ନୂଆ ଅଧିନାୟକ ଘୋଷଣା କଲା ଅଷ୍ଟ୍ରେଲିଆ, ବାଦ୍ ପଡ଼ିଲେ RCB ଷ୍ଟାର ବୋଲର
ନୂଆଦିଲ୍ଲୀ,୧୨।୭: ୱେଷ୍ଟଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ କିଙ୍ଗଷ୍ଟନରେ ଖେଳାଯିବ। ଅଷ୍ଟ୍ରେଲିଆ ଦଳ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ଜିତି ସିରିଜ କବଜା କରିସାରିଛି। ଏବେ ସେମାନେ ଆୟୋଜକ ଦଳକୁ କ୍ଲିନ ସୁଇପ୍ କରିବା ଉଦ୍ଦେଶ୍ୟରେ…
ଓଡ଼ିଶାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା: ଦିଲ୍ଲୀରେ ଆଶାୟୀ ତାଲିକା ଫାଇନାଲ!
ଭୁବନେଶ୍ୱର,୧୨।୭: ଓଡ଼ିଶା ରାଜ୍ୟ ସରକାରର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଘୋଷଣା କରିଛନ୍ତି ଯେ, ଖୁବ ଶୀଘ୍ର ମନ୍ତ୍ରୀମଣ୍ଡଳରେ ନୂଆ ମୁହଁ ସାମିଲ ହେବେ। ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି…
ମାତ୍ର ଗୋଟିଏ ସେକେଣ୍ଡରେ ‘ରନ୍’ରୁ ‘କଟଅଫ’ ମୋଡକୁ କେମିତି ଚାଲିଗଲା ଉଭୟ ଇଞ୍ଜିନ: ଅହମ୍ମଦାବାଦ୍ ପ୍ଲେନ୍ କ୍ରାଶ୍କୁ ନେଇ ବଡ଼ ଖୁଲାସା
ଅହମ୍ମଦାବାଦ,୧୨।୭: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟ ଆସିଛି। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (AAIB) ର ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଉଡ଼ାଣ ଆରମ୍ଭ ହେବାର ମାତ୍ର କିଛି ସେକେଣ୍ଡ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।…
ବିଶ୍ୱର ସବୁଠୁ ବଡ଼ ମୁସଲମାନ ଦେଶ ହୋଇଯିବ ଭାରତ! ଜାଣନ୍ତୁ ହିନ୍ଦୁମାନଙ୍କ ସ୍ଥିତି କୋଉଠି
ନୂଆଦିଲ୍ଲୀ,୧୨।୭: ବିଶ୍ୱରେ ମୁସଲମାନ ସମ୍ପ୍ରଦାୟ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଧାର୍ମିକ ଗୋଷ୍ଠୀ ଭାବରେ ଉଭା ହୋଇଛି। ବିଶ୍ୱରେ ଖ୍ରୀଷ୍ଟିଆନ ଜନସଂଖ୍ୟା ହ୍ରାସ ପାଇଛି। ପ୍ୟୁ ରିସର୍ଚ୍ଚ ସେଣ୍ଟର ଦ୍ୱାରା ଏକ ସାମ୍ପ୍ରତିକ ରିପୋର୍ଟରେ ପ୍ରକାଶିତ ହୋଇଛି। ଏହି ରିପୋର୍ଟରେ…
୫ ଉଇକେଟ୍ ନେବାପରେ ବି ସେଲିବ୍ରେଶନ୍ କଲେ ନାହିଁ ବୁମ୍ରା: ଜାଣନ୍ତୁ କାହିଁକି
ଲର୍ଡସ,୧୨।୭: ଭାରତୀୟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଜସପ୍ରିତ ବୁମରା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଚମତ୍କାର ବୋଲିଂ କରିଥିଲେ ଏବଂ ୫ ଜଣ ଇଂଲଣ୍ଡ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଏହା ସହିତ ସେ ପୂର୍ବତନ ଭାରତୀୟ ଅଧିନାୟକ…
ମାଲ୍ବାହୀ ଟ୍ରେନ୍ର ୧୧ ବଗି ଲାଇନ୍ଚ୍ୟୁତ
ବୀରମିତ୍ରପୁର,୧୨ା୭: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁରଠାରେ ଶନିବାର ଏକ ମାଲବାହୀ ଟ୍ରେନ୍ର ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ବୀରମିତ୍ରପୁର ଉପରମାର୍କେଟ ଅଞ୍ଚଳ ନିକଟରେ ଲାଇନଚ୍ୟୁତ ହୋଇଛି। ଚୂନଭଟାରୁ ବୀରମିତ୍ରପୁର ରେଳ ଷ୍ଟେଶନକୁ ଗଲା ବେଳେ ଏହି ଅଘଟଣ ଘଟିଛି।
ବୁମରାଙ୍କ ସୁନାମିରେ ଉଡ଼ିଗଲା ଇଂଲଣ୍ଡ, ଭାଙ୍ଗିଗଲା କପିଲ ଦେବଙ୍କ ରେକର୍ଡ
ଲର୍ଡସ,୧୨।୭: ଲର୍ଡସ ଟେଷ୍ଟରେ ଜସପ୍ରିତ ବୁମରା ଭାରତୀୟ ଦ୍ରୁତ ବୋଲରମାନଙ୍କ ପାଇଁ ଏପର୍ଯ୍ୟନ୍ତ ସ୍ବପ୍ନ ଭଳି କାମ କରିଥିଲେ। କାର୍ଯ୍ୟଭାର ପରିଚାଳନା ଯୋଗୁ ଦ୍ୱିତୀୟ ଟେଷ୍ଟରୁ ବାହାରେ ବସିଥିବା ବୁମରା ତୃତୀୟ ଟେଷ୍ଟର ଦ୍ୱିତୀୟ ସକାଳେ ବଲ ଧରିବା ମାତ୍ରେ ଇଂଲିସ…
ଗୁରୁତ୍ୱପୂର୍ଣ୍ଣ ପଦବୀରେ ନାହାନ୍ତି ଅଧିକାରୀ
ବୈଶିଙ୍ଗା,୧୨ା୭(ରତନ ଦାଶ): ମୟୂରଭଞ୍ଜ ଜିଲା ବାରିପଦା ସଦର ସବ୍ଡିଭିଜନ ଅଧୀନରେ ଥିବା ବେତନଟୀ ତହସିଲ ଓ ବ୍ଲକର ପ୍ରଶାସନିକ ସେବା ଯେପରି ଗୁରୁତ୍ୱପୂର୍ଣ୍ଣ ସେହିପରି ମଧ୍ୟ ସମ୍ବେଦନଶୀଳ। ହେଲେ ଦୀର୍ଘ ୬ମାସରୁ ଊଦ୍ଧର୍ବ ସମୟ ଧରି ତହସିଲଦାର ପଦବୀ ଓ ୨…
ମେଣ୍ଡୁଲିଙ୍କ ପଛରେ ବଡ଼ ହାତ! ସାମ୍ନାକୁ ଆସିଲା ବଡ଼ ଖୁଲାସା
ଭୁବନେଶ୍ୱର,୧୨।୭: ମୁଣ୍ଡରେ ନାଲି ଗାମୁଛା, ଦେହରେ ମାଟିଆ ପୋଷାକ। ଘର ଆଠମଲ୍ଲିକ। ରାଜ୍ୟ ରାଜନୀତିକୁ ହୁଲସ୍ତୁଲ କରୁଛନ୍ତି ଏହି ନେତା। ଏହି ନେତାଜଣକ ୪ଦିନ ଧରି ରାଜ୍ୟରେ ଡ୍ରାଇଭର ସଂଘ ଆନ୍ଦୋଳନକୁ ଆଗକୁ ବଢାଉଛନ୍ତି। ବଡ଼ବଡ଼ ନେତାଙ୍କ ଠାରୁ ମନ୍ତ୍ରୀ ଯାଏ…
ଶିକ୍ଷକଙ୍କ ବଦଳି ବାତିଲ ଦାବି ନେଇ ତାତିଲେ ଛାତ୍ରୀଛାତ୍ର-ଅଭିଭାବକ
ଛତ୍ରପୁର,୧୨ା୭(ଦିଲ୍ଲୀପ ସାମଲ): ସ୍କୁଲ ଶିକ୍ଷକଙ୍କ ବଦଳି ବାତିଲ କରିବା ନେଇ ଛତ୍ରପୁର ବ୍ଳକ ଟାକିରିଆ ବ୍ରହ୍ମପୁର ଅଭିଭାବକ ଓ ଛାତ୍ରୀ ଛାତ୍ର ଆନ୍ଦୋଳନ କରିଛନ୍ତି। ଶନିବାର ସକାଳୁ ସ୍କୁଲ ଗେଟ୍ ଆଗରେ ଆନ୍ଦୋଳନ କରିବା ସହ ଗେଟ୍ରେ ତାଲା ପକାଇ ରଖିଛନ୍ତ।…
ମହିଳାଙ୍କୁ ବଳାତ୍କାର ମାମଲା: ଜାମିନ ନାମଞ୍ଜୁର ପରେ ଜେଲ ଗଲେ ଶିକ୍ଷକ
ମହାକାଳପଡ଼ା,୧୨ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳର ସରକାରୀ ଶିକ୍ଷକ ରଞ୍ଜିତ ମଣ୍ଡଳ(୪୭) ଜଣେ ୩୯ ବର୍ଷୀୟା ମହିଳାଙ୍କୁ ବଳାତ୍କାର ମାମଲାରେ ଗିରଫ ହୋଇ ଶୁକ୍ରବାର କୋର୍ଟ ଚାଲାଣ ହୋଇଛନ୍ତି। ଜାମିନ ନାମଞ୍ଜୁର…
ରାଇସ୍ ମିଲ୍ ପାଉଁଶଗଦାରେ ନାବାଳକଙ୍କ ମୃତ୍ୟୁ ଘଟଣା: ଏନ୍ଏଚ୍ଆର୍ସିର ରିପୋର୍ଟ ତଲବ, ୨୧ରେ ଶୁଣାଣି
ବରଗଡ଼,୧୨ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ମହୁଲେ ଗ୍ରାମରେ ରହିଥିବା କାଳେଶ୍ୱର ରାଇସ୍ ମିଲ୍ର ପାଉଁଶ ଗଦାରେ ପଡ଼ି ବଇପୁର ଗ୍ରାମର ଜଣେ ନାବାଳକ ପ୍ରତ୍ୟୁଷ ଭଏନାଙ୍କ ମୃତ୍ୟୁ ଘଟଣା ଜାତୀୟ ମାନବାଧିକାର କମିଶନ(ଏନ୍ଏଚ୍ଆର୍ସି) ପାଖରେ ପହଞ୍ଚିଛି। ଭବାନୀପାଟଣା…
Archives


