Home

ଆରମ୍ଭ ହେଲା ଆକ୍ୱା ଏକ୍ସପୋ ଓଡ଼ିଶା: ବୈଜ୍ଞାନିକ ପ୍ରଣାଳୀରେ ଉଦ୍ୟୋଗ ସ୍ଥାପନ ଉପରେ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୨୩।୨-ବାଲେଶ୍ୱର ସହର ଆଇଟିଆଇ ପଡ଼ିଆରେ ଓଡ଼ିଶା ଆକ୍ୱାଟିକ୍‌ ଫିଡ୍‌ ଡିଲର୍ସ ଆସୋସିଏଶନ୍‌, ସି ଫୁଡ୍‌ ଏକ୍ସପୋର୍ଟସ ଆସୋସିଏଶନ୍‌ ଅଫ୍‌ ଇଣ୍ଡିଆ ରାଜ୍ୟ ଶାଖା ଓ ଓଡ଼ିଶା ସ୍ରିମ୍ପ ଫାର୍ମର୍ସ ଆସୋସିଏଶନ୍‌ ଦ୍ୱାରା ବାଲେଶ୍ୱର ଚ୍ୟାମ୍ବର ଅଫ୍‌ ଇଣ୍ଡଷ୍ଟ୍ରି ଆଣ୍ଡ…

ଝାଡାବାନ୍ତିରେ ମହିଳାଙ୍କ ମୃତ୍ୟୁ, ୪ ଆକ୍ରାନ୍ତ

ବାହାନଗା୨୨ା୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଔପଦା ବ୍ଲକ ଖନ୍ତାପଡା ଥାନା ଅଧୀନ ଦକ୍ଷୀଣନରସିଂପୁର ପଞ୍ଚାୟତ ଚଷାଖଣ୍ଡ ଗ୍ରାମର ଦଳେଇ ସାହିରେ ଝାଡାବାନ୍ତି ବ୍ୟାପି ଗତ ୪ଦିନ ମଧ୍ୟରେ ୫ଜଣ ମହିଳା ଓ ପୁରୁଷ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ଜଣେ…

କପି କରି ଧରାପଡିଲେ ୫ ପରୀକ୍ଷାର୍ଥୀ

ଭୋଗରାଇ,୨୨।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଭଗବାନଚନ୍ଦ୍ର ହାଇସ୍କୁଲ କଟିସାହି ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ୪ଜଣ ଓ ଲୋକନାଥ ହାଇସ୍କୁଲ ମହାଗବ ପରୀକ୍ଷାକେନ୍ଦ୍ରରୁ ଜଣେ ପରୀକ୍ଷାର୍ଥୀ କପି କରି ଧରାପଡିଛନ୍ତି। ଶନିବାର ମାଟ୍ରିକ ପରୀକ୍ଷା ଦ୍ୱିତୀୟ ଦିନରେ ଇଂରାଜୀ ବିଷୟ…

ଭୁଲ ବିଲ୍‌କୁ ନେଇ ଚିନ୍ତାରେ ଗ୍ରାହକ: ୧୫୦ ବଦଳରେ ଆସିଲା ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବିଦ୍ୟୁତ୍‌ ବିଲ୍‌

ଚମ୍ପୁଆ,୨୨ା୨(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ବିଦ୍ୟୁତ ବିଭାଗ ଅଧୀନ ମନ୍ଦିରସାହି ନିବାସୀ ଓମକାର ସାହୁଙ୍କ ପାଖକୁ ୪ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଏକ ବିଦ୍ୟୁତ ବିଲ୍‌ ଆସଛି। ଏହି ବିଲ୍‌ ଦେଖିବା ପରେ ତାଙ୍କର ଚିନ୍ତା ବଢ଼ିଯାଇଛି। ଘଟଣାରୁ ପ୍ରକାଶ ଯେ, ଓମ୍‌କାରଙ୍କ…

ରାସ୍ତାରେ ଗିଲିରି ଫୁଲର ପସରା

କେନ୍ଦୁଝର,୨୨ା୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ବାଟେଘାଟେ ଓ ହାଟବଜାରରେ ଏବେ ଗିଲିରି ଫୁଲର ଆସର ଦେଖିବାକୁ ମିଳୁଛି। ଏହି ଋତୁରେ ଗିଲିରି ଫୁଲ ଫୁଟେ। ଏହି ଫୁଲ ଫୁଟି ଜଙ୍ଗଲାଞ୍ଚଳ ତଥା ବାଡ଼ିବଗିଚାର ଶୋଭାବର୍ଦ୍ଧନ କରେ। ତେବେ ଅନେକେ ଏହି ଗିଲିରି ଫୁଲ…

କଶ୍ମୀରରେ ୨୫୦ ଆତଙ୍କବାଦୀ ସକ୍ରିୟ: ୨ ମାସରେ ୧୨ ଅପରେଶନ, ମଲେଣି ୨୫

ଶ୍ରୀନଗର,୨୨ା୨(ପି.ଟି.): କଶ୍ମୀରରେ ଏବେ ବି ଆଙ୍କବାଦୀମାନେ ସକ୍ରିୟ ଅଛନ୍ତି। ତାଲିକାଭୁକ୍ତ ଆତଙ୍କବାଦୀଙ୍କ ସଂଖ୍ୟା କମି ୨୫୦ରେ ପହଞ୍ଚିଛି। ୨୦୨୦ରେ ଅର୍ଥାତ ଗତ ୨ ମାସ ମଧ୍ୟରେ ସୁରକ୍ଷାକର୍ମୀଙ୍କ ଏକାଧିକ ଅପରେଶନରେ ୨୫ ଆତଙ୍କବାଦୀ ପ୍ରାଣ ହରାଇଥିବା ଜମ୍ମୁ-କଶ୍ମୀର ଡିଜିପି ଦିଲ୍‌ବାଗ ସିଂ…

ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ: ହିଜ୍‌ବୁଲ କମାଣ୍ଡର ଗିରଫ

ଶ୍ରୀନଗର, ୨୨ା୨(ପି.ଟି.): ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଲଶ୍କର-ଇ-ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀ ଦ୍ୱୟ ହେଲେ କୁଲଗାମ୍‌ ନିବାସୀ ନଭିଦ୍‌ ଅହମଦ ଓରଫ ଫୁର୍‌କାନ ଓ ଆକିବ୍‌ ୟାସିନ୍‌ ଭଟ୍ଟ। ଖବରଦାତା ସମ୍ମିଳନୀରେ ଏନେଇ ଜମ୍ମୁ-କଶତମୀର…

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଉଦ୍‌ଘାଟିତ: ଓଡ଼ିଶାରେ ନୂଆ ଇତିହାସ ସୃଷ୍ଟି ହୋଇଛି: ମୋଦି

କଟକ,୨୨।୨(ସ୍ପୋଟର୍‌ସ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଉଦ୍‌ଘାଟନ କରିଛନ୍ତି। ସ୍ଥାନୀୟ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ଏକ ରଙ୍ଗାରଙ୍ଗ ଉତ୍ସବରେ ଏହି ମେଗା ଇଭେଣ୍ଟର ଶୁଭାରମ୍ଭ ହୋଇଛି। ଏହି ଇଭେଣ୍ଟ ଦେଶରେ…

ଉପକାରୀ ତୁଳସୀ ରସ

ତୁଳସୀ ରସରେ ବହୁ ଔଷଧୀୟ ଗୁଣ ରହିଛି। ନିୟମିତ ତୁଳସୀ ପତ୍ର ଚୋବାଇ ଖାଇଲେ ଶରୀର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଥଣ୍ଡାକାଶରୁ ମଧ୍ୟ ମୁକ୍ତି ମିଳିଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ପରୀକ୍ଷା କରି ଦର୍ଶାଇଛନ୍ତି, ତୁଳସୀ ପାଣିକୁ ଫୁଟାଇ…

ପୁଇଗୁଡ଼ା ଘାଟିରେ ଓଲଟିଲା ଅଟୋ, ୮ ଆହତ

ଦାରିଙ୍ଗବାଡ଼ି,୨୨।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ପୁଇଗୁଡ଼ା ଘାଟିରେ ଶନିବାର ଅପରାହ୍ନରେ ଏକ ଅଟୋ ଓଲଟି ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ…

ପୂର୍ବତନ ଭାରତୀୟ ଫୁଟ୍‌ବଲରଙ୍କ ପରଲୋକ

କୋଲକାତା,୨୨ା୨ (ପି.ଟି.): ପୂର୍ବତନ ଭାରତୀୟ ଫୁଟ୍‌ବଲର ଅଶୋକ ଚାଟାର୍ଜୀଙ୍କ ପରାଲୋକ ହୋଇଯାଇଛି। ତାଙ୍କୁ ୭୮ବର୍ଷ ହୋଇଥିଲା। ୧୯୬୫ ଏବଂ ୧୯୬୬ରେ ମର୍ଡେକା କପ୍‌ ଜିତିଥିବା ଭାରତୀୟ ଫୁଟ୍‌ବଲ ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ଚାଟାର୍ଜୀ ଜାତୀୟ ସିନିୟର ଦଳ ପକ୍ଷରୁ…

ଡାରେସ ସାମିଙ୍କୁ ପାକିସ୍ତାନ ନାଗରିକତ୍ୱ

କରାଚୀ,୨୨ା୨ (ପି.ଟି.): ଡାରେନ ସାମିଙ୍କୁ ସମ୍ମାନ ସୂଚକ ନାଗରିକତ୍ୱ ପ୍ରଦାନ କରିବା ଲାଗି ପାକିସ୍ତାନ ସରକାର ନିଷ୍ପତ୍ତି ନେଇଛନ୍ତି। ସାମିଙ୍କ ଯୋଗୁ ପାକିସ୍ତାନକୁ ଅନ୍ତର୍ଜାତୀୟ କ୍ରିକେଟ ପ୍ରତ୍ୟାବର୍ତ୍ତନ କରିଥିବାରୁ ତାଙ୍କୁ ଏହି ସମ୍ମାନ ଦିଆଯିବ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri