ଚାଲିଚାଲି ଗ୍ରାମକୁ ଫେରୁଛନ୍ତି ଶହ ଶହ ଶ୍ରମିକ
ଠାକୁରମୁଣ୍ଡା,୩୦।୩(ଡି.ଏନ୍.ଏ.): ରାଜ୍ୟର ବିଭିନ୍ନ ସ୍ଥାନକୁ ଶ୍ରମିକ ଭାବରେ କାମ କରିବାକୁ ଯାଇଥିବା ଲୋକେ ଏବେ ଚାଲି ଚାଲି ଘରକୁ ଫେରୁଥିବାର ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲା କରଞ୍ଜିଆ ଉପଖଣ୍ଡ ସମେତ ସୀମାନ୍ତ କେନ୍ଦୁଝର ଜିଲା ଗୟଳମୁଣ୍ଡା ମୋନହୋରପୁର,ପଣସଡିହା ପଞ୍ଚାୟତରୁ ଯାଇ କଟକ,…
କରୋନା ନେଲାଣି ୩୩ ହଜାର ୫୦୯ ଲୋକଙ୍କ ଜୀବନ
ନୂଆଦିଲ୍ଲୀ/ଓ୍ବାଶିଂଟନ,୩୦।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ଲୋକଙ୍କ ମୃତ୍ୟୁ ଘଟି ଚାଲିଛି। ଫଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। କରୋନା ସଂକ୍ରମଣ ଇତିମଧ୍ୟରେ ୧୯୯ ଦେଶରେ ପହଞ୍ଚିଛି। ବହୁ ଦେଶର ସରକାର ସଂକ୍ରମଣ ରୋକିବା ଲାଗି…
କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଗବେଷକଙ୍କ ଯୁକ୍ତି: ଭାରତରେ ୪୯ ଦିନର ଲକ୍ଡାଉନ୍ ଜରୁରୀ
ନୂଆଦିଲ୍ଲୀ,୩୦ା୩: କରୋନା ଭାଇରସ୍ ଯୋଗୁ ବିଶ୍ୱ ଏବେ ଆତଙ୍କିତ ହୋଇପଡ଼ିଛି। ଏହି ମହାମାରୀକୁ ରୋକିବା ଲାଗି ବିଭିନ୍ନ ଦେଶ ପକ୍ଷରୁ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷକରି ଅଧିକାଂଶ ଦେଶ ଲକ୍ଡାଉନ୍ ଉପରେ ଗୁରୁତ୍ୱ ଦେଇଛନ୍ତି। ଭାରତରେ ମଧ୍ୟ ୨୧…
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୭୧, ସୁସ୍ଥ ହେଲେ ୯୯
ନୂଆଦିଲ୍ଲୀ,୩୦।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୋମବାର ସକାଳ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୧୦୭୧ରେ। ବଡ ଖବର ହେଉଛି ଏଥିରେ ୯୯ ଜଣ ସୁସ୍ଥ ହାଇଥିବା ଜଣାପଡିଛି। ସେହିପରି କରୋନା…
ଟ୍ରମ୍ପ୍ଙ୍କ ଆସନ ଟଳମଳ: ଆମେରିକା ସ୍ଥିତି ଅସମ୍ଭାଳ
ଓ୍ବାଶିଂଟନ,୩୦ା୩: କୋଭିଡ୍-୧୯ ମାଡ଼ରେ ବିଶ୍ୱର ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ର ପାଲଟିବାକୁ ଯାଉଛି ଶକ୍ତିଶାଳୀ ଆମେରିକା। ମହାମାରୀ କରୋନା ବିଶ୍ୱବ୍ୟାପୀ କାୟା ବିସ୍ତାର କରି ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଥିବାବେଳେ ଏହାକୁ ‘ଚାଇନା ଭୂତାଣୁ’ ବୋଲି କଟାକ୍ଷ କରୁଥିବା ରାଷ୍ଟ୍ରପତି ଡୋନାଲ୍ଡ…
ଅସୁବିଧା ସମୟରେ ଭଡାଟିଆଙ୍କୁ ସାହା ହେଲେ ଘର ମାଲିକ
ନଏଡା,୩୦।୩: ମହାମାରୀ କରୋନା ଭାଇରସ୍ ସହ ମୁକାବିଲା ପାଇଁ ସମସ୍ତେ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ଏହି ଘଡିସନ୍ଧି ମୁହୂର୍ତ୍ତରେ କେତେକ ଲୋକ ନିଜର ମାନବିକତାର ପରିଚୟ ମଧ୍ୟ ଦେଉଛନ୍ତି। ଲକ୍ଡାଉନ୍ ସମୟରେ ଯାହାର ଯେତିକି ସାମାର୍ଥ୍ୟ ସେ ସେହି ଅନୁସାରେ ଲୋକଙ୍କୁ…
ଲକ୍ଡାଉନ ବିରୋଧୀ ଅଭିନବ ଲଢ଼େଇ
ନୂଆଦିଲ୍ଲୀ, ୩୦। ୩: କରୋନା ଯୋଗୁ ବର୍ତ୍ତମାନ ସାରା ବିଶ୍ୱରେ ଲକ୍ଡାଉନ ପାଇଁ ଆର୍ଥତ୍କ କାର୍ଯ୍ୟକଳାପ ହ୍ରାସ ହୋଇଛି। ଏଭଳି ସମୟରେ କମ୍ପାନୀଗୁଡିକ ଚାପରେ ରହିବା ଫଳରେ ଛଟେଇ ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି। ବିଭିନ୍ନ ଦେଶ ପ୍ୟାକେଜ ଘୋଷଣା ଦ୍ୱାରା…
ଜର୍ମାନ ମନ୍ତ୍ରୀଙ୍କ ଆତ୍ମହତ୍ୟା
ବର୍ଲିନ,୩୦ା୩: ବିଶ୍ୱବ୍ୟାପୀ କରୋନା ଭାଇରସ୍ ଉଗ୍ରରୂପ ଧାରଣ କରିଥିବା ବେଳେ ସମସ୍ତେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏତିକିବେଳେ ଦୁଃଖରେ ଭାଙ୍ଗିପଡ଼ି ଜର୍ମାନର ହେସେ ପ୍ରଦେଶରେ ଅର୍ଥମନ୍ତ୍ରୀ ଥିବା ଥୋମାସ୍ ଚଫେର(୫୪) ଆତ୍ମହତ୍ୟା କରିଛନ୍ତି। କରୋନା ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ…
ଲକ୍ଡାଉନ ସତ୍ତ୍ୱେ କେନ୍ଦୁଝରରେ ଗଡୁଛି ଭାରୀଯାନ: ୧୫ଫୁଟ ତଳକୁ ଖସିଲା ଟ୍ରକ୍
କୋଳିମାଟି,୩୦ା୩(ଡି.ଏନ୍.ଏ.): କେନ୍ଦୁଝର ଜିଲା ୨୦ ନଂ. ଜାତୀୟ ରାଜପଥ ଘସିପୁରା ଥାନା ଅଧୀନ କୋଳିମାଟି ଭାଲୁହୁଡି ଟାଉନ ନିକଟରେ ସୋମବାର ସକାଳେ ଏକ ଦଶଚକିଆ ଲୁହାପଥର ବୋଝେଇ ଟ୍ରକ ୧୫ ଫୁଟ ତଳକୁ ଖସିପଡ଼ିଛି। ଏଥିରେ ଟ୍ରକ ଡ୍ରାଇଭରଙ୍କ ମୁଣ୍ଡ ଫାଟିଯାଇଛି।…
ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୧୬ଶହ, ୧୭ ମୃତ୍ୟୁ
ଇସ୍ଲାମାବାଦ,୩୦।୩: ପାକିସ୍ତାନରେ ବେଳକୁ ବେଳ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରବିବାର ୧୦୦ ନୂଆ ରୋଗୀ ଚିହ୍ନଟ ହେବା ପରେ ଏବେ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୧୬୦୦ରେ। ଏଠାରେ ମୃତ୍ୟୁ ସଂଖ୍ୟା ୧୭ ରହିଥିବା ସୂଚନା ମିଳିଛି। ତେବେ…
‘ଜିରୋ ପେସେଣ୍ଟ’ ଏବେ କରୋନା ମୁକ୍ତ: ତାଙ୍କଠାରୁ ବ୍ୟାପିଥିଲା ମହାମାରୀ !
ବେଜିଂ,୩୦।୩: ଚାଇନାର ଉହାନର ମାଛ ବଜାରର ଚିଙ୍ଗୁଡ଼ି ବିକାଳି ମହିଳାଙ୍କଠାରୁ ମହାମାରୀ କରୋନା ସଂକ୍ରମଣ ବ୍ୟାପିଥିଲା। ୫୭ ବର୍ଷ ବୟସ୍କ ଓ୍ବିଇ ଗୁଇଜିଆନ୍ଙ୍କୁ ଥଣ୍ଡା ହୋଇଥିଲା। ସେ ଏହାକୁ ଅଣଦେଖା କରିଥିଲେ। ଏହା ସାଧାରଣ ଥଣ୍ଡା ବୋଲି ସେ ଧରିନେଇ ଏହାକୁ…
୨ ସପ୍ତାହରେ ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ଚରମ ସୀମା ଛୁଇଁବ: ଟ୍ରମ୍ପ୍
ଓ୍ବାଶିଂଟନ,୩୦।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ଲୋକଙ୍କ ମୃତ୍ୟୁ ଘଟି ଚାଲିଛି। ଫଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ବହୁ ଦେଶର ସରକାର ସଂକ୍ରମଣ ରୋକିବା ଲାଗି ଲକ୍ଡାଉନ୍ ଜାରି କରିଛନ୍ତି। ତେବେ କମ୍ୟୁନିଟି ସଂକ୍ରମଣ…
Archives


