Home

ଗୁରେଜ ସେକ୍ଟରରେ ୬ ବର୍ଷ ପରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୨ ଆତଙ୍କବାଦୀ ମୃତ

ଦ୍ରାସ,୭।୧୦: ଜମ୍ମୁ-କଶ୍ମୀରରେ ଏବେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ପାକିସ୍ତାନ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାର ସବୁ ପ୍ରୟାସ ଆରମ୍ଭ କରି ସାରିଛି ବୋଲି କୁହାଯାଉଛି। ହେଲ ସୁରକ୍ଷାକର୍ମୀଙ୍କ କଡା ନଜରରୁ ଏମାନେ ବର୍ତ୍ତି ପାରୁ ନାହାଁନ୍ତି। ପାକିସ୍ତାନ ଏବେ ଅନୁପ୍ରବେଶ କରିବାକୁ…

ଭିକାରୀଙ୍କ ମୃତ୍ୟୁ ପରେ କୁଡିଆ ଘରୁ ମିଳିଲା ଲକ୍ଷାଧିକ ଟଙ୍କା

ମୁମ୍ବାଇ,୭।୧୦: ମୁମ୍ବାଇର ଗୋଓ୍ବଣ୍ଡି ରେଲଓ୍ବେ ଷ୍ଟେଶନରେ ଲୋକାଲ ଟ୍ରେନର ଧକ୍କାରେ ଜଣେ ଭିକାରୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ପରେ ରେଲଓ୍ବେ ପୋଲିସ(ଜିଆରପି) ଓ ସମ୍ପର୍କୀୟ କୁଡିଆ ଘରକୁ ଯାଇ ଦେଖିବା ବେଳେ ସେମାନଙ୍କର ହୋସ୍‌ ଉଡିଯାଇଥିଲା। ସୂଚନାଯୋଗ୍ୟ, ବିରଭିଚନ୍ଦ ଆଜାଦ…

ଭାରତ-ଚାଇନା ସୀମା ଜଗିବ ଏମ୍‌-୭୭୭ ତୋପ

ନୂଆଦିଲ୍ଲୀ,୭।୧୦: ଭାରତ ଆମେରିକାଠାରୁ ୧୪୫ଟି ଏମ୍‌-୭୭୭ ତୋପ କିଣିବ। ଏହି ତୋପକୁ ଭାରତ-ଚାଇନା ସୀମା ଜଗିବା କାର୍ଯ୍ୟରେ ମୁତୟନ କରାଯିବ। ୨୦୧୯ ଶେଷ ସୁଦ୍ଧା ଏହି ତୋପ ଭାରତକୁ ମିଳିଯିବ ବୋଲି କୁହାଯାଉଛି। ଏହାଦ୍ୱାରା ଭାରତୀୟ ସେନାର ଶକ୍ତିରେ ବୃଦ୍ଧି ଘଟିବ।…

ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଓଡ଼ିଶା ଝିଅ ଚେଲ୍‌ସି

ଭୁବନେଶ୍ୱର, ୭ା୧୦(ବ୍ୟୁରୋ): ପୁଣି ଜାତୀୟସ୍ତରୀୟ ରିଆଲିଟି ଶୋ’ରେ ଆସିବେ ଓଡ଼ିଆ ଝିଅ ଚେଲ୍‌ସି ବେଉରା। ସୋନି ଟିଭି ପକ୍ଷରୁ ପ୍ରସାରିତ ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଚେଲ୍‌ସି ଭାଗ ନେଇଛନ୍ତି। ଏହି ଶୋ’ର ଏକ ଭିଡିଓରେ ଚେଲ୍‌ସିଙ୍କ ଝଲକ୍‌ ଦେଖିବାକୁ ମିଳିଛି। ଏହି ଭିଡିଓରେ…

ଏଠାରେ ଲୋକେ ଭୟରେ କରନ୍ତିନି ଦୁର୍ଗା ପୂଜା…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ଦେଖାଯାଇଥାଏ। ଝାଡ଼ଖଣ୍ଡର ୪ଟି ଜିଲାରେ ଶାରଦୀୟ ଦୁର୍ଗା ପୂଜା ପାଳିତ ହୋଇ ନ ଥାଏ। ଏଠାରେ ବାସ କରୁଥିବା ଅସୁର ଜନଜାତି ଦେବୀଙ୍କ ପୂଜା କଲେ ପରିବାର ଧ୍ୱଂସ ହେବ ବୋଲି କରିଥାନ୍ତି…

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଡୋର ଧରିବ ଶିବସେନା: ଉଦ୍ଧବ ଠାକ୍‌ରେ

ମୁମ୍ବାଇ,୭।୧୦: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଡୋର ଶିବସେନା ଧରିବ। ଜଣେ ଶିବସୈନିକ ହିଁ ମୁଖ୍ୟମନ୍ତ୍ରୀ ଆସନରେ ବସିବେ। ଏନେଇ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ ସୂଚନା ଦେଇଛନ୍ତି। ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଅକ୍ଟୋବର ୨୪ରେ ଘୋଷଣା କରାଯିବ। ଏହାପରେ ସେ ପୁଣିଥରେ…

‘ସୁପରଷ୍ଟାର ସିଙ୍ଗର’ର ପ୍ରଥମ ବିଜେତା ହେଲେ ପ୍ରୀତି: ପୁରସ୍କାର ରୂପେ ଟ୍ରଫି, ୧୫ ଲକ୍ଷର ଚେକ୍‌

ସୋନି ଟିଭିରେ ପ୍ରସାରିତ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ସୁପରଷ୍ଟାର ସିଙ୍ଗର’ର ପ୍ରଥମ ବିଜେତା ହେଉଛନ୍ତି ପ୍ରୀତି ଭଟାଚାର୍ଯ୍ୟ। ଅକ୍ଟୋବର ୬ରେ ଶୋ’ର ଗ୍ରାଣ୍ଡ୍‌ ଫିନାଲେ ଅନୁଷ୍ଠିତ ହୋଇଥିଲା। ପ୍ରୀତି ପ୍ରଥମରୁ ହିଁ ନିଜର ସୁନ୍ଦର ସ୍ବର ମାଧ୍ୟମରେ ସମସ୍ତଙ୍କ ହୃଦୟ ଜିତିପାରିଥିବା…

ବିଧାନସଭା ନିର୍ବାଚନ ପୂର୍ବରୁ ହାର ମାନି ବିଦେଶ ଗସ୍ତରେ ଯାଇଛନ୍ତି ରାହୁଲ: ଭାଜପା

ନୂଆଦିଲ୍ଲୀ,୭।୧୦: ମହାରାଷ୍ଟ୍ର ଓ ହରିୟାଣାରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏହାକୁ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ କାଦୁଆ ଫିଙ୍ଗା ଆରମ୍ଭ ହୋଇଛି। ରାହୁଲ ଗାନ୍ଧୀ ବିଦେଶ ଗସ୍ତରେ ଯାଇଥିବାରୁ ଭାଜପା ତାଙ୍କୁ କଡ଼ା ସମାଲୋଚନା କରିଛି। ଭାଜପା ମୁଖପାତ୍ର…

ହରିଶ ରାଓ୍ବତ ଅସୁସ୍ଥ

ଡେରାଡୁନ,୭।୧୦: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ରାଓ୍ବତ ଅସୁସ୍ଥ ହୋଇପଡିଛନ୍ତି। ସୋମବାର ସକାଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଡେରାଡୁନର ମାକ୍ସ ହସ୍ପିଟାଲରେ ତାଙ୍କର ଏମ୍‌ଆର୍‌ଆଇ ହୋଇଥିବା ସୂଚନା…

ଲଗାଣ ବର୍ଷା ଯୋଗୁ ଧୋଇଗଲା ୪୦ବର୍ଷର ପୁରୁଣା ପୋଲ

ଗାନ୍ଧୀନଗର, ୭।୧୦: ଗୁଜରାଟ ଜୁନାଗଡରେ ଲଗାଣ ବର୍ଷା ଯୋଗୁ ରବିବାର ୬୦ଫୁଟ ଲମ୍ବାର ପୋଲ ଧୋଇ ହୋଇଯାଇଛି। ପୋଲ ଭାଙ୍ଗିବା ଯୋଗୁ ବହୁ କାର ଖାଲ ତଳେ ପଡ଼ିଯାଇଥିବାରୁ କେତେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ହେଲେ ଏପର୍ଯ୍ୟନ୍ତ କେହି ମୃତାହତ…

ଦଶହରାରେ କୁମାରୀ ପୂଜା: ୪ ବର୍ଷର ମୁସଲମାନ ବାଳିକା ଫାତିମାଙ୍କୁ ପଶ୍ଚିମବଙ୍ଗରେ କରାଗଲା ପୂଜା

କୋଲକତା,୭।୧୦: ଦଶହରାରେ ପଶ୍ଚିମବଙ୍ଗରେ ଧୁମ୍‌ଧାମ୍‌ରେ କୁମାରୀ ପୂଜା କରାଯାଇଥାଏ। ଏହାର ଆରମ୍ଭ ସ୍ବାମୀ ବିବେକାନନ୍ଦ ବେଲୁର ମଠରେ ଆରମ୍ଭ କରିଥିଲେ। ଚଳିତ ବର୍ଷ ଇଞ୍ଜିନିୟର ତମଲ ଦତ୍ତଙ୍କ ପରିବାରରେ କୁମାରୀ ପୂଜାରେ ୪ ବର୍ଷ ବୟସ୍କା ମୁସଲମାନ ବାଳିକାଙ୍କୁ ପୂଜା କରାଯାଇ…

ବୁଦ୍ଧିମତ୍ତା ବଢ଼ାଏ ଫଳମୂଳ

ତଟକା ଫଳମୂଳ ଆମ ଶରୀର ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ବିଶେଷଭାବରେ ଏହାକୁ ଯଦି ଆମେ ବ୍ରେକଫାଷ୍ଟରେ ସାମିଲ କରିବା ତେବେ ତାହାର ଉପକାରୀ ଗୁଣକୁ ଉପଲବ୍ଧି କରିହେବ। ଫଳମୂଳ ଖାଇବା ଦ୍ୱାରା ବୁଦ୍ଧିମତ୍ତାର ବିକାଶ ଘଟିଥାଏ। ଏପରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri