ଆସିମ-ହିମାଂଶୀଙ୍କ ନୂଆ ମ୍ୟୁଜିକ୍ ଭିଡିଓର ପୋଷ୍ଟର ରିଲିଜ୍
ଛୋଟ ପରଦାର ଚର୍ଚ୍ଚିତ ଶୋ’ ‘ବିଗ୍ ବସ୍-୧୩’ ମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ ଆସିମ ରିୟାଜ ଏବଂ ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ଖୁରାନା। ଏହି ଯୋଡିଙ୍କୁ ମ୍ୟୁଜିକ ଭିଡିଓ ‘କାଲା ସୋନା ନଇଁ..’ରେ ଏକାଠି ଦେଖିବାକୁ ମିଳିଥିଲା। ପ୍ରଥମ ମ୍ୟୁଜିକ୍ ଭିଡିଓର ସଫଳତା…
ରାଜ୍ୟରେ ବନ୍ଦ ହେବନି ୨୦ରୁ କମ୍ ଛାତ୍ରୀଛାତ୍ର ଥିବା ସ୍କୁଲ, ସୋମବାରରୁ ନାମଲେଖା ଆରମ୍ଭ
ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ ୨୦ରୁ କମ୍ ଛାତ୍ରୀଛାତ୍ର ଥିବା ସ୍କୁଲ ବନ୍ଦ ହେବ ନାହିଁ। ଗତବର୍ଷ ଯେଉଁ ସବୁ ସ୍କୁଲରେ ନାମଲେଖା ହୋଇଥିଲା ଚଳିତ ବର୍ଷ ମଧ୍ୟ ହେବ। କରୋନା ପାଇଁ ସବୁ ସ୍କୁଲରେ ଆଡମିଶନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୋମବାରଠାରୁ ଜୁଲାଇ…
ରାଜଧାନୀର ଘରୋଇ ହସ୍ପିଟାଲକୁ କେଜରିଓ୍ବାଲଙ୍କ ଚେତାବନୀ
ନୂଆଦିଲ୍ଲୀ,୬।୬: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଓ ସଂକ୍ରମିତଙ୍କର ଠିକ୍ ଚିକିତ୍ସା କରିବାକୁ ସରକାରଙ୍କ ତତ୍ପରତା ଦେଖିବାକୁ ମିଳିଛି। ଘରୋଇ ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ଚିକିତ୍ସାକୁ ନେଇ ପୁଣିଥରେ…
ଜୁଲାଇ ୨୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା: ଶ୍ରଦ୍ଧାଳୁଙ୍କ କରୋନା ଯାଞ୍ଚ ରହିବ ବାଧ୍ୟତାମୂଳକ
ଅନନ୍ତନାଗ,୬।୬: କରୋନା ଲକ୍ଡାଉନ ମଧ୍ୟରେ ଅମରନାଥ ଯାତ୍ରାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ଥର ଅମରନାଥ ଯାତ୍ରା ଜୁଲାଇ ୨୧ରୁ ଅଗଷ୍ଟ ୩ମଧ୍ୟରେ ଆରମ୍ଭ ହେବ। ଏହି ଯାତ୍ରା କେବଳ ୨ସପ୍ତାହ ଅର୍ଥାତ୍ ୧୫ ଦିନ ଯାଏଁ ଚାଲିବ…
୩୦ ଏପ୍ରିଲ୍ ମଧ୍ୟରେ ହୋଇଥିବା ନମୁନା ପରୀକ୍ଷା: ୭୦ ପ୍ରତିଶତଙ୍କ ତଥ୍ୟ ହୋଇନି ସଂରକ୍ଷିତ
ନୂଆଦିଲ୍ଲୀ, ୬।୬: କରୋନା ସଂକ୍ରମଣ ଲଢ଼େଇ ଭାରତରେ ଜୋର୍ଦାର ହେବାରେ ଲାଗିଛି। ଏପରିସ୍ଥଳେ ଆଇସିଏମ୍ଆର୍ ଏବଂ ପବ୍ଲିକ୍ ହେଲଥ୍ ଫାଉଣ୍ଡେଶନ୍ ଅଫ୍ ଇଣ୍ଡିଆ ପକ୍ଷରୁ ହୋଇଥିବା ଏକ ସର୍ଭେରେ ଦର୍ଶାଯାଇଛି ଯେ, ଗତ ୩ ମାସ ମଧ୍ୟରେ ହୋଇଥିବା ନମୁନା ପରୀକ୍ଷା…
ଚିନ୍ତା ବଢ଼ାଇଲାଣି କରୋନା: ୬ ଦିନରେ ଚିହ୍ନଟ ହେଲେଣି ୮୩୩ ଆକ୍ରାନ୍ତ
ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୬ ଦିନରେ ମୋଟ ୮୩୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜୁନ୍ ୧ରେ ୧୫୬ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜୁନ୍ ୨ରେ ୧୪୧, ଜୁନ୍ ୩ରେ…
ହଜ୍ଯାତ୍ରା ଉପରେ ସଙ୍କଟ
ନୂଆଦିଲ୍ଲୀ/ମକ୍କା, ୬।୬: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ବଜାୟ ରଖିବା ଲାଗି ବହୁ ଦେଶରେ ଧାର୍ମିକସ୍ଥଳକୁ ବନ୍ଦ କରି ଦିଆଯାଇଛି। ଏପରିସ୍ଥଳେ ଚଳିତ ବର୍ଷ ମକ୍କା-ମଦିନାକୁ ଯିବା ପାଇଁ ଶ୍ରଦ୍ଧାଳୁଙ୍କ ଉପରେ କଟକଣା ଜାରି କରାଯାଇଛି। ଫଳରେ ହଜ୍ଯାତ୍ରା…
ଲକ୍ଡାଉନ୍ରେ ଫାର୍ମହାଉସ ସଫା କଲେ ସଲମାନ୍
ଲକ୍ଡାଉନ୍ ଯୋଗୁ ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଏବେ ପନଭେଲସ୍ଥିତ ନିଜ ଫାର୍ମହାଉସରେ ରହୁଛନ୍ତି। ତାଙ୍କ ସହ ଭଉଣୀ ଅର୍ପିତା, ଅଭିନେତା ଆୟୁଶ ଶର୍ମା, ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ ଏବଂ ଲୁଲିଆ ବନ୍ତୁର ମଧ୍ୟ ରହୁଛନ୍ତି। ଏବେ ସଲମାନ୍ଙ୍କ ଏକ ଭିଡିଓ…
ଶଟ୍ଡାଉନ୍ରେ ମାଟ୍ରିକ ମୂଲ୍ୟାୟନ ବନ୍ଦ
ଭୁବନେଶ୍ୱର,୬।୬(ବ୍ୟୁରୋ): କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ଓ ରବିବାର ୧୧ ଜିଲାକୁ ଶଟ୍ଡାଉନ୍ ଘୋଷଣା କରାଯାଇଛି। ତେବେ ଶଟ୍ଡାଉନ୍ ଘୋଷିତ ଉକ୍ତ ଜିଲାଗୁଡ଼ିକରେ ଶନିବାର ମାଟ୍ରିକ ମୂଲ୍ୟାୟନ ବନ୍ଦ ରହିଛି। ରବିବାର ମଧ୍ୟ ଉକ୍ତ ଜିଲାଗୁଡିକରେ ଖାତା…
ଶଟ୍ଡାଉନ୍ରେ ବିକ୍ରି ହେବ ଓମଫେଡ୍ ସାମଗ୍ରୀ: ରିଟେଲରଙ୍କ ଠିକଣା ସହ ମୋବାଇଲ ନଂ. ଜାରି
ଭୁବନେଶ୍ୱର,୬।୬(ବ୍ୟୁରୋ): ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ୧୧ ଜିଲାରେ ପ୍ରତି ଶନିବାର ଓ ରବିବାର ଶଟ୍ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ତେବେ ଏହି ୨ ଦିନ ସଟ୍ଡାଉନ ବେଳେ ଓମଫେଡ୍ ପ୍ରଡକ୍ଟ ବିକ୍ରି ହୋଇପାରିବ। ତେବେ ଶଟ୍ଡାଉନ୍ ବେଳେ କିଏ…
ଶରୀରରେ ଆଇଏଲ୍-୬ ପ୍ରୋଟିନ୍ ଅଧିକ ରହିଲେ ହୁଏ କରୋନା ସଂକ୍ରମଣ
ଓ୍ବାଶିଂଟନ, ୬।୬: କରୋନା ମହାମାରୀ ବିରୋଧରେ ପୃଥିବୀରେ ଲଢ଼େଇ ଜାରି ରହିଛି। କେଉଁ ମାନଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଥାଏ ସେନେଇ ଗବେଷକ ଦିନରାତି ଗବେଷଣା ଜାରି ରଖିଛନ୍ତି। ଲଣ୍ଡନର ଫ୍ରାନ୍ସିସ୍ କ୍ରିକ୍ ଇନଷ୍ଟିଚ୍ୟୁଟ୍ରେ ହୋଇଥିବା ଏକ ଗବେଷଣା…
ଭଦ୍ରକରେ ଶଟ୍ଡାଉନ୍ ପ୍ରଭାବ, ଖାଁ ଖାଁ ରାସ୍ତାଘାଟ
ଭଦ୍ରକ ଅଫିସ,୬।୬: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଜୁନ ମାସର ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର ଦୁଇଦିନ ଶଟ୍ଡାଉନ୍ ଘୋଷଣା କରିଛନ୍ତି। ପୂର୍ବରୁ ଶଟ୍ଡାଉନ୍ ନିୟମକୁ କଡାକଡି ଭାବେ ପାଳନ କରାଯାଉଥିଲା। ତେବେ ନୂତନ ଭାବେ…

