ଏମିତି ଗର୍ତ୍ତ, ଯାହା କେବେ ପୂରଣ ହେଉନି
ବିଶ୍ୱରେ ଏମିତି କିଛି ରହସ୍ୟ ଲୁଚି ରହିଛି, ଯାହା ସମ୍ପର୍କରେ ଜାଣିବା କଷ୍ଟକର। ସେହିପରି ଏକ ରହସ୍ୟ ସ୍ଥାନ ରହିଛି ସାଉଦି ଆରବରେ। ଏଠାରେ ଏମିତି ଏକ ଗର୍ତ୍ତ ଅଛି, ଯାହା କେବେ ପୂରଣ ହେଉନାହିଁ। ଆଜି ମଧ୍ୟ କେହି ତାହାର…
ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ: ଜଣେ ଡାକ୍ତରରେ ଚାଲିଛି ଚିକିତ୍ସା
ହିନ୍ଦୋଳ,୧୦।୧୦(ଡି.ଏନ.ଏ)-ହିନ୍ଦୋଳ ବ୍ଲକର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ରର ପ୍ରାଣ କେନ୍ଦ୍ର କୁହାଯାଉଥିବା ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିଗିଡ଼ି ଯାଇଛି। ଗତ କିଛି ବର୍ଷ ହେବ ଏଠାରେ ବହୁ ଡାକ୍ତର ପଦବୀ ଖାଲି ପଡ଼ିଥିବାରୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ଚିକିତ୍ସାଳୟରେ ୧୩ ଜଣ ଡାକ୍ତର…
୧୫୫୦୧ ଟଙ୍କାରେ ଆଜ୍ଞା ଲଡ଼ୁ ନିଲାମ
ବଇଣ୍ଡା,୧୦।୧୦(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ଗ୍ରାମରେ ଚାଲିଥିବା ସପ୍ତାହେବ୍ୟାପୀ ଦୁର୍ଗାପୂଜାର ଭସାଣି ଉତ୍ସବ ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିସହିତ ମା’ଙ୍କଠାରେ ଲାଗିଥିବା ୩୦ କେଜି ଆଜ୍ଞା ଲଡ଼ୁକୁ ନିଲାମ କରାଯାଇଛି। ଏ ନେଇ ପୂଜା ମଣ୍ଡପ ନିକଟରେ…
ହାତକଡ଼ି ସହ ଅଭିଯୁକ୍ତ ଚମ୍ପଟ ଘଟଣା: ୨ ପୋଲିସ ନିଲମ୍ବିତ
ଚାନ୍ଦବାଲି, ୧୦।୧୦ (ଡି.ଏନ.ଏ.)- ଏକ କମେଣ୍ଟ ମାରିବା ଘଟଣାରେ ଗିରଫ ଜଣେ ଅଭିଯୁକ୍ତଙ୍କୁ ଭଦ୍ରକ ଜେଲକୁ ନିଆଯାଉଥିଲା। ରାସ୍ତାରେ ବାଇକ୍ରୁ ଡେଇଁ ହାତକଡ଼ି ସହିତ ଅଭିଯୁକ୍ତ ଚମ୍ପଟ ମାରିବା ମାମଲାରେ କର୍ତ୍ତବ୍ୟରେ ଅବହେଳା ପାଇଁ ବାଂଶଡ଼ା ଥାନାର ୨ ପୋଲିସ ତୁଷାରକାନ୍ତ…
ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା
ଭଣ୍ଡାରିପୋଖରୀ, ୧୦।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ନାଅଁାମୀ ଗ୍ରାମର ମଞ୍ଜୁଲତା ମହାରଣା ନାମ୍ନୀ ଜଣେ ମହିଳା ଗୁରୁବାର ବିଷ ପିଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ସୂଚନା ଅନୁସାରେ, ସ୍ବାମୀ ବିଲକୁ ଯାଇଥିବା ବେଳେ ମଞ୍ଜୁଲତା ବିଷ ପିଇ…
ଅଜବ ପର୍ସ
ମୁହଁ ପରି ଏକ ପର୍ସ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ପର୍ସକୁ ଦେଖି ଆଶ୍ଚର୍ଯ୍ୟ ଲାଗୁଛି। ଏଥିରେ ମଣିଷ ମୁହଁ ଭଳି ଦାନ୍ତ ଓ ମାଢ଼ି ମଧ୍ୟ ଲଗାଯାଇଛି। ଅସଲି ପରି ଲାଗୁଛି। ଏହି ମଣିଷାକୃତି ମୁହଁ…
୪ ଆଇଏଫ୍ଏସ୍ ଅଫିସରଙ୍କ ପଦୋନ୍ନତି
ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ଆଇଏଫ୍ଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟର ୪ ଜଣ ଆଇଏଫ୍ଏସ୍ ଅଫିସରଙ୍କୁ ଅତିରିକ୍ତ ପିସିସିଏଫ୍ ପଦବୀକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର। ୧୯୮୯ ବ୍ୟାଚର ସୁଶାନ୍ତ ନନ୍ଦ ଓ ଓମ୍ ପ୍ରକାଶ ସିଂହଙ୍କୁ ଏହି…
‘ସୂର୍ଯ୍ୟବଂଶୀ’ ଅବତାରରେ ନଜର ଆସିଲେ ଅକ୍ଷୟ
ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଖିଲାଡି ହିରୋ ଅକ୍ଷୟ କୁମାରଙ୍କ ପ୍ରଥମ ଲୁକ୍ ରିଲିଜ୍ ହୋଇଛି। ଅକ୍ଷୟଙ୍କ ସହ ଅଭିନେତା ଅଜୟ ଦେବଗନ୍ ଏବଂ ରଣବୀର ସିଂହଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ଫିଲ୍ମରେ ଅକ୍ଷୟଙ୍କ ଏହି ଲୁକ୍କୁ ରିଲାଏନ୍ସ ଏଣ୍ଟରଟେନ୍ମେଣ୍ଟ ନିଜ…
ପିଲାଦିନେ ପିତାଙ୍କୁ ହରାଇଥିଲେ, ପ୍ରତିଦିନ ଗୋଟିଏ ଡ୍ରେସ୍ ସଫା କରି ପିନ୍ଧୁଥିଲେ, ଆଜି ଟିମ୍ ଇଣ୍ଡିଆର ସଫଳ ବୋଲର୍
ସଫଳତା ସ୍ବାଦ ଚାଖିବା ପାଇଁ ପ୍ରଥମେ ଅସଫଳ ହେଲେ ଭାଙ୍ଗି ପଡିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ। ହାରିଯାଇ ପୁଣି ଜିତିବାର ଅଭିପ୍ସା ନେଇ ଆଗେଇ ଯିବାକୁ ହିଁ ପ୍ରକୃତ ସଫଳତା କୁହାଯାଏ। ଏହାର ନିଚ୍ଛକ ଉଦାହରଣ ହେଉଛନ୍ତି ଭାରତୀୟ କ୍ରିକେଟ୍ ଦଳର…
ଅମିତାଭ ନୁହନ୍ତି, ଏହି ସହକଳାକାରଙ୍କୁ ପସନ୍ଦ କରୁଥିଲେ ରେଖା
ଅକ୍ଟୋବର ୧୦ ଅର୍ଥାତ୍ ଆଜି ରେଖାଙ୍କ ଜନ୍ମଦିନ। ଆଜିର ଏହି ଖାସ୍ ଦିନରେ କିଛି କଥା ହୁଏତ ପ୍ରଶଂସକମାନେ ଜାଣି ନ ଥିବେ। ତେବେ ଆସନ୍ତୁ ଜାଣିବା ରେଖାଙ୍କ ସମ୍ପର୍କରେ… ରେଖା ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ସଚେତନ। ମିଡିଆ ସାମ୍ନାରେ…
କେବିସି ମଞ୍ଚରେ ଭାବୁକ ହେଲେ ଅମିତାଭ, ଆଖି ହେଲା ଓଦା
ମୁମ୍ବାଇ: ଶୁକ୍ରବାର ଅର୍ଥାତ ଅକ୍ଟୋବର ୧୧ ହେଉଛି ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିବସ। ୭୭ ବର୍ଷରେ ପାଦ ଦେବେ ବିଗ୍ ବି। ଏହି ଦିନଟକୁ ଆହୁରୀ ସ୍ବତନ୍ତ୍ର କରିବା ଲାଗି ପ୍ରଶଂସକ ତଥା ତାଙ୍କ ସହ ବ୍ୟକ୍ତିଗତ ଭାବେ ଜଡିତ ଲୋକମାନେ…
୫-ଟି ସଚିବଙ୍କ ରାୟଗଡ଼ା ଗସ୍ତ: ରୋଗୀଙ୍କ ସମସ୍ୟା ପଚାରି ବୁଝିଲେ, ଡାଇଲୋସିସ୍ ୱାର୍ଡ କାନ୍ଥ ନଷ୍ଟ ନେଇ ବିରକ୍ତି
ରାୟଗଡ଼ା ଅଫିସ ,୧୦ା୯- ୫-ଟି ସଚିବ ଭି.କେ ପାଣ୍ଡିଆନ ଗୁରୁବାର ରାୟଗଡ଼ା ଗସ୍ତ କରିଛନ୍ତିି । ସେ କଳାହାଣ୍ଡିରୁ ଏକ ହେଲିକେପ୍ଟର ଯୋଗେ ଆସି ରାୟଗଡ଼ାର ଡ଼ିସିଡ଼ି ଖେଳପଡ଼ିଆରେ ଓହ୍ଲାଇଥିଲେ। ତାଙ୍କ ସହ ଜାତୀୟ ଗ୍ରାମୀଣ ମିଶନର ପରିଚାଳନା ନିର୍ଦ୍ଦେଶିକା ଶାଳିନୀ…
Archives


