Home

ବିପନ୍ନଙ୍କୁ ଦେଲେନି, ପୋତିଲେ ଶହେ ବସ୍ତା ଚୁଡ଼ା

ବ୍ରହ୍ମଗିରି,୨୭ା୬(ଡି.ଏନ.ଏ): ବାତ୍ୟା ଫନୀରେ ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିପନ୍ନମାନଙ୍କୁ ସହାୟତାର ହାତ ବଢାଇଥିଲେ ବିଭିନ୍ନ ଅନୁଷ୍ଠାନ ଓ ସରକାରୀ ସଂସ୍ଥା। ରିଲିଫ ସାମଗ୍ରୀ ଭାବେ ଆସିଥିବା ଶହେ ବସ୍ତା ଚୁଡାକୁ ବିପନ୍ନମାନଙ୍କୁ ନ ବାଣ୍ଟି...

ଘରଭଡ଼ା ଦେଇପାରୁନାହାନ୍ତି କମଲନାଥ ସରକାର: ବନ୍ଦ ହେବ ୨୬ ହଜାର ଅଙ୍ଗନଓ୍ବାଡି କେନ୍ଦ୍ର

ଭୋପାଳ,୨୭ା୬ (ଆଇଏଏନ୍‌ଏସ୍‌)L ଛୋଟ ଛୋଟ ପିଲାଙ୍କ ମାନସିକ, ଶାରୀରିକ, ଶୈକ୍ଷିକ ଓ ବୌଦ୍ଧିକ ବିକାଶ ଲାଗି ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକର ଭୂମିକା ଅତୁଳନୀୟ। ହେଲେ ମଧ୍ୟପ୍ରଦେଶର କମଲନାଥ ସରକାର ଏକ୍ଷେତ୍ରରେ ସେତେଟା ଆନ୍ତରିକତା ଦେଖାଉନାହାନ୍ତି। ଅନେକ ସ୍ଥାନରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଲାଗି...

୨୨୫ ଜଳକ୍ଳିଷ୍ଟ ଜିଲାରେ କେନ୍ଦ୍ରୀୟ ପ୍ରଭାରୀ ନିଯୁକ୍ତ

ନୂଆଦିଲ୍ଲୀ,୨୭ା୬(ପି.ଟି.): କେତେଜଣ ଅତିରିକ୍ତ ଓ ଯୁଗ୍ମ ସଚିବଙ୍କ ସମେତ ୨୨୫ ବରିଷ୍ଠ ଅଧିକାରୀଙ୍କୁ ଜଳାଭାବ ଦେଖାଦେଉଥିବା ଜିଲାଗୁଡ଼ିକର ଇନ୍‌-ଚାର୍ଜ (ପ୍ରଭାରୀ) ଭାବେ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି। ଦେଶର ଜଳକ୍ଳିଷ୍ଟ ଜିଲାଗୁଡ଼ିକରେ ପ୍ରାକୃତିକ ସମ୍ବଳର ସଂରକ୍ଷଣ ପାଇଁ ସେମାନଙ୍କୁ ଦାୟିତ୍ୱ...

ଅଲାରନାଥଙ୍କ ଅଣସରର ଦର୍ଶନ ନବମ ଦିନରେ: ଟଙ୍କ ତୋରାଣୀ ପାଇଁ ଭକ୍ତ ବ୍ୟାକୁଳ

ବ୍ରହ୍ମଗିରି,୨୭ା୬(ଡି.ଏନ.ଏ.): ଅଲାରନାଥଙ୍କ ପୀଠରେ ବୁଧବାର ଅନବସର ଦର୍ଶନ ନବମ ଦିନରେ ପହଁଞ୍ଚତ୍ଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁମାନେ ଧାଡିରେ ଯାଇ ସ୍ବାଭାବିକ ଭାବେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ଏହି ଦର୍ଶନ ପରେ ଅଲାରନାଥଙ୍କ ଖିରି ପ୍ରସାଦ ପାଇ ଭକ୍ତମାନେ...

ରଥ ପାଇଁ ଆସେ ପାଞ୍ଚଥର ଆଜ୍ଞାମାଳ

ପୁରୀ ଅଫିସ, ୨୭ା୬: ପରମ କାରୁଣିକ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମହାପ୍ରଭୁଙ୍କ ନିର୍ଦ୍ଦେଶରେ ହିଁ ଅନୁଷ୍ଠିତ ହୋଇଆସୁଛି। ସ୍କନ୍ଦ ପୁରାଣର ବର୍ଣ୍ଣନା ଅନୁଯାୟୀ ସ୍ବୟଂ ମହାପ୍ରଭୁ ଏହି ଯାତ୍ରା କରିବା ପାଇଁ ମହାରାଜା ଇନ୍ଦ୍ରଦ୍ୟୁମ୍ନକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଯାତ୍ରା...

‘ମହାପ୍ରଭୁଙ୍କ ପାଖରେ ସମର୍ପିତ ହେଲେ ସବୁ କାର୍ଯ୍ୟ ଅକ୍ଳେଶରେ ହୁଏ’

ଦର୍ପଦଳନ ରଥର ମହାରଣା ସେବକ ନାରାୟଣ ମହାରଣା (୫୬)। ବାପା କୃଷ୍ଣଚନ୍ଦ୍ର ମୁଖ୍ୟ ବିଶ୍ୱକର୍ମା। ରଥ ନିର୍ମାଣରେ ତାଙ୍କର ବିଶେଷ ଭୂମିକା ରହିଛି। ୧୦ ବର୍ଷ ବୟସରେ ସେ ରଥଖଳାକୁ ଆସିଥିଲେ। ୧୯୯୬ ନବକଳେବରରେ ଶାଢି ବନ୍ଧାଇଥିଲେ। ସେ କହନ୍ତି,...

ପୁରସ୍ତମର ଯାତ୍ରୀପଟି ଓଡ଼ିଶୀ ଚିତ୍ରକଳାର ସମ୍ଭ୍ରାନ୍ତୀୟ ଚିହ୍ନ

ବିଶ୍ୱାସ ଅଛି, ଜୀବନରେ ଥରେ ଜଗନ୍ନାଥ ଧାମକୁ ଆସି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ମୁକ୍ତି ମିଳେ। କାହିଁ କେତେଦୂରରୁ ପାଦରେ ଚାଲି ଚାଲି ଆସୁଥିଲେ ଭକ୍ତ। ପରିଚିତ ଥିଲେ ତୀର୍ଥଯାତ୍ରୀ ଭାବରେ। ଗାଡ଼ି/ମୋଟରର ସୁବିଧା ନ ଥିଲା। ସମସ୍ତଙ୍କ ପାଇଁ...

ଦ୍ୱିତୀୟ ଭୂଇଁ ଛ’ କାଠ ଉଠିଲା

ପୁରୀ ଅଫିସ, ୨୭ା୬:ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥକାମ। ଚାରି ନାହାକରେ ପ୍ରଥମ ଭୂଇଁ ଛ’ କାଠ ଉଠିବା ପରେ ଦ୍ୱିତୀୟ ଓ ତୃତୀୟ ଭୂଇଁ ଖଞ୍ଜାଯାଇଥିଲା। ବୁଧବାର ତିନିରଥରେ ପ୍ରଥମ ଭୂଇଁରେ ଚଉଦା ନାହାକା ବୁଲିସାରିବା ପରେ ପ୍ରଥମ...

ହାଇକୋର୍ଟରେ ବିଚାରପତି ଚୟନ ବିବାଦ: ପ୍ରଧାନ ବିଚାରପତିଙ୍କ ପରାମର୍ଶକୁ ଗ୍ରହଣ କଲାନି ହାଇକୋର୍ଟ ବାର୍‌

କଟକ ଅଫିସ, ୨୭ା୬: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ପରାମର୍ଶକୁ ହାଇକୋର୍ଟ ବାର୍‌ ଗ୍ରହଣ କଲାନି। ଜୁନ୍‌ ୧୭ରୁ ଆରମ୍ଭ ହୋଇଥିବା ନିର୍ଦ୍ଦିଷ୍ଟ କେତୋଟି କୋର୍ଟ ବର୍ଜନ କାର୍ଯ୍ୟ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଜୁଲାଇ ୩ରେ ସାଧାରଣ...

ଭାରତ ସିରିଜ ପରେ ସନ୍ନ୍ୟାସ ନେବେ ଗେଲ୍‌

ମାଞ୍ଚେଷ୍ଟର, ୨୭।୬(ପି.ଟି.)- ବିସ୍ଫୋରକ ଓ୍ବେଷ୍ଟଇଣ୍ଡିଜ ଓପନିଂ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ନେଇ ତାଙ୍କ ମତ ବଦଳାଇଛନ୍ତି। ଘରୋଇ ମାଟିରେ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ସିରିଜ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ କରିବେ...

କୋଟିପତି କନିଷ୍ଠ ଯନ୍ତ୍ରୀ ଘରେ ଭିଜିଲାନ୍ସ ଯାଞ୍ଚ: ୧ କୋଟି ୩୩ ଲକ୍ଷ ୨୦ହଜାର ୯୩୯ ଟଙ୍କାର ସମ୍ପତ୍ତି ଠାବ

କଟକ ଅଫିସ,୨୭ା୬: ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକର କନିଷ୍ଠଯନ୍ତ୍ରୀ ତ୍ରିବିକ୍ରମ ସାମନ୍ତରାୟଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି। କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ପକ୍ଷରୁ ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ କଟକ ଭିଜିଲାନ୍ସ ଡିଭିଜନ...

ଓଡ଼ିଶା ୱାକଫ୍‌ ବୋର୍ଡର ପୂର୍ଣ୍ଣକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତିକୁ ନେଇ ଜନସ୍ବାର୍ଥ ମାମଲା: ସରକାରଙ୍କୁ ଜବାବ ତଲବ

କଟକ ଅଫିସ,୨୭ା୬: ଓଡ଼ିଶା ୱାକଫ୍‌ ବୋର୍ଡର ପୂର୍ଣ୍ଣକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି କରିବାରେ ସରକାରଙ୍କ ଅବହେଳାକୁ ଚ୍ୟାଲେଞ୍ଜ କରି କଟକ ମହାନଗର ସଂଖ୍ୟାଲଘୁ ନାଗରିକ ପରିଷଦ ପକ୍ଷରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ଏହି ମାମଲାର ବିଚାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri