ବନ୍ଧୁକ ଦେଖାଇ ନବବଧୂଙ୍କୁ ଅପହରଣ ଘଟଣା: ଧରାପଡ଼ିଲେ ଅଭିଯୁକ୍ତ, ସମ୍ବଲପୁରର ଭଡ଼ା ଘରୁ ମହିଳାଙ୍କୁ…
ବଲାଙ୍ଗୀର/ତରଭା,୨୪।୨(ସୁନୀଲ ମହାନ୍ତି/ମାନଭଞ୍ଜନ ମିଶ୍ର): ବହୁଚର୍ଚ୍ଚିତ ବନ୍ଧୁକ ଦେଖାଇ ନବବଧୂ ଅପହରଣ ଘଟଣାର ପର୍ଦ୍ଦାଫାଶ କରିଛି ତରଭା ପୋଲିସ। ସୋନପୁର ଏସ୍ପି ନାରାୟଣ ନାୟକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି । ନବବଧୂକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଅଭିଯୁକ୍ତ…
କୃଷକଙ୍କୁ ବଡ଼ ଭେଟି ଦେଲେ ମୋଦି ସରକାର ! ଏହି ଫସଲ ଉପରେ କୁଇଣ୍ଟାଲ ପିଛା ୨୭୫ ଟଙ୍କା MSP ବଢ଼ାଇଲେ…
ନୂଆଦିଲ୍ଲୀ,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି ୨୦୨୬-୨୭ ମାର୍କେଟିଂ ସିଜନ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, କଞ୍ଚା ଝୋଟ (TD-୩ ଗ୍ରେଡ)ର MSP ଏବେ…
Kerala Name Change: ନାଁ ବଦଳିଲେ ଖର୍ଚ୍ଚ ହେବ ଏତେ କୋଟି! ଶୁଣିଲେ ଉଡିବ ହୋସ୍
ନୂଆଦିଲ୍ଲୀ,୨୪।୨: କେନ୍ଦ୍ର କ୍ୟାବିନେଟ କେରଳର ନାମ ଆନୁଷ୍ଠାନିକ ଭାବରେ କେରଳମ କରିବା ପାଇଁ ଦୀର୍ଘ ଦିନ ଧରି ପଡ଼ି ରହିଥିବା ପ୍ରସ୍ତାବକୁ ସମ୍ପ୍ରତି ମଞ୍ଜୁରୀ ଦେଇଛି। ରାଜ୍ୟ ବିଧାନସଭା ନିର୍ୱାଚନ ପାଖେଇ ଆସୁଥିବା ସମୟରେ ଏହି ନିଷ୍ପତ୍ତି ନିଆଯାଇଛି। ତଥାପି, ଭାରତରେ…
୫ଟି ରାଜ୍ୟ ପାଇଁ ଖୁସି ଖବର, ଏୟାରପୋର୍ଟରୁ ରେଲେଓ଼୍ବ ଯାଏ ୮ ପ୍ରସ୍ତାବରେ ମୋଦି କ୍ୟାବିନେଟରେ ମଞ୍ଜୁରୀ
ନୂଆଦିଲ୍ଲୀ,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି (୨୪ ଫେବୃଆରୀ) ପ୍ରଧାନମନ୍ତ୍ରୀଙ୍କ ନୂତନ କାର୍ଯ୍ୟାଳୟ (ସେବା ତୀର୍ଥ)ରେ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। କ୍ୟାବିନେଟ ବୈଠକରେ ୧୨,୨୩୬ କୋଟି ଟଙ୍କାର ଆଠଟି ପ୍ରମୁଖ ନିଷ୍ପତ୍ତିକୁ ଅନୁମୋଦନ କରାଯାଇଥିଲା। କେରଳର ନାମ…
ନାୟିକାଙ୍କୁ ନେଇ ଖୋଲାଖୋଲି ଏମତି କହିଦେଲେ ଅନିଲ କପୁର
ଏଭରଗ୍ରୀନ୍ ଅଭିନେତା ଅନିଲ କପୁର ଫିଲ୍ମ ‘ସୁବେଦାର’ରେ ନଜର ଆସିବାକୁ ଯାଉଛନ୍ତି। ଏହି ଫିଲ୍ମରେ ସେ ଏକ ଶକ୍ତିଶାଳୀ ଭୂମିକାରେ ଅଭିନୟ କରିବେ। ଫିଲ୍ମର ପ୍ରଭାବଶାଳୀ ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ପ୍ରଶଂସା କରୁଛନ୍ତି। ଟ୍ରେଲର ଲଞ୍ଚରେ ଅନିଲ କପୁର…
ଉଡାଣ ଭରିବାର କିଛି ସମୟ ପରେ ସମୁଦ୍ରରେ କ୍ରାସ ଲ୍ୟାଣ୍ଡ କଲା ପବନ ହଂସ ହଲିକପ୍ଟର
ନୂଆଦିଲ୍ଲୀ,୨୪।୨: ମଙ୍ଗଳବାର ସକାଳେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ପବନ ହଂସ ହେଲିକପ୍ଟରଟି ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା, ଯାହା ଫଳରେ ପାଇଲଟଙ୍କୁ ସମୁଦ୍ରରେ ଅବତରଣ…
ବେଡ୍ରୁମ୍ AC ଉପରେ ବସିଥିଲା ସାପ, ହଠାତ୍ ଘଟିଲା….ଦେଖନ୍ତୁ Video
ନୂଆଦିଲ୍ଲୀ,୨୪।୨: ସାଧାରଣତଃ ଗ୍ରୀଷ୍ମ ଋତୁରେ ଲୋକେ ରୁମ୍ରେ ବସି ଏସିର ମଜା ନିଅନ୍ତି। କିନ୍ତୁ ସେଇ ଏସିରେ ଯଦି ଏକ ବିପଦଜନକ ପ୍ରାଣୀକୁ ଦେଖନ୍ତି ତେବେ ଭୟଭୀତ ହେବା ସ୍ବାଭାବିକ କଥା। ସୋସିଆଲ ମିଡିଆରେ ଏକ ଲୋମଟାଙ୍କୁରା ଭିଡିଓ ଭାଇରାଲ ହେଉଛି।…
ବଜାରରେ କ୍ରାଶ ହେଲା ସେନା ହେଲିକପ୍ଟର, ୪ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ,୨୪।୨: ଆମେରିକା ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ ମଙ୍ଗଳବାର ଦିନ କେନ୍ଦ୍ରୀୟ ଇରାନରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । କେନ୍ଦ୍ରୀୟ ଇରାନର ଏକ ଫଳ ଏବଂ ପନିପରିବା ବଜାରରେ ହେଲିକପ୍ଟରଟି ଖସିପଡ଼ିବାରୁ ଅତି କମରେ ଚାରି ଜଣଙ୍କର ମୃତ୍ୟୁ…
ଚାଷୀ ସୁରକ୍ଷା ସମାବେଶରେ ନବୀନଙ୍କ ରଣହୁଙ୍କାର, ‘ଡବଲ ଇଂଜିନ ସରକାର କରୁଛି କଣ’
ଭୁବନେଶ୍ବର,୨୪।୨: ଚାଷୀ ସମସ୍ୟା ନେଇ ବିଜେଡି ବିକ୍ଷୋଭ ଚଳାଇଛି । ଭୁବନେଶ୍ବର ଲୋୟର PMGରେ ବିଜେଡିର ଚାଷୀ ସୁରକ୍ଷା ସମାବେଶ ଆରମ୍ଭ ହୋଇଛି । ଏଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗଦେଇ ଗର୍ଜିଛନ୍ତି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି…
ରାଉରକେଲା NIT କ୍ୟାମ୍ପସରେ ହାତୀ ଆତଙ୍କ, ଛାତ୍ରୀଛାତ୍ର ଭୟଭୀତ
ରାଉରକେଲା,୨୪।୨(ସଂଗୀତା ଜେନା): ମଙ୍ଗଳବାର ସକାଳେ ଦୁଇଟି ବନ୍ୟ ହାତୀ ରାଉରକେଲା ପରିସରରେ ପ୍ରବେଶ କରିବା ପରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି କ୍ୟାମ୍ପସରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା । ଯାହା ପରେ ବନ ବିଭାଗ ଏବଂ ସ୍ଥାନୀୟ ପୋଲିସ…
T20 World Cupରୁ ବାହାରିଯିବ ପାକିସ୍ତାନ! ଜାଣନ୍ତୁ ଗ୍ରୁପ-୨ ସେମିଫାଇନାଲରେ ପହଞ୍ଚିବାର ସମୀକରଣ
ନୂଆଦିଲ୍ଲୀ,୨୪।୨: ପାକିସ୍ତାନ କ୍ରିକେଟ ଦଳର ସୁପର ୮ର ପ୍ରଥମ ମ୍ୟାଚ ବର୍ଷା ଯୋଗୁ ରଦ୍ଦ ହୋଇଯାଇଥିଲା, ଯାହା ସଲମାନ ଅଲି ଆଗା ଏବଂ ଦଳକୁ ଗୋଟିଏ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ମଙ୍ଗଳବାର ସେମାନେ ଇଂଲଣ୍ଡ ସହିତ ମୁକାବିଲା କରୁଛନ୍ତି, ଯିଏ…
ପ୍ରଣବଙ୍କ ଫାର୍ମ ହାଉସରେ ବୁଲିଲା ବୁଲଡୋଜର: ଜବରଦଖଲ ଉଚ୍ଛେଦ ଜାରି
ଧର୍ମଶାଳା,୨୪।୨(ଶିବ ପ୍ରସାଦ ମହାନ୍ତି): ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ମଙ୍ଗଳବାର ବୁଲଡୋଜର ବୁଳିଛି। ପ୍ରଶାସନ ପକ୍ଷରୁ ପ୍ରଣବଙ୍କ ଫାର୍ମ ହାଉସରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଫାର୍ମ ହାଉସ ପାଚେରି ସହ କିଛି ଘରକୁ ଉଚ୍ଛେଦ…
Archives


