ଲାଞ୍ଜିଗଡ ବ୍ଳକରେ ୮ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ୧୧୦୦ ଛାତ୍ରୀଛାତ୍ର
ଲାଞ୍ଜିଗଡ, ୨୦।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଶୁକ୍ରବାର ମାଟ୍ରିକ ପରୀକ୍ଷା ଦେବେ ୧୧୦୦ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହେଇ ମାର୍ଚ୍ଚ ୬ ତାରିଖରେ ସରିବ I…
ଦିଲ୍ଲୀ ସରକାରରେ ବିଭାଗ ବଣ୍ଟନ: ଅର୍ଥ ବିଭାଗ ନିଜ ପାଖରେ ରଖିଲେ ରେଖା
ନୂଆଦିଲ୍ଲୀ,୨୦।୨: ଭାଜପା ବିଧାୟିକା ରେଖା ଗୁପ୍ତା ଦିଲ୍ଲୀର ୯ମ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ଗ୍ରହଣ କରିବା ସହ ସଚିବାଳୟ ଯାଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିସହ ଦିଲ୍ଲୀରେ ରେଖା ସରକାର ଆରମ୍ଭ ହୋଇଛି। ୨୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ବ୍ୟବଧାନ…
Champions Trophy 2025: ଗିଲ୍ଙ୍କ ଜବରଦସ୍ତ ଶତକ: ବାଂଲାଦେଶକୁ ପରାସ୍ତ କଲା ଭାରତ
ଦୁବାଇ,୨୦।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ୍ରେ, ଭାରତୀୟ ଦଳ ବାଂଲାଦେଶକୁ ୬ ଉଇକେଟ୍ରେ ପରାସ୍ତ କରିଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ବାଂଲାଦେଶ ଦଳର ଅଧିନାୟକ ନାଜମୁଲ ହୋସେନ ସାଣ୍ଟୋ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ…
ଓଟିଟି ପ୍ଲାଟ୍ଫର୍ମ ପାଇଁ ଆସିଲା କେନ୍ଦ୍ରର ନୂଆ ଆଡଭାଇଜରି: କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୦।୨: ସୋସିିଆଲ ମିଡିଆରେ ଅଶ୍ଳୀଳ ମଜାକ୍ ବିବାଦକୁ ନେଇ କେନ୍ଦ୍ର ସରକାର ଓଭର ଦି ଟପ୍ (ଓଟିଟି) ପ୍ଲାଟ୍ଫର୍ମଗୁଡ଼ିକ ଉପରେ କଟକଣା ଜାରି କରିଛନ୍ତି। ଆଇନ ଦ୍ୱାରା ନିଷିଦ୍ଧ ହୋଇଥିବା ବିଷୟବସ୍ତୁ ପ୍ରସାରଣ ନ କରିବା ପାଇଁ ଉକ୍ତ ପ୍ଲାଟ୍ଫର୍ମଗୁଡ଼ିକୁ ଚେତାବନୀ…
KIIT ବିବାଦକୁ ନେଇ ବଡ଼ଖବର: ଆଉ ୫ ଜଣଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ୱର,୨୦।୨: କିଟ୍ ନେପାଳୀ ଛାତ୍ରଙ୍କୁ ମାଡ଼ ଘଟଣାରେ ଗୁରୁବାର ଆଉ ୫ ଜଣଙ୍କୁ ଗିରଫ କରାଯାଇଛି। ୪ ବାଉନସରଙ୍କ ସହ ଜଣେ ଆସିଷ୍ଟାଣ୍ଟ ଫିଲ୍ଡ ଅଫିସର ଗିରଫ ହୋଇଛନ୍ତି। ବାଉନସର ଅଜୟ ସ୍ବାଇଁ, ସରୋଜ ରାଉତରାୟ, ବାଉନସର ଚନ୍ଦନ ସ୍ବାଇଁ ଓ…
ବଡ଼ କୀର୍ତ୍ତିମାନ ହାସଲ କଲେ ରୋହିତ ଶର୍ମା: ଚତୁର୍ଥ ଭାରତୀୟ ବ୍ୟାଟସମ୍ୟାନ ଭାବେ…
ଦୁବାଇ,୨୦।୨: ରୋହିତ ଶର୍ମା ଦିନିକିଆ କ୍ରିକେଟ ଇତିହାସରେ ୧୧,୦୦୦ ରନ ପୂରଣ କରିଛନ୍ତି। ବାଂଲାଦେଶ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ ରାହିତ ତାଙ୍କ କ୍ୟାରିୟରରେ ୧୦,୯୮୮ ରନ କରିଥିଲେ। ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଇନିଂସରେ ମାତ୍ର ୧୨ ରନ କରି…
ଦୁଇ ବର୍ଷ ହେଲା ରାସ୍ତା ସମ୍ପ୍ରସାରଣ କାମ ବନ୍ଦ: ଟ୍ରାଫିକ ସମସ୍ୟା ସାଙ୍ଗକୁ ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି
ଲାଞ୍ଜିଗଡ଼,୨୦।୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସହର ମୁଖ୍ୟ ରାସ୍ତାଟି ଅଣଓସାରିଆ ହୋଇ ରହିଛି। ଏହାକୁ ନେଇ ବାରମ୍ବାର ଟ୍ରାଫିକ ସମସ୍ୟା ଦେଖା ଦେଇଥିବାବେଳେ ସହର ରାସ୍ତା ସମ୍ପ୍ରସାରଣ ନେଇ ଜିଲାପାଳଙ୍କୁ ଭେଟି ଏକ ଲିଖିତ…
ଚମକିଲେ ଶାମି: ଭାରତକୁ ୨୨୯ ରନ୍ର ଟାର୍ଗେଟ୍
ଦୁବାଇ,୨୦।୨: ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍ରେ ବାଂଲାଦେଶ ପ୍ରଥମେ ଖେଳି ଭାରତ ବିପକ୍ଷରେ ୨୨୮ ରନର ଲକ୍ଷ୍ୟ ରଖିଛି। ଟିମ ଇଣ୍ଡିଆକୁ ଏବେ ୨୨୯ ରନ କରିବାକୁ ପଡିବ। ବାଂଲାଦେଶ ବହୁତ ବଡ଼ ସ୍କୋର କରିପାରି ନ ଥିଲା, କିନ୍ତୁ ତୌହିଦ…
KIIT କାଣ୍ଡ: ଅଚ୍ୟୁତ ସାମନ୍ତଙ୍କୁ ହାଇଲେବୁଲ କମିଟି ଆଗରେ ହାଜର ହେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୨୦।୨: KIIT ଛାତ୍ରୀ ଘଟଣାରେ ଗୁରୁବାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସରକାରଙ୍କ ହାଇଲେବୁଲ କମିଟି ଆଗରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଜର ପାଇଁ ନିର୍ଦ୍ଦେଶ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ। ଚିଠି ଜରିଆରେ ତାଙ୍କୁ ଶୁକ୍ରବାର ସନ୍ଧ୍ୟା ସାଢ଼େ…
ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ଇତିହାସ ରଚିଲେ ମହମ୍ମଦ ଶାମି
ଦୁବାଇ,୨୦।୨: ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ମହମ୍ମଦ ଶାମି ଇତିହାସ ରଚିଛନ୍ତି। ସେ ଜାକେର ଅଲିଙ୍କ ରୂପରେ ତାଙ୍କର ୨୦୦ତମ ଦିନିକିଆ ଉଇକେଟ ପୂରଣ କରିଥିଲେ। ସେ ମିଚେଲ ଷ୍ଟାର୍କଙ୍କ ପରେ ଦ୍ୱିତୀୟ ବୋଲର ଭାବରେ ଦିନିକିଆ ଫର୍ମାଟରେ…
Rohit Sharma: ରୋହିତ ଶର୍ମାଙ୍କ ପାଇଁ ଏହି ଐତିହାସିକ ରେକର୍ଡରୁ ବଞ୍ଚିତ ହେଲେ ଅକ୍ଷର ପଟେଲ
ଦୁବାଇ,୨୦।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ, ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳୁଛି। ମ୍ୟାଚ୍ରେ ବାଂଲାଦେଶ ଅଧିନାୟକ ନାଜମୁଲ ହାସନ ସାଣ୍ଟୋ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବୋଲିଂ କରି ଭାରତୀୟ ଦଳ ମାତ୍ର…
ଆସନ୍ତାକାଲି ମାଟ୍ରିକ ପରୀକ୍ଷା: କର୍ଲାମୁଣ୍ଡାର ୬ କେନ୍ଦ୍ରରେ ପରୀକ୍ଷା ଦେବେ ୯୪୬ ପରୀକ୍ଷାର୍ଥୀ
କର୍ଲାମୁଣ୍ଡା,୨୦ା୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଚଳିତ ମାଟ୍ରିକ ପରୀକ୍ଷାର ଶୁକ୍ରବାର ପ୍ରଥମ ଦିବସରେ ୬ଟି କେନ୍ଦ୍ରରେ ୯୪୬ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବାକୁ ଥିବା ସୂଚନା ମିଳିଛି। ସୂଚନା ମତେ ରିଷିଡ଼ା ବାପୁଜୀ ଉଚ୍ଚ ବିଦ୍ୟାଳୟଠାରେ ଗଜବାହାଲ…
Archives


