ବିଳିବିଳୋଉଛି ପାକିସ୍ତାନ: ଭାରତର ଓ୍ବେବ୍ସାଇଟ୍କୁ ପାକ୍ ହ୍ୟାକରଙ୍କ ଟାର୍ଗେଟ, ଜବାବ ଦେଉଛି ଗୁଇନ୍ଦା….
ନୂଆଦିଲ୍ଲୀ,୨।୫: ପାକିସ୍ତାନ ସମର୍ଥିତ ହ୍ୟାକର ଗ୍ରୁପ୍ଗୁଡ଼ିକ ପୁଣି ଥରେ ଭାରତ ବିରୁଦ୍ଧରେ ଏକ ସାଇବର ମୋର୍ଚ୍ଚା ଖୋଲିବାକୁ ବିଫଳ ପ୍ରୟାସରେ ଲିପ୍ତ ଅଛନ୍ତି। ଗୁଇନ୍ଦା ସଂସ୍ଥାଗୁଡ଼ିକରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନରୁ କାର୍ଯ୍ୟ କରୁଥିବା ““Cyber Group HOAX1337” ” ଏବଂ…
କାଙ୍ଗାଳ ହେବାକୁ ଯାଉଛି ପାକିସ୍ତାନ! ପାକିସ୍ତାନ ଏୟାରଲାଇନ୍ସ କମ୍ପାନୀ PIAର ୬୦ ପ୍ରତିଶତ ଅଂଶ ବିକ୍ରି କରିବାକୁ ପ୍ରସ୍ତୁତ ହେଲେଣି ସରକାର
ଇସଲାମାବାଦ,୨।୫: ଆର୍ଥିକ ସଙ୍କଟରୁ ଟିକିଏ ମୁକୁଳିବା ପାଇଁ, ପାକିସ୍ତାନ ଏବେ ଏହାର ସରକାରୀ ସମ୍ପତ୍ତି ଏବଂ ବିମାନ କମ୍ପାନୀଗୁଡ଼ିକୁ ବିକ୍ରି କରିବାକୁ ପ୍ରସ୍ତୁତ ହେଉଛି, ଯାହା ପାକିସ୍ତାନ ସରକାରଙ୍କ ଶହବାଜ ସରିଫଙ୍କ ପାଇଁ ବିବାଦର କାରଣ ପାଲଟିଛି। ସୂଚନା ଅନୁଯାୟୀ, ଶହବାଜ…
ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବାକୁ ଆବେଦନ
କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ପରିବହନ କୋ-ଅପରେଟିଭ ସୋସାଇଟିରେ ଆର୍ଥିକ ଘୋଟାଲା ଘଟଣାର ତଦନ୍ତ କ୍ରାଇମ ବ୍ରାଞ୍ଚ (ଅର୍ଥନୈତିକ ଶାଖା) ପକ୍ଷରୁ ଚାଲିଛି। ଏହି ଘଟଣାରେ କ୍ରାଇମ ବ୍ରାଞ୍ଚ ବିଜେଡି ନେତା ରାଜା ଚକ୍ର ସମେତ ୪ଜଣଙ୍କୁ…
2000 Rupees Update: ଦୁଇ ହଜାର ଟଙ୍କିଆ ନୋଟ୍କୁ ନେଇ RBIର ବଡ଼ ଅପ୍ଡେଟ୍, ଏବେ ବି କରିପାରିବେ ଏହି କାମ
ନୂଆଦିଲ୍ଲୀ,୨।୫: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରିବାର ଦୁଇ ବର୍ଷ ପରେ ମଧ୍ୟ ୬,୨୬୬ କୋଟି ଟଙ୍କାର ନୋଟ ହସ୍ତଗତ କରିପାରି ନାହିଁ। ଏହି ସୂଚନା RBI ତଥ୍ୟରୁ ପ୍ରାପ୍ତ ହୋଇଛି। ୨୦୦୦ ଟଙ୍କାର ନୋଟ…
ସହରାଞ୍ଚଳ ଗରିବଙ୍କ ପାଇଁ ସ୍ବତନ୍ତ୍ର ପ୍ରୟାସ ‘ସହଯୋଗ’ର ଶୁଭାରମ୍ଭ
ଛତ୍ରପୁର,୨ା୫(ଦିଲ୍ଲୀପ ସାମଲ): ସହଯୋଗୀ ସାଜିବ ସହଯୋଗ। ସହରାଞ୍ଚଳରେ ବସବାସ କରୁଥିବା ଆର୍ଥିକ ଅନଗ୍ରସରଙ୍କୁ ସରକାରୀ ଯୋଜନାଗୁଡ଼ିକ ସହ ଯୋଡ଼ିବାର ଅନନ୍ୟ ପ୍ରୟାସ ରାଜ୍ୟରେ ଶୁଭାରମ୍ଭ ହୋଇଛି। ଏହାକୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର ଶୁଭାରମ୍ଭ କରିଥିଲେ। ରାଜ୍ୟରେ…
ହିନ୍ଦୁ କର୍ମୀଙ୍କୁ ଛୁରି ଭୁସି ହତ୍ୟା
ବେଙ୍ଗାଲୁରୁ,୨ା୫: ହିନ୍ଦୁ କର୍ମୀ ସୁବାସ ଶେଟ୍ଟୀଙ୍କ ହତ୍ୟା ପରେ ଦକ୍ଷିଣ କନ୍ନଡ ଜିଲାରେ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ, ମାଙ୍ଗାଲୋରରେ ପ୍ରବଳ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସୁବାସ ହତ୍ୟା ମାମଲା ପରେ ମାଙ୍ଗାଲୁରୁର କନ୍ନୁର,…
କଶ୍ମୀରରେ ବନ୍ୟା ପାକିସ୍ତାନ ପାଇଁ ପାଲଟିବ କାଳ! ଧୋଇଯିବ Pok
ନୂଆଦିଲ୍ଲୀ,୨।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଭୟଭୀତ। ପାକିସ୍ତାନ ବର୍ତ୍ତମାନ ଅନେକ ପ୍ରସଙ୍ଗରେ ଆକ୍ରମଣର ସମ୍ମୁଖୀନ ହେଉଛି। ଗୋଟିଏ ପଟେ ଭାରତ ପାକିସ୍ତାନ ସମ୍ପର୍କରେ ଅନେକ କଠୋର ନିଷ୍ପତ୍ତି ନେଇଛି ଏବଂ ଅନ୍ୟପଟେ ପଡ଼ୋଶୀ ଦେଶ ଏବେ…
କେତେ ଭୟଙ୍କର ପରମାଣୁ ବୋମା (Atomic Bomb), ଯେଉଁଠି ପଡ଼ିବ କେତେ କ୍ଷତି ହେବ? ଜାଣନ୍ତୁ…
ନୂଆଦିଲ୍ଲୀ,୨।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଭାରତ ଯେକୌଣସି ସମୟରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ। ଭାରତର ଆକ୍ସନକୁ ଦେଖି ପାକିସ୍ତାନ ଭିତରେ ଭୟର ବାତାବରଣ ଦେଖିବାକୁ ମିଳୁଛି। ଯେତେବେଳେ ପାକିସ୍ତାନ ସବୁଥର ପରି…
ସହକାରୀ ଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣା: ୪ ଦିନରେ ପହଞ୍ଚିଲା ଆନ୍ଦୋଳନ
ଆନନ୍ଦପୁର,୨ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦ। ପଞ୍ଚାୟତର ଏକ ଠିକାକାମକୁ ନେଇ ବ୍ଲକ ଏମ୍ପି ପ୍ରତିନିଧି ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ଗାଳିଗୁଲଜ ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନ…
ପୁଣି ଧମକାଇଲା ପାକିସ୍ତାନ, କହିଲା ସିନ୍ଧୁ ନଦୀରେ ରକ୍ତ ବୁହାଇବୁ, Bilawal Bhuttoଙ୍କ ଯୁଦ୍ଧ ଧମକୁ ନେଇ ଚର୍ଚ୍ଚା
ଇସଲାମାବାଦ,୨।୫: ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ପାକିସ୍ତାନରେ ରାଜନୈତିକ ଉଷ୍ମତା ଶୀର୍ଷରେ ପହଞ୍ଚିଛି। ଏହି ସମୟରେ, ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜରଦାରୀ ଭାରତ ବିରୋଧରେ ଯୁଦ୍ଧ ଧମକ ଦେଇଛନ୍ତି। ସେ…
‘ମୋତେ ୨୨୭ ଲୋକଙ୍କୁ ମାରିବାକୁ ମିଳିଛି ଲାଇସେନ୍ସ…’, ଅଡିଓ କ୍ଲିପ ମାମଲାରେ ବଢିଲା ଶେଖ ହାସିନାଙ୍କ ଟେନସନ
ଢାକା,୨।୫: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ପୁଣି ବଢ଼ିବା ପରି ମନେ ହେଉଛି। ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଶେଖ ହାସିନା ଏବଂ ତାଙ୍କ ସହଯୋଗୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଏକ ଅଡିଓ କ୍ଲିପ ଆଧାରରେ, ଜଷ୍ଟିସ…
ସାଇକେଲ-ବାଇକ୍ ମୁହାଁମୁହିଁ, ୨ ଗୁରୁତର, ଚିକିତ୍ସା ବ୍ୟବସ୍ଥା କରାଇଲେ ବିଧାୟକ
ଭଞ୍ଜନଗର,୨ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଦଶପଲ୍ଲା ମୁଖ୍ୟ ରାସ୍ତାର କୋଟିବିରାଡ଼ି ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଏକ ବାଇକ୍ ଓ ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ କୋଟିବିରାଡ଼ିର ଉଦୟ ନାୟକ ଓ ବାଲିସାହିର…
Archives


