Home

ଅଲିମ୍ପିକ୍‌ କ୍ୱାଲିଫାୟର୍ସ ପାଇଁ କଳିଙ୍ଗ ପ୍ରସ୍ତୁତ

ଭୁବନେଶ୍ୱର, ୧।୧୧(କ୍ରୀଡ଼ା ପ୍ରତିନିଧି):ବିଶ୍ୱକପ୍‌, ଚାମ୍ପିୟନ୍ସ ଟ୍ରଫି, ଓ୍ବାଲର୍‌ଡ ଲିଗ୍‌ ଏବଂ ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ପରି ଅନେକ ଅନ୍ତର୍ଜାତୀୟ ହକି ଟୁର୍ନାମେଣ୍ଟର ସଫଳ ଆୟୋଜନ ପାଇଁ ଦେଶ ବିଦେଶରେ ଚର୍ଚ୍ଚାରେ ରହିଥିବା କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ଆଉ ଏକ ସମ୍ମାନଜନକ…

ବହୁ ଚର୍ଚ୍ଚିତ ସନ୍ଦୀପ ନନ୍ଦ ହତ୍ୟା ମାମଲା:୧୦ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର, ୧-୧୧(ବ୍ୟୁରୋ):ବହୁଚର୍ଚ୍ଚିତ ସନ୍ଦୀପ ନନ୍ଦ ହତ୍ୟା ମାମଲାର ଶୁଣାଣି କରି ଭୁବନେଶ୍ୱର ଚତୁର୍ଥ ଅତିରିକ୍ତ ଜିଲା ଦୌରାଜଜ୍‌ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ୧୦ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି…

ମହାରାଷ୍ଟ୍ରରେ କ୍ଷମତା ଯୁଦ୍ଧ:ଉଦ୍ଧବ ନେବେ ଚୂଡ଼ାନ୍ତ ନିଷ୍ପତ୍ତି

ମୁମ୍ବାଇ,୧-୧୧:ମହାରାଷ୍ଟ୍ରରେ ଭାଜପା ଓ ଶିବସେନା ମଧ୍ୟରେ କ୍ଷମତା ଲଢ଼େଇ ଜାରି ରହିଛି। ଶିବସେନାର ବରିଷ୍ଠ ନେତା ଏକ୍‌ନାଥ ସିନ୍ଧେ ବୁଧବାର ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଏକ ପ୍ରତିନିଧି ଦଳ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଭେଟିଛି। ଏହି…

ପାକିସ୍ତାନରେ ରେଳ ଟ୍ରାଜେଡି: ଚଳନ୍ତା ଟ୍ରେନ୍‌ରେ ନିଆଁ: ୭୪ ଦଗ୍ଧ

ଇସ୍‌ଲାମାବାଦ/ଲାହୋର,୧-୧୧:(ପି.ଟି./ଆଇଏଏନ୍‌ଏସ୍‌)ପାକିସ୍ତାନର ପୂର୍ବ ପଞ୍ଜାବ ପ୍ରଦେଶସ୍ଥିତ ଲିଆକତ୍‌ପୁର ନିକଟରେ ଗୁରୁବାର ସକାଳେ ଏକ ଯାତ୍ରୀବାହୀ ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କରାଚୀରୁ ରାଓ୍ବଲପିଣ୍ଡି ଯାଉଥିବା ତେଜ୍‌ଗାମ୍‌ ଏକ୍ସପ୍ରେସ୍‌ରେ ଦୁଇଟି ରୋଷେଇ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହେବାରୁ ୭୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।…

ମେଦବହୁଳତାରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏଥିରୁ ଗ୍ଲାସେ…

ଫଳ ରସରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ମେଦବହୁଳତା ଦୂର କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ସକାଳେ ନିୟମିତ ଗ୍ଲାସେ ଫଳ ରସ ପିଇଲେ ମିଳିଥାଏ ଅନେକ ସୁଫଳ। ସେହିପରି ରାତିରେ ଶୋଇବା ପୂର୍ବରୁ ଅଧା ଗ୍ଲାସେ ଫଳ…

ଖୁସି ରହିବାକୁ ଚାହୁଁଥିଲେ ଖାଆନ୍ତୁ ଫଳ

ଫଳ ଓ ପନିପରିବାକୁ ନିତିଦିନିଆ ଖାଦ୍ୟରେ ସାମିଲ କଲେ ଏହା ଶରୀରକୁ ସୁସ୍ଥ ରଖିଥାଏ ବୋଲି କୁହାଯାଏ। ହେଲେ ଏହା ମନକୁ ମଧ୍ୟ ପ୍ରଫୁଲ୍ଲ ରଖିଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ୟୁନିଭର୍ସିଟି ଅଫ୍‌ ଲଡ୍ସର ନିଲ ଓସେନ…

ନିଦ ହେଉ ନ ଥିଲେ ଆପଣାନ୍ତୁ ଏହିସବୁ ଉପାୟ

ଆଜିକାଲି ନିଦ ନହେବା ଏକ ବଡ ସମସ୍ୟା ରୂପେ ଦେଖାଯାଉଛି। ମାନସିକ ଚାପ, କାର୍ଯ୍ୟ ଭାର, ଦୁଶ୍ଚିନ୍ତା, କୋଳାହଳଯୁକ୍ତ ପରିବେଶ ଆଦି ପାଇଁ ଏଭଳି ସମସ୍ୟା ଉପୁଜୁଥିବା ନାନା ଗବେଷଣାରୁ ଜଣାପଡିଛି। ସାଧାରଣତଃ ୬୫ ବର୍ଷରୁ ଉର୍ଦ୍ଧ୍ୱ, ବୟସ୍କ ବ୍ୟକ୍ତିଙ୍କୁ ଏହି…

ଭାରତୀୟ କ୍ରିକେଟର୍ସଙ୍କ ଅନ୍ଧବିଶ୍ୱାସ:କେମିତି ବାଛନ୍ତି ଜର୍ସି ନଂ ଜାଣନ୍ତୁ

କେବଳ ଭାରତୀୟମାନେ ନୁହେଁ, ଦେଶର କ୍ରିକେଟ ଖେଲାଳିମାନେ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥାନ୍ତି। ଏହାର ନମୁନା ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳେ। କେତେବେଳେ ଖେଳାଳିମାନେ ମ୍ୟାଚ୍‌ ଜିତିବା ପୂର୍ବରୁ ଖାଲି ପାଦରେ ବସିଥାନ୍ତି ତ ଆଉ କିଛି ଖେଳାଳି ମ୍ୟାଚ୍‌…

ସପ୍ତମ ଶ୍ରେଣୀ ଭୂଗୋଳ ପ୍ରଶ୍ନପତ୍ର ଲିକ୍‌ ଘଟଣା: ଲିକ୍‌ ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ ଛାତ୍ରୀଛାତ୍ର

ଗୋପ, ୩୧।୧୦(ଡି.ଏନ୍‌.ଏ.)-ଗୋପ ଶିକ୍ଷାବିଭାଗ ଅଞ୍ଚଳରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ୩ଦିନ ବିତିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରି ନାହିଁ। ଏ ସମ୍ପର୍କରେ ଶିକ୍ଷାବିଭାଗ ଅଧିକାରୀମାନେ ନିରବ ରହିବା ଘଟଣା ଅଭିଭାବକଙ୍କ ମହଲରେ ଅସନ୍ତୋଷ ସୃଷ୍ଟି କରିବା ସହ ଶିକ୍ଷା ବିଭାଗ ଉପରୁ…

ଯୌତୁକ ପାଇଁ ବୋହୂଙ୍କୁ ପୋଡ଼ି ହତ୍ୟା ଉଦ୍ୟମ: ସ୍ବାମୀ, ଶାଶୁ କୋର୍ଟ ଚାଲାଣ

କୋରେଇ,୩୧।୧୦(ସ୍ବ.ପ୍ର)- କୋରେଇ ଥାନା ଗୌରପୁର ପଞ୍ଚାୟତର ଜଳନ୍ଦା ଗ୍ରାମରେ ଅଧିକ ଯୌତୁକ ଦାବିକରି ଶାଶୁଘର ଲୋକେ ବୋହୂଙ୍କୁ ନିର୍ଯାତନା ଦେବା ସହ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୨୩୭/୧୯) ରୁଜୁ…

ବ୍ରହ୍ମଗିରିରେ ଗାନ୍ଧୀ ସଂକଳ୍ପ ପଦଯାତ୍ରା: ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ

ବ୍ରହ୍ମଗିରି, ୩୧।୧୦(ଡି.ଏନ୍‌.ଏ.): ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ଗାନ୍ଧୀ ସଂକଳ୍ପ ପଦଯାତ୍ରା ଗୁରୁବାର ବ୍ରହ୍ମଗିରିରେ ଅନୁଷ୍ଟିତ ହୋଇଯାଇଛି। ଏହି ପଦଯାତ୍ରା ବ୍ରହ୍ମଗିରି ବ୍ଲକଛକରୁ ବାହାରି ବ୍ରହ୍ମଗିରି ବସଷ୍ଟାଣ୍ଡରେ ପହଞ୍ଚିଥିଲା। ଏହି ପଦଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର…

ରବିରେ ୮୬,୧୩୫ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ

ସୋନପୁର,୩୧।୧୦(ନି.ପ୍ର.): ୨୦୧୯-୨୦ ରବି ଋତୁରେ କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲାରେ ୮୬,୧୩୫ ହେକ୍ଟର ଜମିରେ ବିଭିନ୍ନ ପ୍ରକାଣ ଖରିଫ ଫସଲ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ଯାହା ଗତବର୍ଷର ଲକ୍ଷ୍ୟ ହାସଲଠାରୁ ୨,୭୫୮ହେକ୍ଟର ଅଧିକ। ଗୁରୁବାର ଜିଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ଜିଲାସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?