ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଭାରତର ମାଷ୍ଟରଷ୍ଟ୍ରୋକ୍, ରୁଷିଆ ସହ ମିଶି କରିଦେଲା ଏଭଳି …!
ନୂଆଦିଲ୍ଲୀ,୨୨।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ତୈଳ ବଜାରରେ ହଇଚଇ ସୃଷ୍ଟି କରିଛି। କିନ୍ତୁ ଏହି ସମୟରେ ଭାରତ ରୁଷିଆରୁ ତୈଳ ଆମଦାନୀ ବୃଦ୍ଧି କରି ମଧ୍ୟପ୍ରାଚ୍ୟର ଅନେକ ବଡ଼ ଦେଶକୁ ପଛରେ ପକାଇଛି। ଜୁନରେ,…
ବଙ୍ଗୋପସାଗରରେ ବୁଡ଼ିଲା ୨ ମାଛଧରା ଟ୍ରଲର, ୨୯ ମତ୍ସ୍ୟଜୀବୀ ବୁଡ଼ି ଯାଉଥିବା ଦେଖି…
ଭୋଗରାଇ,୨୨ା୬(ପ୍ରଦୀପ ଦାସ): ବଙ୍ଗୋପସାଗର ଉତ୍ତାଳ ଥିବାରୁ ଇଲିସି ଧରିବାକୁ ଯାଇଥିବା ଦୀଘା ସମୁଦ୍ରଠାରୁ ୧୦୦ ମାଇଲ ଦୂର ଜମ୍ବୁ ଦୀପ ନିକଟରେ ୨ଟି ବଙ୍ଗୀୟ ମାଛ ଧରା ଟ୍ରଲର ଶନିବାର ଦୁର୍ଘଟଣାଗସ୍ତ ହୋଇଥିଲା। ସମୁଦ୍ର ଗର୍ଭରେ ଟ୍ରଲର ୨ଟି ବୁଡିଯାଉ ଥିବା…
ଭୟଙ୍କର ରୋଗ ସହ ଲଢୁଛନ୍ତି ସଲମାନ, ହେଲା ବଡ଼ ଖୁଲାସା
ମୁମ୍ବାଇ: ସଲମାନ ଖାନ ବଲିଉଡର ସବୁଠାରୁ ବଡ ସୁପରଷ୍ଟାରମାନଙ୍କ ମଧ୍ୟରୁ ଜଣେ। ସିନେମା ଜଗତକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି ଏହି ଅଭିନେତା । ସଲମାନଙ୍କୁ ଏବେ ୫୯ ବର୍ଷ ବୟସ। ବୟସାଧିକ ସତ୍ତ୍ୱେ ଫିଲ୍ମରେ ବହୁତ ସକ୍ରିୟ ଅଛନ୍ତି ସେ।…
ନବୀନ ପଟ୍ଟନାୟକଙ୍କ ଆରୋଗ୍ୟ କାମନା କରି ମା’ ତାରାତାରିଣୀଙ୍କ ପୀଠରେ ପୂଜାର୍ଚ୍ଚନା
ପୁରୁଷୋତ୍ତମପୁର,୨୨ା୬(ସୀମାଞ୍ଚଳ ମିଶ୍ର): ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆରୋଗ୍ୟ କାମନା କରି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ପୁରୁଷୋତ୍ତମପୁର ବିଜେଡି ପକ୍ଷରୁ ରବିବାର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀଙ୍କ ନିକଟରେ ସାମୁହିକ ଦୀପଦାନ କରିଛନ୍ତି। ନବୀନ ପଟ୍ଟନାୟକ ତାଙ୍କ ଅସ୍ତ୍ରୋପଚାର ଚିକିତ୍ସା ଲାଗି…
ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲେ ଏହି ଦେଶଗୁଡ଼ିକ ଉପରେ ପ୍ରଥମେ ପଡ଼ିବ ମିସାଇଲ, ଭାରତରେ ହେବ…
ନୂଆଦିଲ୍ଲୀ୨୨।୬: ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଘାତକ ଯୁଦ୍ଧ ଏବଂ ରୁଷିଆ-ୟୁକ୍ରେନ ସଂଘର୍ଷରେ ନିରନ୍ତର ବୃଦ୍ଧି ବିଶ୍ୱକୁ ଏକ ସମ୍ବେଦନଶୀଳ ପରିସ୍ଥିତି ଆଡ଼କୁ ଠେଲି ଦେଇଛି। ଏହି ପରିପ୍ରେକ୍ଷୀରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ…
ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା: ପୁରୀକୁ ଜଗିବ ୨୭୫ AI କ୍ୟାମେରା
ପୁରୀ,୨୨ା୬: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୁରୀ ସହରକୁ ୨୭୫ଟି AI କ୍ୟାମେରା ଜଗିବାର ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆ୍ ସୂଚନା ଦେଇଛନ୍ତି। ଏଥିସହିତ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ। ୧୦…
GBU-୫୭ ବୋମା ପକାଉଛି ଆମେରିକା; ୨୦୦ ଫୁଟ ତଳର ଲକ୍ଷ୍ୟ କରୁଛି ଭେଦ; ଧ୍ୱଂସ ହୋଇଗଲା…
ତହରାନ/ଓ୍ବାଶିଂଟନ,୨୨।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକା ଡେଇଁପାରେ ବୋଲି କୁହାଯାଉଥିଲା। ସେହିଭଳି ଆମେରିକା ବଙ୍କର ବଷ୍ଟର GBU-୫୭ ବୋମା ବ୍ୟବହାର କରି ଫୋର୍ଡୋ ପରମାଣୁ ସ୍ଥାନକୁ ଧ୍ୱଂସ କରିପାରେ ବୋଲି କୁହାଯାଉଥିଲା। ଏବେ ଆମେରିକା ତାହା…
ଗଞ୍ଜାମ ଆସିବେ ମୁଖ୍ୟମନ୍ତ୍ରୀ, ଯୁବଶକ୍ତି ସମାବେଶରେ ଯୋଗ ଦେଇ…
ଛତ୍ରପୁର,୨୨ା୬(ସନ୍ତୋଷ ପାଢ଼ୀ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଗଞ୍ଜାମ ଜିଲା ଗସ୍ତରେ ଆସିବେ। ସକାଳ ୯ଟା ୩୦ ମିନିଟ୍ରେ ଆସିକାସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ…
ଡାଇବେଟିସ୍ ରୋଗୀମାନେ ମିଠା ଖାଇ ପାରିବେ କି ନା ଜାଣନ୍ତୁ…
ସାଧାରଣତଃ ଡାଇବେଟିସ୍ ରୋଗୀମାନଙ୍କୁ ମିଠା ଖାଇବାକୁ ବାରଣ ରହିଥାଏ। ଯଦି ଜଣେ ଡାଇବେଟିସ ରୋଗୀ ମିଠା ଖାଇବାକୁ ଇଚ୍ଛା କରନ୍ତି, ତେବେ ସେ କ’ଣ କରିବା ଉଚିତ୍? ସେମାନଙ୍କ ପାଇଁ ଏପରି କିଛି ମିଠା ଅଛି, ଯାହା ସମାନଙ୍କର ଇଚ୍ଛାକୁ ପୂରଣ…
ପରିସ୍ରା କରିବାକୁ ଉଠିଥିବାବେଳେ ମହିଳାଙ୍କୁ ଦୁର୍ବୃତ୍ତଙ୍କ ଛୁରାମାଡ଼
ଖଲ୍ଲିକୋଟ,୨୨ା୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଛୁରାମାଡ଼ ହୋଇଥିଲା ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।…
ଜୁନାଗଡ଼ ଆତ୍ମା ଅଧ୍ୟକ୍ଷଙ୍କ ପରଲୋକ
ଭବାନୀପାଟଣା,୨୨ା୬(ଉତ୍ତମ କୁମାର ଦାଶ): ମୃତ୍ୟୁ କାହାକୁ କେତେବେଳେ କେମିତି ନେବ କେହି କହିପାରିବେ ନାହିଁ। କଳାହାଣ୍ଡି ଜିଲା ଜୁନାଗଡ଼ ଆତ୍ମାର ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ (୫୫) ରବିବାର ଘରର ଛାତକୁ ଯାଇଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା…
ଚୁପ୍ ବସିବନି ଇରାନ: କହିଲା-ଟ୍ରମ୍ପ ଏହାକୁ ଆରମ୍ଭ କରିଛନ୍ତି ସତ, ହେଲେ ଶେଷ ଆମେ କରିବୁ…
ତେହରାନ/ଓ୍ବାଶିଂଟନ,୨୨।୬: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ କୁଦିିଛି ଆମେରିକା। ଆକ୍ରମଣ କରି ଇରାନର ୩ଟି ପରମାଣୁ ସ୍ଥାନକୁ ଧ୍ୱଂସ କରିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି। ଏହାପରେ ରାଗରେ ନିଆଁବାଣ ହୋଇଛି ଇରାନ। ପ୍ରତିକ୍ରିୟା ରଖି ଇରାନ…
Archives


