YouTubeରେ ୫୦ ହଜାର ସବ୍ସ୍କ୍ରାଇବର ହେଲେ କେତେ ଟଙ୍କା କରିପାରିବେ ରୋଜଗାର, ଜାଣନ୍ତୁ Instagramଠାରୁ ଅଧିକ ନା କମ୍
ଆଜିକାଲି ସୋସିଆଲ ମିଡିଆ ପ୍ଲାଟଫର୍ମ କେବଳ ମନୋରଞ୍ଜନ ନୁହେଁ ଆୟର ଏକ ଭଲ ଉତ୍ସ ପାଲଟିଛି। YouTube, Instagram ଏବଂ Facebook ପରି ସୋସିଆଲ ମିଡିଆ ଆପ୍ସରେ କଣ୍ଟେଣ୍ଟ ଅପଲୋଡD କରି ଆପଣ ଭଲ ଆୟ କରିପାରିବେ, ଯାହା tଦ୍ୱାରା ଆପଣଙ୍କର…
ଇକୋ ରିଟ୍ରିଟ୍ କାର୍ଯ୍ୟ ତଦାରଖ କଲେ ବିଡିଓ, ତୁରନ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇ…
ଦାରିଙ୍ଗବାଡ଼ି,୨୬ା୧୦(ଅରୁଣ ସାହୁ): ପର୍ଯ୍ୟଟନ ଋତୁକୁ ନଜରରେ ରଖି ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବା ପାଇଁ ବିଡିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟ ଚାଲିଥିବା ପର୍ଯ୍ୟଟନକ୍ଷେତ୍ରକୁ ରବିବାର ପରିଦର୍ଶନ କରିଛନ୍ତି। ସେ କନ୍ଧମାଳ ଜିଲାପାଳ ବେଦ ଭୂଷଣଙ୍କ ନିର୍ଦ୍ଦେଶ କ୍ରମେ କଫି…
AI: ଚେତାବନୀ ଦେଲେଣି ଏକ୍ସପର୍ଟ, ମଣିଷଙ୍କ ଭଳି ଏଆଇକୁ ହେଲା ରୋଗ! ‘ବ୍ରେନ୍ ରଟ’ର ଶିକାର ହୋଇ ୟୁଜର୍ସଙ୍କୁ ଦେଉଛି ଏଣୁତେଣୁ ଜବାବ
ନୂଆଦିଲ୍ଲୀ,୨୬।୧୦: ‘ବ୍ରେନ୍ ରଟ’ ଶବ୍ଦଟି ଆଜିକାଲି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଟ୍ରେଣ୍ଡ କରୁଛି। ଏହା ଏକ ମାନସିକ ଅବସ୍ଥାକୁ ବୁଝାଏ ଯାହା ସେତେବେଳେ ଘଟେ ଯେତେବେଳେ ଜଣେ ବ୍ୟକ୍ତି ନିରନ୍ତର ଖରାପ ଏବଂ ନିମ୍ନମାନର ଅନଲାଇନ ବିଷୟବସ୍ତୁ ବ୍ୟବହାର କରନ୍ତି,…
ଆହୁରି ଭୟଙ୍କର ହେଲା ବାତ୍ୟା! ଠିକ୍ ଏହି ଯାଗାରେ କରିବ ଲ୍ୟାଣ୍ଡଫଲ୍
ଆଜି ଗଭୀର ଅବପାତ, ସନ୍ଧ୍ୟାରେ ନେବ ବାତ୍ୟାର ରୂପ । ୨୮ ତାରିଖ ସଂଧ୍ୟାରୁ ମଧ୍ୟରାତ୍ର ଭିତରେ ଲ୍ୟାଣ୍ଡଫଲ୍ ସମ୍ଭାବନା । ଆନ୍ଧ୍ରପ୍ରଦେଶ କାକିନାଡ଼ା ପାଖରେ ଅତିକ୍ରମ କରିବ ସ୍ଥଳଭାଗ । ୧୦୦ କିମି ବେଗରେ ବହିପାରେ ପବନ । ଗଭୀର…
୫ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ: ୬ ସହରରେ ଗଡ଼ିବ ୨୦୦ ଇ-ବସ୍
ଭୁବନେଶ୍ୱର,୨୬ା୧୦(ରବିନାରାୟଣ ଜେନା): ରାଜ୍ୟରେ ବିମାନ ଚଳାଚଳ କ୍ଷେତ୍ରର ଭିତ୍ତିଭୂମି ବିକାଶ ସହ ଏହାକୁ ଅଧିକ ପ୍ରଶସ୍ତ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମେ ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ…
ପାଖେଇଲା ବାତ୍ୟା: ଓଡ଼ିଶାର ଏହି ୭ଜିଲାକୁ ବଡ଼ ବିପଦ!
ଭୁବନେଶ୍ୱର,୨୬ା୧୦: ସ୍ପଷ୍ଟ ହେଲା ବାତ୍ୟା ‘ମୋନ୍ଥା’ର ଗତିପଥ। ୨୮ ତାରିଖ ମଙ୍ଗଳବାର ସଂଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରେ ‘ମୋନ୍ଥା’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନ ବେଗ ଘଣ୍ଟା ପ୍ରତି ୯୦/୧୦୦ କି.ମି.…
ବାତ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍: ଏଇଠି ବୁଲିଯିବ ବାତ୍ୟା? ଓଡ଼ିଶାକୁ…
ଭୁବନେଶ୍ୱର/ ଛତ୍ରପୁର (ବନ୍ଦନା ସେଠୀ /ରବିନାରାୟଣ ଜେନା/ ଦିଲ୍ଲୀପ ସାମଲ), ୨୬ା୧୦: ସ୍ପଷ୍ଟ ହେଲା ବାତ୍ୟା ‘ମୋନ୍ଥା’ର ଗତିପଥ। ୨୮ ତାରିଖ ମଙ୍ଗଳବାର ସନ୍ଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରେ ‘ମୋନ୍ଥା’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ।…
ବାତ୍ୟା ‘ମୋନ୍ଥା’: ୨୭ରୁ ରାଜ୍ୟରେ ପ୍ରବଳ ବର୍ଷା: ଏସବୁ ଜିଲା ପାଇଁ ଜାରି ହେଲା ରେଡ୍ ଓ୍ବାର୍ନିଂ, ବନ୍ଦରଗୁଡିକରେ…
ଭୁବନେଶ୍ୱର, ୨୫ା୧୦(ବନ୍ଦନା ସେଠୀ) – ସ୍ପଷ୍ଟ ହେଲା ବାତ୍ୟା ‘ମୋନ୍ଥା’ର ଗତିପଥ। ୨୮ ତାରିଖ ମଙ୍ଗଳବାର ସନ୍ଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳର ମଛଲିପାଟନମ୍ ଏବଂ କଳିଙ୍ଗପାଟନମ୍ ମଧ୍ୟଦେଇ ‘ମୋନ୍ଥା’ ଅତିକ୍ରମ କରି ଲ୍ୟାଣ୍ଡଫଲ୍ କରିବ। ‘ମୋନ୍ଥା’ ସ୍ଥଳଭାଗ ଛୁଇଁବା ସମୟରେ…
ସନ୍ନ୍ୟାସ ନେବା ମୁଡ୍ରେ ନାହାନ୍ତି ରୋହିତ-କୋହଲି! ସିଡନୀ ବିଜୟ ପରେ ଖୋଲାଖୋଲି…
ନୂଆଦିଲ୍ଲୀ/ସିଡନୀ,୨୫।୧୦: ଅଷ୍ଟ୍ରେଲିଆ ଗସ୍ତରେ ଦିନିକିଆ ସିରିଜ ଟିମ ଇଣ୍ଡିଆର ବିଜୟ ସହିତ ଶେଷ ହୋଇଥିଲା। ସିଡନୀରେ ଖେଳାଯାଇଥିବା ଶେଷ ମ୍ୟାଚ୍ରେ, ଭାରତ ଅଷ୍ଟ୍ରେଲିଆକୁ ୯ ଉଇକେଟରେ ପରାସ୍ତ କରିଥିଲା। ହେଲେ ଅଷ୍ଟ୍ରେଲିଆ ସିରିଜକୁ ୨-୧ ରେ ଜିତିଥିଲା। କିନ୍ତୁ ଭାରତୀୟ ପ୍ରଶଂସକଙ୍କ…
ସରକାରୀ ଜମିକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ଚରମ ସୀମାରେ: ଫସଲରେ ଚରାଇଲେ ଗୋରୁପଲ, ମୁତୟନ ହେଲା…
ଦିଗପହଣ୍ଡି/ପାଟପୁର, ୨୫।୧୦ (ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡ଼ାମାରି ରାଜସ୍ବ ସର୍କଲର ସାମନ୍ତରାପୁର ମୌଜାର ଖାତା ନଂ.୧୫୪ ରେ ଥିବା ଅଳ୍ପ କିଛି ସରକାରୀ ଜମିକୁ ବତାଗଡ଼ ଏବଂ ପୋଡ଼ାମାରି ଗ୍ରାମର ବହୁ ସଂଖ୍ୟକ…
ସୁଧୁରିଲେ ନାହିଁ ପ୍ରାଣୀଧନ ନିରୀକ୍ଷକ; ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରିବା ପରେ ଗଲେ ଜେଲ୍…
ଦିଗପହଣ୍ଡି, ୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ପ୍ରାଣୀଧନ ନିରୀକ୍ଷକ ଶୁଭକାନ୍ତ ରାଉତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଶୁଭକାନ୍ତଙ୍କ ଘର କେନ୍ଦ୍ରାପଡା ଜିଲା ମହାକାଳପଡା ଥାନା ଅର୍ନ୍ତଗତ ବଡପଲ୍ଲି ଗ୍ରାମ ହୋଇଥିବା ବେଳେ…
ଗୁଳି କରି ହତ୍ୟା ମାମଲା: ସାକ୍ଷ୍ୟ ପ୍ରମାଣ ଅଭାବରୁ ବିକ୍ରମ ନିର୍ଦ୍ଦୋଷରେ ଖଲାସ
ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ)-୨୦୦୮ ମସିହା ଜୁନ ୧୮ ତାରିଖରେ ଗଞ୍ଜାମ ଜିଲା ଭଞ୍ଜନଗର ଥାନା ସମ୍ମୁଖରେ ଆସିକାର ବିପିନ ଭୋଳଙ୍କୁ ବିକ୍ରମ ମଲ୍ଲିକ ଏବଂ ଅନ୍ୟମାନେ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଉକ୍ତ ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଭଞ୍ଜନଗର…
Archives


