Home

ସ୍ୱଚ୍ଛ ହେଲା ଗଙ୍ଗାଜଳ

ବାରାଣସୀ,୫ ।୪: କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା କରାଯାଇଥିବା ବେଳେ କଳକାରାଖାନାକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଫଳରେ ଏବେ ବାରାଣସୀର ଗଙ୍ଗାଜଳ ପୂର୍ବାପେକ୍ଷା ଅଧିକ ସ୍ୱଚ୍ଛ ହୋଇଛି ବୋଲି କହିଛନ୍ତି କେମିକାଲ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି,…

ଲକଡାଉନ୍ ଯୋଗୁ ହୋଇପାରିଲାନି ଚିକିତ୍ସା: ଅନ୍ତିମ ସଂସ୍କାର ପାଇଁ ପିତାଙ୍କ ମୃତଦେହକୁ କାନ୍ଧ ଦେଲେ ୫ କନ୍ୟା

ଲକ୍ଷ୍ନୌ,୫ ।୪: ଭାରତରେ ଦେଖାଦେଇଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ଉତ୍ତରପ୍ରଦେଶ ଆଲିଗଡ଼ରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । ବନଦେବୀ ଥାନା ଅନ୍ତର୍ଗତ ନୁମାଇସ୍ ମୈଦାନରେ…

ଘରେ କ୍ୱାରାଣ୍ଟାଇନରେ ଥିବା ଲୋକଙ୍କ ଉପରେ ନଜର ରଖିବାକୁ ଆପ୍ ଲଞ୍ଚ କଲେ ଗୋଆ ସରକାର

ପଣଜୀ,୫ ।୪: କରୋନା ସଂକ୍ରମଣ କାରଣରୁ ଯେଉଁମାନେ ଘରେ କ୍ୱାରାଣ୍ଟାଇନରେ ରହିଛନ୍ତି ସେମାନଙ୍କ ଉପରେ ନଜର ରଖିବାକୁ ଗୋଆ ସରକାର ଜିପିଏସ୍ ବେସ୍‌ଡ ଲୋକେଶନ ଟ୍ରାକର “କୋଭିଡ ଲୋକେଟର” ଆପ୍ ଲଞ୍ଚ କରିଛନ୍ତି । ଫଳରେ କ୍ୱାରାଣ୍ଟାଇନରେ ଥିବା ଲୋକେ ଆଉ…

ଲକ୍‌ଡାଉନ୍‌: ସରକାରଙ୍କ ସାହାଯ୍ୟ ଲୋଡିଲେ ରୂପଜୀବୀ

ନାସିକ,୫ ।୪: କରୋନା ଭାଇରସ କାରଣରୁ ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା କରାଯାଇଛି । ଫଳରେ ଅନେକ ଲୋକଙ୍କ ଜୀନଜୀବିକା ଉପରେ ଏହାର ପ୍ରଭାବ ପଢିଛି । ଏହି ସମୟରେ ସରକାରଙ୍କ ପକ୍ଷରୁ ବିପଏଲ୍ ପରିବାରକୁ ଚାଉଳ, ଗହମ ଆଦି ଯୋଗାଇ…

କୋଭିଡ-୧୯: ପୂର୍ବତନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ,୫ ।୪: ଦେଶରେ ବଢି ଚାଲିଛି କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା । ଏବେ ଏହାର ମୁକାବିଲା କରିବା ସରକାରଙ୍କ ପାଇଁ ଯେମିତି ଏକ ଚ୍ୟାଲେଞ୍ଜ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ରାଷ୍ଟ୍ରପତି ପ୍ରଣବ…

ମାସ୍କ୍ ବିକ୍ରି ପାଇଁ ଘରୁ ଗୋଡ଼କାଢ଼ିଲା ଶିଶୁ: ଟଙ୍କା ନ ଥିଲେ ବି ମାଗଣାରେ ନେଇଯିବାକୁ କହିଲା

ଇସଲାମାବାଦ୍‌,୫ ।୪: କୁହାଯାଏ ବିପଦ ସମୟରେ ଲୋକଙ୍କ ମଧ୍ୟରେ ଏକଜୁଟ ହେବାର ସ୍ୱଭାବ ଦେଖାଦେଇଥାଏ । ଲୋକେ ଭେଦଭାବ ଭୁଲି ବିପଦ ବିରୋଧରେ ଲଢ଼େଇ କରିବା ଲାଗି ପ୍ରସ୍ତୁତ ହୋଇଥାନ୍ତି । ଏହାର ସଦ୍ୟତମ ଉଦାହରଣ ପାକିସ୍ତାନର ଏକ ଛୋଟ ବାଳକଠାରେ…

ଅଧାରୁ ଅଧିକ ଜନସଂଖ୍ୟା ଘରେ ବନ୍ଦ: ପୃଥିବୀର କମ୍ପନ ୩୦ରୁ ୫୦ ପ୍ରତିଶତ ହେଲା କମ୍ !

ୱାଶିଂଟନ,୫ ।୪: କରୋନା ସଂକ୍ରମଣ ଏବେ ସାରା ପୃଥିବୀର ଅଧାରୁ ଅଧିକ ଜନସଂଖ୍ୟା ଲକ୍‌ଡାଉନ୍‌ରେ ନିଜ ନିଜ ଘରେ ବନ୍ଦ ରହିଛନ୍ତି । ଏହାଯୋଗୁ ପୃଥିବୀରେ ବିଭିନ୍ନ ଯାନବାହାନ ଚଳାଚଳ ଯୋଗୁ ସୃଷ୍ଟି ହେଉଥିବା କମ୍ପନ ୩୦ରୁ ୫୦ ପ୍ରତିଶତ କମ୍…

ଲକ୍‌ଡାଉନ୍‌ ସମୟରେ ମା’ କରୀନାଙ୍କୁ ସୁନ୍ଦର ଉପହାର ଦେଲେ ତୈମୁର

ମୁମ୍ବାଇ: ଲକ୍‌ଡାଉନ୍‌ ପାାଇଁ ବଲିଉଡ୍‌ କଳାକାରମାନେ ଏବେ ଘରେ ସମୟ ବିତାଉଛନ୍ତି। ଏହି ଅବସରରେ କଳାକାରମାନେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଥିବା ଦେଖିବାକୁ ମିଳୁଛି। ସେମାନେ ନିଜର ଭିଡିଓ ଓ ଫଟୋ ପ୍ରଶଂସକଙ୍କ ପାଇଁ ଶେୟାର କରୁଛନ୍ତି। ସେହିପରି ଅଭିନେତ୍ରୀ…

କରୋନା ସଂକ୍ରମିତଙ୍କ ଚିକିତ୍ସା କରିଥିବା ୬୩ ପ୍ରତିଶତ ଡାକ୍ତର-ନର୍ସ ହୋଇଛନ୍ତି ମାନସିକ ରୋଗଗ୍ରସ୍ତ !

ବେଜିଂ,୫ ।୪: ଚାଇନାରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଏବେ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି । ତେବେ ଉହାନରେ ସଂକ୍ରମିତଙ୍କ ଚିକିତ୍ସା କରିଥିବା ୬୩ ପ୍ରତିଶତ ଡାକ୍ତର ଏବଂ ନର୍ସ ମାନସିକ ରୋଗଗ୍ରସ୍ତ ହୋଇଥିବା କୁହାଯାଉଛି । କମ୍…

ଦେଶରେ ପ୍ରସ୍ତୁତ ହେଲାଣି ୩୨ ଲକ୍ଷ ମାସ୍କ୍‌: କାମରେ ଲାଗିଛନ୍ତି ୬୫ ହଜାରରୁ ଅଧିକ ଲୋକ

ନୂଆଦିଲ୍ଲୀ,୫ ।୪: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନାରୁ ଦୂରେଇ ରହିବା ଲାଗି ମାସ୍କ୍ ପିନ୍ଧିବା ଜରୁରୀ ବୋଲି ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଇତିମଧ୍ୟରେ ଦେଶରେ…

ପାକିସ୍ତାନକୁ ଧୋକା ଦେଲା ଚାଇନା

ଇସ୍‌ଲାମାବାଦ,୫ ।୪: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ଏକ ପ୍ରକାର ସାରା ବିଶ୍ୱକୁ ବ୍ୟାପି ଗଲାଣି କହିଲେ ଚଳେ । ତେବେ ଏହି ଭାଇରସଠାରୁ ଦୂରେଇ ରହିବାକୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିବା ବେଳେ…

ଏହି ଅଭିନେତ୍ରୀଙ୍କ ସୋସାଇଟିରେ କରୋନା ରୋଗୀ ଚିହ୍ନଟ ହେବା ପରେ ଆପାର୍ଟମେଣ୍ଟକୁ କରାଗଲା ସିଲ୍‌

ମୁମ୍ବାଇ,୫।୫: କରୋନା ଭାଇରସ୍‌ ସାରା ଦେଶରେ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ହଜାରରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଏହାକୁ ରୋକିବା ପାଇଁ ସରକାର ଯଥାସମ୍ଭବ ପ୍ରଚେଷ୍ଟା ଚଳାଇଛନ୍ତି। ଇତିମଧ୍ୟରେ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେଙ୍କ ଆପାର୍ଟମେଣ୍ଟକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri