋକ ଅଛନ୍ତି ଯେଉଁମାନଙ୍କର ମୁହଁ ସମାନ, କିନ୍ତୁ ଏହି ଲୋକମାନେ ମୁହାଁମୁହିଁ ହେବା ବହୁତ କମ। ବେଳେବେଳେ ବଲିଉଡ ସେଲିବ୍ରିଟିଙ୍କ ପରି କେତେକ ଚେହେରା ନଜରକୁ ଆସିଛି। ଏପର୍ଯ୍ୟନ୍ତ ସଲମାନ ଖାନ, ଆଲିଆ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ପ୍ରଶଂସାରେ ପୋତି ପକାଇଲା ଜାତିସଂଘ

ନ୍ୟୁୟର୍କ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସ୍ବାସ୍ଥ୍ୟକର ଭାରତ ମିଶନ’ ଅଧୀନରେ ଦେଶବ୍ୟାପୀ ଚାଲିଥିବା ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିଛି। ସମଗ୍ର ବିଶ୍ୱ ଏହି ଯୋଜନାର ଶକ୍ତିକୁ ସ୍ବୀକାର କରୁଛି। ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା ଅଧୀନରେ ଶିଶୁ ମୃତ୍ୟୁ…

‘ମନ୍ତ୍ରୀଙ୍କ କାନ୍ଧରୁ ହାତ ହଟାନ୍ତୁ…’, ରାହୁଲ ଗାନ୍ଧୀଙ୍କ ପରେ ପପୁ ଯାଦବଙ୍କ କ୍ଲାସ ନେଲେ ଓମ ବିର୍ଲା

ନୂଆଦିଲ୍ଲୀ,୨୭।୩: ଲୋକ ସଭା ବାଚସ୍ପତି ଓମ ବିର୍ଲା ଗୁରୁବାର (୨୭ ମାର୍ଚ୍ଚ, ୨୦୨୫) ପୁଣି ଥରେ ଗୃହ ଭିତରେ ଶିଷ୍ଟାଚାର ଉପରେ ପାଠ ପଢ଼ାଇଛନ୍ତି। ଲୋକ ସଭା କାର୍ଯ୍ୟକାଳ ମଧ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ କାନ୍ଧରେ ହାତ ରଖିବା ପାଇଁ ସ୍ବାଧୀନ ଏମି ପପୁ…

ନବମ, ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନଭୋଜନ

ଭୁବନେଶ୍ୱର,୨୭ା୩: ନବମ, ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନଭୋଜନ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।  ଆସନ୍ତା ୨୦୨୫-୨୬ ଶିକ୍ଷାବର୍ଷଠାରୁ ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଯୋଜନା କାର୍ଯ୍ୟକାରୀ ହେବ। ଏନେଇ ଗଣଶିକ୍ଷା ବିଭାଗର…

ଅମିତ ଶାହାଙ୍କ ବଡ଼ ଘୋଷଣା: Ola-Uber-Rapidoକୁ ଚ୍ୟାଲେଞ୍ଜ୍‌ ଦେବ Sahkar Taxi ସର୍ଭିସ୍‌

ନୂଆଦିଲ୍ଲୀ,୨୭।୩: କେନ୍ଦ୍ର ସରକାର ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଖୁବ୍‌ଶୀଘ୍ର କୋଅପରେଟିଭ୍‌ ଟ୍ୟାକ୍ସି ସେବା ‘ସହକାର ଟ୍ୟାକ୍ସି’ (Sahkar Taxi Service) ଆରମ୍ଭ ହେବ ବୋଲି ଅମିତ ଶାହା କହିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ବାଇକ, କ୍ୟାବ ଏବଂ ଅଟୋ…

ଲୋୟର ପିଏମ୍‌ଜି ପାଲଟିଲା ରଣକ୍ଷେତ୍ର: ୧୨ ପୋଲିସ ଆହତ

ଭୁବନେଶ୍ୱର,୨୭ା୩: ଗୁରୁବାର ଲୋୟର ପିଏମ୍‌ଜି  ପାଲଟିଥିଲା ରଣକ୍ଷେତ୍ର। କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ବିକ୍ଷୋଭକାରୀମାନେ ପୋଲିସ କର୍ମଚାରୀଙ୍କ ଉପରକୁ ଢେଲାପଥର ଏବଂ ଚେୟାର ଫିଙ୍ଗିଥିଲେ। ସ୍ଥିତି ନିୟନ୍ତ୍ରଣ ବେଳେ ଏଥିରେ ୧୨ ପୋଲିସ…

ମୋଦିଙ୍କ କଥା ରଖିଲେ ପୁଟିନ: ଭାରତ ଆସିବା ପୂର୍ବରୁ କହିଦେଲେ ଏମିତି କଥା

ନୂଆଦିଲ୍ଲୀ/ମସ୍କୋ,୨୭।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ୍‌ଶୀଘ୍ର ଭାରତ ଗସ୍ତରେ ଆସିବେ। ରୁଷିଆ-ୟୁକ୍ରେନ ଯୁଦ୍ଧ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ରୁଷିଆ ଗସ୍ତ ସମୟରେ ପୁଟିନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ,…

IPL 2025 ଲଜ୍ଜାଜନକ ରେକର୍ଡ ହାସଲ କଲେ ରିୟାନ ପରାଗ

ନୂଆଦିଲ୍ଲୀ,୨୭।୩: ରାଜସ୍ଥାନ ରୟାଲ୍ସ ପାଇଁ IPL 2025 ସିଜିନର ଆରମ୍ଭ ଭଲ ହୋଇନାହିଁ। ଏହି ଦଳକୁ ପ୍ରଥମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହା ପରେ କୋଲକାତା ନାଇଟ ରାଇଡର୍ସ (KKR) ସେମାନଙ୍କୁ ପରାସ୍ତ…

କିଛିଦିନ ମଧ୍ୟରେ ପୁଟିନଙ୍କର ହେବ ମୃତ୍ୟୁ, ବଡ଼ ଦାବି କଲେ ଜେଲେନସ୍କି

କ୍ୱିଭ୍‌,୨୭।୩: ରୁଷିଆ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଏବେ ୟୁକ୍ରେନର ରାଷ୍ଟ୍ରପତି ମଧ୍ୟ ତାଙ୍କ ସମ୍ପର୍କରେ ଏକ ନୂତନ ଦାବି କରିଛନ୍ତି। ରୁଷିଆ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ୟୁକ୍ରେନୀୟ ରାଷ୍ଟ୍ରପତି ଭ୍ଲାଡିମିର…

ATM-UPIରୁ ବାହାର କରିପାରିବେ PF ଟଙ୍କା, ଏହି ମାସରୁ ଲାଗୁ ହେବ ନିୟମ

ନୂଆଦିଲ୍ଲୀ,୨୭।୩: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ମେ ଶେଷ କିମ୍ବା ଜୁନ ୨୦୨୫ ଆରମ୍ଭ ସୁଦ୍ଧା ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି। ଏହି ନୂତନ ପରିବର୍ତ୍ତନ ସହିତ, EPFO ସଦସ୍ୟମାନେ UPI ଏବଂ ATM ମାଧ୍ୟମରେ ତୁରନ୍ତ ସେମାନଙ୍କର…

ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ଦାବି

ପାଟଣା,୨୭ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ଷ୍ଟାଡିୟମ ନିର୍ମାଣ ଖୁବ୍‌ ଶୀଘ୍ର ସାରିବା ଦାବିରେ ଗୁରୁବାର ସ୍ଥାନୀୟ ଖେଳାଳି ଓ ବୁଦ୍ଧିଜୀବୀ ବିକ୍ଷୋଭ ପ୍ରଦର୍ଶନ କରି ଷ୍ଟାଡିୟମ ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ଦାବି କରିଛନ୍ତି। ସ୍ଥାନୀୟ ଯୁବକ ଚନ୍ଦ୍ର…

ବଡ଼ ଅପଡେଟ୍‌: ଗିରଫ ହେଲେ ପିସିସି ସଭାପତି ଭକ୍ତ ଦାସ

ଭୁବନେଶ୍ୱର,୨୭।୩: ପିସିସି ସଭାପତି ଭକ୍ତ ଦାସଙ୍କୁ ଗିରଫ କଲା ପୋଲିସ। ତୁଙ୍ଗ କଂଗ୍ରେସ ନେତାଙ୍କୁ ଗିରଫଦାରି ଆରମ୍ଭ କରିଛି ପୋଲିସ। ପିସିସି ସଭାପତି ଭକ୍ତ ଦାସଙ୍କୁ ଉଠାଇ ନେଇଛି ପୋଲିସ। ସେହିପରି ବରିଷ୍ଠ ବିଧାୟକ ତାରା ବାହିନୀପତି ଓ ମହମ୍ମଦ ମୋକିମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri