ଯୋଗ ଭିଡିଓ ଶେୟାର କଲେ ମୋଦି
ନୂଆଦିଲ୍ଲୀ,୩୧ା୩ (ଆଇଏଏନ୍ଏସ୍): ଲକ୍ଡାଉନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ଫିଟ୍ନେସ ରଖିବା ପାଇଁ ନେଉଥିବା ପଦକ୍ଷେପ ସମ୍ପର୍କରେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଅନେକ ବର୍ଷ ଧରି ଯୋଗ ତାଙ୍କ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଥିବା ସେ କହିଛନ୍ତି। ଅନେକ…
ଏ କୁଳର ନା ସେ କୁଳର
ନୂଆଦିଲ୍ଲୀ,୩୧ା୩(ପି.ଟି.): ମୁଣ୍ଡ ପରେ ମୁଣ୍ଡ ନେଇଚାଲିଥିବା ଘାତକ ଭୂତାଣୁ କୋଭିଡ୍-୧୯ର ମୁକାବିଲା ପାଇଁ କେନ୍ଦ୍ର ସରକାର ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରିଛନ୍ତି। ସୋମବାର ଏହି ତାଲାବନ୍ଦ ଡାକରା ଷଷ୍ଠ ଦିନରେ ପହଞ୍ଚତ୍ଛି। ଦେଶର ବଡ଼ ବଡ଼ ସହରରୁ ଦାଦନ ଶ୍ରମିକଙ୍କ ଗଣପଳାୟନ…
ବଢ଼ି ନ ପାରେ ଲକ୍ଡାଉନ ଅବଧି
ନୂଆଦିଲ୍ଲୀ,୩୧ା୩(ପି.ଟି.): ଦେଶରେ ଗତ ମଙ୍ଗଳବାରଠାରୁ ଲାଗୁ ହୋଇଥିବା ୨୧ ଦିନିଆ ଲକ୍ଡାଉନ ସମୟସୀମା ବୃଦ୍ଧି ପାଇପାରେ ବୋଲି ଗୁଜବ ପ୍ରଚାରିତ ହେଉଥିବାବେଳେ ସେଭଳି ଯୋଜନା ନ ଥିବା ସୋମବାର ସରକାର ସ୍ପଷ୍ଟ କରିଛନ୍ତି। ଲକ୍ଡାଉନ ସମୟ ବୃଦ୍ଧି ନେଇ କେତେକ ଗଣମାଧ୍ୟମରେ…
ଚଢ଼ାଦରରେ କିଣୁଛନ୍ତି ୬୦.୯% ଭାରତୀୟ
ନୂଆଦିଲ୍ଲୀ, ୩୧ା୩(ଆଇଏଏନ୍ଏସ୍): କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଅସାଧୁ ବ୍ୟବସାୟୀମାନେ ଅଚଳାବସ୍ଥାର ସୁଯୋଗ ନେଇ କଳାବଜାର କରିବାରେ ଲାଗିଛନ୍ତି। ଏଥିଯୋଗୁ ୬୦.୯% ଭାରତୀୟ…
ବନ୍ଦହେଲା ‘ଇଣ୍ଡିଆ ଆବ୍ରୋଡ୍’
ନ୍ୟୁୟର୍କ,୩୧ା୩: ଆମେରିକାରେ ଗତ ୫୦ବର୍ଷ ଧରି ଭାରତୀୟ ସମାଜର ଆଇନା ପାଲଟିଥିବା ଭାରତୀୟ ଖବରକାଗଜ ‘ଇଣ୍ଡିଆ ଏବ୍ରଡ୍’ ସୋମବାର ଶେଷଥର ଲାଗି ଛପାଯାଇଛି। ନ୍ୟୁୟର୍କ ସହରର ଏହି ସାପ୍ତାହିକ ଖବରକାଗଜର ପ୍ରକାଶକ ଗୋପାଳ ରାଜୁ ୧୯୭୦ରେ ଏହାକୁ ପ୍ରକାଶ କରି ସେଠାରେ…
ଚାଇନାରେ ୯୩%, ଆମେରିକାରେ ୩% ଆରୋଗ୍ୟ
ଓ୍ବାଶିଂଟନ/ନୂଆଦିଲ୍ଲୀ,୩୧ା୩: ସାରା ବିଶ୍ୱକୁ ଗ୍ରାସି ଚାଲିଥିବା କରୋନା ଭାଇରସ୍ ସୋମବାର ରାତି ୧୧ଟା ସୁଦ୍ଧା ୩୬ ହଜାର ୮୬୪ଜଣଙ୍କ ଜୀବନ ନେଇଥିବାବେଳେ ୭ ଲକ୍ଷ ୬୪ ହଜାର ୮୬୬ଲୋକଙ୍କୁ ସଂକ୍ରମିତ କରିଛି। ହେଲେ ଏହି ଭୂତାଣୁର ଜନ୍ମସ୍ଥାନ ଚାଇନାରେ ସ୍ଥିତି କ୍ରମଶଃ…
ଅସହାୟଙ୍କୁ ଦିଆଗଲା ଖାଦ୍ୟ ପୁଡ଼ିିଆ
ବନ୍ତ,୩୦ା୩(ଡି.ଏନ୍.ଏ.)-କରୋନା ପାଇଁ ସରକାର ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ଲୋକ ମାନେ ବାହାରକୁ ବାହାରି ପାରୁନାହାନ୍ତି । ଫଳରେ ଦିନମଜୁରିଆ ଓ ଅସହାୟ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଭଦ୍ରକ ଜିଲା ବନ୍ତ ହାଟସାହି ଓ କଲେଜ ନିକଟସ୍ଥ…
ସିଏମ୍ଆରଏଫକୁ ୧ ଲକ୍ଷ ଦେଲେ ବ୍ଲକ ଅଧ୍ୟକ୍ଷ
ସୋନପୁର,୩୦।୩(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ କରୋନା ମୁକାବିଲା ପାଇଁ ସିଏମ୍ଆରଏଫ(ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଡି)କୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସୋମବାର ଭୋଇ ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ତାଙ୍କ ପ୍ରକୋଷ୍ଠରେ ଭେଟି ଲକ୍ଷେ ଟଙ୍କାର…
ଗୁରୁକୁଳ ସପ୍ତର୍ଷି ସେବାଶ୍ରମ ଅନ୍ତେବାସୀଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ
ବଲାଙ୍ଗୀର ଅଫିସ/ଟିକ୍ରାପଡା, ୩୦ା୩ (ଡି.ଏନ୍.ଏ.): କରୋନା ସଂକ୍ରମଣ ମୁକାବିଲା ପାଇଁ ଲକ୍ ଡାଉନ୍ ସମୟରେ ଅନେକ ସ୍ଥାନରେ ନାନା ସମସ୍ୟା ଦେଖାଦେଇଛି । ଟିକ୍ରାପଡା ଫାଣ୍ଡି ଅନ୍ତର୍ଗତ ଦେଓଗଁା ଗୁରୁକୁଳ ସପ୍ତର୍ଷି ସେବାଶ୍ରମରେ ଅନାଥ ଅନ୍ତେବାସୀଙ୍କୁ ସରକାରୀ ଅଧିକାରୀ ଓ ସ୍ବେଚ୍ଉାବେୀମାନେ…
ମାକ୍ସ ପ୍ରସ୍ତୁତ କରି ସୁରକ୍ଷିତ ରହିବାର ବାର୍ତ୍ତା ବାଣ୍ଟୁଛିି ଏସ୍ଏଚ୍ଜି
ଲୋଇସିଂହା, ୩୦।୩(ଡି.ଏନ.ଏ): ମାରମତ୍କ କରୋନା ଭାଇରସ୍ ସଂକ୍ରମ଼ଣରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଶମେଲ ଗାଁର ମା’ଶକ୍ତିରୂପା ସ୍ବୟଂ ସହାୟକ ଗୋଷ୍ଠୀ ଗତ ୧୩ଦିନ ହେଲା ମାକ୍ସ ତିଆରି କରି ଡାକ୍ତରଖାନା ଓ ବ୍ୟବସାୟୀଙ୍କୁ ଯୋଗାଉଛନ୍ତି।…
ଶଯ୍ୟାଶାୟୀ ମଧୁମେହ ରୋଗୀଙ୍କୁ ଉଦ୍ଧାର କଲା ପ୍ରଶାସନ
ବିଜେପୁର, ୩୦।୩ (ଡି.ଏନ.ଏ.)-କରୋନା ପ୍ରତିହତ ପାଇଁ ରାଜ୍ୟର ସମସ୍ତ ଜିଲା ଲକ୍ ଡାଉନ ରହିଛି । ଦିନ ମଜୁରିଆ ହାତବାନ୍ଧି ବସି ରହିବାକୁ ବାଧ୍ୟ ହେଉଛନ୍ତି । ପେଟକୁ ଦାନା ଯୋଗାଡ କରିବା କଷ୍ଟକର ହେଉଛି। ଅର୍ଥାଭାବରୁ ଚିକିତ୍ସିତ ହୋଇ ନ…
ଚାଲିଚାଲି ଯାଉଥିବା ୪୪ ଶ୍ରମିକ ଉଦ୍ଧାର
ଝାରସୁଗୁଡା ଅଫିସ, ୩୦।୩-ସମଗ୍ର ଦେଶରେ ଲକଡାଉନ ଯୋଗୁଁ ବିଭିନ୍ନ କଳକାରଖାନ ବନ୍ଦ ହୋଇଯାଇଛି। ଫଳରେ ଏଠାରେ କାର୍ଯ୍ୟ କରୁଥିବା ଶ୍ରମିକମାବେ ହଇରାଣ ହରକତ ହେଉଛନ୍ତି। ରବିବାର ଛତିଶଗଡ ରାଜ୍ୟର କେତେକ ଶ୍ରମିକ ଝାରସୁଗୁଡା ରୋଡ ଷ୍ଟେଶନର ରେଳଧାରଣାରେ ଚାଲି ଚାଲି ନିଜ…
Archives


