Home

ପ୍ରେମିକାଙ୍କୁ ଭେଟିବାକୁ ଯାଇ ବାର୍‌ହା ଫାଶରେ ପଡ଼ିଗଲେ ନାବାଳକ ପ୍ରେମିକ: ଆଉ ତା’ପରେ ଘଟିଲା…

କୋରାପୁଟ,୨୫।୧୦(ଅମିତାଭ ବେହେରା): କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ ଅଲିଗାଁ ସ୍କୁଲ ଜଙ୍ଗଲରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକାକୁ ଦେଖା କରିବାକୁ ଯାଇଥିବାବେଳେ ବାରହା ଫାଶରେ ପଡ଼ି ପ୍ରେମିକାଙ୍କ ଜୀବନ ଯାଇଛି। ସୂଚନାଯୋଗ୍ୟ, ଅଲିଗାଁ ସ୍କୁଲ ଜଙ୍ଗଲରେ ଥିବା ଏକ ଜମିରେ…

ଯାତ୍ରା ଦେଖି ଘରକୁ ଫେରୁଥିଲେ ୨ ନାବାଳିକା: କେନାଲକୁ ଟାଣିନେଇ ଗଣବଳାତ୍କାର

ମୋରଡା,୨୫/୧୦(ସ୍ମାରକ ମାଜୀ )- ଯାତ୍ରା ଦେଖି ଘରକୁ ଫେରୁଥିବା ସମୟରେ ୨ ଜଣ ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବାର ଅଭିଯୋଗ ହୋଇଛି l ଏପରି ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ l ସୂଚନା ଅନୁଯାୟୀ, ଉକ୍ତ…

ମା’ଙ୍କ ଦୁଃଖ ସହି ପାରିଲେନି ପୁଅ: ମେସେଜ୍‌ରେ ATM ପାସଓ୍ବାର୍ଡ ଲେଖି ନେଲେ ଚରମ ନିଷ୍ପତ୍ତି

ସମ୍ବଲପୁର, ୨୫।୧୦(ପ୍ରମୋଦ ବହିଦାର/ସୁନୀଲ ମହାନ୍ତି): ରୋଗ ଯନ୍ତ୍ରଣାରେ ଛଟପଟ ମା’ଙ୍କ ଦୁଃଖ ସହିତ ନ ପାରି ପୁଅ ଆତ୍ମହତ୍ୟା କରିବା ଭଳି ଏକ ଲୋମହର୍ଷକ ଖବର ମିଳିଛି। ପୁତ୍ର ସୌରଭ ସମ୍ବିତ ତ୍ରିପାଠୀ(୨୨)ଙ୍କ ଶବକୁ ବୁର୍ଲା ପାୱାର ଚ୍ୟାନେଲରେ ଚିପିଲିମା ନିକଟରୁ…

ଦୁଇ ବାଇକ ମୁହାଁମୁହିଁ ଧକ୍କା: ୨ ଯୁବକଙ୍କ ଚାଲିଗଲା ଜୀବନ

ମୁନିଗୁଡା,୨୫।୧୦ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ଥାନା ଅନ୍ତର୍ଗତ ବୁରୁଜୁଗୁଡା ନିକଟରେ ୨ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକଙ୍କ ମଧ୍ୟରୁ ଜଣେ ମୁନିଗୁଡା ଗୋବର୍ଦ୍ଧନର ଦେବାଶିଷ ସାହୁ ହୋଇଥିବାବେଳେ…

ମ୍ୟାଚ୍‌ ଆରମ୍ଭ ହେବାପୂର୍ବରୁ ଚମତ୍କାର ବିଶ୍ୱରେକର୍ଡ କଲା ଭାରତ: ଲଗାତାର ଭାବେ….

ସିଡନୀ,୨୫।୧୦: ଆଜି ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ଖେଳାଯାଉଛି। ଭାରତୀୟ କ୍ରିକେଟ ଦଳ ଏହି ମ୍ୟାଚ୍‌ରେ ପୁଣି ଥରେ ଟସ ହାରିଛି। ଲଗାତାର ୧୮ତମ ଥର ପାଇଁ ଟିମ ଇଣ୍ଡିଆ ଟସ ଜିତିନାହିଁ। ଭାରତୀୟ ଅଧିନାୟକ…

ପ୍ରଶାସନର ଦାୟିତ୍ୱହୀନତା, ଅନ୍ଧକାର ଜଗନ୍ନାଥ ମନ୍ଦିର:ଅସୁରକ୍ଷିତରେ ହବିଷ୍ୟାଳୀ

ପୁରୁଷୋତ୍ତମପୁର,୨୫।୧୦ (ସବିତା ମିଶ୍ର) ସରକାର ଓ ପ୍ରଶାସନ ମହିଳା,ଶିଶୁ ଓ ବରିଷ୍ଠ ନାଗରିକଙ୍କ ସୁରକ୍ଷାର କଥା କହିବା ସହ ପୂରୀ ଜଗନ୍ନାଥଙ୍କ ନିକଟକୁ ଆସୁଥିବା ହବିଷ୍ୟାଳୀଙ୍କ ଲାଗି ସୁବିଧା ସୁଯୋଗ ଯୋଗାଇ ଦେଉଥିବାର କହୁଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହି…

Google Chrome ବ୍ୟବହାର କରୁଛନ୍ତି କି, ହୋଇଯାନ୍ତୁ ସାବଧାନ: ଆସୁଛି ଏମିତି ବିପଦ

ନୂଆଦିଲ୍ଲୀ,୨୪।୧୦: ଯଦି ଆପଣ Google Chrome ବ୍ୟବହାର କରନ୍ତି, ତେବେ ଆପଣଙ୍କୁ ସତର୍କ ରହିବାକୁ ପଡିବ। ଏହି ବ୍ରାଉଜରରେ ଏକ ତ୍ରୁଟି ପରିଲକ୍ଷିତ ହୋଇଛି। ଏହି ତ୍ରୁଟି ସାଇବର ଆକ୍ରମଣକାରୀଙ୍କୁ ସିଷ୍ଟମକୁ ଟାର୍ଗେଟ, ଡାଟା ଚୋରି ଏବଂ ମାଲୱେର ସଂସ୍ଥାପନ କରିବାକୁ…

ବରଗଡ଼ ଧନୁଯାତ୍ରା କଳାକାର ଚୟନ: ଏଯାଏ ଆଶାଜନକ ହୋଇନି ଆବେଦନ

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ତାରିଖ ପର୍ଯ୍ୟନ୍ତ ୧୧ଦିନ ବ୍ୟାପୀ ଏହି ମହୋତ୍ସବ ଚାଲିବ। ତେବେ ଏଥର ମହୋତ୍ସବର ବିଭିନ୍ନ ମୁଖ୍ୟ ଚରିତ୍ର ପାଇଁ କଳାକାର ଚୟନ…

ଜଳାଶୟକୁ ପ୍ରଦୂଷିତ କରୁଛି ଇଥାନଲ ପ୍ଲାଣ୍ଟ: ମାଛ ମରୁଛନ୍ତି, ଲୋକଙ୍କୁ ଚର୍ମରୋଗ

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଉଲସିଂହାଠାରେ ନିର୍ମିତ ଇଥାନଲ ପ୍ଲାଣ୍ଟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଲାଗି ରହିଛି। ଏହି ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତି ନ ଥିବାବେଳେ ଏବେ ଉକ୍ତ ପ୍ଲାଣ୍ଟରୁ ନିଷ୍କାସିତ ବର୍ଜ୍ୟବସ୍ତୁ ଗାଁ ପୋଖରୀରେ ମିଶି…

ନୂଆପଡ଼ା ଉପନିର୍ବାଚନ: ସବୁ ଚର୍ଚ୍ଚାରେ ପ୍ରାର୍ଥୀ

ନୂଆପଡ଼ା,୨୫ା୧୦(ପୀତାମ୍ବର ସାହୁ):ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିଛି। କହିବାକୁ ଗଲେ ସବୁ ଦଳର ଶତାଧିକ ରାଜ୍ୟସ୍ତରର ନେତା ନୂଆପଡ଼ାରେ ଡେରା ପକାଇ ରହିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପରେ ଏହା ପ୍ରଥମ ଉପନିର୍ବାଚନ ହେବାକୁ ଯାଉଛି। ତେଣୁ ଏଥିରେ…

ଆଜି ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୨୫ା୧୦(ସୁନିତ୍‌ ମିଶ୍ର): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲା କନ୍‌ଫରେନ୍ସ ହଲ୍‌ଠାରେ ଅପରାହ୍ନ ୫ଟା ସମୟରେ ହେବାକୁ ଥିବା ଏହି ବୈଠକରେ ୭ଟି ପ୍ରସ୍ତାବ…

ଆସୁଛି ବାତ୍ୟା, ଜାଣନ୍ତୁ ଓଡ଼ିଶାରେ କ’ଣ ରହିବ ପ୍ରଭାବ

ଭୁବନେଶ୍ୱର, ୨୫ା୧୦(ବନ୍ଦନା ସେଠୀ):ବଙ୍ଗୋପସାଗରରେ ଆସୁଛି ବାତ୍ୟା। ଏହାର ନାମ ଥାଇ ଭାଷାରେ ‘ମୋନ୍ଥା’। ଇତିମଧ୍ୟରେ ଶୁକ୍ରବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ୩ କି.ମି. ବେଗରେ ଗତି କରୁଛି। ଶନିବାର ସୁଦ୍ଧା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri