ବାରବାଟୀ ବିଜୟ ପରେ ଖୁସିରେ ଗଦ୍ଗଦ୍ ହୋଇ ଏମିତି କହିଦେଲେ ରୋହିତ ଶର୍ମା
କଟକ,୧୦।୨: ଇଂଲଣ୍ଡ ବିପକ୍ଷରେ ୧୧୯ ରନର ଏକ ଚମତ୍କାର ଇନିଂସ ଖେଳି ରୋହିତ ଶର୍ମା ନିଜ ଫର୍ମକୁ ଫେରିଥିଲେ। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ, ସେ ଫର୍ମ ହାସଲ କରି ସମାଲୋଚକମାନଙ୍କୁ ଉପଯୁକ୍ତ ଜବାବ ଦେଇଥିଲେ। ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ…
ମୋଦିଙ୍କ ସହ ସାକ୍ଷାତ୍ ପୂର୍ବରୁ ବଡ଼ ଘୋଷଣା କରିବେ ଟ୍ରମ୍ପ, କେତେକ ଦେଶକୁ ଲାଗିବ ଝଟକା
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୧୨ ଏବଂ ୧୩ ତାରିଖରେ ଆମେରିକା ଗସ୍ତରେ ଯିବେ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାକ୍ଷାତ କରିବେ। ଏହି ଦୁଇ ବଡ଼ ନେତାଙ୍କ ମଧ୍ୟରେ…
କଟକରେ ୩ ବଡ଼ ରେକର୍ଡ କଲେ ହିଟ୍ମ୍ୟାନ୍: ଭାଙ୍ଗିଲେ ଅନେକ କିମ୍ବଦନ୍ତୀଙ୍କ ରେକର୍ଡ
କଟକ,୧୦।୨: ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କର ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସିଦ୍ଧ। ସେ କଟକରେ ପୁଣି ଥରେ ତାହା ପ୍ରମାଣ କରିଦେଖାଇଛନ୍ତି। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଦିନିକିଆରେ ସର୍ବାଧିକ ରନ ସ୍କୋର କରିବାରେ ଚତୁର୍ଥ ଭାରତୀୟ ବ୍ୟାଟସମ୍ୟାନ…
ହାରିବା ପରେ ଏବେ ଆକ୍ସନ ମୋଡରେ କେଜରିଓ୍ବାଲ, ପଞ୍ଜାବ ବିଧାୟକଙ୍କୁ ଶୀଘ୍ର ଦିଲ୍ଲୀ ପହଞ୍ଚିବାକୁ ଦେଲେ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୦।୨: ଦିଲ୍ଲୀ ନିର୍ବାଚନ ଫଳାଫଳ ପରେ, ଆମ ଆଦମୀ ପାର୍ଟି (ଆପ) ସୁପ୍ରିମୋ ଅରବିନ୍ଦ କେଜରିୱାଲ ପଞ୍ଜାବ ଉପରେ ତାଙ୍କର ଧ୍ୟାନ କେନ୍ଦ୍ରିତ କରିଛନ୍ତି। ସେ ଫେବୃଆରୀ ୧୧ ତାରିଖରେ ଦିଲ୍ଲୀରେ ପଞ୍ଜାବର ସମସ୍ତ ଆପ ବିଧାୟକମାନଙ୍କର ଏକ ବୈଠକ ଡକାଇଛନ୍ତି।…
ପଥରରେ ଛେଚି ଯୁବକଙ୍କୁ ହତ୍ୟା, ବାଇକ୍ ସହ ମୃତଦେହ ଜବତ
ଦିଗପହଣ୍ଡି,୧୦ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ଡୋଳବ ଗାଁ ନିକଟ ରାସ୍ତାକଡ ଚାଷଜମିରୁ ଜଣେ ଯୁବକଙ୍କ ମୃତଦେହକୁ ସୋମବାର ସକାଳେ ପାଟପୁର ପୋଲିସ ଜବତ କରିଛି। ମୃତକ ଜଣକ ହେଲେ ପୋଡ଼ାମାରି ଗ୍ରାମ ଢ଼ିମିରା ସାହିର…
ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ବୁମରାଙ୍କ ଫିଟ୍ନେସ୍କୁ ନେଇ ଆସିଲା ବଡ଼ ଅପ୍ଡେଟ୍
ନୂଆଦିଲ୍ଲୀ,୧୦।୨: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଜସପ୍ରୀତ ବୁମରାଙ୍କ ଫିଟନେସ୍କୁ ନେଇ ବଡ଼ ଅପଡେଟ୍ ଆସିଛି। ବୁମରା ଏବେ ଜିମ ଏବଂ ହାଲୁକା ବୋଲିଂ ଆରମ୍ଭ କରିପାରିବେ। ସେ ଆଗାମୀ ଗୋଟିଏ କିମ୍ବା ୨ ଦିନ ମଧ୍ୟରେ ଅଭ୍ୟାସ ଆରମ୍ଭ କରିପାରିବେ। ଟିମ…
୪ଜଣଙ୍କୁ ବିବାହ କରିଛନ୍ତି ରସିକିଆ ଡାକ୍ତର
ଭୁବନେଶ୍ୱର,୧୦ା୨(ସୂର୍ଯ୍ୟକାନ୍ତ ବେହେରା): ମିଛ କହି ବିବାହ କରିବା ଓ ନାନା ବାହାନାରେ ଠକେଇ ଘଟଣା ବଢ଼ି ଚାଲିଛି। ପୂର୍ବରୁ ଏମିତି ବହୁ ଅଭିଯୋଗ ଆସିବା ପରେ ପୋଲିସ ପଦକ୍ଷେପ ଗ୍ରହଣ କରିଛି। ଏବେ ପୁଣି ଜଣେ ରସିକିଆ ଡାକ୍ତରଙ୍କ ପ୍ରେମ ପେଡି…
ଟ୍ରମ୍ପ ଟାଓ୍ବାର ଭଳି ଗାଜାରେ ଫ୍ଲାଟ ନିର୍ମାଣ କରି ବିକିବାକୁ ଚାହୁଁଛନ୍ତି ଟ୍ରମ୍ପ? ଏମିତି ବୟାନରେ ରାଗିଲା ହମାସ
ଓ୍ବାଶିଂଟନ,୧୦।୨: ଗାଜା କ’ଣ? ସମଗ୍ର ବିଶ୍ୱ ପାଇଁ ଏହା ଏକ ଭୂମି ଖଣ୍ଡ ହୋଇପାରେ। ଯଦି ଆପଣ ଗାଜାରେ ରହୁଥିବା ପାଲେଷ୍ଟାଇନୀମାନଙ୍କୁ ପଚାରନ୍ତି, ତେବେ ଏହା ସ୍ବାଧୀନତା ସଂଗ୍ରାମର କେନ୍ଦ୍ର। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଗାଜାକୁ ବିକାଶ…
ଭାରତ କଥା ଶୁଣୁ ନ ଥିଲେ, ଏବେ କାନାଡା ପୋଲିସ ଖୋଲିଲେ ଟ୍ରୁଡୋଙ୍କ ପୋଲ୍
ଓଟାଓ୍ବା,୧୦।୨: ଜଷ୍ଟିନ ଟ୍ରୁଡୋଙ୍କ ସରକାର ଯିବା ପରେ, କାନାଡିୟ ପୋଲିସ ଏକ ବଡ଼ ତଥ୍ୟ ସାମ୍ନାକୁ ଆଣିଛି ଯାହା ଭାରତର ଏହି ଦାବିକୁ ଆହୁରି ଦୃଢ଼ କରିଛି ଯେ କାନାଡା ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ପାଇଁ ଏକ କେନ୍ଦ୍ର ପାଲଟିଛି। ରୟାଲ…
ବରଗଡ଼ରୁ ଅଯୋଧ୍ୟା ଗଡ଼ିଲା ବସ୍, ଷ୍ଟିଅରିଂ ଧରି ବିଧାୟକ କଲେ ଶୁଭାରମ୍ଭ
ବରଗଡ଼,୧୦ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ରୁ ଅଯୋଧ୍ୟାକୁ ସୋମବାର ସରକାରୀ ବସ୍ ସେବା ଆରମ୍ଭ ହୋଇଛି। ଆଜି ସକାଳେ ସ୍ଥାନୀୟ ବିଧାୟକ ଅଶ୍ବିନୀ କୁମାର ଷଡ଼ଙ୍ଗୀ ଏହାର ଶୁଭାରମ୍ଭ କରିଛନ୍ତି। ବରଗଡ଼ରୁ ସକାଳ ୮ଟାରୁ ଏହି ବସ୍ ବାହାରି ସମ୍ବଲପୁର, ଝାରସୁଗୁଡ଼ା ସୁନ୍ଦରଗଡ଼, ରାଉରକେଲା,…
ବୋଷ-ଆଇନଷ୍ଟାଇନ ଘନୀଭବନ ତତ୍ତ୍ୱ
ଚଳିତ ବର୍ଷ ସମଗ୍ର ପୃଥିବୀରେ ବୋଷ-ଆଇନଷ୍ଟାଇନ୍ ଘନୀଭବନ ତତ୍ତ୍ୱର ଏକଶତ ବର୍ଷ ପାଳନ କରାଯାଇଛି। ଏହି ତତ୍ତ୍ୱର ସ୍ରଷ୍ଟା ହେଉଛନ୍ତି ଭାରତର ସତ୍ୟେନ୍ଦ୍ର ନାଥ ବୋଷ (୧୮୯୪-୧୯୭୪) ଏବଂ ଜର୍ମାନୀର ଆଲବର୍ଟ ଆଇନଷ୍ଟାଇନ (୧୮୭୯-୧୯୫୫)। ଜର୍ମାନୀ ବୈଜ୍ଞାନିକ ମାକ୍ସ ପ୍ଲାଙ୍କ (୧୮୫୮-୧୯୪୭)…
ସଙ୍ଗମରେ ବୁଡ଼ ପକାଇବେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡାକଡ଼ି
ନୂଆଦିଲ୍ଲୀ,୧୦।୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର (୧୦ ଫେବୃଆରୀ) ପ୍ରୟାଗରାଜରେ ପହଞ୍ଚିବେ ଯେଉଁଠାରେ ସେ ଆଠ ଘଣ୍ଟାରୁ ଅଧିକ ସମୟ ବିତାଇବେ। ଏହି ସମୟ ମଧ୍ୟରେ ସେ ସଙ୍ଗମରେ ସ୍ନାନ କରିବେ। ତ୍ରିବେଣୀ ସଙ୍ଗମରେ ଧାର୍ମିକ ସ୍ନାନ କରି ସେ ମାତା…
Archives


