ସ୍ପଷ୍ଟଦିବାଲୋକରେ କଂଗ୍ରେସ ପ୍ରବକ୍ତାଙ୍କୁ ଗୁଳି କରି ହତ୍ୟା: ୧୦ ଗୁଳି ମାଡ଼
ଚଣ୍ଡିଗଡ଼,୨୭।୬: ହରିୟାଣାରେ ଜଣେ କଂଗ୍ରେସ ପ୍ରବକ୍ତାଙ୍କୁ ଗୁରୁବାର ସ୍ପଷ୍ଟଦିବାଲୋକରେ ଗୁଳି କରି ହତ୍ୟା କରାଯାଇଛି। ସ୍ଥାନୀୟ ଫରଦାବାଦ୍ର ସେକ୍ଟର-୯ଠାରେ କଂଗ୍ରେସ ପ୍ରଦେଶ ପ୍ରବକ୍ତା ବିକାଶ ଚୌଧୁରୀ କାରରେ ଯାଉଥିବାବେଳେ ତାଙ୍କ ଉପରକୁ ୧୦ଟି ଗୁଳିମାଡ଼ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ...
ପାକିସ୍ତାନରେ ଆତଙ୍କବାଦୀଙ୍କୁ ମିଳିଛି ସରକାରୀ ସୁରକ୍ଷା: ଜୟଶଙ୍କର
ନୂଆଦିଲ୍ଲୀ,୨୭।୬: ପାକିସ୍ତାନରେ ଆତଙ୍କବାଦୀଙ୍କୁ ସରକାରୀ ସୁରକ୍ଷା ମିଳିଛି। ବ୍ରିଟେନ୍-ଭାରତ ପ୍ରତିନିଧିସ୍ତରୀୟ ସମ୍ମିଳନୀରେ ବର୍ହିବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏହା କହିଛନ୍ତି। ଭାରତର ପଡ଼ୋଶୀ ରାଷ୍ଟ୍ରରେ ଆତଙ୍କବାଦୀ ଏକ ଶିଳ୍ପସଂସ୍ଥା ଭାବେ କାୟା ବିସ୍ତାର କରୁଥିଲେ ମଧ୍ୟ ସରକାର ଏନେଇ କୌଣସି...
୮ ବର୍ଷ ହେଲା ଖୋଜୁଥିଲା ପୋଲିସ: ହସ୍ପିଟାଲରେ ମୃତାବସ୍ଥାରେ ମିଳିଲା ଆସାମୀ
ନୂଆଦିଲ୍ଲୀ, ୨୭।୬: ଦୀର୍ଘ ୮ ବର୍ଷ ଧରି ଜଣେ ହତ୍ୟାକାରୀକୁ କ୍ରାଇମବ୍ରାଞ୍ଚ ପୋଲିସ ଖୋଜୁଥିଲା। ହତ୍ୟାକାରୀ ବିଷୟରେ ସନ୍ଧାନ ଦେଲେ ୨ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ଶେଷରେ ସମ୍ପୃକ୍ତ ହତ୍ୟାକାରୀ ଜଣଙ୍କୁ ପୋଲିସ ମୃତାବସ୍ଥାରେ...
ମଝି ଆକାଶରେ ପକ୍ଷୀ ସହ ଜାଗୁଆର ଯୁଦ୍ଧ ବିମାନ ଧକ୍କା
ଚଣ୍ଡିଗଡ଼,୨୭।୬: ହରିୟାଣା ଅମ୍ବାଲାରେ ଜାଗୁଆର ଯୁଦ୍ଧ ବିମାନ ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପକ୍ଷୀ ସହ ଧକ୍କା ଦେବାରୁ ଏଭଳି ହୋଇଥିବା କୁହାଯାଉଛି। ଦୁର୍ଘଟଣା ପରେ ବିମାନର ଇର୍ମଜେନ୍ସି ଲାଣ୍ଡିଂ କରାଯାଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇ ନ...
ବର୍ଷାଦିନେ ଷ୍ଟ୍ରିଟ୍ଫୁଡ୍
ମୌସୁମୀ ଆସିଲେ ପ୍ରଥମେ ସମସ୍ତଙ୍କ ମନକୁ ଆସେ ଘରେ ବସି କେମିତି ଗରମ ଗରମ ଖାଦ୍ୟର ମଜାନେବା। ଗରମ ପକୁଡ଼ି ସାଙ୍ଗକୁ ଗରମ ଚା’ ହୋଇଗଲେ ବର୍ଷାଦିନିଆ ସନ୍ଧ୍ୟା ଆଉ ସକାଳର ମଜା ଆହୁରି ଜମିଯାଏ। ହେଲେ ଏହାପରେ ବି...
ନେତାଙ୍କୁ ବୁଝାଇଦେଇଥିଲି ଚୋରର ଅର୍ଥ…
ଆଠମଲ୍ଲିକରେ ଏକ ସାହିତ୍ୟ ସଭା ଥାଏ। ବର୍ଷ କି ବାର ଠିକ୍ ମନେ ନ ଥିଲେ ବି ଘଟଣା କ’ଣ ଥିଲା ତାହା ଏଯାଏ ମନରେ ଅଛି। କାର୍ଯ୍ୟକ୍ରମରେ ମୁଁ ଥାଏ ମୁଖ୍ୟବକ୍ତା ଓ ରାଜ୍ୟର ଜଣେ ନେତା ଥାନ୍ତି...
ଶାହଙ୍କ କଶ୍ମୀର ମିଶନ: ଶହୀଦ୍ ଇନସ୍ପେକ୍ଟର ପରିବାରଙ୍କୁ ଭେଟିଲେ
ଶ୍ରୀନଗର,୨୭।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀର ଗସ୍ତରେ ଆସିଛନ୍ତି। ଗସ୍ତକାଳରେ ସେ ଗୁରୁବାର ଶହୀଦ୍ ଇନସ୍ପେକ୍ଟର ଅରଶଦ୍ ଖାଁଙ୍କ ପରିବାର ସଦସ୍ୟଙ୍କୁ ଭେଟି ସ୍ବାନ୍ତନା ଦେଇଛନ୍ତି। ଅରଶଦ୍ ଜୁନ୍ ୧୨ରେ ଅନନ୍ତନାଗରେ ସନ୍ଧ୍ୟା ସମୟରେ ପାଟ୍ରୋଲିଂ କରୁଥିବାବେଳେ ତାଙ୍କ...
ଖୁବ୍ଶୀଘ୍ର ପାଟଣାଗଡ଼
ପାଟଣାଗଡ଼ ପାର୍ସଲ ବୋମା ଘଟଣାକୁ ନେଇ ପ୍ରଯୋଜକ ଶ୍ରୀଧର ମାର୍ଥା ନିର୍ମାଣ କରିଥିଲେ ଓଡ଼ିଆ ସିନେମା ‘ପାଟଣାଗଡ଼’। କିନ୍ତୁ ଶୁଟିଂ ସମୟରେ କେତେକ ଆଇନଗତ କାରଣରୁ ଫିଲ୍ମଟି ବେଶ୍ କିଛି ମାସ ହେବ ପଡ଼ିରହିଥିଲା। ହେଲେ ଖୁବ୍ଶୀଘ୍ର ଫିଲ୍ମଟି ପରଦା...
ଜାହ୍ନବୀଙ୍କ ଆଶା
ନବାଗତା ଜାହ୍ନବୀ କପୁରଙ୍କର ଏକ ଆଶା ରହିଛି। ବଲିଉଡ୍ରେ ତ ଏଣ୍ଟ୍ରି କଲେ, ପୁଣି ଆଉ କ’ଣ ଆଶା ରହିଗଲା ଯେ ତାକୁ ନେଇ ସେ ଚିନ୍ତା କରୁଛନ୍ତି। ସେ କହି ବୁଲୁଛନ୍ତି ଯେ, ତାଙ୍କ ସାନଭଉଣୀ ଖୁସି ମଧ୍ୟ...
ପାରିଶ୍ରମିକ ପାଇଁ..
ଯାହା ଘଟିଗଲା ତାହାକୁ ସହଜରେ ହଜମ କରିପାରୁନାହାନ୍ତି କ୍ରିତି ସାନନ। କଥା କ’ଣ କି, ନିକଟରେ ଜଣେ ନବାଗତ ପ୍ରଯୋଜକ ତାଙ୍କୁ ନିଜ ଫିଲ୍ମରେ ସାଇନ୍ କରିବାକୁ ଚାହିଁଲେ। କଥାବାର୍ତ୍ତା ସମୟରେ ବେଶ୍ କୁଲ୍ ମାଇଣ୍ଡରେ କାହାଣୀ ଏବଂ ନିଜ...
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରେଳପଥ ପକ୍ଷରୁ ବ୍ୟାପକ ବ୍ୟବସ୍ଥା: ଡ୍ରୋନ୍, ସିସିଟିଭି କ୍ୟାମେରା ଲେନ୍ସରେ ରହିବ ପୁରୀ ଷ୍ଟେଶନ
ଜଟଣୀ,୨୭ା୬(ଡି.ଏନ.ଏ.) : ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ରେଳଯାତ୍ରୀଙ୍କ ପାଇଁ ରେଳପଥ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପରି ଚଳିତବର୍ଷ ଅଧିକ ସଂଖ୍ୟାରେ ସ୍ବତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରାଯାଇଛି। ଏଥିସହ ଅନ୍ୟାନ୍ୟ ସୁବିଧା ସହ...
ଭିଡ଼ ହିଂସା ପାଇଁ କମଲନାଥ ସରକାର ଆଣିବେ କଡ଼ା ଆଇନ: ହେବ ୫ ବର୍ଷ ଜେଲ୍ ଦଣ୍ଡ
ଭୋପାଳ,୨୭।୬: ମଧ୍ୟପ୍ରଦେଶରେ କମଲନାଥ ସରକାର ଭିଡ଼ ହିଂସା ପାଇଁ କଡ଼ା ଆଇନ ଆଣିବାକୁ ଯାଉଛନ୍ତି। ଏଣିକି ଏଭଳି କରୁଥିବା ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ୍ ସହିତ ଜରିମାନା ଦଣ୍ଡାଦେଶ କରାଯିବ। ରାଜ୍ୟରେ ଗୋରକ୍ଷକ ଭାବେ ନାନା ପ୍ରକାର ହିଂସା ହେଉଥିବାରୁ...
Archives


