ପାକିସ୍ତାନରେ ଟ୍ରେନ ଅପହରଣ କଲେ ଆତଙ୍କବାଦୀ, ଶହଶହ ଯାତ୍ରୀଙ୍କୁ ରଖିଲେ ବନ୍ଧକ
ଇସଲାମାବାଦ,୧୧।୩: ପାକିସ୍ତାନର ବେଲୁଚିସ୍ତାନରେ ବାଲୁଚ ଲିବରେଶନ ଆର୍ମି (BLA) ଜାଫର ଏକ୍ସପ୍ରେସକୁ ଅପହରଣ କରିଛି। କେବଳ ଏତିକି ନୁହେଁ, ବାଲୁଚ ସେନା ଟ୍ରେନ୍ରେ ଥିବା ସମସ୍ତ ଯାତ୍ରୀଙ୍କୁ ବନ୍ଧକ ରଖିଛି। ବାଲୁଚ ଲିବରେଶନ ଆର୍ମି ସୋସିଆଲ ମିଡିଆରେ ଟ୍ରେନ ଅପହରଣ ସମ୍ପର୍କରେ…
ଭାରତର ନିଦ ହଜାଇଲା ପାକିସ୍ତାନ, କିଣିଲା କୋଟି କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର!
ଇସଲାମାବାଦ,୧୧।୩: ପାକିସ୍ତାନ ନିଜର ଖାଲି ରାଜକୋଷ ପାଇଁ ଦୁଃଖ ପ୍ରକାଶ କରୁଥିବା ବେଳେ, ଅସ୍ତ୍ରଶସ୍ତ୍ର କିଣିବାରେ ଏତେ ଟଙ୍କା ଖର୍ଚ୍ଚ କରିଥିଲା ଯେ ଏହା ଅସ୍ତ୍ରଶସ୍ତ୍ର କିଣିବାରେ ବିଶ୍ୱର ୫ମ ବୃହତ୍ତମ ଦେଶ ହୋଇଗଲା। ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ…
ଆତ୍ମସୁରକ୍ଷା ତାଲିମ ମନୋବଳ ବୃଦ୍ଧିରେ ହୁଏ ସହାୟକ
ରାଇକିଆ,୧୧/୩(ପ୍ରଦୀପ ବେହେରା)- କନ୍ଧମାଳ ଜିଲ୍ଲା ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀମାନଙ୍କ ଲାଗି ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ମଙ୍ଗଳବାର ଉଦଯାପିତ ହୋଇଅଛି। ମାଷ୍ଟର ସୁନେଲି ପଲେଇ ଆତ୍ମସୁରକ୍ଷା ଉପରେ ତାଲିମ ପ୍ରଦାନ କରିଥିଲେ। ଏଥିରେ…
‘ମୋତେ ସମ୍ମାନ ମିଳିଲା ନାହିଁ’, Champions Trophy ପରେ ଦୁଃଖ ବଖାଣିଲେ ଶ୍ରେୟସ ଆୟର
ନୂଆଦିଲ୍ଲୀ,୧୧।୩: ଚାମ୍ପିୟନ୍ସ ଟ୍ରଫି-୨୦୨୫ ଜିତିଥିବା ଭାରତୀୟ ଦଳର ଅଂଶ ଥିବା ଶ୍ରେୟସ ଆୟର ଏବେ ତାଙ୍କ ଯନ୍ତ୍ରଣା ବଖାଣିଛନ୍ତି। ଆୟର ମିଡଲ ଅର୍ଡରରେ ଚମତ୍କାର ବ୍ୟାଟିଂ କରିଥିଲେ ଏବଂ ଭାରତର ବିଜୟର ନାୟକମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ। ସେ ଦଳର ମିଡଲ…
ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମ କନ୍ଦାଗୁଡ଼ା-କେନ୍ଦୁଗୁଡ଼ା ଗାଁ: ରାସ୍ତା ସାଜିଛି ବାଧକ
ଥୁଆମୁଳ ରାମପୁର,୧୧।୩(ଦୁର୍ଗା କୀର୍ତ୍ତି): ଦେଶ ସ୍ବାଧୀନତାର ୭୭ ବର୍ଷକୁ ପଦାର୍ପଣ କଲାଣି। ଏଠି ଲୋକେ ସ୍ବାଧୀନତା ଚାଖି ଦେଶ ଦୁନିଆରେ ସ୍ବାଧୀନ ଭାବରେ ଘୁରି ବୁଲୁଛନ୍ତି। ନୂଆଁ ନୂଆଁ କୌଶଳ ଆପଣେଇ ନୂତନ ଜୀବନଶୈଳୀରେ ଝିଅପୁଅଙ୍କୁ ଉଚ୍ଚଶିକ୍ଷିତ କରିବାର ସୌଭାଗ୍ୟ ପ୍ରାପ୍ତ…
‘ଆପଣ ଟ୍ରେନିଂ ନିଅନ୍ତୁ, ଆପଣଙ୍କୁ ଏହାର…’, ନଡ୍ଡାଙ୍କୁ କାହିଁକି ଏମିତି ଉପଦେଶ ଦେଲେ ଖାର୍ଗେ
ନୂଆଦିଲ୍ଲୀ,୧୧।୩: ରାଜ୍ୟ ସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର (୧୧ ମାର୍ଚ୍ଚ, ୨୦୨୫) କେନ୍ଦ୍ରମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ଗୃହର ନେତା,…
ଅମିତାଭଙ୍କ ପରେ ‘KBC’ ସିଂହାସନରେ ବସିବେ କିଏ? ସର୍ଭେରେ ଆଗରେ ଅଛନ୍ତି ଏହି ୨ ସେଲିବ୍ରିଟି
ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ କେବଳ ଚଳଚ୍ଚିତ୍ର ନୁହେଁ, ଟିଭି ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ସେ ବର୍ଷ ବର୍ଷ ଧରି ଟିଭି ରିଆଲିଟି ଶୋ ‘କୌନ ବନେଗା କରୋଡପତି’ ହୋଷ୍ଟ କରିଆସୁଛନ୍ତି। ସେ ୨୦୦୦ ମସିହାରୁ…
ନିଖୋଜ ଯୁବକଙ୍କ ମୃତଦେହ ପୋଖରୀରୁ ଉଦ୍ଧାର
ଧୂଷୁରୀ,୧୦।୩( ଦୀପ୍ତି ରଞ୍ଜନ ନାୟକ ): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ କୋଠାର ପଞ୍ଚାୟତର ବାଙ୍କ ସାହି ଗ୍ରାମ ରେ ଘଟିଛି ଅଭାବନୀୟ ଘଟଣା। ଏହି ଗାଆଁର ସମୀର ରାଉତ (୧୮) ରବିବାର ଦିନ ନିକଟସ୍ଥ ପୋଖରୀକୁ ଶୌଚ ହେବା…
KISS କଣ୍ଟ୍ରୋଭର୍ସିକୁ ନେଇ ଗୋଟିଏ ମାସ ପରେ କମେଣ୍ଟ ଦେଲେ ଉଦିତ
ମୁମ୍ବାଇ: ‘ପହଲା ନଶା’ ଠାରୁ ‘ଜାଦୁ ତେରୀ ନଜର’ ପର୍ଯ୍ୟନ୍ତ ୪୦ଟି ଭିନ୍ନ ଭିନ୍ନ ଭାଷାରେ ୨୫ହଜାର ଗୀତ ଗାଇଥିବା ଗାୟକ ଉଦିତ ନାରାୟଣ ସମ୍ପ୍ରତି KISS ବିବାଦ ପାଇଁ ଶିରୋନାମାରେ ଥିଲେ। ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଉଦିତ…
କହୁ କହୁ ଭାବୁକ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ୮ ବର୍ଷ ପରେ ପୂରଣ ହେଲା ସ୍ବପ୍ନ
ନୂଆଦିଲ୍ଲୀ,୧୧।୩: ଫାଇନାଲ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟରେ ପରାସ୍ତ କରି ଭାରତୀୟ ଦଳ ଚାମ୍ପିୟନ୍ସ ଟ୍ରଫିର ତୃତୀୟ ଟାଇଟଲ ଜିତିଛି। ଏହି ବିଜୟ ପରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସ୍ବର୍ଗତ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ସେ…
Gold Smuggling ମାମଲାରେ ଆସିଲା ନୂଆ ଟୁଇଷ୍ଟ, ତରୁଣ ରାଜୁଙ୍କୁ ଗିରଫ କଲା ପୋଲିସ
ନୂଆଦିଲ୍ଲୀ,୧୧।୩: ଦୁବାଇରୁ ସୁନା ଚୋରା ଚାଲାଣ ଅଭିଯୋଗରେ ଅଭିଯୁକ୍ତ ଅଭିନେତ୍ରୀ ରାନ୍ୟା ରାଓଙ୍କ ବିଷୟରେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆଣିଛି। ସୁନା ଚୋରା ଚାଲାଣ ମାମଲାରେ ପୋଲିସ ରାନ୍ୟା ରାଓଙ୍କ ବନ୍ଧୁ ତରୁଣ ରାଜୁଙ୍କୁ ଗିରଫ…
ଏହି ଦେଶକୁ କୁହାଯାଏ ମିନି ଇଣ୍ଡିଆ: ଜାଣନ୍ତୁ ଏ ବିଷୟରେ ରୋଚକ ତଥ୍ୟ
ପୋର୍ଟ ଲୁଇସ୍,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ମରିସସ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ ନିଜେ ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିବା ପାଇଁ ବିମାନବନ୍ଦରରେ…
Archives


