ଭୂତଳ ଜଳସ୍ତର ହ୍ରାସ ଅଣାୟତ୍ତ : ନିଷ୍ପତ୍ତି ପତ୍ରରେ ସୀମିତ ଭୂତଳ ଜଳ ପୁନଃଭରଣ
ଯାଜପୁର ଅଫିସ,୭ା୧୦: ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି। ଖରାମାସରେ ଚାରିଆଡେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେଉଛି। ଯାଜପୁର ଜିଲାର ଖଣି ଓ ଶିଳ୍ପାଞ୍ଚଳରେ ମାଟି ସାମାନ୍ୟ ଲାଲ ରଙ୍ଗର ଏବଂ ବାଲିଆ ଫସଫସିଆ ହୋଇଥିବାରୁ ଭୂତଳ…
ଅବହେଳିତ ଏମ୍ଏସ୍ଏମ୍ଇ ଉଦ୍ୟୋଗୀ : ପାଉଁଶ ଯୋଗାଇଦେବାକୁ କାରଖାନା କର୍ତ୍ତୃପକ୍ଷଙ୍କୁ ଆରଆଇସିଙ୍କ ପତ୍ର
ଯାଜପୁର ଅଫିସ,୭ା୧୦: ଯାଜପୁର ଜିଲାର ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ଗୁଡିକ ବିଭିନ୍ନ କ୍ଷେତ୍ରରେ ଅବହେଳିତ ହେଉଛନ୍ତି। ଏମ୍ଏସ୍ଏମ୍ଇ ଉଦ୍ୟୋଗୀଙ୍କୁ ଋଣ ଯୋଗାଇ ଦେବାରେ ଜିଲାର ବ୍ୟାଙ୍କଗୁଡ଼ିକ ଆଦୌ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେଣୁ ଅଗଷ୍ଟ ଶେଷ ସୁଦ୍ଧା ଜିଲା…
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍: ଶୀର୍ଷ ସ୍ଥାନ ବଜାୟ ରଖିଲା ଭାରତ
ଦୁବାଇ,୭।୧୦(ପି.ଟି.)- ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୨୦୩ ରନରେ ପରାସ୍ତ କରିବା ପରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ରେ ତା’ର ଶୀର୍ଷ ସ୍ଥାନକୁ ଆହୁରି ଦୃଢ଼ କରିଛି। ବିଜୟ ସହ ୪୦ ପଏଣ୍ଟ ହାସଲ କରି ଭାରତ ମୋଟ ୧୬୦ ପଏଣ୍ଟ…
ଉଚ୍ଚରକ୍ତଚାପରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ…
ପରିବର୍ତ୍ତିତ ଜୀବନ ଶୈଳୀରେ ବିଭିନ୍ନ କାରଣରୁ କେତେକଙ୍କ କ୍ଷେତ୍ରରେ ରକ୍ତଚାପ ଦେଖାଯାଇଥାଏ। ଆୟୁର୍ବେଦରେ ରକ୍ତଚାପରୁ ଦୂରେଇ ରହିବା ପାଇଁ ଅନେକ ସହଜ ଘରୋଇ ଉପଚାର ସମ୍ପର୍କରେ ଉଲ୍ଲେଖ ରହିଛି। ରକ୍ତଚାପ ରୋଗୀଙ୍କ ପାଇଁ ପଣସ ବେଶ୍ ଉପକାରୀ ହୋଇଥାଏ। ଏଥିରେ ପ୍ରଚୁର…
ରସୁଣ ରସ ସହ ମିଶାଇ ପିଅନ୍ତୁ ମହୁ, ମିଳିବ ଏହିସବୁ ଫାଇଦା
ମହୁ ଏବଂ ରସୁଣ ରସ ଦୈନନ୍ଦିନ ସେବନ କଲେ ଶରୀର ସୁସ୍ଥସବଳ ରହିବା ସହ ସଂକ୍ରମଣ ଭୟ ହ୍ରାସ ହୋଇଥାଏ। ରସୁଣରେ ଆଲିସିନ୍ ରହିଛି। ଯାହା କୋଲେଷ୍ଟୋରଲ୍ ହ୍ରାସ କରିବାରେ ମଧ୍ୟ ସହାୟକ ହୁଏ। ରକ୍ତ ଜମାଟ ବାନ୍ଧିବାରୁ ବି ରକ୍ଷାକରେ।…
ଜେଲ୍ରେ ରହିବା ପାଇଁ ବୃଦ୍ଧାବୃଦ୍ଧ କରୁଛନ୍ତି ଅପରାଧ
ଜାପାନରେ ବୟସ୍କ ବ୍ୟକ୍ତିମାନେ ବର୍ତ୍ତମାନ ସମୟରେ ଏକ ବିଚିତ୍ର ସମସ୍ୟା ଦେଇ ଗତିକରୁଛନ୍ତି। ଏଥିପାଇଁ ସେମାନେ ପ୍ରତିଦିନ କିଛି ନା କିଛି ଅପରାଧ କରି ଜେଲ୍ ଯିବାକୁ ପସନ୍ଦ କରୁଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ। ବୟସ୍କ ବ୍ୟକ୍ତିମାନେ ଏଠାରେ…
ଗୁରୁଜନଙ୍କୁ ସର୍ବଦା ସମ୍ମାନ ଦିଅ
ବଇଣ୍ଡା,୬ା୧୦(ଡି.ଏନ.ଏ)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ବ୍ଲକ ଷୋଳପଦା ଡିଗ୍ରୀ କଲେଜରେ ଶୁକ୍ରବାର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ ଅଧ୍ୟକ୍ଷା ପ୍ରତିମା ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ତରୁଣ ପ୍ରଧାନ, ସରୋଜ ବାଗ, ରତ୍ନାକର…
ସାପ କାମୁଡ଼ାରେ ଚାଷୀଙ୍କ ମୃତ୍ୟୁ
ଭଣ୍ଡାରିପୋଖରୀ, ୬।୧୦ (ଡି.ଏନ.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ରାମଚନ୍ଦ୍ରପୁର ପଞ୍ଚାୟତ ଖଡ଼ିସିଂହା ଗ୍ରାମର ଚାଷୀ ଉଦ୍ଧବ ଜେନା(୪୨) ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି। ସେ ରବିବାର ଧାନକ୍ଷେତକୁ ସାର ପକାଇବାକୁ ଯାଇଥିବା ବେଳେ ବିଷଧର ସାପ କାମୁଡ଼ି…
ଏସବୁ ନବରାତ୍ରୀରେ କରାଯାଏ ନାହିଁ କାହିଁକି…
ନବରାତ୍ରୀରେ ଦଶମହାବିଦ୍ୟାଙ୍କ ଉପାସନା କରାଯାଏ। ତେଣୁ ଏହି ସମୟରେ ସାଧକ ପ୍ରାୟତଃ ତାମସିକ ଭୋଜନଠାରୁ ଦୂରେଇ ରୁହନ୍ତି। ପିଆଜ ରସୁଣ ତାମସିକ ଖାଦ୍ୟ। ଏହାକୁ ଖାଇବା ଦ୍ୱାରା ଶରୀର ତାପମାତ୍ରା ବୃଦ୍ଧି ହେବା ସହିତ ମନ ବିଚଳିତ ରହିଥାଏ। ଫଳରେ ସାଧନା…
ବିଗ୍ ବସ୍ ୧୩ ଯୋଗୁ ବ୍ୟାପୁଛି ଅଶ୍ଳୀଳତା, ରୋକ ଲଗାଇବା ପାଇଁ ମନ୍ତ୍ରୀଙ୍କୁ ଚିଠି
ରିୟଲିଟି ଶୋ’ ବିଗ୍ ବସ୍ ଯୋଗୁ ଅଶ୍ଲୀଳତା ବ୍ୟାପୁଥିବା ଅଭିଯୋଗ କରି ଅଲ୍ ଇଣ୍ଡିଆ ଟ୍ରେଡର୍ସ ପକ୍ଷରୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକଙ୍କୁ ଚିଠି ଲେଖାଯାଇଛି। ଏହାର ପ୍ରସାରଣ ଉପରେ ରୋକ ଲଗାଇବା ପାଇଁ ଚିଠିରେ ଉଲ୍ଲେଖ ରହିଛି।…
ବେପରୁଆ ଗାଡ଼ି ଚଳାଇ ମାସକରେ ଗିରଫ ହେଲେଣି ୧୭
ଆନନ୍ଦପୁର,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ ୨୦ ନଂ. ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମାସକ ମଧ୍ୟରେ ୧୭ଜଣ ମଦୁଆ ଗାଡ଼ି ଚାଳକଙ୍କୁ ଗିରଫ କରିସାରିଲାଣି ପୋଲିସ। ନୂଆ ମୋଟର ଯାନ ଆଇନ ଲାଗୁ ପରେ ସେପ୍ଟେମ୍ବର…
ଆନନ୍ଦପୁର ସହର ଚଳଚଞ୍ଚଳ
ଆନନ୍ଦପୁର,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାର ଆନନ୍ଦପୁର ସହର ସମେତ ଏହାର ଆଖପାଖ ଅଞ୍ଚଳ ମା’ ଦୁର୍ଗାଙ୍କ ପୂଜା ପାଇଁ ବେଶ୍ ଚଳଚଞ୍ଚଳ ହୋଇଉଠିଛି। ଆନନ୍ଦପୁର ବଡ଼ଦାଣ୍ଡ ଠାରେ ଦୁର୍ଗାପୂଜା ଧୂମ୍ଧାମରେ ପାଳିତ ହେଉଥିବାବେଳେ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ସେହିପରି ଆନନ୍ଦପୁର ବଙ୍ଗାଳିସାହି…
Archives


